Shubhapallaba Store (@ShubhapallabStr) header
Shubhapallaba Store (@ShubhapallabStr) profile picture

#ShubhapallabaStore is an online e-commerce store by #Shubhapallaba magazine team to support the literature work financially.

Odisha
Joined August 2020
Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)Photo by Shubhapallaba Store (@ShubhapallabStr)
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ତଥା କଥାକାର ପବିତ୍ର ପାଣିଗ୍ରାହୀଙ୍କ ଗଳ୍ପ ସଂକଳନ #ସ୍ୱପ୍ନଚୋରି ଆସୁଛି ଏକ ନୂଆ ରୂପରେ । ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ନୂତନ ରୂପାୟନ କରାଯାଉଥିବା ଏହି ବହିଟି ଶୀଘ୍ର ଉପଲବ୍ଧ ହେବ 🙏 #SwapnaChori #ପବିତ୍ରପାଣିଗ୍ରାହୀ #PabitraPanigrahi #ShubhapallabaPublication
3
3
6
283
ସେ ତ ଭକତ ଭାବରେ ବନ୍ଧା; ଭକ୍ତ ଯେଉଁଠି ସେ ସେଇଠି । ଏୟାର୍ଇଣ୍ଡିଆ ହେଉ କି ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ଧନ୍ୟବାଦ ଭାଇ🙏 Available on Amazon India with free and fast delivery: link.amazon/B07fR7AER Don't forget to put a review after reading the book.
ଏୟାରଇଣ୍ଡିଆ ଏକ୍ସପ୍ରେସ୍ ରେ “ଭକତ ଭାବରେ…ଶ୍ରୀଜଗନ୍ନାଥ” @trimanoz
3
7
308
Prepare Smarter. Learn Better. Stay Updated! Presenting a supplementary policy reference book featuring “12 Podcasts on 12 Subjects” by @trimanoz. Order your copy today on Amazon India! #PMFlagshipProgram #PolicyRefenceBook #ShubhapallabaPublication
4
6
79
This book “12 Podcasts on 12 Subjects” by @trimanoz is now live on both Google Books and Google Play at cheapest price. books.google.co.in/books?id=…
4
4
51
ରାଜଧାନୀ ପୁସ୍ତକମେଳାରେ ଏ.କେ. ମିଶ୍ର ଷ୍ଟଲ୍‌ରେ @trimanoz ଙ୍କ ରଚିତ ଓଡ଼ିଆ ବହି #ଭକତଭାବରେଶ୍ରୀଜଗନ୍ନାଥ ଉପଲବ୍ଧ ଅଛି । ଏହା ତାଙ୍କର ଭୁବନେଶ୍ୱର ଓ କଟକ ଷ୍ଟୋର୍‌ରେ ମଧ୍ୟ ଉପଲବ୍ଧ ଅଛି । ଏହା ବ୍ୟତୀତ ଆଗାମୀ ଭୁବନେଶ୍ୱର ପୁସ୍ତକମେଳରେ ମଧ୍ୟ ତାଙ୍କ ଷ୍ଟଲ୍‌ ସମେତ ଆଉ ଦୁଇଟି ଷ୍ଟଲ୍‌ରେ ଉପଲବ୍ଧ ହେବ ।
🤖 Made with AI
1
4
6
105
Anla Nabami (ଅଁଳା ନବମୀ) is a festival celebrated on the 9th day of Kartika Shukla Paksha. To have a glimpse of the feet of Shree Radharani, worshippers flocked to the Sakhi Gopinath Temple at Sakhigopal, Puri on this day. #AnlaNavami #AnlaNabami #GapuPhotography #Shubhapallaba
3
12
290
Shubhapallaba Store retweeted
Replying to @ShubhapallabStr
ଧନ୍ୟବାଦ ସଂଗ୍ରାମ ବାବୁ, ପୁଣି "ଶଙ୍ଖନାଦ" କୁ ଲେଉଟାଇବା ପାଇଁ। 🙏 ଏହି ଶୃଙ୍ଖଳାରେ ଥିବା ଅନ୍ୟାନ୍ୟ ଗଳ୍ପ ମାନଙ୍କୁ ଶୁଭପଲ୍ଲବ ପ୍ରକାଶନ ନିମନ୍ତେ ଏକାଠି କରୁଛି। ମହାପ୍ରଭୁଙ୍କ ଇଛା
1
1
3
43
Author's signed copies of #Tapasatwa written by @tapasr10 are now available on both Amazon India with free shipping and on Shubhapallaba Store. Link to buy: link.amazon/B01MCwHHo #OdiaBook #ShubhapallabaPublication
1
5
11
355
#ରକ୍ଷାବନ୍ଧନ ଉପରେ #ଶୁଭପଲ୍ଲବ ପ୍ରକାଶନ (@ShubhapallabaP) ଦ୍ୱାରା ଛପାଯାଇଥିବା ଏକ କ୍ଷୁଦ୍ର ଆନ୍ଥେଲୋଜି ଏବେ ୫୦% ରିହାତି ସହିତ ଶୁଭପଲ୍ଲବ ଷ୍ଟୋର୍‌ (@ShubhapallabStr) ଓ ଆମାଜନ୍‌ ଇଣ୍ଡିଆରେ ଉପଲବ୍ଧ । ଆମାଜନ୍ ଲିଙ୍କ: link.amazon/B0g3625gK #Shubhapallaba #Rakshabandhan
3
17
364
୨୦୧୫ ମସିହାରେ, ପ୍ରଥମ #ରସଗୋଲାଦିବସ ପାଳନ ହୋଇଥିଲା । ଆଜି ସେଦିନକୁ ୧୧ ବର୍ଷ ପୂରିଲା ଓ ଆମେ ୧୨ଶ ରସଗୋଲା ଦିବସ ପାଳନ କରୁଛୁ । ଆମେ ବି ଘରେ ତିଆରି କରିଛୁ #ରସଗୋଲା । *ଚିନିରେ ହୋଇଥିବାରୁ ଧଳା ଦେଖାଯାଉଛି #RasagolaDibasa #Rasagola #FoodieOdia #OdiaFood
2
5
28
637
Here is the 2nd edition of the #WeBecameaPoem, a poetic novel by Prabina Kumar Kabi. Available on Amazon India and Shubhapallaba Store. Link to buy: link.amazon/B0fzaNND3 #ShubhapallabaPublication #ShubhapallabaStore #EnglishNovel #PoeticNovel
2
1
8
196
କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବକୁ ତ ସଭିଏଁ ଜାଣନ୍ତି, ଭକ୍ତର ଭକ୍ତିରେ କେମିତି ସେ ବଡ଼ ଦାଣ୍ଡକୁ ଓହ୍ଲେଇ ଆସେ ସେ କଥା ବି ସଭିଙ୍କୁ ଜଣା । ଭକ୍ତର ଅନୁଭବ ଓ ଅନୁଭୂତିକୁ ସେଇ ପ୍ରସ୍ତୁତ "ଭକତ ଭାବରେ ଶ୍ରୀଜଗନ୍ନାଥ" Link to buy from Amazon: link.amazon/B046htaAj (This is an AI generated Image)
🤖 Made with AI
2
8
192
ମହାପ୍ରଭୁଙ୍କ ଅପୂର୍ବ କଥା ଓ ଗାଥାକୁ ନେଇ ପ୍ରସ୍ତୁତ ଏହି ବହିଟି ଉନ୍ମୋଚିତ ହୋଇଯାଇଛି । ପଡ଼ିଲେଣି? Link to buy: link.amazon/B0aVLpju3 @trimanoz @karmamohini
1
5
12
409
ସେ ତ ଭକତ ଭାବର ଠାକୁର, ତାଙ୍କ ଭାବକୁ ବୁଝିବ ବା କିଏ? ସେ ଭାବ ଓ ଭକ୍ତିର ସାମାହାରରେ ପ୍ରସ୍ତୁତ ବହିଟି ଆମାଜନ୍ ଇଣ୍ଡିଆର ବେଷ୍ଟ ସେଲର୍ ଭାବରେ ଘୋଷିତ ହୋଇଛି; ଯଦିଓ ବହି ମୁକ୍ତିଲାଭ କରିବାକୁ ଆଉ ମାତ୍ର ଦୁଇଦିନ ବାକି ଅଛି । ଯେଉଁମାନେ ଏତେ ଭଲପାଇବା ଦେଇଛନ୍ତି; ଧନ୍ୟବାଦ🙏 Pre-order now from Amazon: link.amazon/B0i4irizL
2
6
230
ରଥ ଜଗନ୍ନାଥ, ପଥ ଜଗନ୍ନାଥ 🙏 ମହାପ୍ରଭୁଙ୍କ ସେହି ଅପୂର୍ବ ଗାଥାକୁ ନେଇ ପ୍ରସ୍ତୁତ #ଭକତଭାବରେଶ୍ରୀଜଗନ୍ନାଥ ଏବେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଉପଲବ୍ଧ । - Narayani Book Store, Old Bus Stand - A.K. Mishra, Saheed Nagar - Padmalaya, Unit III - Book Carts, Platform 1, Bhubaneswar Railway Station
5
1
11
531
ଜୟ ଜଗନ୍ନାଥ 🙏 And here is our 1st best seller paperback. Trending at no. 1 on Amazon India. Buy now: link.amazon/B0cDOlIky
ଜୟ ଜଗନ୍ନାଥ 🙏 And here is our 1st best seller paperback. Trending at no. 1 on Amazon India. Buy now: link.amazon/B0cDOlIky
3
1
9
552
ସବୁ ବହିଗୁଡ଼ିକ ଶୁଭପଲ୍ଲବ ଷ୍ଟୋର୍‌ରେ ଅଧିକ ରିହାତି ସହିତ ଉପଲବ୍ଧ ଅଛି । Link to buy: store.shubhapallaba.in/ #ShubhapallabaStore #OdiaBooks #EnglishNovel #TYSD #WisteriaLies #ତାପସତ୍ୱ #ରଜ
ବହି ସବୁ ଆସି ପହଞ୍ଚିଗଲା । ଏ ସପ୍ତାହନ୍ତ ଭଲରେ କଟିବ । 😍😍
3
6
177
ଏଥର ରଥାତ୍ରାରେ ଆସୁଛି @trimanoz ଙ୍କ #ଭକତଭାବରେଶ୍ରୀଜଗନ୍ନାଥ ରଥରେ ଆଉ ଟିକେ ଜାଣନ୍ତୁ ମହାପ୍ରଭୁଙ୍କ ରୀତିନୀତି ଆଉ ତାଙ୍କର ଅଲୌକିକତା ବିଷୟରେ 🙏 Available on Amazon and Shubhapallaba Store for pre-order. WhatsApp us to buy directly. Link to buy: link.amazon/B0gVhWWGm
5
1
7
273