
Odisha’s most trusted dairy brand Pure Milk. Pure Promise. Since 1981 We bring you the true #MilkOfOdisha
D2, Sahid Nagar, Bhubaneswar-7
Joined June 2017
- Tweets2.4K
- Following83
- Followers3.1K
- Likes1.8K
ବାଲିଯାତ୍ରା ବୁଲାବୁଲି, ଖାଇବା, କିଣିବା, ହସିବା ଆଉ ଅନେକ ସ୍ମୃତି ସାଉଁଟିବାର ନାଁ!
ବାଲିଯାତ୍ରା ବୁଲାବୁଲି, ଏଥର Balia ସହ!
#omfed #MilkOfOdisha #Balijatra2026 #kataka #amaodisha
[ Balia , omfed , Milkofodisha, kataka , Balijatra , omfed lassi , refreshing partner , shopping , food ]
A little sweetness, a little nourishment, and a whole lot of love in every glass.
#omfed #milkofodisha #yummy #healthy #qualityproduct
ଶ୍ୱେତ ବିପ୍ଳବର ଜନକ ଡକ୍ଟର ଭର୍ଗିଜ୍ କୁରିୟନଙ୍କ ଜନ୍ମଜୟନ୍ତୀ ତଥା ଜାତୀୟ ଦୁଗ୍ଧ ଦିବସ ପାଳନ ଅବସରରେ ଓମ୍ଫେଡ୍ ମୁଖ୍ୟ କାର୍ଯ୍ୟାଳୟର କିଛି ସ୍ମରଣୀୟ ମୁହୂର୍ତ୍ତ।
#omfed
A Baliyatra evening filled with laughter, lights, and little moments of joy.
Celebrate the festive spirit with OMFED and make every moment a little sweeter. Find us at Lower & Upper Baliyatra Ground!
📍 Lower Ground: LL-13, LS-1
📍 Upper Ground: UD-1
#Omfed #Balijatra2026
A Baliyatra evening filled with laughter, lights, and little moments of joy.
Celebrate the festive spirit with OMFED and make every moment a little sweeter. Find us at Lower & Upper Baliyatra Ground!
📍 Lower Ground: LL-13, LS-1
📍 Upper Ground: UD-1
#Omfed #Balijatra2026
3
122
ଜାତୀୟ ଦୁଗ୍ଧ ଦିବସ ଅବସରରେ ଦେଖନ୍ତୁ ଆମ ଓଡ଼ିଶାର ଗର୍ବ ଓମ୍ଫେଡ୍ର ସଫଳତାର ଯାତ୍ରା।
ଆମ ଓମ୍ଫେଡ୍, ଆମ ଅସ୍ମିତା!
#NationalMilkDay #Omfed #MilkOfOdisha #VergheseKurien #WhiteRevolution
ଓମ୍ଫେଡ୍ ପରିବାର ତରଫରୁ ସମସ୍ତଙ୍କୁ ପବିତ୍ର ମାର୍ଗଶିର ମାସ ଗୁରୁବାରର ଅନେକ ଅନେକ ଶୁଭକାମନା। ମା' ଲକ୍ଷ୍ମୀ ସମସ୍ତଙ୍କ ମଙ୍ଗଳ କରନ୍ତୁ! 🙏
#omfed
ପ୍ରତିଟି ବୁନ୍ଦାରେ ଶୁଦ୍ଧତା, ପ୍ରତିଟି ଘରେ ବିଶ୍ୱାସ!
ଆମ ଦୁଗ୍ଧ ଚାଷୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ସଲାମ। ଓମ୍ଫେଡ୍ ପରିବାର ତରଫରୁ ସମସ୍ତଙ୍କୁ ଜାତୀୟ ଦୁଗ୍ଧ ଦିବସର ଅନେକ ଅନେକ ଶୁଭକାମନା।
ଆମ ଓମ୍ଫେଡ୍, ଆମ ଅସ୍ମିତା!
#omfed
ଶୀତ ଦିନର ଘରୋଇ ଉପଚାର, ଆଉ ଘିଅର ସେହି ପୁରୁଣା ଆପଣାପଣର ସ୍ପର୍ଶ।
ଆମ ପରମ୍ପରାରେ ଘିଅ କେବଳ ଖାଦ୍ୟ ନୁହେଁ, ଏହା ଯତ୍ନ ଓ ଭଲପାଇବାର ଏକ ଅଂଶ।
#omfed #MilkOfOdisha #ghee #dairyproduct #winterhack
[ Omfed , milkofodisha, ghee , dairy product, omfedghee, winter hack ]
4
161
One mission. Zero compromises. Quality milk.
#Omfed #gta6 #MilkOfOdisha #trendingnow #qualityproduct
[ Best Milk in Odisha , dairy products, quality , safety , kab tested , hygenic , trusted products , healthy lifestyle , paneer ]
2
133
A small lamp on the water, a big story in every Odia heart.
Celebrating the journey from Aa Ka Ma Boi to the vibrant lights of Bali Yatra—bringing purity, pride, and togetherness to every home in Odisha.
#omfed #MilkOfOdisha #odisha #DairyProduct #boitabandana
ଓମ୍ଫେଡ୍ ପରିବାର ତରଫରୁ ସମସ୍ତଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ଅନେକ ଅନେକ ଶୁଭକାମନା। ମହାପ୍ରଭୁଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ।
#omfed #milkofodisha
ପାରମ୍ପରିକ ପନିପରିବା ଆଉ ଓମ୍ଫେଡ୍ ଖାଣ୍ଟି ଘିଅର ଛୁଙ୍କ...
ପବିତ୍ର କାର୍ତ୍ତିକ ମାସର ନିଷ୍ଠା ଆଉ ହବିଷ ଡାଲମାର ଶୁଦ୍ଧତା ପାଇଁ କେବଳ ଗୋଟିଏ ଭରସା— ଓମ୍ଫେଡ୍ ଶୁଦ୍ଧ ଘିଅ
#OmfedGhee #HabishaDalma #KartikaMasa #SatwikFood #OdiaFood PureGhee Omfed MilkOfOdisha OdishaTradition OdiaCulture
ପଞ୍ଚୁକର ପବିତ୍ର ଦିନରେ ଭକ୍ତି, ପରମ୍ପରା ଓ ଶୁଦ୍ଧତାର ମିଳନ।
ପ୍ରତିଟି ପୂଜାରେ ଶ୍ରଦ୍ଧା, ପ୍ରତିଟି ନୈବେଦ୍ୟରେ ସ୍ନେହ, ଆଉ ପ୍ରତିଟି ଘରେ ଖୁସିର ଆଲୋକ।
ଶୁଭ ପଞ୍ଚୁକ। ଜୟ ଜଗନ୍ନାଥ।
#omfed #MilkOfOdisha #panchuka #dairyproducts
POV: You found your true gym soulmate.
Pure, soft, and packed with protein—Omfed Paneer is the ultimate flex for your daily gains.
#omfed #MilkOfOdisha #dairyproduct #gymfood
[ Omfed , milkofodisha , tasty , best in Dairy , healthy , proteinrich , trend , ]
1
139
ପଞ୍ଚୁକର ପବିତ୍ର ଦିନରେ ଭକ୍ତି, ପରମ୍ପରା ଓ ଆପଣାପଣର ଭାବନା ମିଶି ଆମ ଘରକୁ ଭରିଦିଏ ଏକ ନିଆରା ଆନନ୍ଦରେ।
ପଞ୍ଚୁକର ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଶୁଭତା ଭରିଦେଉ।
ଶୁଭ ପଞ୍ଚୁକ!
#panchuka #omfed #MilkOfOdisha #amaodisha #odiafestival❤️
ଥଣ୍ଡା ଯେବେ ପଡ଼େ, cravings ସେବେ ବଢ଼େ!
#omfed #MilkOfOdisha #tasty #yummyb #wintercravings
[ Winter cravings , winter food , Best in Dairy , craving , winter , ]
ଓମ୍ଫେଡ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଆଜି ସହିଦନଗରସ୍ଥିତ ମୁଖ୍ୟାଳୟକର୍ଯ୍ୟଠାରେ ଅନୁଷ୍ଠିତ ହୋଇଯାଇଛି। ଓମ୍ଫେଡ୍ର ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ଶ୍ରୀମତୀ ସୁନୀତା ବରାଳ,
1
6
240
ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ(ଭା.ପ୍ର.ସେ)ଙ୍କ ସମେତ ନିର୍ଦ୍ଦେଶକ ମଣ୍ଡଳୀର ସମସ୍ତ ସଦସ୍ୟ, ସଦସ୍ୟା ଓ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
#omfed
1
51
Omfed A2 Binjharpuri Pure Cow Ghee - bringing richness to every meal.
#omfed #MilkOfOdisha #amaodisha #ghee #healthyfood
[ Ghee ,purity , Milk of Odisha, tasty , bestindairy , trusted ]







































