ଶୁଭପଲ୍ଲବ ~ Shubhapallaba retweeted
Soon, this book will be available on both Amazon India and #ShubhapallabaStore for pre-order.
#ସ୍ୱପ୍ନଚୋରି #SwapnaChori #ପବିତ୍ରପାଣିଗ୍ରାହୀ #PabitraPanigrahi #ShubhapallabaPublication
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ତଥା କଥାକାର ପବିତ୍ର ପାଣିଗ୍ରାହୀଙ୍କ ଗଳ୍ପ ସଂକଳନ #ସ୍ୱପ୍ନଚୋରି ଆସୁଛି ଏକ ନୂଆ ରୂପରେ । ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ନୂତନ ରୂପାୟନ କରାଯାଉଥିବା ଏହି ବହିଟି ଶୀଘ୍ର ଉପଲବ୍ଧ ହେବ 🙏
#SwapnaChori #ପବିତ୍ରପାଣିଗ୍ରାହୀ #PabitraPanigrahi #ShubhapallabaPublication
ଶୁଭପଲ୍ଲବ ~ Shubhapallaba retweeted
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ତଥା କଥାକାର ପବିତ୍ର ପାଣିଗ୍ରାହୀଙ୍କ ଗଳ୍ପ ସଂକଳନ #ସ୍ୱପ୍ନଚୋରି ଆସୁଛି ଏକ ନୂଆ ରୂପରେ । ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ନୂତନ ରୂପାୟନ କରାଯାଉଥିବା ଏହି ବହିଟି ଶୀଘ୍ର ଉପଲବ୍ଧ ହେବ 🙏
#SwapnaChori #ପବିତ୍ରପାଣିଗ୍ରାହୀ #PabitraPanigrahi #ShubhapallabaPublication
ଶୁଭପଲ୍ଲବ ~ Shubhapallaba retweeted
Prepare Smarter. Learn Better. Stay Updated!
Presenting a supplementary policy reference book featuring “12 Podcasts on 12 Subjects” by @trimanoz.
Order your copy today on Amazon India!
#PMFlagshipProgram #PolicyRefenceBook #ShubhapallabaPublication
ଶୁଭପଲ୍ଲବ ~ Shubhapallaba retweeted
This book “12 Podcasts on 12 Subjects” by @trimanoz is now live on both Google Books and Google Play at cheapest price.
books.google.co.in/books?id=…
ଶୁଭପଲ୍ଲବ ~ Shubhapallaba retweeted
ରାଜଧାନୀ ପୁସ୍ତକମେଳାରେ ଏ.କେ. ମିଶ୍ର ଷ୍ଟଲ୍ରେ @trimanoz ଙ୍କ ରଚିତ ଓଡ଼ିଆ ବହି #ଭକତଭାବରେଶ୍ରୀଜଗନ୍ନାଥ ଉପଲବ୍ଧ ଅଛି । ଏହା ତାଙ୍କର ଭୁବନେଶ୍ୱର ଓ କଟକ ଷ୍ଟୋର୍ରେ ମଧ୍ୟ ଉପଲବ୍ଧ ଅଛି । ଏହା ବ୍ୟତୀତ ଆଗାମୀ ଭୁବନେଶ୍ୱର ପୁସ୍ତକମେଳରେ ମଧ୍ୟ ତାଙ୍କ ଷ୍ଟଲ୍ ସମେତ ଆଉ ଦୁଇଟି ଷ୍ଟଲ୍ରେ ଉପଲବ୍ଧ ହେବ ।
🤖 Made with AI
ଶୁଭପଲ୍ଲବ ~ Shubhapallaba retweeted
Gapu Saha Gapasapa with Gaurang Chandra Barik, Odisha Sangeet Natak Academy Award winner artist
youtu.be/E8zQ20JJA4c
#MogalTamsa #ମୋଗଲତାମସା #ଗପୁସହଗପସପ #GapuSahaGapsapa
ଶୁଭପଲ୍ଲବ ~ Shubhapallaba retweeted
Out Now On Google Books
play.google.com/store/books/…
ଶୁଭପଲ୍ଲବ ~ Shubhapallaba retweeted
"Bhakata Bhābare Shree Jagannātha" by @ssgapu22 & @Shubhapallaba is coming to Google Books and Kindle. The ebook will be made available at a nominal price to ensure easy access and reading convenience for digital readers across the globe.
ଶୁଭପଲ୍ଲବ ~ Shubhapallaba retweeted
We are planning to publish a book featuring notable woman from Odisha in various fields.
We need your suggestion on those personalities. Your inputs may help us to choose the right person.
#ShubhapallabaPublication
🤖 Made with AI
ଶୁଭପଲ୍ଲବ ~ Shubhapallaba retweeted
Replying to @ShubhapallabaP
@ShubhapallabaP @Shubhapallaba
ରୁ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ମୋର ତୃତୀୟ ଗଳ୍ପ ସଙ୍କଳନ #ଜାତି
ଅଶେଷ ଧନ୍ୟବାଦ @ssgapu22 ଭାଇ @sambeetarts ଭାଇ @Viswanath507480 ସାର୍ 🙏🥰
ଶୁଭପଲ୍ଲବ ~ Shubhapallaba retweeted
ତାପସ ରଞ୍ଜନଙ୍କ ଦ୍ୱାରା ଦସ୍ତଖତ
ତାପସ ରଞ୍ଜନଙ୍କ ଠାରୁ
ତାପସ ରଞ୍ଜନଙ୍କ ତାପସତ୍ଵ.....
ଧନ୍ଯବାଦ @tapasr10 ଭାଇ🙏🏼🙏🏼
ଶୁଭେଚ୍ଛା @Shubhapallaba
ଶୁଭପଲ୍ଲବ ~ Shubhapallaba retweeted
ମଟନ୍ ଖାଇବାକୁ ଭଲ ପାଉଥିବା ଲୋକ ବ୍ଲଡ ଟେଷ୍ଟ ବେଳେ ଟିକେ ରକ୍ତ ଦେବାକୁ ବି ଡରେ #ଦୈତ୍ୟ
@GALPAKABITA @Shubhapallaba
ଶୁଭପଲ୍ଲବ ~ Shubhapallaba retweeted
Author's signed copies of #Tapasatwa written by @tapasr10 are now available on both Amazon India with free shipping and on Shubhapallaba Store.
Link to buy: link.amazon/B01MCwHHo
#OdiaBook #ShubhapallabaPublication
ଶୁଭପଲ୍ଲବ ~ Shubhapallaba retweeted
ଆଜି ସେ ବାଲିଘର ଭାଙ୍ଗିଗଲା...
ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୁଭପଲ୍ଲବ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ 🙏
ଓଁ ଶାନ୍ତି
#PranabPattnaik #RIP #ଶୁଭପଲ୍ଲବ #Shubhapallaba
ଆଜି ସେ ବାଲିଘର ଭାଙ୍ଗିଗଲା...
ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୁଭପଲ୍ଲବ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ 🙏
ଓଁ ଶାନ୍ତି
#PranabPattnaik #RIP #ଶୁଭପଲ୍ଲବ #Shubhapallaba
ଶୁଭପଲ୍ଲବ ~ Shubhapallaba retweeted
ଆନ୍ତରିକ ଧନ୍ୟବାଦ ଶୁଭ ପଲ୍ଲବ ପରିବାର ❤️
ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ରଜତ (@rjtrnjnrn) ବାବୁ ।
ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ ।
#Shubhapallaba #ଶୁଭପଲ୍ଲବ #Shubhabhinandana #ଶୁଭାଭିନନ୍ଦନ
ଶୁଭପଲ୍ଲବ ~ Shubhapallaba retweeted
୨୦୧୫ ମସିହାରେ, ପ୍ରଥମ #ରସଗୋଲାଦିବସ ପାଳନ ହୋଇଥିଲା । ଆଜି ସେଦିନକୁ ୧୧ ବର୍ଷ ପୂରିଲା ଓ ଆମେ ୧୨ଶ ରସଗୋଲା ଦିବସ ପାଳନ କରୁଛୁ ।
ଆମେ ବି ଘରେ ତିଆରି କରିଛୁ #ରସଗୋଲା ।
*ଚିନିରେ ହୋଇଥିବାରୁ ଧଳା ଦେଖାଯାଉଛି
#RasagolaDibasa #Rasagola #FoodieOdia #OdiaFood
ଶୁଭପଲ୍ଲବ ~ Shubhapallaba retweeted
ରଥ ଜଗନ୍ନାଥ, ପଥ ଜଗନ୍ନାଥ 🙏
ମହାପ୍ରଭୁଙ୍କ ସେହି ଅପୂର୍ବ ଗାଥାକୁ ନେଇ ପ୍ରସ୍ତୁତ #ଭକତଭାବରେଶ୍ରୀଜଗନ୍ନାଥ ଏବେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଉପଲବ୍ଧ ।
- Narayani Book Store, Old Bus Stand
- A.K. Mishra, Saheed Nagar
- Padmalaya, Unit III
- Book Carts, Platform 1, Bhubaneswar Railway Station





























