ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଭାବାନ ଗୀତିକାର ଶ୍ରୀ ଶେଷଦେବ ଥାନପତି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ଭଲପାଇବାକୁ ଶବ୍ଦରେ ସଜାଇ ରଚନା କରିଛନ୍ତି ଏକ ନିଆରା ଗୀତ ‘ମୋଦୀ ବାବୁ’ । ତାଙ୍କର ଏହି ସୁନ୍ଦର ସୃଜନଶୀଳ ପ୍ରୟାସକୁ ଅନେକ ଶୁଭେଚ୍ଛା ।
ଜନତାଙ୍କ ଅଧିକାରକୁ ଦଳିଚକଟି ନିଜ ସତ୍ତା ବଞ୍ଚାଇବାର କଂଗ୍ରେସର ଚେଷ୍ଟାକୁ ଦେଶ ଆଜି ବି ଭୁଲିନାହିଁ ।
#SamvidhanGauravDiwas
1
445
ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକତା ଜଗତର ଅନନ୍ୟ ସାଧକ, ବିଶିଷ୍ଟ ସାହିତ୍ୟିକ, ଗୋଦାବରୀଶ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
4
592
ଆମର ଯୁବପୀଢ଼ିଙ୍କ ପାଇଁ ବଢିଛି ରାଜ୍ୟର ଅର୍ଥନୀତି । - ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।
🤖 Made with AI
3
607
BJP Odisha retweeted
Press conference by BJP National Spokesperson Dr. @SudhanshuTrived in New Delhi. teapawt.org/i/broadcasts/2YRzAYLKo…
ବୋଇତ ବନ୍ଦାଣ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ, ସାହସୀ ସାଧବ ପୁଅଙ୍କ ବୀରତ୍ୱ ଓ ସମୃଦ୍ଧ ବାଣିଜ୍ୟ ପରମ୍ପରାର ପ୍ରତୀକ।
ଆମ ଐତିହ୍ୟ ପରମ୍ପରାର ମୂକସାକ୍ଷୀ ହେଉଛି ବାଲିଯାତ୍ରା । ଆମ ଐତିହ୍ୟ, ଓଡ଼ିଆ ଅସ୍ମିତା ଓ ଉଦ୍ୟମଶୀଳତାକୁ ମନେ ପକାଇ ଏହି ପରମ୍ପରା ଏକ ସମୃଦ୍ଧ ଓଡ଼ିଶା ଗଠନର ନୂଆ ସ୍ୱପ୍ନ ଓ ସମ୍ଭାବନା ପାଇଁ ପ୍ରେରଣା ଯୋଗାଏ।
🤖 Made with AI
ଦିନେ ଓଡ଼ିଆ ସାଧବ ପୁଅଙ୍କ ବୋଇତ ବିଶ୍ୱ ଦରବାରରେ ଓଡ଼ିଶାର ଗୌରବ ବଢ଼ାଉଥିଲା । ଆଜି ଡବଲ ଇଞ୍ଜିନ ସରକାରରେ ବନ୍ଦରର ବିକାଶ, ଜାହାଜ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା ଓ ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନିଆଯାଉଥିବା ପଦକ୍ଷେପ ଓଡ଼ିଶାର ସେହି ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ନୂଆ ଦିଗ ଦେଉଛି ।
ଡବଲ ଇଞ୍ଜିନ ସରକାରରେ ସମୃଦ୍ଧ ଐତିହ୍ୟରୁ ସମୃଦ୍ଧ ଭବିଷ୍ୟତ ଅଭିମୁଖେ ଆଗେଇ ଚାଲିଛି ଓଡ଼ିଶା ।
ଗୁରୁ ନାନକ ଦେବଜୀଙ୍କ ୫୫୭ତମ ଜନ୍ମଜୟନ୍ତୀ ଅବସରରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ନୀଳଗିରିର ମାନ୍ୟବର ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ଦଳର ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର ଓ ଶ୍ରୀମତୀ ପିଙ୍କି ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ୱରସ୍ଥିତ ଗୁରୁଦ୍ୱାର ପରିଦର୍ଶନ କରିବା ସହ ଗୁରୁ ନାନକ ଦେବଜୀଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ସ୍ମରଣ କରିଛନ୍ତି ।

















