फिलीपींस में नन्ही रामभक्त के मुख से 'श्री रामचन्द्र कृपालु भजुमन' सुनते आदरणीय प्रधानमंत्री श्री @narendramodi जी ।
हमारी Act East Policy ने भारत-आसियान संबंधों को नई गति, और नई गहराई दी है। आज भारत और नौ आसियान देशों के बीच Direct Flights, और बढ़ता पर्यटन भी हमारी निकटता का एक प्रमाण है ।
दुनिया को सबसे अधिक आवश्यकता है - शांति, स्थिरता और Predictability की। भारत और आसियान मिलकर विश्व की लगभग एक-चौथाई जनसंख्या का प्रतिनिधित्व करते हैं। इसीलिए यह सुनिश्चित करना जरूरी है कि हमारा भविष्य competition से नहीं, cooperation से तय हो।
जनजातीय गौरव दिवस से लेकर भव्य बिरसा मुंडा संग्रहालय तक, और पीएम-जनमन योजना से लेकर जनजातीय बजट में अभूतपूर्व वृद्धि तक... मोदी सरकार ने जनजातीय समाज को वह मान-सम्मान, अधिकार और विकास दिया है, जिसकी दशकों तक अनदेखी की गई थी! विरासत भी, विकास भी... यही है नए भारत की पहचान!
#JanjatiyaGauravDiwas
ପ୍ରାଚୀନ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କର ଓ ନୀଳକଣ୍ଠ ସୋମଯାଜୀ ଗ୍ରହ, ନକ୍ଷତ୍ରର ଗତି ଓ ସୂର୍ଯ୍ୟ-ଚନ୍ଦ୍ର ଗ୍ରହଣର ସମୟ ନିର୍ଣ୍ଣୟରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ।
-ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ
ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଜୀଙ୍କୁ ପବିତ୍ର ଓଡ଼ିଶା ମାଟିକୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ। ଆପଣଙ୍କ ଏହି ଆଗମନ ଆମ ସମସ୍ତଙ୍କ ପାଇଁ ଆନନ୍ଦ ଓ ଗର୍ବର ବିଷୟ।
@ChouhanShivraj
भारत की बेटी गुंजन यादव ने रचा स्वर्णिम इतिहास! 🥇
डकार में आयोजित 'यूथ ओलंपिक गेम्स 2026' में गुंजन यादव ने महिलाओं के 48 किग्रा वर्ग में स्वर्ण पदक जीतकर देश का गौरव बढ़ाया है। इस उपलब्धि के साथ वह यूथ ओलंपिक बॉक्सिंग में स्वर्ण जीतने वाली भारत की पहली महिला खिलाड़ी बन गई हैं। गुंजन को हार्दिक बधाई एवं उज्ज्वल भविष्य की शुभकामनाएं!
Manmohan Samal retweeted
ବାତ୍ୟା 'ଅର୍ଣ୍ଣବ' ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଜରୁରୀକାଳୀନ ରିଲିଫ୍ ସହାୟତା ବୃଦ୍ଧି କରାଯାଇଛି । ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଏବଂ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।
✅ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ଏବଂ ୨,୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।
✅ ସ୍ୱଚ୍ଛତା ଓ ତ୍ୱରିତ ବଣ୍ଟନ ସୁନିଶ୍ଚିତ କରିବାକୁ ତିନି ଜିଲ୍ଲାର ଜିଲ୍ଲାପାଳମାନେ ତୁରନ୍ତ ଯୋଗ୍ୟ ପରିବାରଗୁଡ଼ିକର ତାଲିକା ପ୍ରସ୍ତୁତ ଓ ଯାଞ୍ଚ କରିବେ ।
✅ ୨,୫୦୦ ଟଙ୍କାର ଆର୍ଥିକ ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପଠାଯିବ ଏବଂ ବ୍ୟାଙ୍କ ସେବା ବାଧାପ୍ରାପ୍ତ ଥିବା ସ୍ଥାନରେ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥାରେ ବଣ୍ଟନ ହେବ ।
✅ OSCSC ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମନ୍ୱୟରେ ବିନା କୌଣସି ବାଧାରେ ଚାଉଳ ଉଠାଣ ଓ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।
✅ କାର୍ଯ୍ୟର ସ୍ୱଚ୍ଛତା ଏବଂ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ବ୍ଲକୱାରୀ ଦୈନିକ ରିପୋର୍ଟ ପ୍ରଦାନ କରାଯିବ ।
नए उद्यमियों के लिए नए अवसर!
पीएम श्री @narendramodi जी के नेतृत्व में कैबिनेट ने 'स्टैंड-अप इंडिया' योजना को 31 मार्च 2031 तक बढ़ाने का ऐतिहासिक निर्णय लिया है। इससे 2.5 लाख नए उद्यमियों को ₹10 लाख से ₹1 करोड़ तक का ऋण मिलेगा, जिससे देश में रोजगार और उद्यमशीलता को नई गति मिलेगी।
#CabinetDecisions
Manmohan Samal retweeted
Best wishes to Nagaland CM Shri Neiphiu Rio Ji on his birthday. He is making commendable efforts to boost the growth trajectory of Nagaland and fulfil the dreams of the youth. Praying for his long life and good health.
@Neiphiu_Rio
Manmohan Samal retweeted
As Noida and Greater Noida grow, why should daily commutes become longer?
Here is some good news for the people of Noida and Greater Noida!
The Cabinet has approved an extension of the Aqua Line Metro.
Key advantages:
Easier access to offices, schools, hospitals and commercial hubs.
Less congestion.
Shorter commutes.
A major boost to connectivity and Ease of Living indeed.
pib.gov.in/PressReleaseDetai…
Manmohan Samal retweeted
The Cabinet approval for continuation of the Credit Guarantee Fund for Micro Units is a major boost for India's aspiring entrepreneurs, especially our youth!
What does this mean?
Rs. 5,000 crore corpus to help facilitate over Rs 12.5 lakh crore in MUDRA loans over the next 5 years.
Credit guarantee support for collateral-free loans up to Rs. 20 lakh under PM MUDRA Yojana.
Lower guarantee fees to encourage lending to micro-enterprises.
Our aim is to empower more young Indians to turn their ideas into enterprises, create opportunities and become job creators.
pib.gov.in/PressReleaseDetai…
Manmohan Samal retweeted
A fresh impetus to enterprise creation and economic growth.
pib.gov.in/PressReleaseDetai…
Manmohan Samal retweeted
देशभर के अन्नदाता सदैव हमारी पहली प्राथमिकता रहे हैं।
दुनिया में कठिन परिस्थितियों के बीच भी हम उनका जीवन आसान बनाने में कोई कोर-कसर नहीं छोड़ रहे हैं।
इसी दिशा में आज रबी सीजन 2026-27 के लिए फर्टिलाइजर पर न्यूट्रिएंट बेस्ड सब्सिडी को मंजूरी दी गई है।
इससे जहां हमारे किसान भाई-बहनों पर अंतर्राष्ट्रीय कीमतों में बदलाव का कोई असर नहीं पड़ेगा, वहीं उन्हें किफायती और उचित मूल्य पर उर्वरक मिलते रहेंगे।
pib.gov.in/PressReleaseDetai…
किसानों के हित में मोदी सरकार का बड़ा फैसला!
पीएम श्री @narendramodi जी के नेतृत्व में कैबिनेट ने आगामी रबी सीजन (2026-27) के लिए फॉस्फेटिक और पोटाशिक (P&K) उर्वरकों पर सब्सिडी को मंजूरी दी है। इसके लिए लगभग ₹62,370.02 करोड़ का बजट निर्धारित किया गया है, ताकि हमारे अन्नदाताओं को सस्ती दरों पर खाद मिलना सुनिश्चित हो सके।
#CabinetDecisions
शहरी कनेक्टिविटी को मिली नई रफ्तार!
पीएम श्री @narendramodi जी के नेतृत्व में कैबिनेट ने एक्वा लाइन मेट्रो के विस्तार को मंजूरी दी है। इस कॉरिडोर से लाखों लोगों का सफर सुगम होगा और कनेक्टिविटी और बेहतर होगी।
#CabinetDecisions
ଭାରତ ୧୦୦ ଜଣ ଚେସ୍ ଗ୍ରାଣ୍ଡମାଷ୍ଟରଙ୍କ ଦେଶ ହେବା କେବଳ ଏକ ଉପଲବ୍ଧି ନୁହେଁ, ବରଂ ଏହା ଆମ ଦେଶର ବୌଦ୍ଧିକ ଦକ୍ଷତା, ଶୃଙ୍ଖଳା ଏବଂ ଉତ୍କର୍ଷତା ହାସଲ କରିବାର ଅଦମ୍ୟ ଇଚ୍ଛାଶକ୍ତିର ପ୍ରମାଣ।
ଭାରତର ୧୦୦ତମ ଚେସ୍ ଗ୍ରାଣ୍ଡମାଷ୍ଟର ଭାବେ ଇତିହାସ ରଚିଥିବା ଯୁବ ପ୍ରତିଭା ଅନୁଜ ଶ୍ରୀବାସ୍ତବଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ତାଙ୍କର ଏହି ଐତିହାସିକ ସଫଳତା ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ନିର୍ଭୟରେ ସ୍ୱପ୍ନ ଦେଖିବା ସହ ବିଶ୍ୱ ମଞ୍ଚରେ ଦେଶ ପାଇଁ ଗୌରବ ଆଣିବାକୁ ପ୍ରେରଣା ଯୋଗାଉ।
#Chess #Grandmaster #IndianChess #AnujShrivastava #ProudMoment #IncredibleIndia
ଚରମ୍ପା OSRTC ପଡ଼ିଆ ସ୍ଥିତ ପବିତ୍ର କାଳୀପୂଜା ମଣ୍ଡପରେ ମା' କାଳୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କଲି। ଏହି ପବିତ୍ର ଅବସରରେ ମା'ଙ୍କ ଚରଣରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛି । ମା' କାଳୀଙ୍କ କୃପାରୁ ଆମ ଓଡ଼ିଶା ପ୍ରଗତି ପଥରେ ଆଗକୁ ବଢ଼ୁ, ଏହା ହିଁ ମୋର କାମନା।
ଏହି ଅବସରରେ ଜିଲ୍ଲା, ରାଜ୍ୟ ଓ ଦେଶର ମହାନ ଜନନାୟକମାନଙ୍କ ଫଟୋଚିତ୍ର ପ୍ରଦର୍ଶନୀର ଉଦ୍ଘାଟନ କରିଥିଲି। ଆମ ମହାନ ଜନନାୟକମାନଙ୍କ ତ୍ୟାଗ, ସଂଘର୍ଷ ଓ ଆଦର୍ଶ ନୂଆ ପିଢ଼ିଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ। ଏହି ଅବସରରେ ଭଦ୍ରକ ବିଧାୟକ ଶ୍ରୀ ଶୀତାଂଶୁ ଶେଖର ମୋହାପତ୍ର ମଧ୍ୟ ମୋ ସହିତ ଉପସ୍ଥିତ ଥିଲେ। ପୂଜା କମିଟିର ସମସ୍ତ ସଦସ୍ୟ ଓ ସ୍ବେଚ୍ଛାସେବୀଙ୍କୁ ଏହି ସୁନ୍ଦର ଆୟୋଜନ ପାଇଁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି ।




















