Irasis Acharya (Modi ka Parivar) (@irasisacharya) header
Irasis Acharya (Modi ka Parivar) (@irasisacharya) profile picture

MLA Bhatli Assembly Constituency, State Secretary, Bharatiya Janata Party, Odisha Pradesh,(@BJP4India)

Bhubaneswar, Odisha
Joined March 2012
Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)
ସାରା ଭାରତ ବର୍ଷର ଯୁବକ ମାନଙ୍କର ପ୍ରେରଣା ର ଉତ୍ସ ଆମ ସମସ୍ତଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ସମ୍ବଲପୁର ଠାରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେଶ ରେ ସ୍ୱାଗତ କରିବାର ଅବସରରେ.... @narendramodi @BJP4India @BJP4Odisha @BJYM @BJYMOdisha
23
35
268
16,233
ବିଧାନସଭା ପରିସରରେ ପ୍ରଶ୍ନକାଳ ସମୟରେ 5T ପ୍ରସଙ୍ଗରେ ଗଣମାଧ୍ୟମ ଆଗରେ ରଖିଥିବା ମୋର ପ୍ରେସ୍ ବାର୍ତ୍ତା ll #Odisha #assembly
42
ପବିତ୍ର ବିଧାନସଭା ଗୃହର ପ୍ରଶ୍ନ କାଳରେ CAG ଦେଇଥିବା 5T ସ୍କୁଲର ଅନିୟମିତଟେ କୁ ନେଇ କି ମାନ୍ୟବର ମନ୍ତ୍ରୀ ଙ୍କୁ ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୋର ଅନୁରୋଧ ll #5tschool #CAGReport #OdishaAssembly #SchoolEducation
1
103
ଆଜି ପବିତ୍ର ବିଧାନସଭା ଗୃହର ପ୍ରଶ୍ନ କାଳରେ 5T ଉପରେ CAG ଦେଇଥିବା ରିପୋର୍ଟ ଆଧାରରେ ମୋର ପ୍ରଶ୍ନ ll #5T #OdishaAssembly #AssemblySessions
39
Irasis Acharya (Modi ka Parivar) retweeted
5T ସ୍କୁଲ ରୂପାନ୍ତରଣ ଯୋଜନାକୁ ନେଇ ପୂର୍ବ ସରକାରକୁ ଘେରିଲେ ଶାସକ ଦଳର ବିଧାୟକ। CAG ରିପୋର୍ଟ ଆଧାରରେ ଉଠାଇଲେ ଅନିୟମିତତା ଓ ଅର୍ଥ ବିନିଯୋଗକୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ। 5TSchool #OdishaPolitics #OdishaAssembly #CAGReport #IrashisAcharya #OTV
1
2
25
2,148
माननीय केंद्र उपभोक्ता, खाद्य और सार्वजनिक वितरण विभाग मंत्री श्री प्रह्लाद जोशी जी को जन्मदिन की हार्दिक बधाई एवं शुभकामनाएँ II महाप्रभु श्री जगन्नाथ जी की असीम कृपा से आप सदैव स्वस्थ, प्रसन्न एवं दीर्घायु रहें। राष्ट्रसेवा के अपने संकल्प के साथ देश की प्रगति में निरंतर योगदान देते रहें। आपके उज्ज्वल एवं मंगलमय भविष्य की कामना करता हूँ II #PrahladJoshi #happybirthdayprahladjoshi #BirthdayWishes #UnionministerPralhadJoshi @JoshiPralhad
115
ଆଜି ପବିତ୍ର ବିଧାନସଭା ଗୃହରେ ଇସ୍ପାତ ଓ ଖଣି ବିଭାଗ ର ୨୦୨୬-୨୭ ମସିହା ପାଇଁ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ମୋର ଅଭିଭାଷଣ ll #OdishaAssembly
3
197
ପବିତ୍ର ବିଧାନସଭା ଗୃହରେ ବିରୋଧୀ ଆଣିଥିବ ମୂଳତବୀ ପ୍ରସ୍ତାବ ଉପରେ ଆଲୋଚନା ll #Odisha #assembly
5
249
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଓ ଓଡ଼ିଆ ଅସ୍ମିତାର ସମ୍ମାନ ରକ୍ଷା ଦିଗରେ ଆଉ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ll ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦୃଢ଼ ଆଭିମୁଖ୍ୟ ଓ ପତ୍ର ପରେ ପଶ୍ଚିମବଙ୍ଗ ସରକାର ଦୀଘାସ୍ଥିତ ମନ୍ଦିରର ନାମ ପରିବର୍ତ୍ତନ କରି 'ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର' ଏବଂ ସମଗ୍ର ପରିସରର ନାମ 'ଶ୍ରୀ ଶ୍ରୀ ଜଗନ୍ନାଥ କଲଚରାଲ୍ ସେଣ୍ଟର' ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ll ଏହା କେବଳ ଏକ ନାମ ପରିବର୍ତ୍ତନ ନୁହେଁ ବରଂ ମହାପ୍ରଭୁଙ୍କ ପ୍ରତି କୋଟି କୋଟି ଓଡ଼ିଆଙ୍କ ଗଭୀର ଆସ୍ଥା, ଭାବାବେଗ ଓ ଧାର୍ମିକ ଭାବନାର ସମ୍ମାନ ll ଏହି ସକାରାତ୍ମକ ପଦକ୍ଷେପ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଧନ୍ୟବାଦ ll ଏଥିସହ ଓଡ଼ିଆ ଅସ୍ମିତା, ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଜନମାନସର ଭାବନାକୁ ଦୃଢ଼ତାର ସହ ଉପସ୍ଥାପନ କରିଥିବା ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ll ଜୟ ଜଗନ୍ନାଥ 🙏 #nomenclature #DighaTemple #JaiJagannatha #Temple
2
174
ସମ୍ବିଧାନ ଆମ ଗଣତନ୍ତ୍ରର ଆତ୍ମା, ଆମ ଅଧିକାରର ସୁରକ୍ଷା କବଚ ଏବଂ ଆମ ରାଷ୍ଟ୍ରୀୟ ଏକତାର ମୂଳ ଆଧାର ll ସମ୍ବିଧାନ ଦିବସ ଅବସରରେ ବିଧାନସଭା ପରିସରରେ ଆମ ମହାନ ଭାରତୀୟ ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ସହ ଏହାର ମହାନ ଆଦର୍ଶ ଓ ମୂଲ୍ୟବୋଧର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିବାର ସଂକଳ୍ପ ନେଲି ll ଜୟ ସମ୍ବିଧାନ ଜୟ ହିନ୍ଦ #ConstitutionDay #samvidhandiwas2026 #Indianconstitutionday
1
1
10
263
"ପ୍ରକୃତି ବଞ୍ଚିଲେ ଜୀବନ ବଞ୍ଚିବ, ସବୁଜ ପୃଥିବୀରେ ଭବିଷ୍ୟତ ହସିବ II" ପରିବେଶର ସୁରକ୍ଷା କେବଳ ଗୋଟିଏ ଦିନର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କ ଜୀବନବ୍ୟାପୀ କର୍ତ୍ତବ୍ୟ II ଆସନ୍ତୁ, ପ୍ରକୃତିର ସନ୍ତୁଳନ ରକ୍ଷା, ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଦ୍ୱାରା ଏକ ସବୁଜ, ସୁନ୍ଦର ଓ ସୁରକ୍ଷିତ ପୃଥିବୀ ଗଠନରେ ନିଜର ଯୋଗଦାନ ଦେବା II #EnvironmentDay #savenature #saveenvironment #gogreen #savewater #stoppollution #GreenEarthCleaning
1
2
111
"ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ, ଆତଙ୍କବାଦ ଆଗରେ ଭାରତ କେବେ ନଇଁବ ନାହିଁ II " ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ନାଗରିକ ଓ ବୀର ସୁରକ୍ଷାକର୍ମୀଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି II ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ସାହସୀ ଯବାନମାନଙ୍କ ବଳିଦାନ ସଦା ଅବିସ୍ମରଣୀୟ ହୋଇ ରହିବ II ଆସନ୍ତୁ, ଆତଙ୍କବାଦ ବିରୋଧରେ ଏକତା, ଶାନ୍ତି ଓ ମାନବତାର ସଂକଳ୍ପ ନେବା II #MumbaiTerrorAttack #2611MumbaiAttack #NeverForget2611 #SaluteToHeroes #indianarmy #IndianSecurityForces #RememberingHeroes #JaiHind
2
202
Irasis Acharya (Modi ka Parivar) retweeted
ମିଛ କହି ଲୋକଙ୍କୁ ଭ୍ରମିତ କରୁଛି ବିଜେଡି ।
🤖 Made with AI
9
4
14
984
ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନର ଅନ୍ୟତମ ପରିଚିତ ବ୍ୟକ୍ତିତ୍ୱ, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି II ଜନସେବା ଓ ରାଜ୍ୟର ବିକାଶ ପ୍ରତି ତାଙ୍କ ଅବଦାନ ଓଡ଼ିଶାର ଇତିହାସରେ ସର୍ବଦା ସ୍ମରଣୀୟ ହୋଇ ରହିବ II #BirenMitra #formerchiefministerodisha #Sradhanjali #RememberingLegends
95
କର୍ତ୍ତବ୍ୟର ପଥରେ ଚାଲି, ନାରୀ ଶକ୍ତିଙ୍କୁ ସମ୍ମାନ ଦେଇ ଏବଂ 'ଇଣ୍ଡିଆ ଫାଷ୍ଟ' ମନ୍ତ୍ରକୁ ପାଥେୟ କରି ଆମେ ଗଢ଼ିବା 'ବିକଶିତ ଭାରତ ୨୦୪୭' ll ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଏହି ମୂଲ୍ୟବାନ ଆଲେଖ୍ୟ ନିଶ୍ଚିତ ପଢ଼ନ୍ତୁ ଏବଂ ଦେଶ ଗଠନରେ ନିଜର ଭୂମିକା ନିର୍ବାହ କରନ୍ତୁ ll #samvidhandiwas2026 #ConstitutionDay2026 #IndiaFirst
60
ବିଶିଷ୍ଟ ରାଜନେତା, ଜନନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରୁଛି II ଗଣତାନ୍ତ୍ରିକ ମୂଲ୍ୟବୋଧ, ନିର୍ଭୀକ ନେତୃତ୍ୱ ଓ ଜନସେବା ପ୍ରତି ତାଙ୍କର ନିଷ୍ଠା ସର୍ବଦା ସ୍ମରଣୀୟ ହୋଇ ରହିବ II #RabiRay #rabirayjayanti #Sradhanjali #formerloksabhaspeaker
2
4
210
'ସମ୍ବିଧାନ ଆମ ଶକ୍ତି, ଗଣତନ୍ତ୍ର ଆମ ଗର୍ବ' ଭାରତୀୟ ସମ୍ବିଧାନ ଆମ ଗଣତନ୍ତ୍ରର ମୂଳଦୁଆ ଏବଂ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରାର ମହାନ ଆଦର୍ଶର ପ୍ରତୀକ II ସମ୍ବିଧାନ ଦିବସ ଅବସରରେ ଆସନ୍ତୁ, ଆମେ ନିଜର ମୌଳିକ ଅଧିକାର ସହିତ କର୍ତ୍ତବ୍ୟ ପ୍ରତି ମଧ୍ୟ ସଚେତନ ହୋଇ ଏକ ସଶକ୍ତ, ସମୃଦ୍ଧ ଓ ନ୍ୟାୟପୂର୍ଣ୍ଣ ଭାରତ ଗଠନର ସଂକଳ୍ପ ନେବା II #ConstitutionDay #SamvidhanDiwas #IndianConstitution #ConstitutionOfIndia #JaiHind
3
113
ଓଡ଼ିଆ ଘରର ପରମ୍ପରା, ଆସ୍ଥା ଓ ସମୃଦ୍ଧିର ପ୍ରତୀକ ପବିତ୍ର ମାଣବସା ଗୁରୁବାର ଅବସରରେ ମା' ଲକ୍ଷ୍ମୀଙ୍କ ନିକଟରେ ସମସ୍ତଙ୍କ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରୁଛି II ମା'ଙ୍କ କୃପାରେ ପ୍ରତ୍ୟେକ ଘର ଧନଧାନ୍ୟ, ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ II #MaanabasaGurubara #MaaLakshmi #LakshmiPuja
1
1
101
ଆଜି ପବିତ୍ର ବିଧାନସଭା ଗୃହରେ ବିରୋଧୀ ପକ୍ଷରୁ ଆସିଥିବା ଏଗ୍ରିଷ୍ଟାକ୍ ଓ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ମୋର ବକ୍ତବ୍ୟ ll #OdishaAssembly #AssemblySession
1
4
254
ଏଗ୍ରିଷ୍ଟାକ୍ ଓ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଦଳଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଣିବା ସମ୍ପୂର୍ଣ୍ଣ ଭିତ୍ତିହୀନ ll ଏନେଇ କ୍ୟାବିନେଟ୍ ବୈଠକରେ ସ୍ପଷ୍ଟ ନୀତିଗତ ନିଷ୍ପତ୍ତି ନିଆଯାଇଛି ଯେ, ଧାନ ବିକ୍ରି ପାଇଁ ଏଗ୍ରିଷ୍ଟାକ୍ ପଞ୍ଜିକରଣ କୌଣସି ପ୍ରକାରେ ପୂର୍ବ ସର୍ତ୍ତ ଭାବେ ବିଚାର କରାଯିବ ନାହିଁ ll ରାଜ୍ୟର କୌଣସି ଚାଷୀ ଏଗ୍ରିଷ୍ଟାକ୍ ପଞ୍ଜିକରଣ ନଥିବା କାରଣରୁ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ । PPAS ପଞ୍ଜୀକରଣର ପୂର୍ବ ପ୍ରକ୍ରିୟା ଜାରି ରହିବ ll ଏସବୁ ସ୍ପଷ୍ଟ ଥିବା ସତ୍ତ୍ୱେ ଚାଷୀମାନଙ୍କ ମନରେ ଅଯଥା ଭୟ ଓ ଭ୍ରମ ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ ll #Press #bites #Odisha #AssemblySession
2
13
423