ZEE Odisha News (@ZeeOdisha) header
ZEE Odisha News (@ZeeOdisha) profile picture

ZEE Odisha News is 24x7 Odia news channel. This Digital channel update news bulletins and current affairs of your interest. WhatsApp Link: https://teapawt.org/t.co/Wc1gSzZu9p

Bhubneshwar
Joined November 2013
Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)
କୋଟିଆ ପ୍ରସଙ୍ଗରେ ସରକାରଙ୍କ ନିରବତାକୁ ନେଇ କଂଗ୍ରେସର ପ୍ରଶ୍ନ, ସୀମା ସୁରକ୍ଷା ପ୍ରତି ଦାୟିତ୍ୱବାନ ହେବାକୁ ଦାବି କଲେ ରାମଚନ୍ଦ୍ର କାଡ଼ାମ #OdiaNews #Bhubaneswar
147
ଦେଶର ସର୍ବୋଚ୍ଚ ସ୍ଥାନ ସାଂସଦ ଭବନରେ ଚମକିଲେ ସମ୍ବଲପୁରର ଝିଅ ଅର୍ପିତା ବେହେରା । #OdiaNews #Sambalpur
28
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ବିଧାନସଭା ପରିସରରେ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। #OdiaNews #Bhubaneswar
170
ସମ୍ବଲପୁରର ଅଇଁଠାପାଲି ଫ୍ଲାଏଓଭର ଅବ୍ୟବସ୍ଥାକୁ ନେଇ ବିଜେଡିର ରଣହୁଙ୍କାର, ରାସ୍ତାରୋକ ସହ ତୀବ୍ର ପ୍ରତିବାଦ #OdiaNews #Sambalpur
191
ଶୀତ ଅଧିବେଶନ ପୂର୍ବରୁ କଂଗ୍ରେସର ରଣହୁଙ୍କାର! ୨୬ରେ ‘ସମ୍ବିଧାନ ରକ୍ଷା ଶୋଭାଯାତ୍ରା’, ବିଧାନସଭାରେ ସରକାରଙ୍କୁ ଘେରିବ ଦଳ #OdiaNews #OdishaPolitics
1
188
ଜୁଆଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ #OdiaNews #Kendujhar
1
235
ସ୍ମୃତିରେ ହ୍ୟୁମାନ ସାଗର: ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବବିହ୍ୱଳ ହେଲେ ପରିବାର ଓ ପ୍ରଶଂସକ #humansagar
239
ଦୀର୍ଘ ୯ ଦିନ ପରେ ମଣ୍ଡପରୁ ବିଦାୟ ନେଇଛନ୍ତି ମାଆ କାଳୀ #MaaKaliPuja #odishanews
230
ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ #OdishaAssembly #odishaassemblywintersession2026
2
266
ଶ୍ରୀଜଗନ୍ନାଥ ପ୍ରେମରେ ବିଦେଶୀ ଭକ୍ତ, ବଡ଼ଦାଣ୍ଡରେ ଝାଞ୍ଜକୀର୍ତ୍ତନ ସହ ନାମଜପ #foreigndevoteesinpuri #OdishaNews
1
246