Collector and DM, Jharsuguda retweeted
ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ ଏବଂ ଡିଜିଟାଲ୍ ମାଧ୍ୟମରେ ମିଥ୍ୟା ତଥ୍ୟ ତଥା ଗୁଜବର ମୁକାବିଲା ପାଇଁ ଏକ କଡ଼ାକଡ଼ି ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୂଚନା ସେବା ଅଧିକାରୀମାନଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ଆଜିର ଯୁବ ବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଏବଂ ଏଆଇ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଂଚାର ବା ଯୋଗାଯୋଗ ପାଇଁ ଆମକୁ ମଧ୍ୟ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍ଗୁଡ଼ିକୁ ଆପଣାଇବାକୁ ପଡ଼ିବ ବୋଲି ସୂଚନାସେବା ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Collector and DM, Jharsuguda retweeted
ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! 🗳️
କୌଣସି ଯୋଗ୍ୟ ମତଦାତାଙ୍କ ନାମ ବାଦ୍ ପଡ଼ିବ ନାହିଁ।
୭, ୮ ଓ ୯ ଅକ୍ଟୋବର ୨୦୨୬ରେ ଆୟୋଜିତ ସ୍ୱତନ୍ତ୍ର ଅଭିଯାନରେ ଯୋଗଦିଅନ୍ତୁ।
ନାମ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଓ ନୂତନ ଯୁବ ମତଦାତାମାନେ Form-6 ମାଧ୍ୟମରେ ପଞ୍ଜୀକରଣ କରନ୍ତୁ।
📍 ନିକଟସ୍ଥ ମତଦାନ କେନ୍ଦ୍ରରେ ଆୟୋଜିତ ବିଶେଷ ଶିବିରକୁ ଆସନ୍ତୁ।
#SpecialDrive #VoterEnrolment #CEOOdisha #Odisha #ApanankaVoteApanankaAdhikara – at Vishakhapatnam, India
Collector and DM, Jharsuguda retweeted
🗳️ ଭୋଟର ତାଲିକାରେ ଆପଣଙ୍କ ନାମ ଅଛି ତ?
ପ୍ରଥମେ ନିଜ ନାମ ଯାଞ୍ଚ କରନ୍ତୁ।
ନାମ ନାହିଁ କିମ୍ବା ଆପଣ ଜଣେ ନୂଆ ଭୋଟର?
👉 Form–6 ଦାଖଲ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରନ୍ତୁ।
🌐 voters.eci.gov.in
ନାମ ଯାଞ୍ଚ କରନ୍ତୁ, ପଞ୍ଜୀକରଣ କରନ୍ତୁ, ନିଜ ମତାଧିକାର ସୁନିଶ୍ଚିତ କରନ୍ତୁ! 🗳️
#Form6 #NewVoter #ElectoralRoll #VoterRegistration #CEOOdisha #ECI #EveryVoteMatters
Collector and DM, Jharsuguda retweeted
🗳️ ନାମ ଯାଞ୍ଚ କରନ୍ତୁ, ଅଧିକାର ସୁନିଶ୍ଚିତ କରନ୍ତୁ!
📢 ବାଦ୍ ପଡ଼ିଥିବା ଓ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ!
ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ SIR ପରେ ଭୋଟର ତାଲିକାରେ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ପ୍ରଥମ ଥର ଭୋଟ ଦେବାକୁ ଥିବା ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
✅ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ।
❌ ନାମ ନଥିଲେ ଏବଂ ଆପଣ ଯୋଗ୍ୟ ହୋଇଥିଲେ, Form–6 ଦାଖଲ କରନ୍ତୁ।
🆕 ପ୍ରଥମ ଥର ଭୋଟର ହେବାକୁ ଯାଉଛନ୍ତି? ଆଜି ହିଁ ପଞ୍ଜୀକରଣ କରନ୍ତୁ।
🤝 ସହାୟତା ପାଇଁ ନିଜ BLO (ବୁଥ୍ ସ୍ତରୀୟ ଅଧିକାରୀ)ଙ୍କ ସହ ମଧ୍ୟ ଯୋଗାଯୋଗ କରନ୍ତୁ।
🌐 ନାମ ଯାଞ୍ଚ ଓ ଅନଲାଇନ୍ ଆବେଦନ ପାଇଁ voters.eci.gov.in ପରିଦର୍ଶନ କରନ୍ତୁ।
ଆପଣଙ୍କ ନାମ, ଆପଣଙ୍କ ଅଧିକାର, ଆଜି ହିଁ ଯାଞ୍ଚ କରନ୍ତୁ ଓ ପଞ୍ଜୀକରଣ କରନ୍ତୁ। 🗳️🇮🇳
#SpecialDrive #Form6 #YoungVoters #VoterRegistration #ElectoralRoll #CEOOdisha #ECI #EveryVoteMatters #MyVoteMyRight
Collector and DM, Jharsuguda retweeted
🤔 ଭୋଟର ତାଲିକାରେ ଆପଣଙ୍କ ନାମ ଯୋଡ଼ିବା ପଛରେ କିଏ ନିଅନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା?
ଛୋଟା ଭୀମ ଓ ବିଦୁରଙ୍କ ସହ ଦେଖନ୍ତୁ ଏହି ମଜାଦାର ଭିଡିଓ ଏବଂ ଜାଣନ୍ତୁ! 🎬✨
🫡 ଆମ BLOଙ୍କୁ ଏକ ବଡ଼ Salute!
ଘରେ ଘରେ ପହଞ୍ଚି, ଭୋଟର ତାଲିକାକୁ ସଠିକ୍, ସ୍ୱଚ୍ଛ ଓ ସମାବେଶୀ କରିବାରେ ନିରନ୍ତର କାର୍ଯ୍ୟରତ ଆମ Booth Level Officers ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। 🇮🇳🗳️
🎥 ଭିଡିଓଟି ଦେଖନ୍ତୁ | ଜାଣନ୍ତୁ | ସେୟାର କରନ୍ତୁ
କାରଣ, ସଠିକ୍ ଭୋଟର ତାଲିକାରୁ ହିଁ ସୁଦୃଢ଼ ଗଣତନ୍ତ୍ରର ଆରମ୍ଭ! 🇮🇳
#BLO #BoothLevelOfficer #Democracy #DemocracyHeroes #VoterAwareness #ElectionLiteracy #CEOOdisha #ECI #SVEEP #EveryVoteMatters
Collector and DM, Jharsuguda retweeted
SIR-2026 | Review in Jharsuguda
On 1st September 2026, Shri Sangram Keshari Mohapatra, IAS, RDC (ND), Sambalpur & Electoral Roll Observer for SIR-2026, visited Jharsuguda for the second time.
He reviewed SIR progress at Brajrajnagar Municipality, conducted super-checking of form disposal, and reviewed booths reporting the highest additions and deletions. He expressed satisfaction with the overall progress.
The review was attended by EROs, AEROs and other election officials.
*Accurate rolls. Stronger democracy.*
#SIR2026 #ElectoralRollObserver #SuperChecking #Jharsuguda #Brajrajnagar #Odisha
Under the Free Laptop Scheme of the SSEPD Department, a laptop was provided to a Visually Impaired (VI) student by the Collector, Jharsuguda, supporting accessible education and digital empowerment.
#SSEPD #Jharsuguda #FreeLaptopScheme #DigitalInclusion #DigitalEmpowerment #InclusiveEducation #EducationForAll #VisuallyImpaired #PersonsWithDisabilities #PwDEmpowerment #2YearsofLokankaSarakar #BikasharaDharaOdishaSara
@CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd @dm_jharsuguda @DSSOJharsuguda @DHE_Odisha @SMEOdisha
Collector and DM, Jharsuguda retweeted
ଝାରସୁଗୁଡ଼ାରେ "ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା"ର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ।
#CMAYOdisha #MukhyamantriAnnapurnaYojana #2YearsofLokankaSarakar #BikasharaDharaOdishaSara
@CMO_Odisha @_KrushnaChPatra @IPR_Odisha @Coop_Odisha @krushibibhag @fooddeptgoi @dm_jharsuguda
Collector and DM, Jharsuguda retweeted
⏳ ଆଉ ୮ ଦିନ ବାକି...
ଗୋଟିଏ ଛୋଟ ପଦକ୍ଷେପ, ଏକ ସଠିକ୍ ଭୋଟର ତାଲିକା।
ନିଜ ପରିଗଣନା ଫର୍ମ ଦାଖଲ କରନ୍ତୁ, ଏବଂ ସାଙ୍ଗ, ସାଥୀ ଓ ପରିବାରର ସମସ୍ତ ଯୋଗ୍ୟ ନିର୍ବାଚକଙ୍କୁ ମଧ୍ୟ ପରିଗଣନା ଫର୍ମ ଦାଖଲ କରିବାକୁ ଉତ୍ସାହିତ କରନ୍ତୁ।
#SIR2026 #8DaysToGo #OdishaVotes #EnumerationForm #EveryElectorCounts
Collector and DM, Jharsuguda retweeted
❌ ଭ୍ରମକୁ ନୁହେଁ, ସତ୍ୟକୁ ବିଶ୍ୱାସ କରନ୍ତୁ। 🗳️
SIR 2026 ନାମ ବାଦ ଦେବା ପ୍ରକ୍ରିୟା ନୁହେଁ। ଏହା ଭୋଟର ତାଲିକାକୁ ଅଧିକ ସଠିକ୍, ଅଦ୍ୟତନ ଓ ସମାବେଶୀ କରିବା ପାଇଁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା।
"କୌଣସି ଯୋଗ୍ୟ ମତଦାତା ବାଦ ପଡ଼ିବେ ନାହିଁ।" 🇮🇳
#SIR2026 #MythVsFact #OdishaVotes #CEOodisha #ECI #SIR
Collector and DM, Jharsuguda retweeted
🎉 VOTER AWARENESS CONTEST 2026 🎉
🗳️ Theme: "No Eligible Elector to be Left Behind"
Do you have a creative idea to spread voter awareness? Here's your chance to make an impact and win exciting cash prizes!
📅 Contest Period: 30 May 2026 – 4 August 2026
🏆 Competition Categories:
✅ Slogan Writing Contest
✅ Skit Competition
✅ Reels Making Contest
Let your creativity inspire electoral participation and help build an inclusive democracy where every eligible voter counts.
🎁 Attractive Cash Prizes to be Won!
Join the movement. Raise awareness. Make a difference.
#VoterAwarenessContest #NoEligibleElectorToBeLeftBehind #SVEEP #ElectionCommission #SIR2026 #Democracy #YouthParticipation #ElectoralAwareness
Collector and DM, Jharsuguda retweeted
SIR 2026 ପାଇଁ ପରିଗଣନା ଫର୍ମ ଜମା କରିବା ବେଳେ କୌଣସି ଦସ୍ତାବିଜ ଦେବାର ଆବଶ୍ୟକତା ନାହିଁ। 🗳️
କେବଳ ପରିଗଣନା ଫର୍ମକୁ ସଠିକ୍ ଭାବେ ପୂରଣ କରନ୍ତୁ ଏବଂ BLOଙ୍କୁ ଜମା କରନ୍ତୁ। ଆପଣଙ୍କ ସହଯୋଗ ଏକ ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ।
#SIR2026 #CEOodisha #SIR #ECI
Collector and DM, Jharsuguda retweeted
SIR-2026 ଅନ୍ତର୍ଗତ ପରିଗଣନା ଫର୍ମକୁ ଅଫଲାଇନ୍ରେ କିପରି ପୂରଣ କରିବେ ଜାଣିବାକୁ ଚାହୁଁଛନ୍ତି କି?
ଏହି ଭିଡିଓରେ ଦର୍ଶାଯାଇଥିବା ପଦକ୍ଷେପ ଅନୁସାରେ ଅଫଲାଇନ୍ ପରିଗଣନା ଫର୍ମ ପୂରଣ ପ୍ରକ୍ରିୟାକୁ ସରଳ ଓ ସ୍ପଷ୍ଟ ଭାବରେ ଜାଣନ୍ତୁ।
ସଠିକ୍, ଅଦ୍ୟତନ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ନିଜର ମୂଲ୍ୟବାନ ସହଯୋଗ ଦିଅନ୍ତୁ। କୌଣସି ଯୋଗ୍ୟ ମତଦାତା ଯେପରି ବାଦ୍ ନ ପଡ଼ନ୍ତି, ସେଥିପାଇଁ ଏହି ଅଭିଯାନରେ ସକ୍ରିୟ ଭାବେ ସହଭାଗୀ ହୁଅନ୍ତୁ।
ଆପଣଙ୍କ ସକ୍ରିୟ ସହଭାଗିତା ହିଁ ଏକ ସୁଦୃଢ଼ ଓ ସଶକ୍ତ ଗଣତନ୍ତ୍ରର ଭିତ୍ତି। ✨
Want to know how to fill the Enumeration Form offline under SIR-2026?
Watch this video and follow the step-by-step instructions to understand the offline form-filling process in a simple and clear manner.
Your cooperation is essential for preparing an accurate, updated and error-free electoral roll. Participate actively in the campaign to ensure that no eligible elector is left out.
@ECISVEEP
@PIB_India
@IPR_Odisha
@DDNational
@dd_odia
@MyGovOdia
#SIR2026 #SIR2026Odisha #ElectionCommission #ElectoralRoll #EnumerationForm #VoterAwareness #Odisha #DemocracyInAction
Collector and DM, Jharsuguda retweeted
Avail the online Enumeration Form facility under #SIR2026 and complete your electoral verification with ease, anytime and from anywhere.
With simple step-by-step guidance, electors can conveniently verify and update their details online, making participation in the electoral roll revision process faster, smoother, and more accessible. Every accurate update strengthens the quality, inclusiveness, and integrity of the electoral roll.
Be a part of the digital journey towards a cleaner and more accurate voter database.
@ECISVEEP
@PIB_India
@IPR_Odisha
@DDNational
@dd_odia
@MyGovOdia
#ElectionCommission #ElectoralRollRevision #OnlineEnumeration #DigitalParticipation #VoterAwareness #Odisha #SIR2026Odisha
Collector and DM, Jharsuguda retweeted
🗳️ଘରରୁ ବାହାରକୁ ନଯାଇ ଆପଣଙ୍କର ଭୋଟର ପରିଚୟ ପତ୍ର ପ୍ରାପ୍ତ କରନ୍ତୁ!🏡
💻ଆବେଦନ କରିବା ଏବେ ସହଜ, voters.eci.gov.in ପରିଦର୍ଶନ କରନ୍ତୁ କିମ୍ବା ECINET ଆପ୍ ଡାଉନଲୋଡ୍ କରି ଆପଣଙ୍କ ଘରୁ ଆରାମରେ ଫର୍ମ 6 ପୁରଣ କରନ୍ତୁ । 📱
ଆଜିହିଁ ଆବେଦନ କରନ୍ତୁ, ଭୋଟର ତାଲିକାରେ ନିଜ ନାମ ସାମିଲ କରାନ୍ତୁ ।
#VoterID #Form6 #ECI #CEOOdisha #Newvoter
Collector and DM, Jharsuguda retweeted
ଆପଣଙ୍କ EPIC (ଭୋଟର ପରିଚୟ ପତ୍ର) ହଜିଯାଇଛି କି?
ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।
ଫର୍ମ–8 ପୂରଣ କରି ଆପଣ ସହଜରେ ନୂତନ ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିପାରିବେ।
ଅଧିକ ସୂଚନା ପାଇଁ:
voters.eci.gov.in ପରିଦର୍ଶନ କରନ୍ତୁ କିମ୍ବା ECINET ଆପ୍ ବ୍ୟବହାର କରନ୍ତୁ।
#ECI #CEOOdisha #Form8 #ECINET #Odisha
Collector and DM, Jharsuguda retweeted
ସଠିକ୍ ଭୋଟର ତାଲିକା ଗଠନରେ ଆପଣଙ୍କ ସହଭାଗୀତା ଅତ୍ୟନ୍ତ ଜରୁରୀ।
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନରେ ସକ୍ରିୟ ଭାବେ ଯୋଗଦିଅନ୍ତୁ ଏବଂ ନିଜ ତଥ୍ୟ ସତ୍ୟାପିତ କରନ୍ତୁ।
🇮🇳 ସୁଦୃଢ଼ ଗଣତନ୍ତ୍ର ପାଇଁ ସଠିକ୍ ଭୋଟର ତାଲିକା।
✅ କୌଣସି ଯୋଗ୍ୟ ଭୋଟର ବାଦ ପଡ଼ିବେ ନାହିଁ।
#SIR2026 #SIR #ECI #CEOOdisha #SIRPhase3
Collector and DM, Jharsuguda retweeted
🗳️ ସଠିକ୍ ଓ ନିର୍ଭୁଳ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅତ୍ୟାବଶ୍ୟକ।
ଡୁପ୍ଲିକେଟ୍, ମୃତ ଓ ଅଯୋଗ୍ୟ ନାମ ବିଲୋପ କରି ସମସ୍ତ ଯୋଗ୍ୟ ମତଦାତାଙ୍କୁ ତାଲିକାରେ ସମ୍ମିଳିତ କରାଯାଉଛି।
ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା, ସୁଦୃଢ଼ ଗଣତନ୍ତ୍ର। 🇮🇳
#SIR #ECI #CEOOdisha #SIR2026 #SIRPhase3
Collector and DM, Jharsuguda retweeted
BLO ଆସୁଛନ୍ତି ଆପଣଙ୍କ ଘରକୁ!
ପରିଗଣନା ଫର୍ମ ଗ୍ରହଣ କରନ୍ତୁ, ସଠିକ୍ ତଥ୍ୟ ଦିଅନ୍ତୁ ଏବଂ ନିଜ ଭୋଟର ବିବରଣୀକୁ ଅଦ୍ୟତନ ରଖନ୍ତୁ।
ଆପଣମାନଙ୍କ ସମସ୍ତଙ୍କ ସହଯୋଗ କାମନା। 🙏
#ECI #CEOOdisha #SIR2026 #SIR #SIRPhase3
Collector and DM, Jharsuguda retweeted
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରି ସଠିକ୍, ନିର୍ଭୁଳ ଓ ପାରଦର୍ଶୀ ଭୋଟର ତାଲିକା ପ୍ରସ୍ତୁତ କରିବା।
ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା ହେଉଛି ସୁଦୃଢ଼ ଗଣତନ୍ତ୍ରର ଭିତ୍ତି।
#SIR #SIR2026 #SIRPhase3 #ECI #CEOodisha
























