|| SR || 🇮🇳 (@_sr1970) header
|| SR || 🇮🇳 (@_sr1970) profile picture

॥ Proud Bhartiya & Proud Odia ॥ #DogParent. #ଗପସପ #ଗଳ୍ପ #କବିତା #ଗୁଲିଖଟି #ଖେଳକୁଦ । ଦୃଢ଼ #ଈଶ୍ୱର ବିଶ୍ଵାସୀ। ମତ ସମ୍ପୂର୍ଣ୍ଣରୂପେ ବ୍ୟକ୍ତିଗତ। #ଜୟଜଗନ୍ନାଥ। 🙏

Bhubaneswar, Odisha
Joined November 2009
Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)Photo by || SR || 🇮🇳 (@_sr1970)
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
18
7
10
2,393
ଗୋଟିଏ ପିଲା ୨୮ଟା ଛକା ମାରିଛି। ଆନ୍ତର୍ଜାତୀୟ କ୍ରିକେଟରେ ଭିଡିଓ ଗେମ ଖେଳୁଛି ଏ ପିଲା। 🤦🏻‍♂️ teapawt.org/bcci/status/2125206953…
We've run out of adjectives! 😅 ONE WORD for this performance? ✍️👇 Scorecard ▶️ bcci.tv/matches/6812d0db-232… #TeamIndia | #RisingStarsAsiaCup | #INDAvUAE
62
Life of Bumbbbbbbbrrrrraaaa Taking rest in T20Is Taking rest in ODIs Playing Test Cricket Then playing all IPL matches without any rest or injury concerns. Then again taking rest in T20Is @SurajitTweet
1
2
311
ରାମାୟଣ ଫିଲ୍ମ ଉପରେ ମୁଁ ବି ଦୁଇ ଧାଡି ଗାରେଇ ଦିଏ। ଭଲ ଲାଗିଲେ, ତଳେ ଧାଡ଼ିଏ ଲେଖିବେ, ନ ହେଲେ ଯେମିତି ପଢି ପଳାଉଛନ୍ତି, ପଳାଇବେ ଆଉ। ରାମାୟଣକୁ ନେଇ ଆଗରୁ ବି ବହୁତ ଫିଲ୍ମ/ଧାରାବାହିକ ହୋଇଛି। ହେଲେ, ସମସ୍ତଙ୍କ ମନକୁ ଛୁଇଁଥିବା ଚିତ୍ରଣ ଥିଲା - ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣ। ତାକୁ ଅଲଗା ରଖି ଆଲୋଚନାକୁ ଆଗକୁ ନେଲେ ଭଲ।
7
31
1,769
ବାକି VFXଗୁଡିକ ଅତ୍ୟନ୍ତ ଉଚ୍ଚକୋଟିର ବୋଲି ନିଃସନ୍ଦେହରେ କହି ହେବ। ରାବଣ ଓ ଜଟାୟୁର ଯୁଦ୍ଧ ଏହାର ଏକ ଭଲ ଉଦାହରଣ। ଅଭିନୟରେ ବହୁ କଳାକାର ବିଫଳ ହୋଇଛନ୍ତି ବୋଲି ମତ ଆସୁଥିଲେ ବି ମତେ ସେମିତି ଲାଗିଲା ନାହିଁ। ମୁଖ୍ୟ ପାତ୍ରମାନେ ଭଲ ଅଭିନୟ କରିଛନ୍ତି। ରାବଣ ଚରିତ୍ରକୁ glorify କରାଯାଇଛି ବୋଲି ମତ ମତେ ଠିକ ଲାଗିଲା ନାହିଁ।
1
5
175
ପ୍ରଥମେ ରାବଣ, ତା ପରେ ଶ୍ରୀରାମ, ସୀତା ଚରିତ୍ରଗୁଡିକୁ ସୁନ୍ଦର ଭାବରେ ଉପସ୍ଥାପନା କରା ଯାଇଛି। ଆସନ୍ତା ଭାଗରେ ହନୁମାନଙ୍କ ଚରିତ୍ର ଉପସ୍ଥାପିତ ହେବ ବୋଲି ଲାଗୁଛି। ମୋଟାମୋଟି ଭାବରେ ଫିଲ୍ମଟି ଦେଖି ଆନନ୍ଦ ନେଇ ହେବ।
2
8
168
ବହୁ ଦିନ ତଳେ ମେହମୁଦଙ୍କର ଏକ ଫିଲ୍ମ୍ ଆସିଥିଲା “କୁଁଆରା ବାପ”। ଫିଲ୍ମ୍ କଥା ଛାଡ଼ନ୍ତୁ, ସେଥିରେ ବହୁ ଅଭିନେତା/ଅଭିନେତ୍ରୀ ଅତିଥି ଭୂମିକାରେ ଗୋଟିଏ/ଦୁଇଟି ମିନିଟ୍ ପାଇଁ ନଜରକୁ ଆସିଥିଲେ। କାଲି ଦେଖିଲି “ଜେଲର୍ ୨”। ସେଥିରେ ବି ସେଇ ଅବସ୍ଥା। ରଜନୀ ସାରଙ୍କ ସମ୍ମାନରେ ସବୁ ଦୂଇ ମିନିଟିଆ ରୋଲରେ ନଜର ଆସିଛନ୍ତି ଲାଗିଲା।
5
314
ରାମାୟଣ ପଢିଲେ, ଶୁଣିଲେ, ଦେଖିଲେ, ଗୋଟିଏ କଥା ମନକୁ ଆସେ। ରାବଣ ଏତେ ବଡ଼ ଯୋଦ୍ଧା ଥିଲା। ବିରାଟ ସେନା ବାହିନୀ ଥିଲା ତାର। ହେଲେ, ମାତା ସୀତାଙ୍କୁ ହରଣ କରିବା ପାଇଁ ସେ ପ୍ରଭୁ ଶ୍ରୀରାମଙ୍କ ସହ ଯୁଦ୍ଧ କରିଲା ନାହିଁ। ମାୟାବୀ ଅସୁରକୁ ପଠାଇ ଉଭୟ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦୁରକୁ ପଠାଇ ତା ପରେ ଆଗକୁ ଆସିଲା। କାହିଁକି?
3
9
1,118
ସେତେବେଳେ ଏମିତି କଥା ସବୁ ଶୁଣିବାକୁ ମିଳୁଥିଲା। ଭଲ ବି ଲାଗୁଥିଲା ଶୁଣିବାକୁ। ଏ @grok ଆସି ସବୁ ଗଡ଼ବଡ଼ କରି ଦେଲା। କଥା କଥାରେ ଲୋକେ “ ଗ୍ରୋକ୍ ଏଇଟା ସତ ନା ମିଛ?” ପଚାରି ଦେଇ ସତ ଜାଣି ଯାଉଛନ୍ତି।
4
1
9
1,239
ବାଣ ଫୁଟେଇବାର ସଉକ ଏତେ ଯେ - ପରିବେଶ ପ୍ରତି କାହାର ଚିନ୍ତା ନାହିଁ। ଆସନ୍ତା କାଲିକୁ ଦିଲ୍ଲୀ ପରି ପରିସ୍ଥିତି ହେବନି ବୋଲି କିଏ କହିବ? ପରେ ସରକାରଙ୍କୁ ଦୋଷ ଦେବ କି ଅବସ୍ଥା ଏମିତି କାହିଁକି ହେଲା। ଭିଡିଓ ଆଜି ରାତିର ଭୁବନେଶ୍ବରର ଏକ ମୁଖ୍ୟ ସଡ଼କର। ବି. ଦ୍ର. ଚିତ୍ର ଉତ୍ତୋଳନକାରୀ ଓ ବାହାନ ଚାଳକ ଭିନ୍ନ ଭିନ୍ନ ଲୋକ।
3
14
927
May the victory of good over evil inspire you all year. Happy Diwali. 🪔
1
3
153
This is unfortunate! How the team will manage without Sir Prasidh Krishna? Even Sir Harshit Rana is not there!!!! 😞
🚨 News 🚨 Prasidh Krishna ruled out of ODI series. Mohd. Siraj will join the India A squad for the 2nd four-day game. Nitish Kumar Reddy will link up with the India A squad for the 3rd four-day game More details 🔽 | #TeamIndia | #NZvIND bcci.tv/news/article/india-a…
1
121
ବିଜୁଳି ତାର ଉପରେ ଗଛ କିମ୍ବା ଡାଳ ପଡିଲେ, ଆଗରୁ ବିଜୁଳି କଟୁଥିଲା, ଏବେ ବି କଟୁଛି। କିନ୍ତୁ, ଡାଳ ପଡିଛି କହି ୭ ଘଣ୍ଟା ବିଜୁଳି କାଟିବା ଦେଖି ପୁଳାଏ ଖୁସି ଲାଗିଲା। ଖୁସି ଏଇଥି ପାଇଁ ଲାଗିଲା ଯେ ୨୦୨୬ ରେ @TPCentralOdisha ଆମକୁ ୧୯୮୦ର ସ୍ମୃତି ରୋମନ୍ଥନ କରେଇବାରେ ସହାୟକ ହେଲେ। ପିଲା ଦିନ କଥା ମନେ ପଡିଗଲା।
4
2
1
16
401
ଗତ କାଲି ଖେଳ ଦେଖି ମୋ ମନ ଖରାପ ହୋଇଗଲା। ମାରିବ ଠିକ ଅଛି, ହେଲେ ଏମିତିଆ ମାଡ଼!!! ଖେଳ ଦେଖିଲା ବେଳେ ହାଇଲାଇଟ୍ସ୍ ଦେଖିଲା ପରି ଲାଗୁଥିଲା। ବୋଲରଗୁଡିକ ବଲ୍ ପକେଇବା ପରେ ବଲ୍ କୁଆଡେ ଗଲା ନ ଦେଖି ମୁହଁ ଶୁଖେଇ ବୋଲିଂ ରନଅପ୍ କୁ ଫେରି ଯାଉଥିଲେ। #INDvsNZ
3
12
333
Can't understand what they are trying to show! 1. This is not a new concept. Many Universities have implemented it long back. 2. These are called Safe Fan Rods; not anti suicide ceiling fans. A spring fitted rod is installed replacing the existing rods. Fan remains the same.
🚨 A university in Gujarat is installing spring-loaded "anti-suicide" fans across its hostels.
106
So, Ishan is out of the second T20 match due to injury! Highly likely that Vaibhav will get a chance. Situation for the captain now. Will Vaibhav open or will bat at no 3? Will not be an easy decision to push Sanju to no 3 position. Not wise to put Vaibhav down. Let’s see!!!
Unfortunately, Vaibhav Sooryavanshi, though supremely talented, is not getting a chance to play in these matches. Difficult for the captain to drop/rest any of the batters to give him a go. But, if given a chance, he should be given an extended run like others.
75
Unfortunately, Vaibhav Sooryavanshi, though supremely talented, is not getting a chance to play in these matches. Difficult for the captain to drop/rest any of the batters to give him a go. But, if given a chance, he should be given an extended run like others.
🚨 Toss 🚨 #TeamIndia have won the toss and elected to bowl in the 1️⃣st T20I. Here's a look at the Playing XI 🙌 Updates ▶️ bcci.tv/matches/b8a52270-eed… #NZvIND
1
1
167
ଏଠି କଣ ହେଉଛି, କେହି ମାର୍ଗଦର୍ଶନ କରି ପାରିବେ କି? Hint ଦେବା କି? ସ୍ଥାନ - ପୁରୀ।
1
3
181