Boudh Police (@BoudhPolice) header
Boudh Police (@BoudhPolice) profile picture

Official X handle of the Superintendent of Police, Boudh. Dial 112 for immediate assistance.

Boudh
Joined April 2017
୧୭.୧୧.୨୦୨୬ ତାରିଖରେ ଏକ ମିଳିତ ଅଭିଯାନରେ ବୌଦ୍ଧ ଜିଲ୍ଲା ANTF ପକ୍ଷରୁ ବନ, ରାଜସ୍ୱ ଓ ଅବକାରୀ ବିଭାଗର ମିଳିତ ସହଯୋଗରେ ନାରାୟଣପ୍ରସାଦ, ଗୋଛାପଡ଼ା, ଲମ୍ବସରୀ, ଶଗଡା, ଆଡେଣିଗଡ ଓ ଅମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡ଼ିକୁ ନଷ୍ଟ କରାଯାଇଥିଲା। ଗଞ୍ଜେଇ ଗଛ ଉଚ୍ଛେଦ ପରେ, ପରିବେଶର ସନ୍ତୁଳନ ରକ୍ଷା ଏବଂ ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉକ୍ତ ଉଚ୍ଛେଦ ସ୍ଥଳଗୁଡ଼ିକରେ ବୃକ୍ଷରୋପଣ କରାଯାଇଥିଲା। #SankalpNashaMuktBoudh #NashaMuktOdisha #NashaMuktBharatAbhiyan #MissionJibanRaksha #BoudhPolice #OdishaPolice
1
1
113
🎬 ନିଶା ବିରୋଧରେ ଆପଣଙ୍କ ପ୍ରତିଭାକୁ ସ୍ୱର ଦିଅନ୍ତୁ | ବୌଦ୍ଧ ପୋଲିସ୍ 🎥 ଏକ ନିଶାମୁକ୍ତ ବୌଦ୍ଧ ଗଠନ ଦିଗରେ ସଚେତନତାର ବାର୍ତ୍ତା ପ୍ରସାର କରିବା ପାଇଁ ବୌଦ୍ଧ ପୋଲିସ୍ ପକ୍ଷରୁ ଭିଡିଓ/ରିଲ୍ ନିର୍ମାଣ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାରେ ସୃଜନଶୀଳ ପ୍ରତିଭାମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ୱାନ କରାଯାଉଛି। 🎯 ପ୍ରତିଯୋଗିତାର ବିଷୟବସ୍ତୁ: ➡️ ନିଶା ସେବନର କ୍ଷତିକାରକ ପ୍ରଭାବ 🏆 ମୋଟ ପୁରସ୍କାର ରାଶି: ₹୪୦,୦୦୦ 🥇 ପ୍ରଥମ ପୁରସ୍କାର: ₹୨୦,୦୦୦ 🥈 ଦ୍ୱିତୀୟ ପୁରସ୍କାର: ₹୧୨,୦୦୦ 🥉 ତୃତୀୟ ପୁରସ୍କାର: ₹୮,୦୦୦ 📩 ଆପଣଙ୍କ ଚୂଡ଼ାନ୍ତ ଭିଡିଓ ଏହି ଇମେଲ୍ ଠିକଣାରେ ପଠାନ୍ତୁ: [email protected] ଏବଂ ଆପଣଙ୍କ ଭିଡିଓ ନିମ୍ନଲିଖିତ ହ୍ୟାଣ୍ଡେଲ୍‌ଗୁଡ଼ିକୁ ଟ୍ୟାଗ୍ କରି ପୋଷ୍ଟ କରନ୍ତୁ: Instagram: @boudhpolice_1994 Facebook: @sp.boudh.1 YouTube: @BoudhPolice 🗓️ ଶେଷ ତାରିଖ: ୨୫ ନଭେମ୍ବର ଆପଣଙ୍କ ସୃଜନଶୀଳତା ପରିବର୍ତ୍ତନର ପ୍ରେରଣା ସାଜୁ। ଆସନ୍ତୁ, ସମସ୍ତେ ମିଶି ଏକ ନିଶାମୁକ୍ତ ବୌଦ୍ଧ ଗଠନ କରିବା। ନିଶା ଛାଡ଼ନ୍ତୁ, ଜୀବନ ବାଛନ୍ତୁ। #SankalpNashaMuktBoudh #NashaMuktBharatAbhiyan #NashaMuktOdisha #MissionJibanRaksha #BoudhPolice #OdishaPolice
1
144
ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ, ଆରକ୍ଷୀ ଅଧୀକ୍ଷକ, ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ମତ ବିନିମୟ, ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏକ ନିଶାମୁକ୍ତ ସମାଜ ତଥା ନିଶାମୁକ୍ତ ବୌଦ୍ଧ ଗଠନ ଦିଗରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। Under the Nasha Mukt Bharat Abhiyan, Superintendent of Police, Boudh interacted with students from various colleges across the district. The interaction focused on sharing ideas, creating awareness about the harmful effects of substance abuse and encouraging active youth participation in building a drug-free society and Nasha Mukt Boudh. #SankalpNashaMuktBoudh #NashaMuktBharatAbhiyan #NashaMuktOdisha #BoudhPolice #OdishaPolice
1
4
352
୧୬.୧୧.୨୦୨୬ ତାରିଖରେ ଏକ ମିଳିତ ଅଭିଯାନରେ ବୌଦ୍ଧ ଜିଲ୍ଲା ANTF ପକ୍ଷରୁ ବନ, ରାଜସ୍ୱ ଓ ଅବକାରୀ ବିଭାଗର ମିଳିତ ସହଯୋଗରେ ନାରାୟଣପ୍ରସାଦ, ଗୋଛାପଡ଼ା, ଲମ୍ବସରୀ, ଗୁନ୍ଦୁଳିଆ ଓ ଅମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡ଼ିକୁ ନଷ୍ଟ କରାଯାଇଥିଲା। ଗଞ୍ଜେଇ ଗଛ ଉଚ୍ଛେଦ ପରେ, ପରିବେଶର ସନ୍ତୁଳନ ରକ୍ଷା ଏବଂ ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉକ୍ତ ଉଚ୍ଛେଦ ସ୍ଥଳଗୁଡ଼ିକରେ ବୃକ୍ଷରୋପଣ କରାଯାଇଥିଲା। #SankalpNashaMuktBoudh #NashaMuktOdisha #NashaMuktBharatAbhiyan #MissionJibanRaksha #BoudhPolice #OdishaPolice
1
6
268
ପେଟ୍ରୋଲିଂ ସମୟରେ ମନମୁଣ୍ଡା ଥାନା ପୋଲିସ ଟିମ୍ ୮୧୦ କିଲୋଗ୍ରାମ ଗଞ୍ଜେଇ ଏବଂ ଗୋଟିଏ ଟ୍ରକ୍ ଜବତ କରିବା ସହ ୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।। NDPS ଆଇନର ସମସ୍ତ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ପାଳନ କରି ଏହି ଜବତ କାର୍ଯ୍ୟ ସମ୍ପାଦନ କରାଯାଇଛି। ଏହି ସମ୍ୱନ୍ଧରେ ଗୋଟିଏ NDPS ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି। While performing patrolling, a team from Manamunda PS detected and seized 810 Kgs of contraband Ganja, one Truck and arrested 02 accused persons after following all the legal procedures under NDPS Act. In this connection one NDPS case has been registered and further investigation is underway. #SankalpNashaMuktBoudh #NashaMuktBharatAbhiyan #NashaMuktOdisha #NashaMuktOdisha #BoudhPolice #OdishaPolice
2
9
1,013
ଶିଶୁ ଦିବସ ଅବସରରେ କଣ୍ଟାମାଳ ଥାନା ଟିମ୍ ଖଲିଆପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଏହି ଦିବସ ପାଳନ କରିଥିଲେ। ଏହି ଅବସରରେ ସଚେତନତା, ଆନନ୍ଦ ଓ ଶିଶୁମାନଙ୍କ ଅଧିକାର ତଥା ସେମାନଙ୍କ ସୁରକ୍ଷା ଓ କଲ୍ୟାଣର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରାଯାଇଥିଲା। On the occasion of Children's Day, the Kantamal PS team celebrated the day with students of Govt. High School, Khaliapali, promoting awareness, happiness and the importance of safeguarding children's rights and well-being. #ChildrensDay #ChildSafety #CommunityPolicing #BoudhPolice #OdishaPolice
3
195
ବିଶ୍ୱସନୀୟ ସୂଚନା ଆଧାରରେ ପୁରୁଣାକଟକ ଥାନା ପୋଲିସ ଟିମ୍ ଏକ ସଫଳ ଚଢ଼ାଉ କରି ୬୦୧ କିଲୋଗ୍ରାମ ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। NDPS ଆଇନ ଅନୁଯାୟୀ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରି ଏହି ଜବତ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଏହି ଘଟଣାରେ ଗୋଟିଏ NDPS ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି। Acting on credible intelligence, a team from Purunakatak PS conducted a successful raid and seized 601 Kgs 200 Grms of contraband ganja after following all legal procedures under the NDPS Act. One NDPS case has been registered and further investigation is underway. #BoudhPolice #SankalpNashaMuktBoudh #NashaMuktOdisha #NashaMuktBharatAbhiyan #OdishaPolice
3
8
793
𝗩𝗔𝗥𝗧𝗔𝗟𝗔𝗣 𝟮𝟬𝟮𝟲 | 𝗗𝗜𝗦𝗖𝗨𝗦𝗦𝗜𝗢𝗡 𝗢𝗡 𝗡𝗔𝗫𝗔𝗟 𝗠𝗨𝗞𝗧 𝗢𝗗𝗜𝗦𝗛𝗔 𝗔𝗡𝗗 𝗣𝗢𝗦𝗧 𝗟𝗪𝗘-𝗦𝗖𝗘𝗡𝗔𝗥𝗜𝗢 | *BOUDH POLICE* On 14th November 2026, PIB, Bhubaneswar, in collaboration with the Boudh District Administration and Odisha Police, organised ‘Vartalap 2026’ at Boudh. The programme focused on the post-LWE scenario, the district's journey towards peace and stability, and the role of coordinated efforts in promoting development and public confidence. Shri Kuldeep Meena, IPS, Superintendent of Police, Boudh; Shri Bibhuti Bhushan Nayak, IAS, Collector and District Magistrate, Boudh; and Shri Akhil Kumar Mishra, IIS, Additional Director General, PIB/CBC, Bhubaneswar, attended the programme. #Vartalap #PIBBhubaneswar #ResponsibleJournalism #NaxalFreeBoudh #BoudhPolice #OdishaPolice
1
3
416
One Resolve. One Goal❗ Ek Sankalp: Nasha Mukt Boudh Sri Himansu Lal, IPS, IGP, ANTF, CID-CB, visited Boudh on 5th November to review the progress of the Ek Sankalp – Nasha Mukt Boudh initiative. During his visit, he attended a coordination meeting with district officials on Alternative Livelihood and visited cannabis cultivation sites in the presence of SP, Boudh, to assess measures against illegal ganja cultivation. Key Achievements Since June 2026: 📌 13,243.450 kg of ganja seized and 91 persons arrested. 📌 83,790 kg of ganja destroyed under Operation DAHAN. A strong commitment towards a drug-free society through effective enforcement, coordinated efforts and sustainable alternative livelihoods. Zero Tolerance. Drug-Free Odisha. #EkSankalpNashaMuktBoudh #NashaMuktBharatAbhiyan #BoudhPolice #OdishaPolice #OperationDAHAN #DrugFreeOdisha #ZeroTolerance #MissionJeevanRaksha
2
3
420
ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯିବା ପରେ, ମିଳିତ ପୋଲିସ ଟିମ୍‌ ପକ୍ଷରୁ ଉକ୍ତ ଜମିରେ ଜଙ୍ଗଲ ସୃଷ୍ଟି ଓ ପରିବେଶର ପୁନରୁଦ୍ଧାର ନିମନ୍ତେ ବୃକ୍ଷରୋପଣ କରାଯାଇଛି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଙ୍ଗଲର ସବୁଜିମା ଫେରାଇ ଆଣିବା, ପରିବେଶୀୟ ସନ୍ତୁଳନ ବଜାୟ ରଖିବା ଏବଂ ଉକ୍ତ ଜମିର ସୁସ୍ଥାୟୀ ବ୍ୟବହାର ସୁନିଶ୍ଚିତ କରିବା। Following the destruction of illegal cannabis cultivation, joint police teams undertook forest plantation in the cleared areas as part of post-eradication measures. The initiative aims to restore forest cover, promote ecological balance and ensure the sustainable utilisation of the affected land. #SankalpNashaMuktBoudh #MissionJibanRaksha #NashaMuktBharatAbhiyan #NashaMuktOdisha #BoudhPolice #OdishaPolice
2
5
378
ଶ୍ରୀ ଜୟ ନାରାୟଣ ପଙ୍କଜ, ଆଇପିଏସ୍, ମହା ନିରୀକ୍ଷକ, ଦକ୍ଷିଣାଞ୍ଚଳ ରେଞ୍ଜ, ବ୍ରହ୍ମପୁର ବୌଦ୍ଧ ଜିଲ୍ଲା ଗସ୍ତ କରି ଆରକ୍ଷୀ ଅଧୀକ୍ଷକ, ବୌଦ୍ଧଙ୍କ ସହ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ସେ ପୁରୁଣାକଟକ ଥାନା ପରିଦର୍ଶନ କରିବା ସହ ଚାଲିଥିବା ନିଶା ବିରୋଧୀ ଅଭିଯାନର ସମୀକ୍ଷା ନିମନ୍ତେ ଉକ୍ତ ଅଞ୍ଚଳର ଗଞ୍ଜେଇ ଚାଷ ଜମି ପରିଦର୍ଶନ କରିଥିଲେ। Shri Jai Narayan Pankaj, IPS, IG of Police, Southern Range, Berhampur, visited Boudh District and held discussions with SP, Boudh, on the law & order situation and the progress of destruction of illegal ganja cultivation in the district. He also inspected Purunakatak Police Station and visited ganja cultivation fields in the area to review the ongoing anti-narcotics drive. #BoudhPolice #OdishaPolice #SankalpNashaMuktBoudh #AntiNarcoticsDrive #DrugFreeOdisha
2
1
10
689
ହରଭଙ୍ଗା ଥାନା ପୋଲିସ ଟିମ୍ ଜଣେ ନାବାଳିକା ପୀଡ଼ିତାଙ୍କୁ ସଫଳତାର ସହ ଉଦ୍ଧାର କରି ତାଙ୍କ ପରିବାରକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଇଛନ୍ତି। The Harabhanga PS team successfully rescued a minor victim girl and safely reunited her with her family. @odisha_police @DGPOdisha @igpsr
2
312
ବୌଦ୍ଧ ଥାନା ପୋଲିସ ଟିମ୍ ପକ୍ଷରୁ ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ନିକଟରେ ଚଢ଼ାଉ କରାଯାଇ ବିଭିନ୍ନ ପ୍ରକାରର ତମାଖୁଜାତୀୟ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ଦୋକାନ ମାଲିକଙ୍କ ବିରୋଧରେ BNS ଏବଂ COTPA ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। Boudh PS team conducted a raid near Model Degree College, Boudh, and seized various tobacco products. Necessary legal action has been initiated against the shopkeeper under the relevant provisions of the BNS and COTPA Act. #BoudhPolice #COTPAAct #PublicSafety #SafeEnvironment #OdishaPolice
1
2
243
Boudh Police retweeted
ବେଆଇନ ଭାବେ ଗଞ୍ଜେଇ ଚାଷ କରିବା ଏକ ଦଣ୍ଡନୀୟ ଅପରାଧ। NDPS ଆଇନ ୧୯୮୫ର ଧାରା ୨୦ ଅନୁଯାୟୀ, ବେଆଇନ ଗଞ୍ଜେଇ ଚାଷ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ କଠୋର କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। #CanabisCultivation #IllegalOccupation #LawAndOrder #OdishaPolice
2
2
11
1,736
Boudh Police retweeted
ଆପଣଙ୍କ ଫୋନ୍‌କୁ ଲଗାତାର ଅନେକ SMS ଆସୁଛି କି? ଏହା ସାଇବର ଠକେଇର ମାଧ୍ୟମ ହୋଇପାରେ। ସାବଧାନ ରୁହନ୍ତୁ, ଅଜଣା ଲିଙ୍କ୍‌ରେ କ୍ଲିକ୍ କିମ୍ବା OTP କାହା ସହ ସେୟାର କରନ୍ତୁ ନାହିଁ। #CyberFraud #SMSBombing #CyberSecurityAwareness #OdishaPolice
2
9
828
ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବୌଦ୍ଧ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ବୌଦ୍ଧଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ, ହରଭଙ୍ଗାଠାରେ ଆୟୋଜିତ ସାପ୍ତାହିକ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। SP, Boudh attended weekly joint public grievance with Collector & DM, Boudh and other senior officers of different departments at Block Headquarter, Harabhanga. @odisha_police @DGPOdisha @igpsr
1
4
370
Boudh Police has secured a conviction in a POCSO case registered vide Manamunda PS Case No. 231/2022 by the Hon’ble Additional Sessions Judge-cum-Special Judge, Boudh. @odisha_police @DGPOdisha @igpsr
2
5
1,109
🚨 ବେଆଇନ ବାଣ ଓ ଆତସବାଜି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ! ଜନସାଧାରଣଙ୍କ ସୁରକ୍ଷା ଏବଂ ଦୀପାବଳି ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବୌଦ୍ଧ ପୋଲିସ ପକ୍ଷରୁ ବୌଦ୍ଧ ଥାନା, ବାଉଁଶୁଣୀ ଥାନା ଓ ପୁରୁଣାକଟକ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ବେଆଇନ ବାଣ ଓ ଆତସବାଜି ଜବତ କରାଯାଇଛି। 🚨 *Strict Action Against Illegal Firecrackers!* Boudh Police conducted raids across Boudh PS, Baunsuni PS and Purunakatak PS areas and seized huge quantities of illegal firecrackers from the possession accused persons to ensure public safety and peaceful Diwali celebrations. #BoudhPolice #OdishaPolice #SafeDiwali #PublicSafety #PreventivePolicing #Diwali2026
1
3
859
Boudh Police takes firm action against the illegal possession of firecrackers. Teams of Boudh PS and Kantamal PS conducted raid and seized a huge quantity of illegal firecrackers from the possession of accused persons, reaffirming their commitment to public safety and safe, peaceful Diwali celebrations. #BoudhPolice #SafeDiwali #PublicSafety #LawAndOrder #OdishaPolice
1
7
400
ବୌଦ୍ଧ ପୋଲିସ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଏକ ଆଲୋଚନା ଓ ସମୀକ୍ଷା ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଆୟୋଜିତ ହୋଇଥିଲା। ଏଥିରେ ଆଇଜିପି, ଏଏନ୍‌ଟିଏଫ୍‌, ଭୁବନେଶ୍ୱର, ଓଡ଼ିଶା, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌, ବୌଦ୍ଧ, ଏସ୍‌ପି, ବୌଦ୍ଧ, ଏସ୍‌ପି, କନ୍ଧମାଳ ଏବଂ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିକଳ୍ପ ଜୀବିକା ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ, ଶପଥ ପାଠ କାର୍ଯ୍ୟକ୍ରମ ଏବଂ ନିଶାମୁକ୍ତ ବୌଦ୍ଧ ଅଭିଯାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହାପରେ ଅତିଥିମାନେ ଗଞ୍ଜେଇ ଚାଷ ହେଉଥିବା ଜମି ପରିଦର୍ଶନ କରିବା ସହ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମନ୍ୱିତ ପଦକ୍ଷେପ, ଜନସାଧାରଣଙ୍କ ସହଭାଗିତା ଏବଂ ସ୍ଥାୟୀ ବିକଳ୍ପ ଜୀବିକା ମାଧ୍ୟମରେ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଆମର ସଂକଳ୍ପକୁ ଆମେ ପୁନର୍ବାର ଦୋହରାଉଛୁ। 🤝 ଏକ ସଂକଳ୍ପ: ନିଶାମୁକ୍ତ ବୌଦ୍ଧ! Boudh Police organised the interaction meeting on Nasha Mukt Bharat Abhiyan at Sadbhavana Sabha Gruha, Collectorate, Boudh, in the presence of IGP, ANTF, Bhubaneswar, Odisha, Collector & DM, Boudh, SP, Boudh, SP, Kandhamal and other senior district-level officers. The programme featured the flag-off of the Alternative Livelihood awareness Ratha, an oath-taking ceremony and review progress of the Nasha Mukt Boudh. The dignitaries also inspected cannabis cultivation fields and participated in the destruction of illegal ganja cultivation. Together, we reaffirm our commitment to a drug-free society through coordinated action, community participation and sustainable alternative livelihoods. 🤝 Ek Sankalp: Nasha Mukt Boudh! #NashaMuktBharatAbhiyan #SankalpNashaMuktBoudh #AntiDrugCampaign #BoudhPolice #OdishaPolice
1
7
543