#OSDMA ଦ୍ନାରା ଭୁବନେଶ୍ୱରଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଙ୍କ ଦ୍ନାରା ଉଦ୍ଘାଟନ ହୋଇଛି । ଏଥିରେ ଦେଶର ବିଭିନ୍ନ ରାଜ୍ୟର ବୈଜ୍ଞାନିକ ଓ ବିପର୍ଯ୍ୟୟ ପରିଚାଳକମାନେ ଉପସ୍ଥିତ ଅଛନ୍ତି
On 8 Oct 2026, Rural Management students of XISS, Ranchi, visited #OSDMA to learn about Odisha’s disaster management model and preparedness.
#Odisha #DisasterManagement #XISSRanchi
ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ
@sureshkpujari
ଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଗୁଜରାଟ ଗସ୍ତ କରିଛନ୍ତି। ଓଡ଼ିଶା-ଗୁଜରାଟ ଜ୍ଞାନ ବିନିମୟ, ଯୁଗ୍ମ ଅଭ୍ୟାସ ଓ କର୍ମଶାଳା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି।
2 Sept 2026 | Building a Safer & Resilient Odisha 🌏
OSDMA signs MoUs with UNDP & CivicDataLab to strengthen HRVA and advance Data-Driven Disaster Risk Reduction.
Together, building a safer, stronger & climate-resilient Odisha.
@CMO_Odisha
@osdmaodisha
@sureshkpujari
A consultation was organised by #OSDMA in collaboration with United Nation Disaster Risk Reduction(UNDRR) on 21st Nov 2025 to discuss the Disaster Recovery Assessment Tools at Rajiv Bhawan, Bhubaneswar. Participants from line Departments, GoO, UN Agencies attended the meeting.
#OSDMA organised a consultation meeting in collaboration with Asian Disaster Preparedness Center(ADPC) on 21-11-2025 at Rajiv Bhawan, Bhubaneswar on Continuity of Operation Plan of SIDM, Odisha. Officers from line Departments attended the meeting and shared their valuable inputs.
ଭୀଷଣ ବାତ୍ୟା “ମୋନ୍ଥା" ର ସଫଳ ମୁକାବିଳା ପାଇଁ, ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜ୍ୟ ଆପଦ ପରିଚାଳନା କେନ୍ଦ୍ର ଠାରେ ବିଭିନ୍ନ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଳୋଚନା କରି, ସ୍ଥିତିର ସମିକ୍ଷା କରିଛନ୍ତି । ବୈଠକରେ, ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଳା ପାଇଁ, ରାଜ୍ୟର ପ୍ରସ୍ତୁତି ସୁନିଶ୍ଚିତ କରାଯାଇଛି ।
ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଭୀଷଣ ବାତ୍ୟା “ମୋନ୍ଥା" ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି, ୨୮ ଅକ୍ଟୋବର ସନ୍ଧ୍ୟା / ରାତି ସମୟରେ କାକିନାଡା ପାଖାପାଖି ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି
drive.google.com/file/d/1ecF…
Alert siren systems installed at MCSs along the coastline were activated during the civil defence mock drill on 07.05.25 at 4 pm. The task forces of cyclone shelters participated in the mock drill. The SEOC & DEOCs of 12 designated districts remained alert during the mock drill.
For strengthening Gender transformative approach in the DRR framework, a 3-day training organized by OSDMA, from 17th to 19th Dec'24 for 39 Master Trainers from 15 districts completed at ROTI, Bhubaneswar. This will bring inclusivity in disaster management & enhance community resilience.
To incorporate Gender transformative approach in Disaster Risk Reduction framework a 3-day training program from 20th to 22nd Nov'24 for 38 Master Trainers from 15 districts completed at ROTI, Bhubaneswar. The programme was organised by #OSDMA to enhance inclusive disaster management and community resilience.
📷📷📷📷
#OSDMA in collaboration with #NIMHANS, Bengaluru organized 03 day ToT Programme on "Enhancing #Psychosocial Care for Communities in Disaster Prone Areas of Odisha" from 6th to 8th November 2024 at MDRAFM, Bhubaneswar.
The Advisory Council of #UNESCAP (United Nations Economic and Social Commission for Asia and the Pacific) had visited the Tsunami Ready Village “Narasinghpatana” of Puri District to witness Tsunami Mock Exercise on 5th November, 2024 on the occasion of World Tsunami Awareness Day. UNESCAP members had a meeting with Sri Deoranjan Kumar Singh, IAS, ACS-and-MD, OSDMA
ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ୱାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ- ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅକ୍ଟୋବର ୨୯ ରବିନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଛି । ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀୟୁକ୍ତ ମୋହନ ଚରଣ ମାଝି, ମାନ୍ୟବର ମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଶ୍ରୀୟୁକ୍ତ ସୁରେଶ ପୂଜାରୀ, ଓ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଥିବା ଅନ୍ୟାନ୍ୟ ଅତିଥିମାନେ ମାନେ ଯୋଗଦେଇଥିଲେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ ।
ଦୁର୍ନୀତି ନିବାରଣ ସତ୍ପାହ ଉପଲକ୍ଷେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କ ଦ୍ୱାରା, ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ସାଧୁତାର ଶପଥ ଅଦ୍ୟ ତା-28-10-24 ରିଖରେ ନିଆଗଲା ।
OSDMA Odisha retweeted
ବାତ୍ୟା 'ଦାନା' ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ କାଜୁଆଲଟି' ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମୁଖ୍ୟ୍ୟମନ୍ତ୍ରୀ ଶ୍ରୀ @MohanMOdisha ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କୁ ସୁରକ୍ଷିତ ରଖି ସେମାନଙ୍କୁ ଆବଶ୍ୟକୀୟ ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ ।
ବାତ୍ୟା ପରବର୍ତ୍ତୀ ଥଇଥାନ ଏବଂ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ସେବା ଓ ସହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶାନ୍ତି ଶୃଙ୍ଖଳା, ଏବଂ ଧୈର୍ଯ୍ୟ ରଖି ବାତ୍ୟାକୁ ସଫଳତାର ସହ ମୁକାବିଲା କରି ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର ସୁରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।
ସମଗ୍ର ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକତାର ସହ ଧନ୍ୟବାଦ ଜଣାଇବା ସହ ସରକାର ଲୋକଙ୍କ ସହ ସବୁବେଳେ, ସବୁ ସମୟରେ ଦୃଢ଼ ଭାବେ ଛିଡା ହୋଇଛନ୍ତି ଏବଂ ହୋଇଥିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
#OdishaBravesDana #CycloneDana
























































