Odisha Fire & Emergency Services (@OdishaFS) header
Odisha Fire & Emergency Services (@OdishaFS) profile picture
Odisha, Cuttack
Joined June 2020
Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)
ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା, କ୍ୟାବିନ୍‌ରେ ଫସିଥିବା ଡ୍ରାଇଭରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ 📍 ବଡ଼ଚଣା ବଜାର, ଯାଜପୁର ବଡ଼ଚଣା ବଜାର ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ଟ୍ରକ୍‌ର କ୍ୟାବିନ୍ ଭିତରେ ଚାପି ହୋଇ ଫସି ରହିଥିଲେ।
1
3
596
ସୂଚନା ପାଇ ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ରର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅତ୍ୟାଧୁନିକ ଉଦ୍ଧାରକାରୀ ଉପକରଣ ସାହାଯ୍ୟରେ ଟ୍ରକ୍‌ର କ୍ୟାବିନ୍ କାଟି ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ପଠାଯାଇଥିଲା। #OdishaFireService #RoadAccident
29
On National Press Day, Odisha Fire & Emergency Service extends its heartfelt appreciation to the media fraternity for its unwavering commitment to responsible journalism and public awareness.
1
96
Your role in disseminating timely information, highlighting critical issues and promoting public safety is invaluable in building a safer and more informed society.
1
16
Together, let us continue to strengthen the spirit of truth, responsibility and service to the public. Warm wishes on National Press Day! #NationalPressDay #OdishaFireService #ResponsibleJournalism #PublicSafety
5
ଶିଶୁମାନେ ହେଉଛନ୍ତି ଆମ ଆଗାମୀ ଦିନର ଆଶା ଓ ଭବିଷ୍ୟତ । ସେମାନଙ୍କ ସ୍ୱପ୍ନ ଓ ନିରାପଦ ଶୈଶବର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ଆସନ୍ତୁ, ପ୍ରତ୍ୟେକ ଶିଶୁ ପାଇଁ ଏକ ସୁରକ୍ଷିତ ଓ ସୁନ୍ଦର ଆସନ୍ତାକାଲି ଗଢ଼ିବାର ସଂକଳ୍ପ ନେବା । ଶିଶୁ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । #OdishaFireService #WeServeToSave
1
112
*ସଡ଼କ ଦୁର୍ଘଟଣାରେ ତ୍ୱରିତ ଉଦ୍ଧାର କାର୍ଯ୍ୟ | ଯାଜପୁର* ଯାଜପୁର ଜିଲ୍ଲା ବଡ଼ଚଣା ବ୍ରିଜ୍ ନିକଟ ଜାତୀୟ ରାଜପଥରେ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ‘ପଦ୍ମା’ ନାମକ ଏକ ଯାତ୍ରୀବାହୀ ବସ୍ ଓ ଲୁହା ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ବସ୍‌ରେ ମୋଟ ୫୫ ଜଣ ଯାତ୍ରୀ ଥିଲେ।
1
2
210
ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ରର ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କଟର୍-ସ୍ପ୍ରେଡର୍ ଓ କମ୍ବି ଟୁଲ୍ ବ୍ୟବହାର କରି ବସ୍‌ରେ ଫସି ରହିଥିବା ୨ ଜଣ ଗୁରୁତର ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଅନ୍ୟ ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍‌ରୁ ବାହାର କରାଯାଇଥିଲା।
1
1
17
ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। #OdishaFireService #EmergencyResponse #RescueOperation #RoadSafety #Jajpur
1
13
ଅଗ୍ନିଯୋଦ୍ଧା ଶ୍ରୀ ଗୋପବନ୍ଧୁ ନାଏକଙ୍କ ସଫଳତା ​ବଲାଙ୍ଗୀରର ଏକ ଛୋଟ ଗାଁରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ହିମାଳୟର ସର୍ବୋଚ୍ଚ ଶିଖରରେ ପହଞ୍ଚିଛି! ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ମାରାଥନ୍‌ ଦୌଡ଼ରେ ଶ୍ରେଷ୍ଠତା ପ୍ରଦର୍ଶନ କରି ଅଗ୍ନିଯୋଦ୍ଧା ଗୋପବନ୍ଧୁ ନାଏକ ସମଗ୍ର ରାଜ୍ୟ ପାଇଁ ପ୍ରେରଣାର ସ୍ରୋତ ସାଜିଛନ୍ତି।
1
3
162
ତାଙ୍କର ଏହି ଅସାଧାରଣ ସଫଳତା ଓ ଅତୁଳନୀୟ ନିଷ୍ଠା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପରିବାର ଗର୍ବିତ। #OdishaFireService #WeServeToSave
17
ସୁଦୃଢ଼ ଭିତ୍ତିଭୂମି ସହ ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ଦିଗରେ ଆଉ ଏକ ପଦକ୍ଷେପ। ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରଣପୁର ଅଗ୍ନିଶମ କେନ୍ଦ୍ର ପରିଦର୍ଶନ କରିବା ସହ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କରିଛନ୍ତି ।
1
131
ଏଥିସହ ରଣପୁର ଅଗ୍ନିଶମ କେନ୍ଦ୍ରର ବିକାଶ ପାଇଁ ନିଜ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଆବାସିକ ପରିସରରେ ସେମାନଙ୍କ ପିଲାମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧାର ବିକାଶ ନିମନ୍ତେ ମଧ୍ୟ ଘୋଷଣା କରିଥିଲେ।
1
10
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ଓ ହୋମଗାର୍ଡ ସେବାର ଆଇଜି ଡ. ଉମାଶଙ୍କର ଦାଶ ଉପସ୍ଥିତ ଥିଲେ। #OdishaFireService #ସୁରକ୍ଷିତଓଡ଼ିଶାବିକଶିତଓଡ଼ିଶା
9