ଆସନ୍ନ ବାତ୍ୟା ‘ଅକ୍ଭାନ୍’ର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କମିଶନର-ତଥା-ଶାସନ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। (୧\୨)
1
3
729
ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ସତର୍କ ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଜାରି କରାଯାଇଛି। ୧୮ ନଭେମ୍ବର ୨୦୨୬ ଠାରୁ ବାତ୍ୟାର ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ଇଞ୍ଜିନିୟର-ଇନ୍-ଚିଫ୍ (EIC), (1/2) @Odisha @OdishaCares
ଆସନ୍ନ ସାମୁଦ୍ରିକ ଝଡ଼ ‘ଅକ୍ଭାନ୍’ ଏବଂ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ବ୍ରହ୍ମପୁରସ୍ଥିତ CCEଙ୍କ ଅଧ୍ୟକ୍ଷତାରେ ନିର୍ବାହୀ ଯନ୍ତ୍ରୀ (EE), କ୍ଷେତ୍ର କର୍ମଚାରୀ ଓ ଏଷ୍ଟିମେଟରମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। #Odisha
2
503
ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଡିଭିଜନଗୁଡ଼ିକର ପ୍ରସ୍ତୁତି ଓ ସତର୍କତାମୂଳକ ବ୍ୟବସ୍ଥାର ତଦାରଖ କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସେମାନେ ଆବଶ୍ୟକ ପଦକ୍ଷେପ ସୁନିଶ୍ଚିତ କରିବେ। (2/2) #Odisa #OdishaCares @CMO_Odisha @SecyChief
5
1,022
ଆସନ୍ନ ସାମୁଦ୍ରିକ ଝଡ଼ ‘ଅକ୍ଭାନ୍’ ଏବଂ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ୧୮.୧୧.୨୦୨୬ ଠାରୁ ସାମୁଦ୍ରିକ ଝଡ଼ର ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଦୁଇଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି। (1/2) #Odisha #OdishaCares @CMO_Odisha @SecyChief
388
ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଯୋଗୁଁ ଫୁଲବାଣୀ ଜିଲ୍ଲାର ଜି. ଉଦୟଗିରି ବ୍ଲକ୍ ଅନ୍ତର୍ଗତ PWD ରୋଡ୍ରୁ ଡାକେରିଙ୍ଗିଆ ରାସ୍ତାରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ଜାରି ରହିଛି। #Odisha #OdishaCares #CycloneArnab
5
523
ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଯୋଗୁଁ ଫୁଲବାଣୀ ଜିଲ୍ଲାର ରାଇକିଆ ବ୍ଲକ୍ ଅନ୍ତର୍ଗତ ରାଇକିଆ–ମାଣିକେଶ୍ୱରୀ–କରଡ଼ା ରାସ୍ତାରେ ସୃଷ୍ଟି ହୋଇଥିବା ଘାଇ ବନ୍ଦ କାର୍ଯ୍ୟ ଜାରି ରହିଛି। ରାସ୍ତା ଯୋଗାଯୋଗର ପୁନଃସ୍ଥାପନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। #Odisha #OdishaCares #CycloneArnab
2
412
ଆଗାମୀ ସମ୍ଭାବ୍ୟ ବାତ୍ୟା ‘AKVAN’ର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। (1/3)
1
12
1,673
ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ଓ ଯୋଗାଯୋଗ ରଖିବାକୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କର୍ମଚାରୀ ଓ ଯନ୍ତ୍ରପାତି ନିୟୋଜିତ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
1
96
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ RD Road to K. Raisingpur TT Palli ରାସ୍ତାରେ ସୃଷ୍ଟି ହୋଇଥିବା ଘାଇର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। RW ଡିଭିଜନ, ଭଞ୍ଜନଗର ପକ୍ଷରୁ ଘାଇ ବନ୍ଦ କରାଯାଇ ରାସ୍ତା ଯୋଗାଯୋଗ ପୁନଃସ୍ଥାପନ କରାଯାଇଛି। #odisha #OdishaCares #CycloneArnab
1
10
820
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ସୁନାମ୍ବା–ମଙ୍ଗଳପୁର ରାସ୍ତା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ରାସ୍ତାରେ ସୃଷ୍ଟି ହୋଇଥିବା ଘାଇ ବନ୍ଦ କରିବା କାର୍ଯ୍ୟ RW ଡିଭିଜନ, ଭଞ୍ଜନଗର ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। #odisha #CycloneArnab #OdishaCares
1
477
Odisha Rural retweeted
A week of impactful decisions, meaningful reforms and new opportunities. From strengthening international partnerships and expanding access to education, to empowering pension beneficiaries, addressing teachers’ demands and restoring vital infrastructure, Odisha continues to move forward with purpose.
Every initiative reflects a commitment to inclusive growth and development. Every step brings Odisha closer to a stronger, more prosperous and future-ready state.
କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ PWD Road to Dadapada ରାସ୍ତା ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଫଳରେ ଅଞ୍ଚଳରେ ଯାତାୟାତ ସ୍ୱାଭାବିକ ହୋଇଛି।
1
175
ଚକ୍ରବାତ ‘ARNAB’ ଦ୍ୱାରା ପ୍ରଭାବିତ ଫୁଲବାଣୀ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ PWD Road to Dadapada Road ର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି।
#CycloneArnab #RoadRestoration #Odisha
2
596
ଗଞ୍ଜାମ ଜିଲ୍ଲାର RWD-II ଅଧୀନରେ ଥିବା ତାରମୁଣ୍ଡା–ତାସରଙ୍ଗା ରାସ୍ତାର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି.
2
525




















