Khitish Kumar Das (@khitishbubu) profile picture
Bhubaneshwar, India
Joined January 2014
Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)Photo by Khitish Kumar Das (@khitishbubu)
ଦୀପାବଳି ଉପଲକ୍ଷେ ୨୦.୧୦.୨୦୨୫ ସରକାରୀ ଛୁଟି ଭାବେ ଘୋଷଣା. ଲଗାତାର ୩ ଦିନ ଛୁଟି @CMO_Odisha #cmodisha #govtofodisha #OdishaGovt
17
ନବରାତ୍ରି ଦିନ ୫ — ମା ସ୍କନ୍ଦମାତାଙ୍କ ଦିବ୍ୟ ଶକ୍ତି 🌸 ନବରାତ୍ରିର ପଞ୍ଚମ ଦିନ ଶୁଦ୍ଧ ମାତୃତ୍ୱ, ଜ୍ଞାନ ଏବଂ କଠୋର ସୁରକ୍ଷାର ଦେବୀ - ମା ସ୍କନ୍ଦମାତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ସେ କିଏ? ଏବଂ ଆମର ଆଧ୍ୟାତ୍ମିକ ଯାତ୍ରାରେ ତାଙ୍କ ଶକ୍ତି କାହିଁକି ଗୁରୁତ୍ୱପୂର୍ଣ୍ଣ? ଆସନ୍ତୁ ଏଥିରେ ବୁଡ଼ିଯିବା 🧵👇
16
Maa Chandraghanta Bless You All ମା ଚନ୍ଦ୍ରଘଣ୍ଟା ସମସ୍ତଙ୍କର ମଙ୍ଗଳ କରନ୍ତୁ 🙏🙏🙏 #navratri #chandraghanta
19
🌺 ଜୟ ମା ଭବାନୀ 🌺 🌼🌼🙏🙏🌼🌼 ନବରାତ୍ରୀର ଦ୍ଵିତୀୟ ଦିବସରେ ମା' ବ୍ରହ୍ମଚାରିଣୀଙ୍କୁ କୋଟି କୋଟି ପ୍ରଣାମ। ମା' ବ୍ରହ୍ମଚାରିଣୀ ସମସ୍ତଙ୍କ ଜୀବନରେ ତ୍ୟାଗ, ଅନୁଶାସନ ଓ ଧୈର୍ଯ୍ୟଶକ୍ତି ପ୍ରଦାନ କରି ଆଶିଷ କରନ୍ତୁ। #Navaratri2025
13
ଖେଳ ଭିତରେ ଭି ଆତଙ୍କବାଦୀ କାର୍ଯ୍ୟକଳାପ,ହ୍ୟାଣ୍ଡସେକ୍ ନକରିଲେ, ଟୁର୍ନାମେଣ୍ଟ ରୁ ବାହାରିବୁ କହୁଥିଲେ. ଶଳା ନିଜ ଦେଶର ଆର୍ମି, ନିଜ ଦେଶ ଭିତରେ AIRSTIKE କରି ନିଜ ଲୋକ ଙ୍କୁ ମାରୁଛନ୍ତି. ଏଠି ପଡିଆରେ ବ୍ୟାଟ କୁ ବନ୍ଧୁକ କରି ଫୁଟାଉଛନ୍ତି. #INDvsPAK #AsiaCup2025 #pakterroristcountry
43
ଦେଖନ୍ତୁ ଚନ୍ଦ୍ରଗ୍ରହଣର ଏବେ ର ଫଟୋ.. ମୋ ଫୋନ ରୁ ଉଠାଯାଇଛି. #lunareclipse #chandragrahan2025
10
AIIMS ବର୍ଣ୍ଣ ୱାର୍ଡ ରେ ଏହି ପରି ହୋହାଲ୍ଲା କରି ବଞ୍ଚିଥିବା ଝିଅ କୁ ମାରି ଦିଅନ୍ତୁନି. ଏମିତି କରି ନିଜର ମୂର୍ଖତା ର ପରିଚୟ. ଦୟାକରି ଏହି ପରି ହୀନ ରାଜନୀତି ନିଜ ସମ୍ପର୍କୀୟ ରୋଗ ରେ ପଡିଲେ କରିବେ. ସେହି ଦିନ ଶିଖିବେ ଅସଲ ରାଜନୀତି କଣ. ରାଜନୀତି କରି ଯଦି ରୋଗୀ ଭଲ ହୋଇଯାନ୍ତେ ତାହେଲେ ଡାକ୍ତର ମାନଙ୍କର ଆବଶ୍ୟକ ପଡ଼ନ୍ତା ନାହିଁ.
1
9
*କାଲି ର ଘଟଣା ପାଇଁ* *ପୁରୀ ଜିଲ୍ଲାପାଳ ଓ ଏସପି ବଦଳି* ମୋହନ ସରକାରଙ୍କ ଏକ ବର୍ଷ ଭିତରେ ପ୍ରାଶାସନିକ ଅଧିକାରୀଙ୍କ ଉପରେ ବିଳମ୍ବରେ ହେଲେ ଭି ଏହା ଏକ ବଡ଼ ପଦକ୍ଷେପ ବୋଲି ଏଡ଼ାଇ ଦିଆ ଯାଇ ନ ପାରେ. #BJPOdisha #MOHANMAJHI
21
ମହାପ୍ରଭୁଙ୍କ ଜାଗାକୁ ଆସିବା ପଇଁ ଟ୍ରମ୍ପଙ୍କ ନିମନ୍ତ୍ରଣ କୁ ପ୍ରତ୍ୟାଖାନ କରିଲେ ************************** ଯସସ୍ଵୀ ପ୍ରଧାନମନ୍ତ୍ରୀ ଆମ ଓଡିଶା କୁ କେତେ ଭଲ ପାଆନ୍ତି #MohanMajhi #MohanCharanMajhi #PMNarendraModi #OdishaReporter #jagannathtemple
21
It would be a significant loss and imprudent to agree on a ceasefire. Pakistan has not demonstrated itself to be a reliable nation. Therefore, all Indians have a request to Prime Minister Modi to refrain from agreeing on a ceasefire. Consequently,
1
24
as it is a matter of emotional significance to the entire nation. As per history, Pakistan has broken several trusts. Pakistan is regulated by China and the USA. Never believe in Pakistan.
22
These three are more fraudulent than #Turkey. They don't give any comments from the day of #PahalgamTerroristAttack. They have been supporting financially to #Pakistan in past also it's seems they are now supporting #Pakistan morally and financially. Boycott the three
31
Now is the time for each citizen of India to donate blood and money for our nation. Do not merely watch war videos on TV or social media. Take it upon yourself to support the government, rather than simply waiting for government announcements and declarations.
23
#ସାରା_ବିଶ୍ଵ_ଏକ_ହେବା ହିନ୍ଦୁ କି ମୁସଲମାନ ବୋଲି ପଚାରି ପଚାରି କେବଳ ହିନ୍ଦୁ ଙ୍କୁ ମାରିଥିବା ନୃସଂଶ ମୁସଲମାନି ଆତଙ୍କବାଦୀ କୁ କଢ଼ା ଜାବାବ ନ ମିଳିବା ପର୍ଯ୍ୟନ୍ତ ଆମେ ସାରା ଭାରତ ବର୍ଷର ହିନ୍ଦୁମାନେ ଚୁପ୍ ବସିବା ନାହିଁ #pahalgam #pahalgamkashmir #HomeMinister #modi #BJPGovernment #HindusUnderAttack
9