SABYASACHI MISHRA 🇮🇳 (@sabyaactor) header
SABYASACHI MISHRA 🇮🇳 (@sabyaactor) profile picture

ACTOR: Want to act better & better | 44 #Odia,3 #Telugu,2 #Tamil,1 #Bengali films Old | Proud Odia - Indian #JayJagannath | VOLUNTEER: #SmilePlease #SmileForce

India
Joined May 2011
Happiness is seeing the Smile! Few months back This case came from Boudh District. The mother Saitala Urma was struggling to treat her newborn Baby Swaraj. Saddest part is, despite a love marriage her husband left her as she gave birth to a child with deformity. But (1/3)
236
92
15
1,906
Thank you so Much honourable @CMO_Odisha @MohanMOdisha for the appreciation. It means a lot. ଆମ ମାଟି ର କାହାଣୀ ଓ ଆମ ବାଘନାଚ କୁ ବିଶ୍ବ ଦରବାର ରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ ଆପଣଙ୍କ ପ୍ରେରଣାରେ ନିଶ୍ଚୟ ସଫଳ ହେବ। ଜୟ ମା ବୁଢୀ ଠାକୁରାଣୀ 🙏🏼 ଜୟ ଶ୍ରୀ ଜଗନ୍ନାଥ
It is heartening to see ‘Baghuni (Dance Like a Tiger)’ selected for the Gala Premieres section of the 57th International Film Festival of India (IFFI), Goa, where it will have its World Premiere. My heartiest congratulations to the entire team on this remarkable achievement. When an Odia story finds a place on the global stage, it is not just a film that travels; it carries with it the soul of Odisha, our culture, heritage and identity. Our stories are rooted in our soil, shaped by our traditions and enriched by the spirit of Odia Asmita. Every such recognition takes our cultural narratives beyond borders, adds a new chapter to the journey of Odia cinema and opens new horizons for our film industry. May our stories travel far, our talent shine brighter and the spirit of Odia cinema continue to resonate across the world. #OdiaCinema #OdiaAsmita #57IFFI #IFFI2026 #Baghuni
4
405
ଭାବପ୍ରବଣତା ଓ କୃତଜ୍ଞତା ସହ ଏହି ଖବରଟି ଆପଣଙ୍କୁ ଜଣାଉଛି🙏🏼ଆପଣଙ୍କ ଆଶୀର୍ବାଦରେ ମୋ ଜୀବନର ଏକ ବିରାଟ ସ୍ବପ୍ନ ସତ ହେବା ଆରମ୍ଭ ହେଉଛି।ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଆ ସିନେମା ପାଇଁ ଏକ ଗର୍ବର ମୁହୂର୍ତ୍ତ, ଆବେଗ ଭରା ନୂତନ ଅଧ୍ୟାୟ.. Today, my heart is filled with immense pride, gratitude and emotion as our film BAGHUNI (Dance Like a Tiger) earns its place in the Gala Premiere Section of the most prestigious 57th International Film Festival of India (IFFI), Goa, as the ONLY Odia film selected in this year's programme. Written and directed by National Film Award-winning filmmaker Jitendra Mishra, BAGHUNI is a multinational co-production between the National Film Development Corporation (NFDC), Ministry of Information & Broadcasting, Government of India; Glocal Films UK Limited (United Kingdom), founded by Odisha-born, UK-based producer Partha Panda; and Cinema4Good Pvt. Ltd. (India), an initiative of Jitendra Mishra. Marking a pioneering milestone in international collaboration for Odia cinema, the film brings together creative energies across borders while celebrating the roots, culture and extraordinary spirit of Odisha. From the heart of Odisha to the big screen at IFFI, this is just the beginning. This journey belongs to every person who believed in us, stood by us and made this dream possible. This is more than a film selection. It is a moment of pride, an emotion and a new chapter for Odia cinema on the national and international stage. With folded hands and a heart full of gratitude. Screening Details: RED CARPET GALA PREMIERE: Sunday, 22 Nov, 4PM - INOX Goa - Audi 4 See u at GOA Jai Jagannath! Jai Maa Bhagabati! Jai Maa Budhi Thakurani 🙏🏻 #BAGHUNI #DanceLikeATiger #IFFI2026 #NFDC #Cinema4Good InternationalCoProduction GlocalFilms OdiaCinema ProudOdia
1
2
10
617
🌊 THE COAST IS CALLING! Run where the ocean meets the divine. 🏃‍♂️✨ Get ready for India’s unique Road + Sand running experience at the OMC Puri Coastal Marathon 2026 in the sacred city of Puri, Odisha! Whether you're a first-timer or a seasoned athlete, take on the scenic Puri–Konark Marine Drive and feel the thrill of a signature 5 KM beach run across golden sands—included across all categories! 🏆 Massive ₹1 Crore Cash Prize Pool 👟 Categories: 5K, 10K, 21K & 42K (Starting at just ₹499) 🎁 Runner Perks: Official T-shirt, race kit, finisher medal, e-certificate, race photos, plus full hydration & medical support. 🎪 2-Day Race Expo: 11th & 12th Dec 2026 (Kit & bib collection) 🏨 Easy Stays: Budget & premium hotels, plus Bhaktanivas available. Turn your race into a spiritual and cultural getaway filled with Odisha’s warmth, heritage, and coastal beauty. 📅 Race Day: Sunday, 13th December 2026 ⏳ Registrations Close: 21st November 2026 (Hurry—only a week left!) 🔗 Register now: puricoastalmarathon.in #PuriCoastalMarathon #PuriMarathon2026 #RunPuri #OdishaTourism #odisha
8
20
3
211
9,960
ଗଞ୍ଜାମ ନା କେବେ ହାରିଛି, ନା କେବେ ହାରିବ। ଆମେ ସମସ୍ତେ ଆମ ଗଞ୍ଜାମ ସାଙ୍ଗରେ ଦୃଢ଼ ହେଇ ଠିଆ ହେଇଛୁ ଆଉ ଠିଆ ହେଇଥିବା। ଗଞ୍ଜାମ ଜିଲ୍ଲାରେ ଯାହା ଘଟିଛି, ଅନେକ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଗତ ୧୦ ଦିନ ହେଲାଣି ଆମ 'ସ୍ମାଇଲ୍ ପ୍ଲିଜ୍'ର ଅନେକ Volunteers, ଅନେକ ପାର୍ଟନର ଏନଜିଓର କର୍ମକର୍ତ୍ତା ଏବଂ 'ସ୍ମାଇଲ୍ ଫୋର୍ସ'ର ଗ୍ରାଉଣ୍ଡ ଜିରୋ ଯୋଉମାନେ ସମ୍ଭାଳନ୍ତି, ସେମାନଙ୍କ ମାଧ୍ୟମରେ ବହୁତ କିଛି କାମ ହଉଛି। ଲୋକାଲ୍ Govt authorities ଙ୍କ ଗାଇଡାନ୍ସରେ ବହୁତ ଜାଗାରେ ବହୁତ ପ୍ରକାର ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରାଯାଉଛି। ଆସ୍କା, ବ୍ରହ୍ମପୁର, ଭଞ୍ଜନଗର ଓ ପାଖାପାଖି ଅନେକ ଜାଗାରେ ଏଇଭଳି ବହୁତ କାମ ଚାଲିଛି। କିନ୍ତୁ ଯେତେ ଚେଷ୍ଟା କଲେ ବି ଅନେକ ଲୋକଙ୍କ ପାଇଁ ତାଙ୍କ ଜୀବନ କେବେ ବି ଆଉ ସ୍ୱାଭାବିକ ହେଇପାରିବନି, ପୁଣିଥରେ ସେମାନେ ତାଙ୍କ ସାଧାରଣ ଜୀବନକୁ ଯିବା ବୋଧେ ଅସମ୍ଭବ। ମତେ ଲାଗୁଛି, ବର୍ତ୍ତମାନଠୁ ଆହୁରି କଠିନ ସମୟ ଆସୁଛି, ବିଶେଷ କରି ସ୍କୁଲ ଆଉ କଲେଜ ଯାଉଥିବା ପିଲାମାନଙ୍କ ପାଇଁ... କାରଣ, ଆଉ ଅଳ୍ପ କିଛି ମାସ ଗଲା ପରେ ତାଙ୍କର ବାର୍ଷିକ ପରୀକ୍ଷା ହେବାକୁ ଯାଉଛି। ଆଉ ତାଙ୍କର ସବୁ ବହି ଖାତା, ନୋଟ୍ସ, ଯାହା ଯାହା ସେମାନେ ଏବେ ପର୍ଯ୍ୟନ୍ତ ପ୍ରିପେୟାର କରିଥିଲେ ନିଜ ପରୀକ୍ଷା ପାଇଁ, ସେ ସବୁ ଧୋଇ ହୋଇଯାଇଛି, ଆଉ କିଛି ତାଙ୍କ ପାଖରେ ନାହିଁ। ସେମାନଙ୍କ ପାଇଁ ଏଇ କିଛି ମାସ ବହୁତ ବହୁତ ମହତ୍ତ୍ଵପୂର୍ଣ୍ଣ। ପରୀକ୍ଷା ମର୍କ ସାଙ୍ଗେ କେବେ ବି ବ୍ରାକେଟ୍‌ରେ ଲେଖାଯିବନି, ଯେ ମୋର ଗାଁରେ ବନ୍ୟା ହେଇଥିଲା କି ମୋର ଘର ପାଣି ଭିତରେ ବୁଡ଼ିଯାଇଥିଲା। ଆଉ ମତେ ଲାଗୁଛି ସେଇ କ୍ଷେତ୍ରରେ ବର୍ତ୍ତମାନ ବହୁତ କାମ କରିବାକୁ ବାକି ଅଛି। ସେ ପିଲାମାନଙ୍କ ସାଙ୍ଗରେ ଠିଆ ହେବାର ଅଛି, କେମିତି ସେମାନେ ତାଙ୍କ ପରୀକ୍ଷା ଦେଇପାରିବେ ଭଲରେ, ସେଇ କ୍ଷେତ୍ରରେ ଆମମାନଙ୍କୁ ବହୁତ କାମ କରିବାର ଅଛି। ସେମାନେ କେମିତି ନିଜକୁ ଏକୁଟିଆ ଭାବିବେନି, କେମିତି ସେମାନଙ୍କର ସବୁ ଠିକ୍‌ଠାକ୍ ହବ, ସେଇଟା ପାଇଁ ଆମେ ସମସ୍ତେ ଲାଗିବା ଦରକାର। ଭଗବାନଙ୍କ ଆଶୀର୍ବାଦରୁ ସବୁ ନିଶ୍ଚୟ ଠିକ୍ ହବ। ଏଇ ଦୀପାବଳିରେ କେବଳ ଏତିକି ପ୍ରାର୍ଥନା କଲି ଯେ ସେଇ ପିଲାମାନଙ୍କର ଭବିଷ୍ୟତ ବହୁତ ଭଲ ହଉ। ସେମାନେ ତାଙ୍କ ଏଇ କଷ୍ଟ ସମୟକୁ ଅତିକ୍ରମ କରନ୍ତୁ ଆଉ ତା' ସହିତ ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ ହୁଅନ୍ତୁ, ଯେ ଅସୁବିଧା ହଉ ବା ସୁବିଧା, ସେମାନେ କେବେ ହାରନ୍ତିନି। ପ୍ରକୃତ କଥା ହଉଛି ଗଞ୍ଜାମ ନା କେବେ ହାରିଛି, ନା କେବେ ହାରିବ। ଆମେ ସମସ୍ତେ ଆମ ଗଞ୍ଜାମ ସାଙ୍ଗରେ ଦୃଢ଼ ହେଇ ଠିଆ ହେଇଛୁ ଆଉ ଠିଆ ହେଇଥିବା। #ganjam #bhanjanagar #aska #berhampur #odisha Ganjam Flood Relief by @smileplease_org Smile Please Smile Force
8
14
1
132
4,049
On my Birthday u all blessed me🙏🏼Next day I got the best actor award for "Ananta"⭐That shows the power of your best wishes❤️Thank you so much❤️ Dedicating it to all the pillars behind the classic to commercial journey of Byasakabi Fakir Mohan Senapati's "RandiPua Ananta" – at Bhubaneshwar, India
6
2
83
3,301
My Birthday is today!Oct 6th🎂କାଳେ ଭୁଲି ଯାଇଥିବେ,ମନେ ପକେଇ ଦେଲି😍ଟିକେ ଅଧିକ ଆଶୀର୍ବାଦ ଦେବେ,ଏ ବର୍ଷଟି ମୋପାଇଁ ବହୁତ ଜରୁରୀ🙏🏼 #landfall #baghuni
171
21
8
745
13,531
When NEW Ideas Strike ME 😃🤯🤡 I get High
3
18
1,601
Twinning partners at Sydney Event ❤️ Australia's 1st event was memorabe for many reasons!! One of the reason is our beautiful dress representing our land's Handlooms. More updates coming soon!! Cant wait to share.... ❤️😍
10
6
171
8,379
what I would hv looked like in the 80s!! #80s – at Bhubaneshwar, India
8
4
171
8,295
If Pushkara and Ananta were made in 80s. 😍 Show me your look... what u would look like in the 80s!! 👀 – at Bhubaneshwar, India
5
486
Happy Janmastami🙏🏻Our little kalia.U Can Call him "SAMRAJ"🙏🏻ଶୁଭ ଜନ୍ମାଷ୍ଟମୀ🙏🏻ଏଇଟା ଆମ କୁନି କାଳିଆ,ତା ନାଁ ସମ୍ରାଜ୍ 🙏🏻 – at Bhubaneshwar, India
10
2
154
3,687
Cutest thing of this independence Day. ପ୍ରଥମା ଶ୍ରେଣୀ ରେ ପାଠ ପଢୁଥିବା ସରସ୍ଵତୀ ଶିଶୁ ମନ୍ଦିରର ଏଇ କୁନି ଝିଅଟି ଆଜି ମୋ ମନ କିଣି ନେଲା 🙏🏻 A cute Standard one student of Saraswati Sishu Mandir❤️Happy independence day 🇮🇳 JAY HIND ଏଇ କୁନି ଝିଅ କୁ ମହାପ୍ରଭୁ ଆଶୀର୍ବାଦ କରନ୍ତୁ 🙏🏻 – at Bhubaneshwar, India
5
2
86
3,480
Happy Sambalpuri Day🙏🏻ସମ୍ବଲପୁରୀ ଦିନ୍‌ ଉଧେଁ ସମ୍‌କୁ ଶୁଭେଚ୍ଛା ଆର୍‌ ଅଭିନନ୍ଦନ୍।ଜୟ ମାଁ ସମଲେଇ🙏ଗୁରୁ ସତ୍ୟନାରାୟଣ ବୋହିଦାରଙ୍କ ଜନମ୍ ଜୟନ୍ତୀ ଆର୍ ସମ୍ବଲପୁରୀ ଦିନର୍ ଶୁଭେଚ୍ଛା। ଜୟ ମାଁ ସମଲେଇ! 🙏 #sambalpuridin #sambalpuria #sambalpur – at Bhubaneshwar, India
3
1
71
3,120
ଘନ କଳାମେଘ ମଧ୍ୟେ ବଜ୍ର ଯେହ୍ନେ ଶୋଭେ, ସେମନ୍ତ ରଥାରୁଢ଼ ପ୍ରଭୁ ସୁନାବେଶେ ଭକ୍ତ ମନ ଲୋଭେ । ଜୟ ଜଗନ୍ନାଥ 🙏🏻 @sabyaactor
3
1
122
3,542
Happy Ratha Jatra from the streets of Australia 🙏🏻 କାଳିଆ ଆମକୁ କେବେ ଏକା ଛାଡେ ନାହିଁ... ଅଷ୍ଟ୍ରେଲିଆ ରାସ୍ତା ରେ ବି ଆମ ଗାଡିରେ, ଆଗେ ଆଗେ ଚକାଡୋଳା ଆମକୁ ଚାହିଁ ରହିଛନ୍ତି 🙏🏻 ଜୟ ଜଗନ୍ନାଥ 🙏🏻 #rathyatra #jayjagannath #puri #rathyatra2026 – at Sydney, New South Wales
2
7
266
9,499
ଅଷ୍ଟ୍ରେଲିଆରେ ପ୍ରଥମ ଥର🙏🏼HELLO AUSTRALIA🙏🏼Super excited to start a historic journey with proud odias at Australia. ​Distance might separate us from Odisha, but our hearts beats to the same rhythm. For the first time in history, the Odia diaspora in Australia is uniting for a mega celebration with Odia Actors to spread our Odia Movies & Culture From the land of Jagannath to the Land Down Under "Australia". Tag & Share this post to your Odia friends at Australia, so that together we can create the historic moment 🙏🏼 See you on July 5th @ SYDNEY 📍July 12th @ MELBOURNE 🇦🇺❤️🇮🇳 ​#OdiasInAustralia #odia #OdiaCommunity #ProudOdia #Odisha
7
3
27
1,542
ରାୟଗଡ଼ାର କଲ୍ୟାଣସିଂହପୁରରେ ଘଟିଥିବା ଏହି ଅମାନୁଷିକ ଘଟଣା ବିଷୟରେ ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଗୁଜବ ଯୋଗୁଁ ଦୁଇଜଣ ନିରୀହ ସମାଜସେବୀ, ଯେଉଁମାନେ ଆମ ଲୋକଙ୍କ ସେବା କରିବା ପାଇଁ ବାହାର ରାଜ୍ୟରୁ ଏତେ ବାଟ ଆସିଥିଲେ ସେମାନଙ୍କୁ ନିର୍ମମ ଭାବେ ଆକ୍ରମଣ ଓ ସର୍ବସାଧାରଣରେ ଅପମାନିତ କରାଯିବା ସତରେ ହୃଦୟ ବିଦାରକ। ​ଏହି ଯୁବ କର୍ମୀମାନେ ନିଜ ସ୍ୱାର୍ଥ ତ୍ୟାଗ କରି ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କ ପାଖକୁ ସାହାଯ୍ୟର ହାତ ବଢ଼ାଇବାକୁ ଆସନ୍ତି। ସେମାନଙ୍କର ବ୍ୟାକୁଳ ଗୁହାରି ଓ ଲୁହକୁ ଅଣଦେଖା କରି ସେମାନଙ୍କ ସହ ଏଭଳି ନିଷ୍ଠୁର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ​ଏହା ଆମ ପରିଚୟ ନୁହେଁ। ଓଡ଼ିଶା ହେଉଛି ସେହି ପବିତ୍ର ଭୂମି ଯାହା ସ୍ନେହ, ସୁରକ୍ଷା ପାଇଁ ଏବଂ ଆମ ସଂସ୍କୃତି "ଅତିଥି ଆମ ଭାଗବାନ" ର ବାର୍ତ୍ତା ପାଇଁ ଜଣାଶୁଣା। ଆମେ ଆମ ଅତିଥି ଙ୍କୁ ଆଦରର ସହ ସ୍ୱାଗତ କରିଥାଉ, ଏବଂ ଏହି ଲଜ୍ଜାଜନକ କାର୍ଯ୍ୟ ଆମ ପରମ୍ପରା ର ସମ୍ପୂର୍ଣ୍ଣ ବିରୋଧୀ ଯାହା ଆମ ମୁହଁ ତଳକୁ କରିଦେଇଛି। ସେମାନଙ୍କ ଦୋଷ ଥିଲେ ମଧ୍ୟ ଏଭଳି କଦର୍ଯ୍ୟ କାଣ୍ଡ କେବେ ଗ୍ରହଣୀୟ ନୁହଁ... ​ଆମ ସମାଜରେ ହିଂସା ଏବଂ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ପାଇଁ କୌଣସି ସ୍ଥାନ ନାହିଁ। ପୀଡ଼ିତଙ୍କ ପାଇଁ ପ୍ରାର୍ଥନା ସହ ଏହି ବର୍ବରତା ପଛରେ ଥିବା ପ୍ରତ୍ୟେକ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦାବି କରୁଛି। ​I am deeply shocked and heartbroken by the horrific incident in Kalyansingpur, Rayagada. Two innocent NGO social workers, who came all the way from Delhi and Surat to help our communities, were brutally attacked, beaten, and publicly humiliated by a mob due to baseless rumors. ​These young workers do selfless work, traveling to remote areas to bring care and support to those who need it most. To treat them with such cruelty, ignoring their tears and identity cards, is completely unacceptable. If at all they made some mistakes, such incident should not have happened. ​This is not who we are. Odisha is a beautiful land known for love, protection, and our deeply rooted culture of "Atithi Devo Bhava" (The Guest is God). We have always welcomed outsiders with open arms, and this shameful act goes against everything we stand for. ​Violence and rumor-mongering have no place in our society. We stand with the victims and demand the strictest punishment for everyone involved in this cruelty.
45
83
12
468
20,471
Happy Raja from our cute little family ❤️ ରଜ ସଂକ୍ରାନ୍ତି ର ଅନେକ ଅଭିନନ୍ଦନ ❤️
3
5
1
248
3,619
A beautiful memory ❤️ Super 22
Differently abled persons perform at ‘Super 22’ show, a talent haunt platform for persons with disabilities to excel themselves in cinemas as main stream actors #Odisha #Watch
3
447
Sharing some special moments from Nimapada with Hon'ble Deputy Chief Minister Mrs Pravati Parida during Utkarsh Marathon. It was a great pleasure meeting Pravati apa and the youth of Nimapada 🙏🏼 Thank you for your love and energy 🙏🏻It will stay as a memorable day for us 🙏🏻 Lets keep taking Nimapada to new heights, making it Utkarsh Nimapada 🙏🏻
1
1
1
32
1,266