Surada NAC (@SuradaNac) header
Surada NAC (@SuradaNac) profile picture

Official Twitter Account of Notified Area Council(NAC),Surada,Ganjam.

Surada, India
Joined June 2021
Photo by Surada NAC (@SuradaNac)Photo by Surada NAC (@SuradaNac)Photo by Surada NAC (@SuradaNac)Photo by Surada NAC (@SuradaNac)Photo by Surada NAC (@SuradaNac)Photo by Surada NAC (@SuradaNac)Photo by Surada NAC (@SuradaNac)Photo by Surada NAC (@SuradaNac)Photo by Surada NAC (@SuradaNac)Photo by Surada NAC (@SuradaNac)
ସ୍ୱଚ୍ଛ ଓ ସୁନ୍ଦର ସୋରଡ଼ା ଗଠନ ପାଇଁ ଏକ ବଡ଼ ପଦକ୍ଷେପ ସ୍ୱଚ୍ଛତା ହିଁ ସେବାଓ *ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ*(ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଏକ ବିଶାଳ ଜନ ଆନ୍ଦୋଳନ) ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ସୋରଡ଼ା ପକ୍ଷରୁ ସମୂହ ସଫେଇ ଅଭିଯାନ ଆୟୋଜିତ ହୋଇଛି।*ଆମ ସହର, ଆମ ଦାୟିତ୍ୱ — ସ୍ୱଚ୍ଛ ରଖିବା ଆମ ସଂକଳ୍ପ।
193
Catch the Rain before it Run Away Save Every Drop
1
203
On occcasion of "World Environment Day 2026" Surada NAC has organised Mass plantation program in presence of all representative and loacal person . @SwachhBharatGov @DUDA_Ganjam @Ganjam_Admin
1
39
On occcasion of "Ama Ganjam Swachh Ganjam-MissionZero Plastic Visibility" Surada NAC has organised Mass Cleaning drive of GVPs & Oath in presence of all representative and loacal person .
1
34
ଆଜି ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ "ଓଡ଼ିଆ ପକ୍ଷ" ଅବସରରେ "ସ୍ଵଚ୍ଛ ଓଡିଶା ଦିବସ" ପାଳନ କାର୍ଯ୍ୟକ୍ରମ ଶ୍ରୀ ପଞ୍ଚାନନ ମନ୍ଦିର ଓ ସନ୍ତଷି ମା ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରାଯାଇଛି I
1
33
ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ସୋରଡା ତରଫରୁ ୭୭ ତମ ସାଧାରତନ୍ତ୍ର ଦିବସ ସମାରୋହରେ ପରିଷଦର ଅଧ୍ୟକ୍ଷ, ସମସ୍ତ ସଭ୍ୟା/ସଭ୍ୟ ଓ ଅଫିସ ଷ୍ଟାଫଙ୍କ ଉପସ୍ଥିତିରେ ପାଳନ ହେବାସହ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ତତ୍ସହିତ ପରିଷଦ ମଧ୍ୟରେ ଥିବା ସମସ୍ତ ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା।
3
58
Awareness and Cleanness Drive has been conducted at picnic Spot of NAC Surada under SHS-2025 campaign #SHS2025 #SwachhataHiSeva2025 #Swachhotsav #Housing & Urban Development Department, Govt. of Odisha Swachh Survekshan Swachh Bharat Mission - Urban CMO Odisha
2
113
Cleanliness drive conducted in women's collage on the eve of Swachata Hi Seva 2025 "Ek Din Ek Ghanta Ek satha" and exposure visit of school student wealth center of Surada NAC.
1
2
57
In continuation to the week long LSG Day Today awareness programme on safety in septic tank cleaning under “Aaingata Safei Surakshit Safei and Miking on Cesspool operations and distrubution of Leaflet. #Safecleaning #Garima #SanitationSafety #ULBCampaign @HUDDeptOdish
50
ଆଇନଗତ ସଫେଇ ସୁରକ୍ଷିତ ସଫେଇ IEC Campaign is going on different ward Nac Surada .Together, let's ensure campaign period. #SafetyInSepticTankCleaning #SafeCleaning #GarimaScheme #SanitationSafety #ULBCampaign #DignityForAll #NoManualScavenging #ULBInitiative
1
34
"ଆଇନଗତ ସଫେଇ ସୁରକ୍ଷିତ ସଫେଇ" ଉପରେ ବକୃତା, ସାଧାରଣଜ୍ଞାନ, ରଚନା ପ୍ରତିଯୋଗିତା ଆୟୋଜିତ ହୋଇଅଛି। #SwabhavSwachhat @SwachhBharatGov @swachhbharat @DUDA_Ganjam @Ganjam_Admin #SafeCleaning #GarimaScheme #ULBCampaign #NoManualScavenging #CommunityAwareness #SanitationSafety
3
64
ଆଇନ ଗତ ସଫେଇ ସୁରକ୍ଷିତ ସଫେଇ (Safety in Septic Tank Cleaning) ଉପରେ ସଚେତନ କାର୍ଯ୍ୟକ୍ରମ ଆୟୋଜନ ହୋଇଅଛି ।#SwabhavSwachhat @SwachhBharatGov @swachhbharat @DUDA_Ganjam @Ganjam_Admin #SafeCleaning #GarimaScheme #ULBCampaign #NoManualScavenging #CommunityAwareness #SanitationSafety
1
41
ହର ଘର ତ୍ରିରଙ୍ଗା ହର ଘର ସ୍ଵଚ୍ଛତା #SwabhavSwachhat #SankaarSwachhata #SwachhataHiSeva2025 @SwachhBharatGov @swachhbharat @MoHUA_India @DUDA_Ganjam @Ganjam_Admin
1
5
299
ସମୂହ ସଫେଇ କାର୍ଯ୍ୟକ୍ରମ (ହର ଘର ତ୍ରିରଙ୍ଗା ହର ଘର ସ୍ଵଚ୍ଛତା) #SwabhavSwachhat #SankaarSwachhata #SwachhataHiSeva2025 @SwachhBharatGov @swachhbharat @MoHUA_India @DUDA_Ganjam @Ganjam_Admin
1
8
358
ତା 29/06/2025 ବିଜ୍ଞାପିତ ଅଞ୍ଚଳ ପରିଷଦ, ସୋରଡାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ସ୍ଵତନ୍ତ୍ର ପଦକ୍ଷେପ "ସହଯୋଗ" କାର୍ଯ୍ୟକ୍ରମ ପରିଷଦର ଅଧ୍ୟକ୍ଷ,ଉପାଧ୍ୟକ୍ଷା, ୱାର୍ଡ ସଭ୍ୟ/ସଭ୍ୟା ଓ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଅଛି। @HUDDeptOdisha @Ganjam_Admin @DUDA_Ganjam @CMO_Odisha @IPR_Odisha
4
42
On dated 29/06/2025 inauguration of Aadarsh Colony (Jagamission) in the presense of Hon’ble Miniser Sri Gokulananda Mallik, Sri Nilamani Bisoyi Hon’ble MLA Surada, Chairperson, Vice Chairperson, All Councilors of Surada NAC @HUDDeptOdisha @sudaodisha @Ganjam_Admin @DUDA_Ganjam
1
33
"EK PED MAA K NAAM" ଅଭିଯାନରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସୋରଡ଼ାରେ ପରିଷଦର ଅଧକ୍ଷ, ଉପାଧ୍ୟକ୍ଷା, ସମସ୍ତ କାଉନସିଲର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ କର୍ମଚାରୀଙ୍କ ଉପସ୍ଥିତ ରହି ସାମୂହିକ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମ କରାଯାଇ ଅଛି ।
1
1
28
ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ଲକ୍ଷ୍ୟରେ ଆଜି ଆନ୍ତର୍ଯ୍ୟାତିୟ ଯୋଗ ଦିବସ ୨୦୨୫ ପାଳନ ଅବସରରେ ଆଜି ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ମାର୍ଟ ପାର୍କ ଠାରେ ପରିଷଦର ଅଧକ୍ଷ, ଉପାଧ୍ୟକ୍ଷା, ସମସ୍ତ କାଉନସିଲର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତ ରହି ଯୋଗଭ୍ୟାସ ଓ ଶପଥ ପାଠ କାର୍ଯ୍ୟକ୍ରମ ହୋଇଯାଇ ଅଛି ।
4
34