ଜିଲ୍ଲାପାଳ, ବଲାଙ୍ଗିର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୦୨, ବଲାଙ୍ଗିର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ, ପାଟଣାଗଡ଼ର ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରି ଶିକ୍ଷାର ଗୁଣବତ୍ତା ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ସମୀକ୍ଷା କରିଥିଲେ ।
12
1,916
ଜନଗଣନା-୨୦୨୭କୁ ସଠିକ୍ ଓ ସୁବ୍ୟବସ୍ଥିତ ଭାବେ ସମ୍ପାଦନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ଓ ଚାର୍ଜସ୍ତରୀୟ ଅଧିକାରୀଙ୍କ ପର୍ଯ୍ୟାୟ-୨ ପ୍ରଶିକ୍ଷଣରେ ଜିଲ୍ଲାପାଳ ଯୋଗଦେଇ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ।
5
1,111
ଆଜି ୧୬.୧୧.୨୦୨୬ ତାରିଖରେ ଜାତୀୟ ପ୍ରେସ୍ ଦିବସ-୨୦୨୬ ଅବସରରେ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇ ସାମ୍ବାଦିକତାର ଗୁରୁତ୍ୱ ଓ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ ।
1
2
918
ବଙ୍ଗୋପସାଗରରେ ସମ୍ଭାବ୍ୟ ଅବପାତକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କ ଉପସ୍ଥିତିରେ OSWAN ମାଧ୍ୟମରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ।
7
2,812
ଜିଲ୍ଲାପାଳ, ବଲାଙ୍ଗିର ଶ୍ରୀରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, କରୁଆଁଝର ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି ଓ ଶିକ୍ଷାର୍ଥୀଙ୍କ ଶୈକ୍ଷିକ ପରିବେଶ ସମ୍ପର୍କରେ ସମୀକ୍ଷା କରିଥିଲେ ।
1,344
ଅଦ୍ୟ ତା : ୧୬।୧୧।୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଦେଓଗାଁ ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨)
@dept_ga
ଅଦ୍ୟ ତା ୧୫.୧୧.୨୦୨୬ ରିଖରେ ମାନ୍ୟବର ସାଂସଦ, ବଲାଙ୍ଗିରଙ୍କ ସହ ଜିଲ୍ଲାପାଳ, ବଲାଙ୍ଗିର ମୂଲ୍ୟ ସହାୟତା ଯୋଜନା(PSS) ୨୦୨୬-୨୭ ଅଧୀନରେ ଡାଲିଜାତୀୟ ଶସ୍ୟ, କପା ଓ ମାଣ୍ଡିଆ ସଂଗ୍ରହ ନିମନ୍ତେ ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୟ କମିଟି (DLPC) ବୈଠକରେ ଯୋଗ ଦେଇଥିଲେ l
3
1,314
ଅଦ୍ୟ ତା ୧୫.୧୧.୨୦୨୬ ରିଖରେ ମାନ୍ୟବର ସାଂସଦ, ବଲାଙ୍ଗିର ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ସହ ଜିଲ୍ଲାପାଳ, ବଲାଙ୍ଗିର ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗଦେଇ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ।
4
2,154
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ବଲାଙ୍ଗିରଠାରେ ମାନ୍ୟବର ବଲାଙ୍ଗିର ସାଂସଦଙ୍କ ଅଧ୍ୟକ୍ଷତାରେ ୨୦୨୬-୨୭ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଜିଲ୍ଲା ବିକାଶ ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।
ବଲାଙ୍ଗିରଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାରେ ବାସଗୃହ ବଣ୍ଟନର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କରଥିଲେ। (୧/୪)
ମାନ୍ୟବର ମନ୍ତ୍ରୀ, ପଞ୍ଚାୟତି ରାଜ ଓ ପାନୀୟ ଜଳ ଶ୍ରୀ ରବି ନାରାୟଣ ନାଏକ ,ମାନ୍ୟବର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ର ମାନ୍ୟବର ବିଧାୟକ ଶ୍ରୀ ନବୀନ ଜୈନ (୩/୪)
1
2
104
ଜିଲ୍ଲାସ୍ତରରେ ବିଭାଗଗୁଡ଼ିକର ବିଚାରାଧୀନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗ ଦେଇଥିଲେ l
ବଲାଙ୍ଗିରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ TEJAS (Transforming Entrepreneurial Journeys Across States & Districts) କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ବଲାଙ୍ଗିର ସାଂସଦଙ୍କ ସହ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ।@startup_odisha
ଓଡ଼ିଶା ସରକାରଙ୍କ ଜନକଲ୍ୟାଣକାରୀ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଏବଂ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କିତ ସଚେତନତା ଓ ଏହାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା ଏବଂ ବଲାଙ୍ଗିର ସାଂସଦଙ୍କ ସହ ଜିଲ୍ଲାପାଳ ଯୋଗଦେଇଥିଲେ ।
1
9
1,200
ଅଦ୍ୟ ତା : ୧୦।୧୧।୨୦୨୬ ରିଖରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗିରଠାରେ ଆୟୋଜିତ ରାଗିଂ ନିରୋଧ ଓ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ପ୍ରତିରୋଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟସ୍ଥଳୀରେ ଶୃଙ୍ଖଳା, ସମାନତା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।
8
985
ଅଦ୍ୟ ତା : ୦୯।୧୧।୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତୁରେକେଲା ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨)
@dept_ga
1
13
2,551



























































