Today celebration a Special Gram Sabha at Grampanchayat Meeting hall inpressence of all PRI Members,PEO ,Awc workers and all villagers of Gurandi Gp @GOSANIBDO1 @CDO_ZP_GJP @DM_Gajapati @PRDeptOdisha – at Parlakhemundi, India
GURANDI GRAMAPANCHAYAT retweeted
ଗଜପତିରେ ବଜେଟ୍ ସଚେତନତାର ସଫଳ ପ୍ରଚେଷ୍ଟା!
“ଆମେ ଜାଣିବା, ଆମ ବଜେଟ୍” ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ପଲ୍ଲୀସଭା ଆୟୋଜନ କରାଯାଇ, ଗ୍ରାମସ୍ତରରେ ଲୋକମାନଙ୍କୁ ବଜେଟ୍ ବିଷୟରେ ସଚେତନ କରାଯାଉଛି।
ଏହା ମାଧ୍ୟମରେ ଲୋକମାନଙ୍କର ସହଭାଗିତା ବଢ଼ୁଥିବା ସହିତ ଗ୍ରାମୀଣ ଶାସନ ବ୍ୟବସ୍ଥା ଅଧିକ ପାରଦର୍ଶୀ ଓ ସୁଦୃଢ଼ ହେଉଛି। ସୁଶାସନ ପଥରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
#AmaBudget #BudgetAwareness
@CMO_Odisha @RabiNaikBJP @IPR_Odisha
GURANDI GRAMAPANCHAYAT retweeted
A proud year of transforming lives through Antyodaya Gruha Yojana.
Rooted in the spirit of uplifting the last person, the scheme ensures safe housing and dignity for the most vulnerable families across Odisha. From Kalahandi to every corner, the scheme is being successfully implemented across the State.
#OneYearOfAntyodaya
@PMOIndia
@mopr_goi
ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଦିନ। ଆମ ସରକାରର ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା 'ଅନ୍ତ୍ୟୋଦୟ ଗୃହ ଯୋଜନା' ସଫଳତାର ସହ ଏକ ବର୍ଷ ପୂରଣ କରିଛି। ଠିକ୍ ବର୍ଷେ ତଳେ କଳାହାଣ୍ଡି ମାଟିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଓଡ଼ିଶାର କୋଣ ଅନୁକୋଣରେ ଆର୍ଥିକ ଅନଗ୍ରସର ଓ ଅସହାୟ ପରିବାରଙ୍କ ପାଇଁ ନୂତନ ଆଶାର ଆଲୋକ ସାଜିଛି। 'ଅନ୍ତ୍ୟୋଦୟ'ର ପ୍ରକୃତ ଅର୍ଥ ହେଉଛି ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କର ଉତ୍ଥାନ, ଏବଂ ଆମ ସରକାର ଏହି ମୂଳମନ୍ତ୍ରକୁ ପାଥେୟ କରି ଆଶ୍ରୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି।
#OneYearOfAntyodaya
GURANDI GRAMAPANCHAYAT retweeted
Dak Mela was conducted by @IndiaPostOffice at @mspur_gosani.
@PRDeptOdisha
@CDO_ZP_GJP
@DM_Gajapati
@GosaniBlock
@GOSANIBDO1
GURANDI GRAMAPANCHAYAT retweeted
A meeting on "Ame Janiba Ama Budget and Odia Pakhya-2026" held at Block Conference hall Gosani
@DM_Gajapati
@CDO_ZP_GJP
@CMO_Odisha
@PRDeptOdisha
GURANDI GRAMAPANCHAYAT retweeted
ଓଡ଼ିଆ ପକ୍ଷ ପାଳନ 2026-
ଆମେ ଜାଣିବା ଆମ ବଜେଟ ଏବଂ ଗ୍ରାମ ସଭା/ପଲ୍ଲୀସଭା ସମ୍ପର୍କରେ ପ୍ରସ୍ତୁତି ବୈଠକ ଲାବଣ୍ୟଗଡ଼ ଗ୍ରାମ ପଞ୍ଚାୟତ।
@GosaniBlock
@CDO_ZP_GJP
@DM_Gajapati
@CMO_Odisha
@PRDeptOdisha
"Ek Pad Maa ke Naam " preparatory meeting conducted at GP office Gurandi in presence of Respected GPDO sir, Sarpanch madam, Samiti Member, Ward members, Awws, MBK and CRPs of Gurandi GP
GURANDI GRAMAPANCHAYAT retweeted
ଘରେ ଘରେ ତ୍ରିରଙ୍ଗା ଘରେ ଘରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଳନ ଅବସରରେ ଅଗରଖଣ୍ଡି ଗ୍ରାମପଞ୍ଚାୟତ ଦ୍ୱାରା କେତେକ ଫୋଟୋ
#HarGharTiranga
#HGT2025
#AzadiKaAmritMahotsav. SwacchaOdishaBikashitaOdisha #SwachhBharatMissionGrameen #SBMG .#harghartirangahargharswachhata #HGT2025
GURANDI GRAMAPANCHAYAT retweeted
ଆଜି ଅଗରଖଣ୍ଡି ଗ୍ରାମପଞ୍ଚାୟତରେ ଏବଂ ବଡ଼ଗାଁ ଅମୃତସରୋବର ଠାରେ 79 ତମ ସ୍ୱାଧୀନତା ଦିବସ ପାଳନ କରାଯିବା ସହ PAI 2.0 ଅନୁମୋଦନ, PM ସୂର୍ଯ୍ୟଘର, PM କୁସୁମ ବିଷୟରେ ଗ୍ରାମସଭା କରି ଆଲୋଚନା କରାଯାଇଥିଲା l
@GosaniBlock
@CDO_ZP_GJP
@DM_Gajapati
@CMO_Odisha
@PRDeptOdisha
GURANDI GRAMAPANCHAYAT retweeted
ଅଗରଖଣ୍ଡି ଗ୍ରାମପଞ୍ଚାତରେ ଗ୍ରାମସଭା ଆୟୋଜନ
@GosaniBlock
@CDO_ZP_GJP
@DM_Gajapati
@CMO_Odisha
@PRDeptOdisha
On Occasion of 79th INDEPENDENCE DAY Celebration, Respected BDO sir,AEE Madam and GPDO Sir in the presence of Sarpanch, Gurandi GP, PS Member, Gurandi other PRI Members and Official staffs Inaugurated the NEWLY CONSTRUCTED GURANDI GP BUILDING GATE
Bikas Vahaan welcomed at Gurandi GP on dated 12/06/2025.
@PMOIndia, @CMO_Odisha, @PRDeptOdisha, @IPR_Odisha, @RabiNaikBJP, @Food_Odisha, @stscdev, @ForestDeptt, @SSEPD2,@LESIDdisha, @Coop_Odisha, @CDO_ZP_GJP, @DM_Gajapati
#BarshaEkUpalabdhiAnek #BikashMela #BikashBahanYatra
National Panchayat Raj Diwas Special Gram Sabha conducted at Gurandi GP
#NPRD2025 #PanchayatiRaj #MoPR #GramSabha #ViksitPanchayat #ViksitOdishaViksitBharat
#ବିକଶିତଓଡ଼ିଶା
#ବିକଶିତଓଡ଼ିଶାବିକଶିତଭାରତ





























































