Pinned Tweet
+୨ ବିଜ୍ଞାନରେ ପଢିବାକୁ ଯାଉଥିବା କୌଣସି ଛାତ୍ର ବା ଛାତ୍ରୀ ଯଦି ଆର୍ଥିକ ଦୁର୍ବଳ ଥା'ନ୍ତି, ତେବେ ମୋତେ ଜଣେଇବେ । ମୋ ନିଜ ଉପାର୍ଜନରୁ ଦୁଇବର୍ଷର ଖର୍ଚ୍ଚ ବହନ କରିବି ।
ଯୋଗ୍ଯତା:
୧- କଟକରେ କୌଣସି ସରକାରୀ କଲେଜ
୨- ବହି ଖର୍ଚ୍ଚ ଓ ହଷ୍ଟେଲ ଖର୍ଚ୍ଚ
କୌଣସି ସଂସ୍ଥା ସହ ସମ୍ପର୍କ ନାହିଁ, ତେଣୁ ବେଶୀ କରିପାରିବିନି
ରିଟୁଇଟ କରିବେ
3 hours in local bike (different from ours), 8 hrs walk, met local rebel leaders with arms & things you may not be knowing, had dinner: pork, and other Thai items, walked the same next morning. ଏବେ ମତେ #RojanaEkGhanta award ଗୋଟେ ମିଳୁ @lokipalauri – at Barbari, India
3
10
1,076
I don't know whether the office connection is restored or not, but disconnecting electricity of a government building for an outstanding amount of Rs 1173 is mere mockery of system.
BTW, I'm not concerned about the vaccines, for it has to be the system's responsibility. – at Barbari, India
Replying to @TPSouthOdisha @MohanMOdisha
Have a check and resume connection in a day, the vaccines which are stored in refrigerator worth lakhs will be destroyed bcoz of ur ego and attitude
Missed an @IndiGo6E flight because of the 'punctuality' of @RailMinIndia
Total financial loss: Rs 13,650
Additional cost borne: Rs 39,845
ହସିବି ନା କାନ୍ଦିବି ବୁଝିପାରୁନି ।
ଖାଲି ଆଉ ଦିନେ ଅଧିକା ଘରେ ରହିବାର ଖୁସି ...
Perks of being a common man in this country ! – at Belagachhia, India
Had no idea that "General Medicine" is translated as "ସାଧାରଣ ଔଷଧ' ବିଭାଗ in Odia !
WTF !!
It's ଭେଷଜ ବିଭାଗ
@NityanandaBJP ବାବୁ ଆଉ @HFWOdisha , ସେ ଗୁଗୁଲ ଟ୍ରାନ୍ସଲେଟର ଛାଡି ଓଡିଆ ଶିଖିଥିଲେ କାମରେ ଆସିଥା'ନ୍ତା ।
ଗେରୁଆ କରିବା ପ୍ରୟାସରେ ସବୁ ଚୁଲିରେ ଦେଇସାରିଲଣି ! – at Belagachhia, India
ଉତ୍ତର-ପୂର୍ବ ରାଜ୍ୟମାନଙ୍କ ପ୍ରତି ମୋଦି ସରକାରଙ୍କର ଅହେତୁକ ଅନୁକମ୍ପା ରହିଚି, ଯେଉଁଟା ଆଗରୁ କେବେ ଦେଖାଯାଇନଥିଲା । ଠିକ୍ ସେହିପରି, ଓଡ଼ିଶା ପ୍ରତି ରହିଚି ଉଦାସୀନତା !
ମୁଁ ମାନୁନଥିଲି, ହେଲେ ଟାଇମଲାଇନ୍ ରେ IAS-OAS କଥା ଦେଖିକି ଲାଗିଲା, ମୁଁ ବି ଟିକେ ଜ୍ଞାନ ଦେଇଦିଏ – at Belagachhia, India
And we have a Chattar Bazar in Kataka. Hope Odias can now make-up why it is named so. – at Barbari, India
The Word "Chhatrakhia" used as an expletive mostly in & around Ganjam has a link to the 1866 famine. Any famine victim who accepted cooked food from Christian-run Anna Chatras or mixed with other castes was immediately excommunicated and that is where the word came into Vogue.
1
444
ଦିଲ୍ଲୀର ଶକ୍ତିସ୍ଥଳରେ ଥିବା ଏହି ବିଶାଳ ପ୍ରସ୍ତର ସହ ଓଡ଼ିଶାର କ'ଣ ସମ୍ପର୍କ ରହିଛି ଜାଣିଛନ୍ତି ଯଦି କୁହନ୍ତୁ ଦେଖି ! – at Barbari, India
Respected office of @sp_ganjam,
This post is completely off the grid, please refrain yourself from using only 'one religion' to spread awareness. Please continue using memes, but please educate yourself that 'Ravana' is not a meme character as per our hindu mythology.
🙏 – at Belagachhia, India
ଜୁଆ ଖେଳନ୍ତୁ ନାହିଁ, ନହେଲେ ଘର, ଟଙ୍କା ଓ ସମ୍ମାନ ସବୁ ଯିବ।
ଜୁଆ ଓ ଅନଲାଇନ୍ ବେଟିଂରୁ ଦୂରେଇ ରୁହନ୍ତୁ। ପରିବାରକୁ ବଞ୍ଚାନ୍ତୁ। ଅଭିଯୋଗ ପାଇଁ ଡାଏଲ୍ କରନ୍ତୁ 112
@odisha_police @DGPOdisha @igpsr
Bhubaneswar is becoming the Gurugram. Lawlessness, hooliganism, road-rage, drugs, sex...
And what not
ଡର ଲାଗିଲାଣି – at Sonari, India
SUV runs amok in #Bhubaneswar’s Ghatikia area; 1 dead, 5 injured
timesofindia.indiatimes.com/…
We have a saying in public health,
'Statistics' empowers you to manipulate how you want to analyze & represent data. Two catches in below hypothesis, 'birth control pills' and 'navratri'; both proved the hypothesis correct, BTW, Noone cares about significance. – at Sonari, India
🚨 JUST IN: You won’t believe what Ahmedabad chemists are reporting this Navratri!
Birth control pill sales increases 15-25% during the navrati: reports
2
8
1,047
ଶୁଣିଲି ଓଡ଼ିଶାରେ ଗୁପଚୁପ unhygienic
ସେ ଲୋକଙ୍କୁ ଜେଲ୍ ନପଠେଇକି ଖାଦ୍ୟର ନମୂନା ନେଲେ କଉ ବେଦ ଶୁଦ୍ଧ ହବ ? – at Tezpur, India
5
501
I want to do full time boot licking of government schemes.
Any link is welcome. I will forget my ethics, my upbringing, my odianess. Pay me something, or more honestly, 'buy me'.
I will promote any bs for money and reach. Just try me.
I will change my surname ending with 'li' – at Helem, India
8
31
2,794
When I tried booking through @OSRTC_Odisha , I'm not able to access 'book now' and 'view seats' because the platform gui goes below my mobile gui.
ବସ୍ ଟିକଟ କରିବାକୁ ଏବେ ନୂଆ ଫୋନ୍ ନବାକୁ ହବ, ଭଲଭୋ ଯେତେବେଳେ, ଆମକୁ ବି ଆଇଫୁନ୍ ନେଇତେ ହବ।
Honest opinion: maintenance of these buses-pathetic
1
422
ଭାଇ ଟିକେ ଠିକ୍ ଠିକ୍ କୁହ,
ସ୍କୃ ଡ୍ରାଇଭର୍ ରୁ ଗୁଳି କେମିତି ଚଲେଇଲା ଅଭିଯୁକ୍ତ ? – at Barbari, India
2
16
1,041
ପ୍ରେମରେ ପ୍ରତ୍ୟାକ୍ଷିତ ବାଚାଳ ପ୍ରେମିକଟିଏ !
ପ୍ରେମିକାର ନାଁଟା ହାତରେ ଖୋଦେଇଥିଲା, ସାଙ୍ଗରେ ଗୋଟେ ଛୋଟିଆ ❤️ ବି ଥିଲା;
ହେଲେ ଯେଉଁଦିନ ସିଏ ମନାକରିଦେଲା, ତା ନାଁ ଲିଭେଇଦେଇ ନିଜ ନାଁ ଲେଖିନେଲା !
ଏଭଳି ପ୍ରେମିକ ମାନସିକ ବିକାରଗ୍ରସ୍ତ ହେଇ କିଛି ବି କରିପାରନ୍ତି । ବିଶେଷକରି ମହିଳାଙ୍କ ପ୍ରତି । ଭଲ ଡାକ୍ତରଖାନା ପଠାଅ – at Barbari, India
ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀ ଦୁଷ୍କର୍ମ ଘଟଣାରେ ପୁଲିସର ଏନକାଉଣ୍ଟର। ପୁଲିସ ଗୁଳିରେ ଆହତ ଅଭିଯୁକ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି।
#NayapalliRapeCase #BhubaneswarCrime #PoliceEncounter #Nayapalli #Bhubaneswar #OdishaPolice #CapitalHospital #OdishaNews #OdishaTV #OTV
3
796























