DM Kataka retweeted
ଧବଳେଶ୍ୱର ପୀଠରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ନିଷେଧ ଓ ଖାଦ୍ୟ ସୁରକ୍ଷା ନିୟମର ଯାଞ୍ଚ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ₹୨,୦୦୦ ଜରିମାନା ଆଦାୟ।
#Dhabaleswar #Athagarh #PlasticFreeOdisha #FoodSafety
DM Kataka retweeted
ତପୋଇର ଲୋକକଥା ସେହି ଅପେକ୍ଷାର କାହାଣୀ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ସମୁଦ୍ର ପାରି ପଠାଇ ଘରେ ରହିଯାଉଥିଲେ, ସେମାନଙ୍କ ଆଶା, ଭୟ ଓ ବିରହର କାହାଣୀ।
ବାଲିଯାତ୍ରା କେବଳ ସାହସୀ ସାଧବମାନଙ୍କ ସାମୁଦ୍ରିକ ଯାତ୍ରାର ସ୍ମୃତି ନୁହେଁ, ବରଂ ସେମାନଙ୍କୁ ଅପେକ୍ଷା କରି ରହିଥିବା ଲୋକଙ୍କ ସ୍ମୃତି ମଧ୍ୟ।
କାରଣ ପ୍ରତ୍ୟେକ ଯାତ୍ରା ପଛରେ ରହିଥାଏ ଏକ ଅପେକ୍ଷାର କାହାଣୀ…
ଏହି ବାଲିଯାତ୍ରାରେ ମନେ ପକାଇବା ସେହି ସମସ୍ତଙ୍କୁ, ଯେଉଁମାନଙ୍କ ଅପେକ୍ଷା ଏହି ଯାତ୍ରାକୁ ଆହୁରି ଅର୍ଥପୂର୍ଣ୍ଣ କରିଥିଲା।
#Tapoi #Balijatra2026 #Kataka #OdishaHistory #OdiaFolklore
DM Kataka retweeted
କଟକର ସବୁଠୁ ବଡ଼ ଉତ୍ସବକୁ ଆଉ ମାତ୍ର ୧୨ ଦିନ! ❤️
ସେଇ ଆଲୋକ, ସେଇ ଭିଡ଼, ବର୍ଷକର ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି!
୧୨ ଦିନ ପରେ ଦେଖା ହେବ ବାଲିଯାତ୍ରାରେ!
#Baliyatra2026 #Kataka #KatakaInKataka #Odisha #BaliyatraCountdown
DM Kataka retweeted
କିଛି ଦୃଶ୍ୟ, କିଛି ସଙ୍ଗୀତ ଆଉ ଅସରନ୍ତି ଗର୍ବର ଅନୁଭୂତି!
ଏହା କେବଳ ବାଲିଯାତ୍ରାର କିଛି ଝଲକ ନୁହେଁ, ଏହା ହେଉଛି ଆମ କଟକର ପରିଚୟ, ଆମ ଓଡ଼ିଆ ଅସ୍ମିତା ଆଉ ଆମ ଭାଇଚାରାର ଉତ୍ସବ।
#Baliyatra2026 #Kataka #OdiaAsmita #KatakaInKataka #ProudOdia
DM Kataka retweeted
ଐତିହ୍ୟର ଗାଥା, ପରମ୍ପରାର ମହକ ଆଉ ଓଡ଼ିଆ ଅସ୍ମିତାର ଗର୍ବ! ❤️
ଆସୁଛି ଆମ ଐତିହାସିକ କଟକ ବାଲିଯାତ୍ରା ୨୦୨୬। ଆସନ୍ତୁ, ଏକାଠି ହେବା ମହାନଦୀ କୂଳରେ ଏବଂ ପାଳନ କରିବା ଆମ ଗୌରବମୟ ଐତିହ୍ୟର ଏହି ମହାପର୍ବ।
📅 ୨୪ ନଭେମ୍ବର – ୧ ଡିସେମ୍ବର ୨୦୨୬
📍 କଟକ, ଓଡ଼ିଶା
ଆମ ବାଲିଯାତ୍ରା, ଆମ ଗର୍ବ! ❤️
#Baliyatra2026 #ଆମବାଲିଯାତ୍ରା #କଟକ #ଐତିହାସିକକଟକ #Odisha #OdiaPride #OdishaTourism #Mahanadi #Baliyatra
DM Kataka retweeted
ଆଉ ମାତ୍ର ୧୪ ଦିନ!
ଅପେକ୍ଷାର ଅନ୍ତ ହେବାକୁ ଯାଉଛି, ପୁଣି ଫେରୁଛି ଆମ କଟକର ଗର୍ବ, ଆମ ପରମ୍ପରା ଓ ଆମ ଖୁସିର ମହାପର୍ବ — ବାଲିଯାତ୍ରା!
ଆଲୋକ, ଦୋଳି, ଖାଦ୍ୟ ଆଉ ଅସୁମାରୀ ସ୍ମୃତିରେ ଝଲସିବ ବାଲିଯାତ୍ରା ପଡ଼ିଆ।
ତେବେ ଆଉ ଡେରି କାହିଁକି? ଦେଖା ହେବ ବାଲିଯାତ୍ରାରେ! 🎡
#ବାଲିଯାତ୍ରା୨୦୨୬ #ଆଉ୧୪ଦିନ #କଟକ #ଆମକଟକ #BaliYatra2026
ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା, ଆବେଦନର ପରବର୍ତ୍ତୀ ମାସରୁ ମିଳିବ ପେନସନ୍
- ୫,୦୫,୮୧୭ ଯୋଗ୍ୟ ହିତାଧିକାରୀ ଅକ୍ଟୋବର ମାସରୁ ପାଇବେ ଭତ୍ତା।
- ନଭେମ୍ବର ୧୦ ତାରିଖରେ ବାଲେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ।
- ନୂତନ ବ୍ୟବସ୍ଥା ଅନୁଯାୟୀ, ଆବେଦନର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା।
- ବିଡିଓଙ୍କ କାର୍ଯ୍ୟାଳୟ କିମ୍ବା upmp.odisha.gov.in ପୋର୍ଟାଲ୍ରେ ସିଧାସଳଖ ଆବେଦନ କରିପାରିବେ
- ୮୦ ବର୍ଷ ବୟସ ପରେ ବିନା ପୁନଃ ଆବେଦନରେ ମିଳିବ ବର୍ଦ୍ଧିତ ଭତ୍ତା
#PensionForAll #MadhuBabuPensionYojana #SocialSecurity #SSEPD #Odisha #VikshitOdisha #OdishaCares #UPMP #MBPY #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #ସାମାଜିକସୁରକ୍ଷା #ସମସ୍ତଙ୍କପାଇଁଭତ୍ତା #ଲୋକଙ୍କସରକାର #PromiseDelivered #PensionForAll #NoMoreWaiting #PensionSaturation #UPMP #UniversalCoverage #TimelyPension #2YearsofLokankaSarakar #BikasharaDharaOdishaSara
@CMO_Odisha @NityanandaBJP @Drbrindhadeva1 @brindhaselva @MSJEGOI @siepodisha @state_scpd @IPR_Odisha
DM Kataka retweeted
ସେଇ ଚିହ୍ନା ମାହୋଲ୍, ସେଇ ଉତ୍ସାହ ଆଉ ସେଇ ଅପେକ୍ଷା
କିଛି ଦିନର ଅପେକ୍ଷା…
ପୁଣି ଜମିବ କଟକ!
୨୪ ନଭେମ୍ବର ରୁ ୧ ଡିସେମ୍ବର ୨୦୨୬, ପର୍ଯ୍ୟନ୍ତ ଫେରିବ ଆମ ସଭିଙ୍କ ପ୍ରିୟ ବାଲିଯାତ୍ରା।
ବାଲିଯାତ୍ରା ଆସୁଛି। ଆପଣମାନେ ପ୍ରସ୍ତୁତ ତ?
#Baliyatra2026 #Baliyatra #kataka #katakaDiaries #Odisha
[ OdiaCulture ,katakaBaliyatra, Mela , food , culture , tradition ]
DM Kataka retweeted
📢 Public Notice | Historic Balijatra Kataka 2026
Interested individuals and organisations are invited to register during the Second Phase of Land Allotment Registration on 11–12 November 2026 and actively participate in the auction on 13 November 2026.
📍 Barabati Palace, Kataka
@CMO_Odisha @SecyChief @IPR_Odisha @Culturedeptt
#Balijatra2026 #Kataka
DM Kataka retweeted
📢 Public Notice | Historic Balijatra Kataka 2026
A Special Auction Process for Land Allotment will be held on 10 November 2026, from 10 AM onwards, at Barabati Palace, Kataka.
All registered applicants are requested to attend the auction process as scheduled.
@CMO_Odisha @SecyChief @IPR_Odisha @Culturedeptt
#Balijatra2026 #Kataka
DM Kataka retweeted
🗳️ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭ ଘୋଷଣା
ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ଓଡ଼ିଶା ସମେତ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୦୧.୦୧.୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR-2027) କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
📌 ଗୁରୁତ୍ୱପୂର୍ଣ୍ଣ ତାରିଖ:
🔹 ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ/ ପୁନଃ ସଜ୍ଜିକରଣ: ୨୦.୧୧.୨୦୨୬ ସୁଦ୍ଧା
🔹 ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ: ୩୦.୧୧.୨୦୨୬
🔹 ଦାବି ଓ ଆପତ୍ତି ଦାଖଲ: ୩୦.୧୧.୨୦୨୬ ରୁ ୩୦.୧୨.୨୦୨୬
🔹 ଦାବି ଓ ଆପତ୍ତିର ଫଇସଲା: ୧୬.୦୧.୨୦୨୭ ସୁଦ୍ଧା
🔹 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୨୧.୦୧.୨୦୨୭
ଓଡ଼ିଶାର ସମସ୍ତ ଯୋଗ୍ୟ ନାଗରିକ, ବିଶେଷକରି ଯୁବ ଓ ପ୍ରଥମ ଥର ଭୋଟର ହେବାକୁ ଯାଉଥିବା ନାଗରିକମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିବା ସହ ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ।
କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତୁ। ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ।
#SSR2027 #CEO_Odisha #Odisha #VoterRegistration #ECI
DM Kataka retweeted
🗳️ ସଠିକ୍ ଭୋଟର ତାଲିକା, ସଶକ୍ତ ଗଣତନ୍ତ୍ରର ଆଧାର!
ଆସନ୍ତୁ, ଗଣତନ୍ତ୍ରକୁ ଆହୁରି ମଜବୁତ କରିବା।
ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭
ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୦୧ ଜାନୁଆରୀ ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇ ଏହି ସଂଶୋଧନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
📋 ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତ?
ଆଜି ହିଁ ଯାଞ୍ଚ କରନ୍ତୁ!
✅ ନାମ ନଥିଲେ, ନୂତନ ଭୋଟର ଭାବେ ପଞ୍ଜୀକରଣ କରନ୍ତୁ।
✅ ତାଲିକାରେ ତ୍ରୁଟି ଥିଲେ, ସଂଶୋଧନ କରନ୍ତୁ।
✅ ଯୋଗ୍ୟ ନାଗରିକ ଭାବେ ନିଜର ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରନ୍ତୁ।
📅 ଗୁରୁତ୍ୱପୂର୍ଣ୍ଣ ତାରିଖ ମନେ ରଖନ୍ତୁ!
🔹 ୩୦ ନଭେମ୍ବର ୨୦୨୬ – ଚିଠା ଭୋଟର ତାଲିକା ପ୍ରକାଶ
🔹 ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ – ଦାବି ଓ ଆପତ୍ତି ଦାଖଲ
🔹 ୨୧ ଜାନୁଆରୀ ୨୦୨୭ – ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
🌟 ଆପଣଙ୍କ ନାମ, ଆପଣଙ୍କ ଅଧିକାର, ଆପଣଙ୍କ ଗଣତନ୍ତ୍ର!
ଆସନ୍ତୁ, SSR-୨୦୨୭ରେ ସକ୍ରିୟ ଭାବେ ସାମିଲ ହେବା ଏବଂ ସୁନିଶ୍ଚିତ କରିବା ଯେ କୌଣସି ଯୋଗ୍ୟ ନାଗରିକ ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି।
ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ନାମ, ସଶକ୍ତ ଗଣତନ୍ତ୍ରର ପରିଚୟ!
#SSR2027 #CEO_Odisha #Odisha #VoterRegistration #ECI
DM Kataka retweeted
📚✍️ ଜ୍ଞାନରେ ଦକ୍ଷତା, ଲେଖନୀରେ ପ୍ରତିଭା, ଗଣତନ୍ତ୍ର ପ୍ରତି ସଚେତନତା! 🏆
ଯୁବପିଢ଼ିଙ୍କ ଚିନ୍ତାଧାରାକୁ ନୂଆ ଦିଗ, ଜ୍ଞାନକୁ ନୂଆ ପରିଚୟ!
ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ନିର୍ବାଚନୀ ସାକ୍ଷରତା କ୍ଲବ୍ (ELCs) ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା।
📝 ପ୍ରବନ୍ଧ ପ୍ରତିଯୋଗିତା: ନିଜ ଭାବନା, ସୃଜନଶୀଳତା ଓ ଲେଖନୀ ମାଧ୍ୟମରେ ଗଣତନ୍ତ୍ରର ମହତ୍ତ୍ୱକୁ ପ୍ରକାଶ କରନ୍ତୁ।
❓ କୁଇଜ୍ ପ୍ରତିଯୋଗିତା: ନିର୍ବାଚନୀ ପ୍ରକ୍ରିୟା, EVM ଓ VVPAT, ଭୋଟର ପଞ୍ଜୀକରଣ ଏବଂ ନିର୍ବାଚନୀ ସଚେତନତା ସମ୍ପର୍କିତ ଜ୍ଞାନର ପରିଚୟ ଦିଅନ୍ତୁ।
📅 ୨ ନଭେମ୍ବରରୁ ୨୦ ନଭେମ୍ବର ୨୦୨୬
🏫 ବିଦ୍ୟାଳୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ନିଜ ପ୍ରତିଭାର ପରିଚୟ ଦିଅନ୍ତୁ ଓ ଶ୍ରେଷ୍ଠତାର ନୂଆ ଅଧ୍ୟାୟ ରଚନ୍ତୁ।
💙 କଲମ ଧରନ୍ତୁ। ଜ୍ଞାନ ପରଖନ୍ତୁ। ଗଣତନ୍ତ୍ରକୁ ଜାଣନ୍ତୁ!
#ELC #ElectoralLiteracyClubs #CEOOdisha #SVEEP #Democracy #VoterAwareness #Odisha
DM Kataka retweeted
🎨 Painting Competition | Historic Balijatra Kataka 2026
Celebrating the glorious maritime legacy and rich cultural heritage of Odisha, the District Administration, Kataka, invites artists and painting enthusiasts to showcase their creativity through a special Painting Competition on the occasion of Historic Balijatra Kataka 2026.
🖌️ Theme: Kataka and Bali
🏆 Winners will receive exciting goodies and cash awards, while selected paintings will be exhibited in the “Kataka in Kataka” section at the Balijatra Ground.
📅 Submission Timeline: 5th–20th November 2026
📩 Email: [email protected]
📱 WhatsApp: +919938511545
Let your colours narrate the timeless stories of Odisha’s maritime glory and the vibrant heritage of Kataka!
@CMO_Odisha @SecyChief @IPR_Odisha @Culturedeptt
#HistoricBaliJatraKataka2026 #BaliJatra2026 #PaintingCompetition #KatakaInKataka #OdishaHeritage #MaritimeLegacy #ArtAndCulture
DM Kataka retweeted
📸 Photography Competition | Historic Balijatra Kataka 2026
Celebrating Odisha’s glorious maritime legacy and the rich cultural heritage of Kataka, the District Administration, Kataka, invites photography enthusiasts to participate in the Photography Competition organised on the occasion of Historic Balijatra Kataka 2026.
📷 Theme: Kataka and Bali
🏆 Winners will receive exciting goodies and cash awards, while selected photographs will be showcased in the “Kataka in Kataka” section at the Balijatra Ground.
📅 Submission Timeline: 5th–20th November 2026
📩 Email: [email protected]
📱 WhatsApp: 9938511545
Capture the timeless beauty, vibrant traditions, and historic essence of Kataka through your lens, and let your photographs narrate the glorious legacy of Historic Balijatra Kataka 2026.
@CMO_Odisha @SecyChief @IPR_Odisha @Culturedeptt
#HistoricBaliJatraKataka2026 #BaliJatra2026 #PhotographyCompetition #KatakaInKataka #OdishaHeritage #MaritimeLegacy #Photography
DM Kataka retweeted
🎯 ୧୮ ବର୍ଷ ହେଲାଣି? ଏବେ ଆପଣଙ୍କ ପାଳି! 🗳️
✨ ନୂଆ ବୟସ, ନୂଆ ପରିଚୟ, ନୂଆ ଦାୟିତ୍ୱ!
ଆପଣଙ୍କ ବୟସ ୧୮ ବର୍ଷ ପୂରଣ ହୋଇଛି କି? ତେବେ ଆଉ ଡେରି କାହିଁକି? 📱
✅ ECINET App ଡାଉନଲୋଡ୍ କରନ୍ତୁ।
✅ ନିଜ ମୋବାଇଲ୍ରୁ Form 6 ଦାଖଲ କରନ୍ତୁ।
✅ ନୂଆ ଭୋଟର ଭାବେ ପଞ୍ଜୀକରଣ କରି ଗଣତନ୍ତ୍ରର ଯାତ୍ରାରେ ସାମିଲ ହୁଅନ୍ତୁ।
🗳️ ଆପଣଙ୍କ ପ୍ରଥମ ଭୋଟ୍, ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ପଦକ୍ଷେପ!
ଯୁବଶକ୍ତି ହିଁ ଗଣତନ୍ତ୍ରର ଶକ୍ତି। 🇮🇳
#YouthForDemocracy #NewVoter #Form6 #ECINETApp #CEOOdisha #EveryVoteMatters
DM Kataka retweeted
🗳️ ଭୋଟର ହେବାକୁ ପ୍ରସ୍ତୁତ ତ? ଆପଣଙ୍କ ପ୍ରଥମ ଭୋଟ୍, ଗଣତନ୍ତ୍ର ପାଇଁ ଏକ ନୂଆ ଆଶା! 🇮🇳
✨ ୧୮ ବର୍ଷ ବୟସ ହୋଇଗଲାଣି କି? ତେବେ ଆଉ ଡେରି କାହିଁକି?
ନୂତନ ଭୋଟର ଭାବେ ପଞ୍ଜୀକରଣ କରିବା ପାଇଁ ଆଜି ହିଁ Form ୬ ପୂରଣ କରନ୍ତୁ।
👉(voters.eci.gov.in) ପରିଦର୍ଶନ କରନ୍ତୁ ଏବଂ ଅନ୍ଲାଇନ୍ରେ ଆବେଦନ କରନ୍ତୁ।
💪 ଆପଣଙ୍କ ଅଧିକାର, ଆପଣଙ୍କ ପରିଚୟ, ଆପଣଙ୍କ ଭୋଟ୍!
ସଚେତନ ଭୋଟର ହୁଅନ୍ତୁ, ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରନ୍ତୁ।
#NewVoters #Form6 #VoterRegistration #SVEEP #Odisha
DM Kataka retweeted
The countdown begins! ⛵
Historic Balijatra Kataka 2026 is set to celebrate Odisha’s glorious maritime heritage from 24th November to 1st December 2026.
This year, the historic festival promises an even more vibrant experience with new activities, exciting attractions, cultural performances, and engaging experiences, bringing together tradition, innovation, and celebration.
Join us as Kataka prepares to welcome visitors to one of Odisha’s most cherished cultural celebrations.
26 Days to Go!
@CMO_Odisha @SecyChief @IPR_Odisha @Culturedeptt
#Balijatra2026 #HistoricBalijatra #BalijatraKataka #Kataka #Odisha #MaritimeHeritage
DM Kataka retweeted
A step forward in preparations for the Historic Bali Jatra, Kataka 2026!
TPCODL has commenced pole foundation piling work to ensure reliable and uninterrupted electricity supply during the grand festival. This marks an important step towards strengthening the power infrastructure for the smooth conduct of the event.
@CMO_Odisha @SecyChief @IPR_Odisha @Culturedeptt
#TPCODL #BaliJatra2026 #Kataka
DM Kataka retweeted
🗳️ ନୂଆ ଭୋଟର, ନୂଆ ଉତ୍ସାହ, ଗଣତନ୍ତ୍ରକୁ ଆଉ ଏକ ମଜବୁତ ସ୍ୱର! 💙
✨ ଆପଣଙ୍କ ପ୍ରଥମ ଭୋଟ୍, ଆପଣଙ୍କ ଗଣତାନ୍ତ୍ରିକ ଅଧିକାର!
ଭୋଟର ତାଲିକାରେ ନାମ ନାହିଁ କି? ଯୋଗ୍ୟ ନୂତନ ଭୋଟର ଭାବେ Form-6 ଦାଖଲ କରନ୍ତୁ ଏବଂ ଆଜି ହିଁ ପଞ୍ଜୀକରଣ ପାଇଁ ଆବେଦନ କରନ୍ତୁ।
✅ ଅନଲାଇନ୍ରେ ଆବେଦନ କରନ୍ତୁ: voters.eci.gov.in
💙 ଭୋଟର ତାଲିକାରେ ଆପଣଙ୍କ ନାମ, ଗଣତନ୍ତ୍ରରେ ଆପଣଙ୍କ ପରିଚୟ!
#NewVoter #Form6 #CEOOdisha #ElectoralRoll #ECI
























