୨୮ ତାରିଖରେ ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅର୍ଣ୍ଣବ’। ଏହା ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ। #CycloneArnab #Odisha
odishareporter.in/odisha/sch…
ଅଭିଯୁକ୍ତ ନମ୍ବର ୪କୁ ବରଖାସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କୁହନ୍ତୁ: କାହିଁକି ବ୍ୟବସାୟୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧି? #RahulGandhi
odishareporter.in/national/a…
ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଆଜି ସକାଳ ସାଢ଼େ ୫ଟାରେ ବାତ୍ୟାରେ ପରିଣତ ହୋଇଛି, ଯାହାର ନାଁ ଅର୍ଣ୍ଣବ (#Arnab)।odishareporter.in/odisha/fin…
ରାହୁଲ ଗାନ୍ଧିଙ୍କ କନଭୟ ଦୁର୍ଘଟଣା ଗ୍ରସ୍ତ: ତଦନ୍ତ ପାଇଁ ଗଠନ ହେଲା ଏସ୍ଆଇଟି #RahulGandhi
odishareporter.in/national/p…
ଟାଇଗର ଶ୍ରଫ ଗୁଳିକାଣ୍ଡ ଘଟଣା: ଶୁଟର୍ଙ୍କ ଟାର୍ଗେଟରେ ଥିଲେ ଆମୀର ଖାନ୍! #AamirKhan
odishareporter.in/national/a…
ବାଲକୋନୀରୁ ଗୁଟଖା ଛେପ ପକାଉଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ #Spitting #Gutkha
odishareporter.in/national/m…
ବିଶାଳ ଘରୋଇ ବଜାର, ବିସ୍ତାରିତ ସେବା କ୍ଷେତ୍ର, ଡିଜିଟାଲ୍ ଭିତ୍ତିଭୂମି, ଉଦ୍ୟୋଗଶୀଳତା ଏବଂ ଜନସାଂଖ୍ୟିକ ଗଠନ ମିଳିତ ଭାବେ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆଧାର।
odishareporter.in/guest-colu…
ଆମ୍ବୂଲାନ୍ସ ସହ ପିଟି ହେଲା ରାହୁଲ ଗାନ୍ଧିଙ୍କ କନଭୟରେ ଥିବା ୫ ଗାଡ଼ି, ଅନେକ ଆହତ #Accident
odishareporter.in/national/5…
ଅପ୍ରତ୍ୟାଶିତ କମବ୍ୟାକ୍ ସହ ରେକର୍ଡ ବିଜୟ ପାଇଲେ ଲୁଲା #LulaPresidente
odishareporter.in/internatio…
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରଣାଳୟ ଥିବା ନର୍ଥ ବ୍ଲକରେ ହଠାତ୍ ଲାଗିଗଲା ନିଆଁ #Fire #NorthBlock
odishareporter.in/national/f…
ଅମିତ ଶାହଙ୍କ ମାନହାନୀ କେସ୍ରେ ରାହୁଲ ଗାନ୍ଧି ଦୋଷମୁକ୍ତଅମିତ ଶାହଙ୍କ ମାନହାନୀ କେସ୍ରେ ରାହୁଲ ଗାନ୍ଧି ଦୋଷମୁକ୍ତ #RahulGandhi #Congress
odishareporter.in/national/r…
ଥାନା ସମ୍ମୁଖରେ ଟାୟାର ଜାଳି ଏନ୍ଏଚ୍- ୩୨୬ ଅବରୋଧ। #Odisha
odishareporter.in/odisha/acc…
ଆଜି ମଧ୍ୟରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା ‘ଅର୍ଣ୍ଣବ’। ଆସନ୍ତାକାଲି ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। #Odisha #CycloneAlert #CyvloneArnab
odishareporter.in/odisha/cyc…
'ବିଶ୍ୱାସ ଦେ ପୃଥିବୀ' ପାଇଁ ଶାରଳା ପୁରସ୍କାରରେ ସମ୍ମାନିତ ହେଲେ କବି ଆଶୁତୋଷ ପରିଡ଼ା #Odisha #SaralaPurskar
odishareporter.in/odisha/ash…
ମୋଦି କା ବାପ ଭି ଜାଏଗା: ରାଗରେ ଏମତି କିଛି କହିଲେ କଂଗ୍ରେସ ମୁଖିଆ, ବିଜେପିର କାଉଣ୍ଟର ଆଟାକ୍ #Congress #BJP odishareporter.in/national/s…
ଦାମୀ ଗାଡ଼ି ଚଳାଉଥିଲା ବିଚାରପତିଙ୍କ ନାବାଳକ ପୁଅ, ନେଇଗଲା ବ୍ୟକ୍ତିଙ୍କ ଜୀବନ #Accident
odishareporter.in/accident/m…
