Priyadarsini (@Prasanti268) header
Priyadarsini (@Prasanti268) profile picture

A Mother, A Teacher, A Home_maker ଖୁସି ରହିବାର ବାହାନା ଖୋଜୁଥିବା ମଣିଷଟେ, ପ୍ରାର୍ଥନା .. ମୋର ଶକ୍ତି, 'ଭାଗ୍ୟଂ ଫଳତିଃ ସର୍ବତ୍ର'.. ଦୃଢ଼ ବିଶ୍ୱାସ

Joined May 2020
Photo by Priyadarsini (@Prasanti268)Photo by Priyadarsini (@Prasanti268)Photo by Priyadarsini (@Prasanti268)Photo by Priyadarsini (@Prasanti268)Photo by Priyadarsini (@Prasanti268)Photo by Priyadarsini (@Prasanti268)Photo by Priyadarsini (@Prasanti268)Photo by Priyadarsini (@Prasanti268)Photo by Priyadarsini (@Prasanti268)Photo by Priyadarsini (@Prasanti268)
ମୁକ୍ତି ମୋର ଇଚ୍ଛା ନୁହେଁ ଖୁସି ମୁଁ ଏ ବନ୍ଧନରେ, ଦୁଃଖ ସୁଖ ସଂସାରରେ ତୃପ୍ତ ମୁଁ ମୋ ଭାଗରେ.. ଜୀବନଟା କମ୍ ଲାଗେ ସବୁ ଅନୁଭୂତି ପାଇଁ, ଏତେବଡ ଦୁନିଆ ଏ ମୁଁ ଏତେ ଟିକେ ଦେଖି ନାହିଁ.. ମୋକ୍ଷ ମୋର କାମ୍ୟ ନୁହେଁ ଚାହେଁ ବାରମ୍ବାର ଜନ୍ମିବାକୁ, ପ୍ରେମ, ପ୍ରୀତି, ଦୁଃଖ, ଶୋକ ସବୁ ଚାହେଁ ଭୋଗିବାକୁ..!! #ଇଚ୍ଛାଟିଏ
94
33
1
368
ବୁଲିବାକୁ ଯିବେ ତ ଭିଡ଼ରେ ଏବେ କିଛି ଦେଖି ନିଅନ୍ତୁ ଫାଙ୍କାରେ 😁 #baalijatra 2026
ବାଲିଯାତ୍ରା 2026 #balijatra
10
250
ବାଲିଯାତ୍ରା 2026 #balijatra
3
1
22
554
କଣ କଣ ଛାଡ଼ିଥିଲି ସେଇଟା ଜରୁରୀ ନୁହେଁ .. ଛାଡଖାଇ କିନ୍ତୁ ପାଳନ ହେଲା ଖୁବ୍ ଖୁସିରେ 😁 #ଛାଡଖାଇ
9
33
1,233
ବିଶ୍ୱାସର ଆଖି ଭକ୍ତିର ଆଖି ଚକା ଚକା ଆଖି, ସେ ସବୁ ଦେଖୁଛି !! #ଜୟଜଗନ୍ନାଥ 🙏
11
3
34
431
କାର୍ତ୍ତିକ ପୂ୍ଣ୍ଣିମା ଓ ବୋଇତ ବନ୍ଦାଣର ଶୁଭେଚ୍ଛା ସଭିଙ୍କୁ🙏 #ଜୟ_ବାବା_ଲିଙ୍ଗରାଜ #ଶୁଭ_କାର୍ତ୍ତିକପୂ୍ଣ୍ଣିମା
5
25
428
ଠାକୁର ପୂଜା ପାଇଁ ଗୋଟେ ବି ଟଗର ଫୁଲ ଫୁଟିନି ଆଜି .. ଏ ଫୁଲ ମାନେ କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟ ବିତରଣ କରିବାରେ କାର୍ପଣ୍ୟ କରି ନାହାନ୍ତି ଜମା ...
4
22
363
ଶୀତୁଆ ସକାଳ, କୋହଲା ପବନ ସାଙ୍ଗକୁ ଏ କାଲୁଆ ବର୍ଷା ବାମ୍ଫ ଉଠା ଚା କପ୍ ଗୋଟେ ଆଜି ଦିନର ଆରମ୍ଭ ଏମିତି କିଛି ... #ଶୁଭସକାଳ 🌻
12
1
29
471
ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧା ପାଦ ଦର୍ଶନର ଶୁଭେଚ୍ଛା ସଭିଙ୍କୁ 🙏 #ଅଁଳାନବମୀ
6
2
49
636
ଯେବେଠୁ ନାଁ ଜାଣିଛି, ସେବେଠୁ ଚାଖିବାର ଇଚ୍ଛା ଥିଲା। ଏତେ ଦିନ ପରେ ପରେ ଯାଇଁ ଇଚ୍ଛା ପୂର୍ତ୍ତି ହେଲା ମୋର 😍 ଟେଷ୍ଟ ତ ବହୁତ ବଢିଆ ଥିଲା ହେଲେ authentic କି ନାହିଁ ସେ କଥା ମତେ ଜଣା ନାହିଁ ।। #ସରସତିଆ
6
35
1,109
ଏମିତିକା ସୁନ୍ଦର ସକାଳଟେ ମନ ଖୋଜେ ସବୁବେଳେ; ନା ଥିବ କୋଳାହଳ ନା କିଛି ଜଞ୍ଜାଳ, ନିରୋଳା ସମୟ ନିଜ ସହ ନିଜର ଆଉ ଟିକେ ପରିଚୟ ..!! #ଅନାବନାଭାବନା
4
1
18
644
आशुतोष शशांक शेखर चंद्रमौली चिदंबरा कोटि-कोटि प्रणाम शंभू कोटि नमन दिगंबरा 🙏 #ओम_नमःशिवाय 🔱
3
1
13
427
ବଜାରକୁ ବାହାରି ଥିଲୁ ଖୁସିରେ ଏବେ କିନ୍ତୁ ଠିଆ ହୋଇଛୁ ରାସ୍ତାରେ 🥲 #BhubaneswarRain
2
10
490
ମୋ କୁନି ଝିଆରୀର କୁନି ହାତରେ ତିଆରି ରଙ୍ଗଭରା ଚିତ୍ରଟି ଏ । ସୁନ୍ଦର ହେଇଛି ନା !! ପାହାଡ଼ ତଳର ଗାଁ, କଅଣ ତାହାର ନାଁ !! ନଈଟି ଯାଉଛି ବହି, କେତେ ମିଠା କଥା କହି । ପଡ଼ିଛି ସକାଳ ଖରା, ରଙ୍ଗ ବେରଙ୍ଗରେ ଭରା । ଚିତ୍ରଟିକୁ ଗୀତଟିଏ, ମନ ମତାଣିଆ ପରା ।। #kidsart
1
10
425
Deal with your problems before they deal with your happiness. #HappyMorning
5
15
467
ରଙ୍ଗ ଅଧରରୁ ଝରୁଥାଏ ତୁମ ଭାବର ଅମୃତ ଝର ତୁମରି ଶ୍ରୀମୁଖ କରିଲେ ଦର୍ଶନ ସବୁ ଦୁଃଖ ହୁଏ ଦୂର। ଅଖିଳ ବ୍ରହ୍ମାଣ୍ଡ ନାଥ ନୀଳାଚଳେ ବସି କରୁଅଛ ଲୀଳା ବାନ୍ଧିଛ ସାରା ଜଗତ ..🙏 ଜୟ ଜଗନ୍ନାଥ #ଜୟଜଗନ୍ନାଥ
6
1
20
526
कोटि कोटि प्रणाम शंभू कोटि नमन दिगंबरा 🙏 #जय_शिवशंभू #ओम_नमः_शिवाय
7
18
368
Welcome August 🌻 Come freely and leave something of happiness you bring....❤️ #welcomeAugust
2
12
386