Amul Odisha (@AmulOdisha) header
Amul Odisha (@AmulOdisha) profile picture

ଅମୁଲ୍ ଏବେ ଓଡ଼ିଆ । ଆପଣଙ୍କ ପସନ୍ଦ ଅମୁଲ୍ ଏବେ କହିବ ଆପଣଙ୍କ ନିଜ ଭାଷା ଖାଣ୍ଟି ଓଡ଼ିଆରେ ।

Odisha
Joined January 2021
Photo by Amul Odisha (@AmulOdisha)Photo by Amul Odisha (@AmulOdisha)Photo by Amul Odisha (@AmulOdisha)Photo by Amul Odisha (@AmulOdisha)Photo by Amul Odisha (@AmulOdisha)Photo by Amul Odisha (@AmulOdisha)Photo by Amul Odisha (@AmulOdisha)Photo by Amul Odisha (@AmulOdisha)Photo by Amul Odisha (@AmulOdisha)Photo by Amul Odisha (@AmulOdisha)
ସ୍ଵାଦିଷ୍ଟ ଭୋଜନ ସହିତ ପାଳନ୍ତୁ ଛାଡଖାଇ ଓ ନିଜ ପ୍ରିୟଜନଙ୍କ ସହିତ ବାଣ୍ଟନ୍ତୁ ଅନେକ ଖୁସି । ଏହି ଉତ୍ପାଦ ସମସ୍ତ କ୍ୱିକ୍ କମର୍ସ ଆପ୍ ଏବଂ ଆପଣଙ୍କ ନିକଟବର୍ତ୍ତୀ ଷ୍ଟୋର ଗୁଡିକରେ ଉପଲବ୍ଧ ।
54
ପୂର୍ବତନ ଭାରତୀୟ ହକି ଖେଳାଳି, ରାଜନେତା ତଥା କ୍ରୀଡ଼ା ପ୍ରଶାସକ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ତାଙ୍କ ଜନ୍ମଦିନରେ ଅଜସ୍ର ଶୁଭେଚ୍ଛା ।
58
ଆ କା ମା ବୈ, ପାନ ଗୁଆ ଥୋଇ… ଇଏ କଳିଙ୍ଗ ମାଟିର ଡାକ... ଦିନେ ସାଧବମାନେ ବୋଇତ ନେଇ ଯାଉଥିଲେ ସାଗର ସେପାରି ଦୂର ଦେଶକୁ । ଆଜି ବି ସେଇ ଗୌରବକୁ ଆମେ ବଞ୍ଚାଇ ରଖିଛୁ, ଗୋଟିଏ ଦୀପରେ, ଗୋଟିଏ ବୋଇତରେ । ବୋଇତ ବନ୍ଦାଣ ସହ ଆରମ୍ଭ ହେଉ ବାଲିଯାତ୍ରାର ଉତ୍ସବ । କାର୍ତ୍ତିକ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା !
87
ଐତିହାସିକ ବାଲିଯାତ୍ରାକୁ ଆପଣଙ୍କୁ ସ୍ଵାଗତ । ଅମୁଲର ସ୍ଵାଦ ସହିତ ମନେ ପକାନ୍ତୁ ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରା ଓ ସାଧବ ପୁଅଙ୍କ ଗୌରବମୟ ଇତିହାସ ।
2
111
ପବିତ୍ର ବଡ଼ଓଷା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
1
3
108
ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ, ଆଦିବାସୀଙ୍କ ଅଧିକାର ପାଇଁ ଲଢିଥିବା ଓଡ଼ିଶାର ବୀରପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
82
ବିଶିଷ୍ଟ ଲେଖକ ତଥା ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ସଶ୍ରଦ୍ଧ ପ୍ରଣାମ ।
1
2
156
ଅମୁଲ ଡାର୍କ୍ ଚକଲେଟ୍ ର ଅପୂର୍ବ ସ୍ଵାଦ ଓ ପ୍ରାକୃତିକ ଗୁଣବତ୍ତା, ଆପଣଙ୍କ ମନରେ ଆଣେ ପ୍ରଫୁଲ୍ଲତା । ଏହି ଉତ୍ପାଦ ସମସ୍ତ କ୍ୱିକ୍ କମର୍ସ ଆପ୍ ଏବଂ ଆପଣଙ୍କ ନିକଟବର୍ତ୍ତୀ ଷ୍ଟୋର ଗୁଡିକରେ ଉପଲବ୍ଧ ।
1
101
କର୍ମ ବ୍ୟସ୍ତତା ହେଉ କିମ୍ବା ଛୋଟ ବିରତି, ନିଜ ଖୁସିକୁ ପ୍ରାଧାନ୍ୟ ଦିଅନ୍ତୁ ଓ ଖାଆନ୍ତୁ ଅମୁଲ ଚକୋମିନିଜ୍ । ଦିନ ଲାଗିବ ଆହୁରି ସହଜ । ଏହି ଉତ୍ପାଦ ସମସ୍ତ କ୍ୱିକ୍ କମର୍ସ ଆପ୍ ଏବଂ ଆପଣଙ୍କ ନିକଟବର୍ତ୍ତୀ ଷ୍ଟୋର ଗୁଡିକରେ ଉପଲବ୍ଧ ।
80
ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧା ପାଦ ଦର୍ଶନ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ।
86
ଅଶାନ୍ତ ମନକୁ ଶାନ୍ତ କରିବାକୁ ପିଅନ୍ତୁ ଅମୁଲ ଟ୍ରୁ ଆପଲ୍ । ପ୍ରତିଟି ଢୋକ ଆପଣଙ୍କ ମନରେ ଭରିଦେବ ଶୀତଳତା । ଏହି ଉତ୍ପାଦ ସମସ୍ତ କ୍ୱିକ୍ କମର୍ସ ଆପ୍ ଏବଂ ଆପଣଙ୍କ ନିକଟବର୍ତ୍ତୀ ଷ୍ଟୋର ଗୁଡିକରେ ଉପଲବ୍ଧ ।
66
ଖ୍ୟାତନାମା ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀ ବ୍ୟୋମକେଶ ମହାନ୍ତିଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
84
ଶିଶୁ ଦିବସର ଶୁଭେଚ୍ଛା । ଆସନ୍ତୁ ସେମାନଙ୍କ ସ୍ବପ୍ନକୁ ସାକାର କରିବା ଓ ଟିକି ଟିକି ସମ୍ଭାବନାକୁ ପାଳନ କରିବା । ଏହି ଉତ୍ପାଦ ଆପଣଙ୍କ ନିକଟବର୍ତ୍ତୀ ତେଜରାତି ଦୋକାନ କିମ୍ବା ଖୁଚୁରା ବିକ୍ରେତାଙ୍କ ପାଖରେ ଉପଲବ୍ଧ ।
106
ଚାହା ସହିତ ଅମୁଲ ବଟର କୁକିଜ୍ । ଜୀବନର ମଧୁର ମୂହୁର୍ତ୍ତ ସବୁ ଏମିତି ଛୋଟ ଛୋଟ ଜିନିଷରେ ଥାଏ । ଏହି ଉତ୍ପାଦ ସମସ୍ତ କ୍ୱିକ୍ କମର୍ସ ଆପ୍ ଏବଂ ଆପଣଙ୍କ ନିକଟବର୍ତ୍ତୀ ଷ୍ଟୋର ଗୁଡିକରେ ଉପଲବ୍ଧ ।
90
ଓଡ଼ିଆ କଥାଚିତ୍ର ଓ ବୃତ୍ତଚିତ୍ର ନିର୍ଦ୍ଦେଶକ ଶ୍ରୀ ନୀରଦ ନାରାୟଣ ମହାପାତ୍ରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
83
ଗୋବର୍ଦ୍ଧନ ପୂଜାର ଏହି ପବିତ୍ର ଅବସରରେ ଅମୁଲ୍ କେଶର ମୋଦକର ମଧୁର ସ୍ୱାଦ ଆପଣଙ୍କ ପୂଜା ଏବଂ ଉତ୍ସବକୁ କରୁ ଅଧିକ ଦିବ୍ୟ ଓ ସ୍ୱାଦିଷ୍ଟ । ଏହି ଉତ୍ପାଦ shop.amul.com ରୁ ଅର୍ଡ଼ର କରନ୍ତୁ ।
114
ଦୀପାବଳିର ସନ୍ଧ୍ୟାକୁ କରନ୍ତୁ ଆହୁରି ରୋମାଞ୍ଚକର । ପରିବାର ଓ ଅତିଥିଙ୍କ ସହିତ ଖାଆନ୍ତୁ ଅମୁଲ ରାଜଭୋଗ ଆଇସକ୍ରିମ । ଏହି ଉତ୍ପାଦ ସମସ୍ତ କ୍ୱିକ୍ କମର୍ସ ଆପ୍ ଏବଂ ଆପଣଙ୍କ ନିକଟବର୍ତ୍ତୀ ଷ୍ଟୋର ଗୁଡିକରେ ଉପଲବ୍ଧ ।
94
ଅମୁଲ ଗୋଲାପ ଜାମୁର ଅପୂର୍ବ ସ୍ଵାଦ ସହିତ ଦୀପାବଳିର ମିଠା ମୂହୁର୍ତ୍ତକୁ କରନ୍ତୁ ଆହୁରି ମଧୁର । ଏହି ଉତ୍ପାଦ shop.amul.com ରୁ ଅର୍ଡ଼ର କରନ୍ତୁ । #Diwali #AmulGulabJamun #AmulOdisha #Amul
88
ଶୁଭ ଦୀପାବଳି । ଆଲୋକର ପର୍ବ ଆପଣଙ୍କ ଜୀବନକୁ ଆଲୋକିତ କରୁ ଏବଂ ଆଣୁ ସୁଖ ଓ ସମୃଦ୍ଧି । ଏହି ଉତ୍ପାଦ shop.amul.com ରୁ ଅର୍ଡ଼ର କରନ୍ତୁ ।
2
3
105
ଉତ୍ସବର ଖୁସି ସହିତ ଅମୁଲ କୁଲର ପ୍ରତ୍ଯେକ ଢୋକ ମନରେ ଭରିଦିଏ ଆନନ୍ଦ ଉଲ୍ଲାସ । ଏହି ଉତ୍ପାଦ ସମସ୍ତ କ୍ୱିକ୍ କମର୍ସ ଆପ୍ ଏବଂ ଆପଣଙ୍କ ନିକଟବର୍ତ୍ତୀ ଷ୍ଟୋର ଗୁଡିକରେ ଉପଲବ୍ଧ ।
75