NVS KALAHANDI (@KalahandiNvs) header
NVS KALAHANDI (@KalahandiNvs) profile picture

Working for the poor and marginalized people of Kalahandi district.

Joined May 2020
Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)Photo by NVS KALAHANDI (@KalahandiNvs)
ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛୁ! ଜୁନ୍ ୨୦୨୬ ରେ ଗୁହାରୀ ଜଣାଇବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ନର୍ଲା ବ୍ଲକ କୁର୍ମେଲ କଲୋନୀ ପଡ଼ାବାସୀଙ୍କ ଜଳକଷ୍ଟ ଦୂର ହୋଇନାହିଁ। ୧୨୫ ଲୋକଙ୍କ ପାଇଁ ଗୋଟିଏ ନଳକୂପ ଯଥେଷ୍ଟ ନୁହେଁ। ଦୟାକରି ଯଥାଶୀଘ୍ର ଏକ ନୂତନ ନଳକୂପ ବ୍ୟବସ୍ଥା କରନ୍ତୁ। @CMO_Odisha @DmKalahandi @PRDeptOdisha #DrinkingWater
ଗୋପାଳ ବାଗ୍‌ଙ୍କ ଗୁହାରି ଶୁଣନ୍ତୁ! ​କଳାହାଣ୍ଡି ନର୍ଲା ବ୍ଲକ କୁର୍ମେଲ୍ କଲୋନୀ ପଡ଼ାରେ ପାଣି ପାଇଁ ହାହାକାର। ପ୍ରଚଣ୍ଡ ଖରାରେ ୧୨୫ ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ, ପରିସ୍ଥିତି ଅସହ୍ୟ! ​ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଯଥାଶୀଘ୍ର ଏଠାରେ ଏକ ନୂତନ ନଳକୂପ ସ୍ଥାପନ କରନ୍ତୁ। @DmKalahandi @PRDeptOdisha #RightToWater #LSDG4
3
12
15
354
ଆଜି କଳାହାଣ୍ଡି #NVS ଅଫିସରେ ଜିଲ୍ଲା ସ୍ତରୀୟ କମିଟିର ସଦସ୍ୟମାନଙ୍କୁ ସଂଗଠନର ଗଠନ (Structure) ଏବଂ ନୀତିନିୟମ (Rules & Regulations) ବିଷୟରେ Orientation ଦିଆଯାଇଥିଲା। ଅରୁଣ ଦିହୁଡ଼ି ସାର୍ ଏହି ଓରିଏଣ୍ଟେସନ୍ ପ୍ରଦାନ କରିଥିଲେ। @Atmashakti3 #SangathanBuilding #SangathanStrengthening #CapacityBuilding
6
8
208
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବିରିମାନ ଗ୍ରାମର ସୁନାଦେଇ ମାଝୀ ଜଣେ ୮୦% ଭିନ୍ନକ୍ଷମ ଓ ସ୍ୱାମୀହୀନ ଅସହାୟ ମହିଳା। କେବଳ ₹୧୦୦୦ ଭତ୍ତାରେ ଚଳିବା କଷ୍ଟକର। ତାଙ୍କୁ ତୁରନ୍ତ ଏକ ଟ୍ରାଇସାଇକେଲ ଓ ₹୩୫୦୦ ଭତ୍ତା ପ୍ରଦାନ କରିବାକୁ ଅନୁରୋଧ। @DmKalahandi @SSEPD2 #SocialSecurity @Bdo_Koksara
5
17
3
29
1,227
ମାନ୍ୟବର @CMO_Odisha ଓ @DM_Kalahandi ଏହି ଅସହାୟ ଭିନ୍ନକ୍ଷମ ମହିଳାଙ୍କ ଦୁଃଖ ବୁଝି ତୁରନ୍ତ ଏକ ଟ୍ରାଇସାଇକେଲ ଓ ₹୩୫୦୦ ଭତ୍ତା ବ୍ୟବସ୍ଥା କରିବାକୁ ଅନୁରୋଧ।
1
2
85
କଳାହାଣ୍ଡି କୋକସରା ବ୍ଲକ ଖୁଣ୍ଟିଆ ଗାଁରେ ଏହି ଟ୍ରାନ୍ସଫର୍ମରଟି ବିନା ସୁରକ୍ଷା ବାଡ଼ରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଅଛି ଓ ତାର ତଳକୁ ଝୁଲି ରହିଛି। ଜନସାଧାରଣ ଓ ଗୃହପାଳିତ ପଶୁଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଏହାର ଚାରିପାଖରେ ସୁରକ୍ଷିତ ବାଡ଼ ନିର୍ମାଣ କରିବାକୁ ଅନୁରୋଧ। @TPWODL_Odisha @EnergyOdisha @DmKalahandi
5
7
10
313
କଳାହାଣ୍ଡି ଥୁ.ରାମପୁର ବ୍ଲକ୍ କିଆପଦର ପଞ୍ଚାୟତ ସାପମୁଣ୍ଡି ଗାଁର ଆଦିବାସୀ କନ୍ଧ ଯୁବକମାନେ ରୋଜଗାର ଅଭାବରୁ ବାହାରକୁ ଦାଦନ ଯାଉଛନ୍ତି। ପଞ୍ଚାୟତ/ବ୍ଲକ୍ ସ୍ତରରେ ସେମାନଙ୍କ ପଞ୍ଜୀକରଣ ଓ ସ୍ଥାନୀୟ ନିଯୁକ୍ତି ପାଇଁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି। ​ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଉନ୍ତୁ। @DmKalahandi #Kalahandi #Odisha
1
17
21
328
Interacted with Block-level BPMs on active SHG members sharing entrepreneurship ideas at #GraminCharcha2027 . Also discussed with the Principal to host an essay & drawing competition on youth entrepreneurship. #SHG #YouthEmpowerment @Atmashakti3
8
10
198
ରବି ଫସଲ ପାଇଁ ବିଳମ୍ବ ନକରି ଯଥାଶୀଘ୍ର ଗୁଣାତ୍ମକ ବିହନ ବଣ୍ଟନ କରାଯାଉ। ଫସଲ ଚକ୍ରରେ ସାମାନ୍ୟ ବିଳମ୍ବ ମଧ୍ୟ ଚାଷୀଙ୍କ ବର୍ଷକର ଆୟ ବାଧାପ୍ରାପ୍ତ। ସରକାର ଚାଷୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦିଅନ୍ତୁ । @DmKalahandi @CdaoKalahandi #BrownToGreen #SeedDemand #SustainableAgriculture
16
23
308
ଆସନ୍ତା ଫେବୃଆରୀ ୨୦୨୭ରେ ହେବାକୁ ଥିବା #GraminCharcha ପାଇଁ ନିମନ୍ତ୍ରଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ପ୍ରତ୍ୟେକ ଗାଁର କମିଟି ନେତୃତ୍ୱ, ୱାର୍ଡ ମେମ୍ବର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଉଛି। ଗ୍ରାମବାସୀମାନେ ଗୋଟିଏ ତାଟିଆ ଚାଉଳ ଦେଇ ନିଜର ସହମତି ଓ ସମର୍ଥନ ଜଣାଉଛନ୍ତି। @Atmashakti3
1
4
125
କଳାହାଣ୍ଡି ଜିଲ୍ଲା କିଆପଦର ପଞ୍ଚାୟତର ଗ୍ରାମବାସୀମାନେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି। ଗାଁର ସୋଲାର ପାଣି ଟାଙ୍କି ଫାଟିଯିବା ସହ ତାର ଛିଣ୍ଡି ଅଚଳ ହୋଇପଡ଼ିଥିବାରୁ ସୋଲାର ଚାର୍ଜ ହୋଇପାରୁନାହିଁ ଫଳରେ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି।" ତୁରନ୍ତ ଦୃଷ୍ଟି ଦେବା ନିମନ୍ତେ @DmKalahandi ଙ୍କୁ ଅନୁରୋଧ ।
17
21
219
ମହାନ ସମାଜ ସଂସ୍କାରକ ତଥା 'ଧରତୀ ଆବା' ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ନାଗରିକ ବିକାଶ ସଂଗଠନ ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି। ​ସେ କେବଳ ବ୍ରିଟିଶ ଶାସନ ବିରୋଧରେ ଲଢ଼ି ନଥିଲେ, ବରଂ ସମାଜକୁ ଭିତରୁ ସଂସ୍କାର କରି ନୂଆ ଦିଶା ଦେଇଥିଲେ। #JanjatiyaGauravDiwas #BirsaMunda
104
ଗାଁ ମାଟିରୁ ଚାଷୀର ଗୁହାରୀ! ଭୂଇଁରେ ଓଦା ଥିବା ବେଳେ ହିଁ ବିହନ ବୁଣିବାର ପ୍ରକୃତ ସମୟ। ଏହି ସମୟରେ ସରକାର ଆମକୁ ମୁଗ,ଚଣା ବିହନ ଯୋଗାଇ ଦେଲେ ଚାଷୀକୂଳ ବଞ୍ଚିଯାଆନ୍ତା। ତେଣୁ @DmKalahandi @CdaoKalahandi ଙ୍କୁ ଆମର ବିନମ୍ର ନିବେଦନ, ମାସ ଶେଷ ହେବା ପୂର୍ବରୁ ତୁରନ୍ତ ବିହନ ଯୋଗାଇ ଦିଅନ୍ତୁ, ଯେପରି ଆମେ ଦୁଇ ପଇସା ଲାଭ ପାଇପାରିବୁ।
2
15
19
318
ଜମିରେ ବତର ଥିବା ସମୟରେ ମୁଗ, ବିରି ଓ ଚଣା ବୁଣାଗଲେ ଅମଳ ଭଲ ହୋଇଥାଏ। ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର @DmKalahandi ତଥା @CdaoKalahandi କୃଷି ବିଭାଗୀୟ ଅଧିକାରୀମାନେ ଏଇ ମାସ ଶେଷ ସୁଦ୍ଧା ପ୍ରାମାଣିକ ବିହନ ଯୋଗାଇ ଦେବାକୁ ଅନୁରୋଧ। ଠିକ୍ ସମୟରେ ବିହନ ମିଳିଲେ ଚାଷୀମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିବେ। #BrownToGreen
67
ଭୂଇଁ ଓଦା ଥାଉ ଥାଉ ମୁଗ ବିରି ଓ ଚଣା ବିହନ ମିଳିଲେ ହିଁ ଚାଷୀ ଭଲ ଅମଳ ପାଇପାରିବ। ବିଳମ୍ବ ହେଲେ ଚାଷୀ କ୍ଷତି ସହିବ ଅମଳରେ ବାଧାପ୍ରାପ୍ତ ହେବ। ତେଣୁ ସରକାର @DmKalahandi ଓ @CdaoKalahandi ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ, ଏହି ମାସ ଶେଷ ସୁଦ୍ଧା ଯଥାଶୀଘ୍ର ବିହନ ଯୋଗାଇ ଚାଷୀଙ୍କୁ ଲାଭବାନ କରନ୍ତୁ। #BrownToGreen #SeedsDemand
5
5
83
ଗାଁ ମାଟିରୁ ଚାଷୀର ଗୁହାରୀ! ଭୂଇଁରେ ଓଦା ଥିବା ବେଳେ ହିଁ ବିହନ ବୁଣିବାର ପ୍ରକୃତ ସମୟ। ଏହି ସମୟରେ ସରକାର ଆମକୁ ମୁଗ,ଚଣା ବିହନ ଯୋଗାଇ ଦେଲେ ଚାଷୀକୂଳ ବଞ୍ଚିଯାଆନ୍ତା। ତେଣୁ @DmKalahandi @CdaoKalahandi ଙ୍କୁ ଆମର ବିନମ୍ର ନିବେଦନ, ମାସ ଶେଷ ହେବା ପୂର୍ବରୁ ତୁରନ୍ତ ବିହନ ଯୋଗାଇ ଦିଅନ୍ତୁ, ଯେପରି ଆମେ ଦୁଇ ପଇସା ଲାଭ ପାଇପାରିବୁ।
1
103
ଗ୍ରାମାଞ୍ଚଳରୁ ଚାଷୀଙ୍କ ସ୍ୱର ! ​ଭୂଇଁ ଓଦା ଥାଉ ଥାଉ ସରକାର ଯଦି ଆମକୁ ମୁଗ, ବିରି ଓ ଚଣା ବିହନ ଯୋଗାଇ ଦିଅନ୍ତେ, ତେବେ ଆମେ ଚାଷୀମାନେ ବହୁତ ଉପକୃତ ହୁଅନ୍ତୁ। ତେଣୁ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ, ଏହି ମାସ ଶେଷ ସୁଦ୍ଧା ଶୀଘ୍ର ବିହନ ଯୋଗାଇ ଦିଅନ୍ତୁ; ଯାହାଫଳରେ ଆମେ ଭଲ ଅମଳ ପାଇ ଲାଭବାନ ହୋଇପାରିବୁ। @DmKalahandi
5
5
89
ରବି ଫସଲ ପାଇଁ ବିଳମ୍ବ ନକରି ଯଥାଶୀଘ୍ର ଗୁଣାତ୍ମକ ବିହନ ବଣ୍ଟନ କରାଯାଉ। ଫସଲ ଚକ୍ରରେ ସାମାନ୍ୟ ବିଳମ୍ବ ମଧ୍ୟ ଚାଷୀଙ୍କ ବର୍ଷକର ଆୟ ବାଧାପ୍ରାପ୍ତ। ସରକାର ଚାଷୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦିଅନ୍ତୁ । @DmKalahandi @CdaoKalahandi #BrownToGreen #SeedDemand #SustainableAgriculture
2
30
37
337
ଅସୁରକ୍ଷିତ କୋଠା, ଏବଂ ବାଉଣ୍ଡରୀ ନଥିବାରୁ ପଶିଆସୁଛନ୍ତି ବିଷାକ୍ତ ସରୀସୃପ ଓ ଗାଈ ଗୋରୁ। ଯେକୌଣସି ମୁହୂର୍ତ୍ତରେ ଭୁଷୁଡ଼ି ପଡ଼ିପାରେ ବିଦ୍ୟାଳୟ ଗୃହ, ଭୟଭୀତ ଅବସ୍ଥାରେ ପଢୁଛନ୍ତି ଛାତ୍ରଛାତ୍ରୀ। @DmKalahandi ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅନୁରୋଧ। ​ ଗ୍ରାମ: ଟାପରାଙ୍ଗ, ଗିଗିନା ପଞ୍ଚାୟତ, ନର୍ଲା, କଳାହାଣ୍ଡି
16
19
371
#NVS ସଂଗଠନ ତରଫରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଦ୍ୱିତୀୟ ଫସଲ ଚାଷ କରିବାକୁ ଇଚ୍ଛୁକ ଥିବା ଚାଷୀମାନଙ୍କ ଏକ ଗ୍ରାମୱାରୀ (Village-wise) ତାଲିକା ସ୍ଥାନୀୟ ବ୍ଲକ କୃଷି ଅଧିକାରୀ (BAO) ଙ୍କୁ ପ୍ରଦାନ କରାଯାଇଛି।" @DmKalahandi @CdaoKalahandi #BrownToGreen #FarmersDemand #AatmanirbhartaInPulses #SeedDemand
3
3
140
ରବି ଫସଲ ପାଇଁ ବିଳମ୍ବ ନକରି ଯଥାଶୀଘ୍ର ଗୁଣାତ୍ମକ ବିହନ ବଣ୍ଟନ କରାଯାଉ। ଫସଲ ଚକ୍ରରେ ସାମାନ୍ୟ ବିଳମ୍ବ ମଧ୍ୟ ଚାଷୀଙ୍କ ବର୍ଷକର ଆୟ ବାଧାପ୍ରାପ୍ତ। ସରକାର ଚାଷୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦିଅନ୍ତୁ । @DmKalahandi @CdaoKalahandi #BrownToGreen #SeedDemand #SustainableAgriculture
10
14
233
Children are able to identify the barriers and Hurdles affecting their education. To address these issues, Sangathan plays an important role by mobilising community support and advocating with relevant Govt.depts for solutions. @SMEOdisha #ShikshaSeBadlav #OneBarrierOneAction
1
3
5
134