•MLA,EKAMRA BHUBANESWAR CONSTITUENCY.MEMBER OF ODISHA LEGISLATIVE ASSEMBLY. •DISTRICT PRESIDENT BJP BHUBANESWAR,ODISHA(2019-2024)

Bhubaneswar
Joined June 2019
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଆୟୋଜିତ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଯୋଗଦେଇ ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ତାଙ୍କର ଦିବ୍ୟ ଆଶୀର୍ବାଦ ଲାଭ କଲି।ଏହି ପବିତ୍ର ଅବସରରେ ମା’ଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ କାମନା କରିବା ସହ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କଲି।
6

22
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କୁ ଗତକାଲି ଭୁବନେଶ୍ୱରର ପବିତ୍ର ମାଟିରେ ମିଳିଲା ଅଭୂତପୂର୍ବ ଜନସମର୍ଥନ, ଅକୁଣ୍ଠ ଭଲପାଇବା ଓ ଅତୁଳନୀୟ ଉତ୍ସାହର ଭବ୍ୟ ସ୍ୱାଗତ। ଲକ୍ଷ ଲକ୍ଷ ଜନତାଙ୍କ ଉପସ୍ଥିତି, ହୃଦୟଭରା ଉତ୍ସାହ ଓ ‘ମୋଦୀ ମୋଦୀ’ ନାରାରେ ପ୍ରକମ୍ପିତ ହୋଇଉଠିଲା ପରିବେଶ।
20
A sea of people, an ocean of enthusiasm! Bhubaneswar gave Hon’ble Prime Minister Shri @narendramodi Ji a grand welcome yesterday.
28
ବରିଷ୍ଠ ଆଇନଜୀବୀ ତଥା ବାର୍ କାଉନସିଲ୍ ସଭ୍ୟ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି ଦୁଃଖଦ ସମୟରେ ଭୁବନେଶ୍ୱରର ବିଜେବି ନଗରସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଅମର ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲି।
1
98
ପବିତ୍ର କୁମାର ପୁର୍ଣିମା ଅବସରରେ ହାର୍ଦ୍ଦିକ ଶୁଭକାମନା ।
3
204
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱର ବିମାନବନ୍ଦରଠାରେ ଆୟୋଜିତ ହେବାକୁ ଥିବା ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ସଫଳ ଆୟୋଜନ ସମ୍ପର୍କରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ବିସ୍ତୃତ ଆଲୋଚନା କରାଗଲା।ଆସନ୍ତାକାଲି ମାନନୀୟ ପ୍ରଧାନମନ୍ତ୍ରୀଜୀ ₹୧୭୦ କୋଟି ବ୍ୟୟରେ
2
1
115
ନିର୍ମିତ ଆର୍‌ବିଆଇ (RBI) ଡାଟା ସେଣ୍ଟରର ଉଦ୍‌ଘାଟନ କରିବେ। ଏହି ଗସ୍ତ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ସହ ରାଜ୍ୟର ପ୍ରଗତିରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ଆମର ଆଶା।ଆସନ୍ତୁ, ଆମ ସମସ୍ତଙ୍କ ଏକତା, ଉତ୍ସାହ ଓ ଉଦ୍ଦୀପନାର ସହ ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କୁ ଓଡ଼ିଶା ମାଟିରେ ଭବ୍ୟ ସ୍ୱାଗତ ଜଣାଇବା। #NarendraModi
11
ବିଶ୍ଵର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଓଡ଼ିଶାକୁ ସ୍ଵାଗତ । #ModiAsuchanti
84
ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ (India Chem 2026) କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ମହୋଦୟଙ୍କୁ ଭୁବନେଶ୍ୱର ବିମାନବନ୍ଦରଠାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଲୁ। ଓଡ଼ିଶାର ଶିଳ୍ପାୟନ, ପୁଞ୍ଜିନିବେଶ ଓ ଆର୍ଥିକ ବିକାଶକୁ ନୂତନ ଦିଗ ଦେବା ଦିଗରେ ଏହିପରି ପଦକ୍ଷେପ
1
4
179
ରାଜ୍ୟ ପାଇଁ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଇଣ୍ଡିଆ କେମ୍ ୨୦୨୬ ମାଧ୍ୟମରେ ଓଡ଼ିଶାର ଶିଳ୍ପ ନିବେଶ ସମ୍ଭାବନାକୁ ନୂଆ ଦିଗ ମିଳିଛି।
1
14

103
ରାଜ୍ୟ ପାଇଁ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଇଣ୍ଡିଆ କେମ୍ ୨୦୨୬ ମାଧ୍ୟମରେ ଓଡ଼ିଶାର ଶିଳ୍ପ ନିବେଶ ସମ୍ଭାବନାକୁ ନୂଆ ଦିଗ ମିଳିଛି।
8
ଆଜି ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌ ୨୦୨୬ରେ ଯୋଗଦେଲି । ପର୍ଯ୍ୟଟନ କ୍ଷେତ୍ରରେ ଆମ ସରକାରଙ୍କର ବିଭିନ୍ନ ନୀତି ଓ ପଦକ୍ଷେପକୁ ବାସ୍ତବ ରୂପ ଦେବାରେ ହୋଟେଲ ଓ ହସ୍ପିଟାଲିଟି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ମତ ରଖିଲି ।ଆଡଭେଞ୍ଚର ଟୁରିଜିମ୍‌ ଓ ହୋମ୍‌ଷ୍ଟେ ଭଳି ନୂତନ ପଦକ୍ଷେପ
1
2
91
ଓଡ଼ିଶାର ପର୍ଯ୍ୟଟନକୁ ନୂଆ ଦିଗ ଦେଉଛି । ସମସ୍ତଙ୍କ ସହଯୋଗରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ସଂକଳ୍ପବଦ୍ଧ।ଏହି କାର୍ଯ୍ୟକ୍ରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ। #OdishaTourism #ThinkIndiaThinkOdisha
8
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଶିଳ୍ପ ବିକାଶକୁ ମିଳୁଛି ନୂଆ ଗତି ।
4
145
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ମା’ଙ୍କ ଦିବ୍ୟ ଆଶୀର୍ବାଦ ଗ୍ରହଣ କଲି।ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଅସୀମ କୃପା ଓ ଦିବ୍ୟ ଆଶୀର୍ବାଦରେ ଆପଣମାନଙ୍କ ପ୍ରତ୍ୟେକଙ୍କ ଜୀବନ ସୁଖ, ସମୃଦ୍ଧି, ଶାନ୍ତି ଓ ଆରୋଗ୍ୟରେ ପରିପୂର୍ଣ୍ଣ ହେଉ। ମା’ଙ୍କ ଆଗମନରେ ସମଗ୍ର ଓଡ଼ିଶାରେ
1
1
94
ଭକ୍ତି, ଭାଇଚାରା ଓ ଆନନ୍ଦର ପରିବେଶ ସୃଷ୍ଟି ହେବା ସହ ପ୍ରଗତି ଓ ବିକାଶର ନୂତନ ଧାରା ପ୍ରବାହିତ ହେଉ।ମା’ଙ୍କ ନିକଟରେ ଏହାହିଁ ମୋର ଏକାନ୍ତ ପ୍ରାର୍ଥନା।
1
6
ଭୁବନେଶ୍ୱରରେ ଆୟୋଜିତ ପବିତ୍ର ଶାରଦୀୟ ଦୁର୍ଗାପୂଜା ଭସାଣି ଉତ୍ସବରେ ସାମିଲ ହୋଇ ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିବା ସହ ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମଧ୍ୟରେ ଏହି ଭକ୍ତିମୟ ଓ ଆଧ୍ୟାତ୍ମିକ ସମାଗମର ଦିବ୍ୟ ଅନୁଭୂତି ପ୍ରାପ୍ତ କଲି।ମା’ ଦୁର୍ଗାଙ୍କ ଅପାର କରୁଣା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି
3
8
163
ଓ ମଙ୍ଗଳ ଭରିଦେଉ। ମା’ଙ୍କ ଆଶୀର୍ବାଦରେ ସମାଜରେ ଭାଇଚାରା, ଏକତା ଓ ସଦ୍‌ଭାବନା ସର୍ବଦା ଅକ୍ଷୁଣ୍ଣ ରହୁ।
2
13