
Yours very own @teamsilvercity here to serve and love Cuttack again with a new Handle. All About କଟକ Cuttack कटक.
Cuttack, Odisha
Joined February 2025
- Tweets35
- Following6
- Followers74
- Likes65
ରାସ୍ତା ନୁହେଁ ତ, ମରଣ ଯନ୍ତା!
ପ୍ରତି ବର୍ଷ କିଛି ଦିନର ବର୍ଷା ପରେ Link Road ସ୍ଥିତ ଜାତୀୟ ରାଜପଥ ର ଅବସ୍ଥା ଏହିପରି ଶୋଚନୀୟ ହେଇଯାଏ। ରାଜପଥ ଗୁଡିକର ମାନ ଏତେ ନିମ୍ନ ଯେ, ସାହି ଗଳି କଥା ନ କହିବା ଭଲ।
Ethanol ରୁ ଫୁରସତ ମିଳୁଛି ଯଦି ମାନନୀୟ @nitin_gadkari ଙ୍କୁ ଅନୁରୋଧ ରାଜପଥ ଗୁଡ଼ିକ ଉପରେ ଟିକେ ଧ୍ୟାନ ଦେବେ।
ଖୁଣ୍ଟି ଟିର ଅବସ୍ଥା ଯାହା, କେତେବେଳେ କାହା ବେଳା ଖରାପ ପଡିବ କିଛି ଜଣା ନାହିଁ। ଆଉ ଆମର ଏଠି ପ୍ରଶାସନ ର ଏସବୁ ଉପରେ ଜମା ବି ନିଘା ନଥାଏ କିଛି ଗୋଟେ ନହେଲା ଯାଏଁ।
କେମିତି ସୁଧୁରିବ ଏ ଅବସ୍ଥା, ଏ ବ୍ୟବସ୍ଥା।
📍Netaji Bridge, Kataka
@kda_kataka
@KMCKataka
@KatakaDM
@dcp_cuttack
@sofiafirdous1
"Barabati Food Court" ଯାହାକି କଟକ ର ପ୍ରଥମ Organised Food Court ହେଇଥାନ୍ତା।
ଦିନରେ ଗାଈ ଗୋରୁ, କୁକୁର ଙ୍କ ବୁଲା ଓ ମଳତ୍ୟାଗ ଜାଗା ଏବଂ ରାତିରେ ଅସାମାଜିକ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ଏ ଜାଗା।
କଟକ ରେ ଉଦ୍ଘାଟନ ଅପେକ୍ଷାରେ ଅଟକିଛି ଅନେକ ପ୍ରକଳ୍ପ। ଉତ୍ତରଦାୟୀ କିଏ??
@CMCCuttack!!!
Wishes on #CuttackDivas!!!
Being one of the oldest cities of the world let alone India and A Heritage City holding on to Odia Pride needs to catch up with the modernity with infrastructure development.
We urge @CMO_Odisha, to take forward the development of the city.
#Cuttack
Team Silver City Cuttack's two cents on #Bhaichara.
ଭାଈଚାରା ମାନେ ଭାଈ ଛଡ଼ା ଚାରା ନାହିଁ।
#missyouabhijit
ଦୁଇଟି ଫୋଟୋ କଟକ ପ୍ରତି ଅବହେଳା ର କଥା ବଖାଣୁଛି। 😐
ପୁଜା ବଜାର ରେ କଟକ ର ଦୁଇ ପ୍ରମୁଖ ଜାଗା ରେ ଆଲୁଅ ହିଁ ଜଳୁନି, କଟକ କୁ ସବୁବେଳ ଏକ ଅବହେଳିତ ସହର କରି ରଖୁଥିବା ପ୍ରଶାସନ ର କି ମନ୍ଦ ଉଦ୍ଦେଶ୍ୟ ରହୁଛି!!!
@CMCCuttack @CuttackDM @sofiafirdous1 @BiswalSouvic @BhartruhariM @odisha_tourism
ପାର୍ବଣ ପୂର୍ବରୁ ଆମେ ପ୍ୟାଚ ପକା କାମ କରିବୁ, ସେତିକି ବି ଭଲ ରେ କରିବୁନି।
ବାଉଁଶ ଅଧା ରାସ୍ତା ଯାଏଁ ପଡ଼ିଥିବା ବେଳେ, ପିଚୁ ପକା ସଂସ୍ଥା ବାଉଁଶ ନ ଉଠାଇ ରାସ୍ତା କୁ ସଂକୁଚିତ କରି ପିଚୁ ପକେଇଦେଲି।
ଧନ୍ୟ ଆମ ବ୍ୟବସ୍ଥା।🙏
@PWD_Odisha
@CMCCuttack
Great Job Jyoti Sir🙏👍
CPR (Cardio Pulmonary Resuscitation), ଆଜିର ଦୁନିଆ ରେ ସମସ୍ତଙ୍କ ପାଇଁ ଶିଖିବାର ଆବଶ୍ୟକତା ରହିଛି।
#missyouabhijit #Cpr #goodsamaritan
The earthquake in Afghanistan has caused extensive damage and taken many innocent lives. Our condolences and prayers are with the bereaved families at this difficult time, and we pray to Mahaprabhu Jagannath for a speedy recovery for the injured. 🙏🙏
1
52
ବର୍ଷ ସାରା ନାଳ ପାଣି ମହାନଦୀ ରେ ମିଶୁଛି ସେଠି Water Pollution ହଉନି କିନ୍ତୁ ବର୍ଷକୁ ଥରେ ମୂର୍ତ୍ତି ପଡିବ ସେଥିରେ ସବୁ ଅସୁବିଧା ହଉଚି ?
ଯଦି ବି ଅସୁବିଧା ହଉଚି ତାହାଲେ ଯୋଉ ଅସ୍ଥାୟୀ ପୋଖରୀ ହଉଚି ସେଇଟା ଟିକେ ବଡ କରିକି କଲେ କେମିତି ହୁଅନ୍ତା ? ଏତେ ଛୋଟ ପୋଖରୀ ରେ ଏତେ ମୂର୍ତ୍ତି କେମିତି ପଡିବ?
ଆମକୁ ଦେଖିଲେ ଖରାପ ଲାଗୁଚି ଆପଣ ମାନେ କେମିତି ଦେଖିକି ଚୁପ ରହି ଯାଉଛନ୍ତି ?
@CuttackDM
@CMCCuttack @SubashSinghBJD
@sofiafirdous1 @BiswalSouvic
କଟକ ମଧୁପାଟଣା ଛକ ର ଦୂରାବସ୍ଥା।
ଦିନ କୁ ଦିନ ରାସ୍ତା ର ଅବସ୍ଥା ଶୋଚନୀୟ ହେବାକୁ ଲାଗିଲାଣି। ରାସ୍ତା ସାରା ଖାଲ ଖମା। ଦୈନିକ ଦୁର୍ଘଟଣା ଘଟୁଛି ହେଲେ କାହାର ନିଦ ଭାଙ୍ଗିଲା ଭଳି ଲାଗୁନାହିଁ। ଏଠି କଣ ଲୋକଙ୍କ ଜୀବନ ଗଲେ ଚେତିବ ପ୍ରଶାସନ??
@CMO_Odisha @CMCCuttack @CuttackDM
@sofiafirdous1 @BiswalSouvic
ମା' ବୋଲି କଣ ସବୁ ସହିଯିବ ଚୁପ୍ ଚାପ୍।
ତା' ରାଗ ସବୁ ସହିପାରିଲେ ହେଲା।
@CMO_Odisha @BhartruhariM
@sofiafirdous1 @CuttackDM
ଏ କିଛି ଦିନ ତଳେ ଆମ ପ୍ରିୟ ସାଂସଦ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରୁଥିବାରୁ ଫଟୋ ଓ ବାର୍ତ୍ତା ଅନେକ ଜାଗାରେ ଦେଖିଥିଲୁ।
ହେଲେ ଏସବୁ ପୁରୁଣା ଓ ବାକି କାର୍ଯ୍ୟ ଗୁଡିକ କେତେ ବାଟ ଗଲା, ସେ ବିଷୟରେ ଗୁରୁତ୍ଵ ଦେଲେ ଭଲ ହୁଅନ୍ତା।
@CMO_Odisha @CMCCuttack
@sofiafirdous1 @BiswalSouvic
କହିଲେ କହିବ କହୁଛି🥱
@CMCCuttack
@PWD_Odisha
@CMO_Odisha
Road Roughing has been done for repair by the @NHAI_Official across the Taladanda canal bridge to Linkroad bridge of NH 16 road leading to Bbsr. The road remains as such for almost 20+ days now with lacs of vehicles commuting daily.
Kindly repair the road soon.
@TeamSilverCity
After so many days, The road is still in very condition rather it has dilapidated with time.
Kindly act @NHAI_Official @CMO_Odisha
ହୋଇଛି କିଛି ପରିବର୍ତ୍ତନ, ମନ୍ଥର ହୋଇଛି କି ପ୍ରଗତି ର ରାସ୍ତା ନା ଯଥା ପୂର୍ବଂ, ତଥା ପରଂ ପରିସ୍ଥିତି।
Comment ରେ ଜଣାନ୍ତୁ ଆପଣଙ୍କ ମତାମତ।
@BjpOdisha01 @CMO_Odisha
@sofiafirdous1 @BiswalSouvic
@BhartruhariM
No steps have been taken for this case till now. We request for a solution at the earliest.
@CMO_Odisha @ForestDeptt
@BhartruhariM @sofiafirdous1 @BiswalSouvic
ଆଖି ଆଗରେ ଛଟ ଛଟ ହୋଇ ଚାଲିଗଲା ବଜରଙ୍ଗୀଙ୍କ ଜୀବନ। ବେଶୀ କିଛି କରିପାରିଲୁ ନାହିଁ। 😢💔
ଆମ ବନ ବିଭାଗ ଓ ପଶୁ ସମ୍ପଦ ବିଭାଗ ର ଅବସ୍ଥା ଏତେ ଶୋଚନୀୟ ଯେ ଦୀର୍ଘ ୨ ଘଣ୍ଟା ର ଅପେକ୍ଷା ପରେ ମଧ୍ଯ ଦୁର୍ଘଟଣା ରେ ପୀଡ଼ିତ ମାଙ୍କଡ ଟିକୁ ବଞ୍ଚାଇପାରିଲୁ ନାହିଁ। ବକ୍ସି ବଜାର ସ୍ଥିତ ପଶୁ ଚିକିତ୍ସାଳୟ ଟି ଦେଖିବାକୁ ବହୁତ୍ ବଡ, ହେଲେ ସେଠି ସୁବିଧା କିଛି ନାହିଁ କହିଲେ ଚଳେ। ଆଉ କଟକ ର ବନ ବିଭାଗ ର କଥା ମଧ୍ୟ ତାଠୁ ବଳି। ଗୋଟେ ଜୀବ ଟି ଗୁରୁତର ଆହତ ହୋଇ ଛଟ ଛଟ ହେଉଥିବା ବେଳେ ବନ ବିଭାଗ କାର୍ଯ୍ୟାଳୟ ରୁ ଲୋକ ଆସୁଛନ୍ତି ପ୍ରାୟେ ୨ ଘଣ୍ଟା ପରେ, ସେ ବି ଅନେକ ଯୁକ୍ତିତର୍କ ପରେ।
କଟକ ପଶୁ ଚିକିତ୍ସାଳୟରେ ଉପସ୍ଥିତ ଡାକ୍ତର କେବଳ ଏକ ଯନ୍ତ୍ରଣା ନାଶକ ଟୀକା ଦେଇଥିଲେ ଏବଂ କହିଥିଲେ ଆମେ ଏଠାରେ ଏହାଠାରୁ ଅଧିକ ଆଉ କିଛି ବି କରିପାରିବୁ ନାହିଁ ଆଉ ଏଠାରେ କେବଳ ଗାଈ, କୁକୁର ଓ ବିଲେଇଙ୍କ ପାଇଁ ସୁବିଧା ଅଛି । ତେବେ ପଶୁ ଚିକିତ୍ସା କଣ କେବଳ ଗାଈ, କୁକୁର ଓ ବିଲେଇ ରେ ସୀମିତ ?
ଫୋନ କଲ୍ ରେ ବନ ବିଭାଗ ଅଧିକାରୀଙ୍କ ଅଜବ ଯୁକ୍ତି, "କିଛି ଜରୁରୀ ସୁବିଧା ନାହିଁ, ଆମେ ପହଁଚିବୁ ଅପେକ୍ଷା କର!!" ଆଉ ଥିଲା ଅତି ପତିଆରା ସହ କଥାବାର୍ତ୍ତା, ସତେ ଯେପରି ଆମେ ତାଙ୍କର ବହୁତ କିଛି ଧାରିଛୁ। ସତରେ ସେ ପ୍ରାଣୀ ମରୁ ବା ବଞ୍ଚୁ ତାଙ୍କର ଯେପରି କିଛି ଯାଏ ଆସେ ନାହିଁ ବୋଧହୁଏ ସରକାର ତାଙ୍କୁ ଏଇ ସବୁ ବେଧଡ଼କ ଓ ମନମୁତାବକ କାମ ପାଇଁ ମୋଟା ଅଙ୍କ ର ଦରମା ଦେଉଛନ୍ତି।
@ForestDeptt @ovc_unofficial @CMO_Odisha @svpmeds @BhartruhariM
@CuttackDM @sofiafirdous1 @souvicbiswal
This is the condition of the road leading to the International Barabati Stadium, a major area of Cuttack city.
Request to the authorities to immediately find a permanent solution
@CMCCuttack @CuttackDM
@sofiafirdous1
📍Near Chauliagunj CHC.
The pole is in a very dangerous state and can cause damage to passersby.
Kindly help to replace the electric pole as soon as possible.
@TeamSilverCity
@TPCentralOdisha

































