usd (@usd0705) header
usd (@usd0705) profile picture

Sky watcher...#Weather enthusiasts .... Views are purely personal....

ଭଦ୍ରକ, Delhi, India
Joined March 2016
Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)
୨୪ ବର୍ଷ ପରେ... ସେ କଳା ରାତିର ଚିତ୍କାର ସତରେ ଅତି ଭୟଙ୍କର ଥିଲା ..... ସ୍କୁଲ ଛୁଟି ହେବାର ଠିକ ୧୦ ରୁ ୧୫ ମିନିଟ ମଧ୍ୟରେ, ସ୍କୁଲଗେଟ ଠାରୁ ୨୦୦ ରୁ ୩୦୦ ମିଟର ଦୂର ପ୍ରାୟ, ୨୭ ଅକ୍ଟୋବର ୧୯୯୯, ବୁଧୁବାର: ସଦ୍ଦାମ ହୁସେନ ର ଚର୍ଚିତ ଘଟଣାର ଠିକ ଆଲୋଚନା ପରେ ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ କହିଲା ରେଡ଼ିଓ କହିଛି 1/6
28
67
7
658
64,090
ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ରେ ପରିଣତ ହେଲା ଅବପାତ
3
36
1,019
ବିଭାଗ ୨୮ ତାରିଖର ସମ୍ଭାବ୍ୟ ବର୍ଷା ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଲଗାତାର ୨୫ତାରିଖ ଠାରୁ red ଚେତାବନୀ ଜାରିକରିଛି, କେବଳ ମାଲକାନଗିରି ପାଇଁ ନୁହେଁ @Indiametdept
#କୁହାଗଲା_ମାଲକାନଗିରିରେ_ହେଲା_ଗଂଜାମରେ ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି । ମାଲକାନଗିରି, କାଲିମେଳା, ନବରଙ୍ଗପୁର ଓ କୋରାପୁଟରେ ଅଧିକ ବର୍ଷା ନେଇ ଆକଳନ ହୋଇଥିଲା । ହେଲେ ଗଜପତି ଓ ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଛି #Ganjam #Odisha #KanakNews #Flood
4
56
1,993
This guy need to be Watchful... He presents things with remarkable clarity and precision, almost always without any exaggeration. Which is very rare in current scenario....
ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି; ବନ୍ୟା ପାଣିରେ ଉବୁଟୁବୁ ପୂରା ଗଞ୍ଜାମ ଜିଲ୍ଲା.. କେଉଁଠି ଚାଷ ଜମି ବୁଡ଼ିଗଲାଣି ତ ଆଉ କେଉଁଠି ପୋଲ ଉପରେ ଚାଲୁଛି ପାଣି.. ଗାଁ ଭିତରେ ଥିବା ଅନେକ ଘର ମଧ୍ୟ ପ୍ରଖର ସ୍ରୋତରେ ଭାସିଯାଇଛି.. #RushikulyaRiver #GanjamDistrict #FloodSituation #RisingWaterLevel #OTV
7
15
1
265
7,998
୩୧ବେଳକୁ ବଙ୍ଗୋପସାଗର ରେ #ଅବପାତ ସମ୍ଭାବନା! ପରବର୍ତୀ ୨ଦିନରେ ଆହୁରି #ଘନୀଭୂତ ସହ #ଆନ୍ଧ୍ରଉପକୂଳ ମୁହାଁ ସମ୍ଭାବନା ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି #ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଥିବାବେଳେ ଏବଂ ୩୧ ଅକ୍ଟୋବର ଆଖପାଖରେ
3
6
1
104
5,040
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଅଞ୍ଚଳରେ ଏକ '#ଅବପାତ ' ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ, ଏହା ଆହୁରି ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।
2
19
976
ଅର୍ଣ୍ଣବର ଅବଶିଷ୍ଠାଂଶ ପ୍ରଭାବରେ ରାଜ୍ୟରେ ଅନୁଭୂତ ବର୍ଷା
3
6
1
65
1,925
ଦକ୍ଷିଣଆଣ୍ଡାମାନ ସାଗରରେ ସୃଷ୍ଟି ହେଲା #ଲଘୁଚାପ ଆଗାମୀ #୨୪ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ #ଲଘୁଚାପ ଏବଂ ପାରବର୍ତ୍ତୀ ୨୪ଘଣ୍ଟାରେ #ଅବପାତ ସମ୍ଭାବନା ଅର୍ଣ୍ଣବ ର ଅବଶିଷ୍ଠାଂଶ ଗଭୀର ଅବପାତ ଦୁର୍ବଳ ହୋଇ #ଅବପାତ ଭାବେ ଦକ୍ଷିଣ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଓଡିଶା ନିକଟରେ କେନ୍ଦ୍ରୀଭୂତ
9
83
4,728
Supertyphoon #Infa 😍😍
2
35
1,086
#ଲଘୁଚାପ ସମ୍ଭାବନା !! ଦକ୍ଷିଣଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଂଚଳରେ ଗତ ଦୁଇଦିନ ଧରି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି , ଯାହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ସମାନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି
4
8
92
4,065
In-Fa has intensified into a #SuperTyphoon ! This marks the sixth super typhoon to emerge in the Northwest Pacific over the past month or so. As per JTWC current sustained wind speed around syste center is around #270kmph, Central Pressure 246mb & wave hght 55feet #infa
1
4
51
2,348
ଦୁର୍ବଳ ହୋଇ ଗଭୀର ଅବପାତ ରେ ପରିଣତ ହେଲା #ଅର୍ଣ୍ଣବ #ମାଲକାନଗିରି ଠାରୁ ୬୦କିମି ଦକ୍ଷିଣରେ କେନ୍ଦ୍ରୀଭୂତ ଘଣ୍ଟାକୁ ୧୫କିମି ବେଗରେ ଉତ୍ତରକୁ ବଢୁଛି ଅର୍ଣ୍ଣବ ଆଗାମୀ କିଛି ଘଣ୍ଟାରେ ଦୁର୍ବଳ ହୋଇ ଅବପାତ ଏବଂ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପ ରେ ପରିଣତ ହେବା ସମ୍ଭାବନା
3
3
64
2,213
ଦୁର୍ବଳ ହୋଇ ବାତ୍ୟା ରେ ପରିଣତ ହେଲା ଅର୍ଣ୍ଣବ ୮କିମି ବେଗରେ ଆଗକୁ ବଢୁଛି ଅର୍ଣ୍ଣବ
1
4
56
1,545
ଅତି ଧିମା ଗତି କରୁଛି ଅର୍ଣ୍ଣବ ୭କିମି ବେଗରେ ଆଗକୁ ବଢୁଛି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରୁଥିବା ହେତୁ ପ୍ରଚୁର ମାତ୍ରା ରେ ଜଳୀୟବାଷ୍ପ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି, ଯାହା ଫଳରେ ଆଗାମୀ ୨୪ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ
2
8
88
2,674
ସ୍ଥଳଭାଗ ଛୁଇଁବା ପରେ ଦ୍ରୁତଗତିରେ ଦୁର୍ବଳ ହେଉଛି ଅର୍ଣ୍ଣବ ଭୀଷଣ ବାତ୍ୟା ରେ ପରିଣତ ଆଗାମୀ ୬ଘଣ୍ଟାରେ ଦୁର୍ବଳ ହୋଇ ଏକ ବାତ୍ୟା ଏବଂ ପରବର୍ତୀ ୬ ଘଣ୍ଟାରେ ଗଭୀର ଅବପାତ ରେ ପରିଣତ ହେବା ସମ୍ଭାବନା ଆଗାମୀ ୪୮ ଘଣ୍ଟା ଯାଏଁ ଉତ୍ତର-ଉତ୍ତର ପଶ୍ଚିମଦିଗ ମୁହାଁ ହେବ ଅର୍ଣ୍ଣବ
5
59
2,549
ଆଗାମୀ ୪୮ ଘଣ୍ଟା ଯାଏଁ ଅର୍ଣ୍ଣବ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ଥିବାରୁ ପ୍ରଚୁର ମାତ୍ରାର ଜଳୀୟବାଷ୍ପ ବଙ୍ଗୋପସାଗର ରୁ ଓଡିଶା ମୁହାଁ ସମ୍ଭାବନା ରହିଛି, ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବୃଷ୍ଟିପାତ ଦୃଷ୍ଟିରୁ ଓଡିଶା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ
2
5
102
5,994
ଦୀର୍ଘ ୬ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳ ଭାଗ ଅତିକ୍ରମ କଲା ଅର୍ଣ୍ଣବ (ରାତି ୨ ରୁ ସକାଳ ୮ଟା ୩୦) ଉପକୂଳ ଅତିକ୍ରମ ସହ ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟା ରେ ପରିଣତ ହେଲା ଅର୍ଣ୍ଣବ
10
77
2,905
ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତି ଜିଲ୍ଲାର ମହେନ୍ଦ୍ରଗଡ ଠାରେ ଅତ୍ୟନ୍ତ ପ୍ରବଳ ବର୍ଷା ୨୪୯. ୯ମିମି ରେକର୍ଡ
4
34
1,319
Very Severe Cyclonic storm #Arnab exactly over coastline and practically stationary since last one hour. About to cross the coast in next one hour (upadates based on 7.30am)
3
52
1,510
ଅର୍ଣ୍ଣଵ ପ୍ରଭାବରେ ଭଦ୍ରକ ରେ ଜାରିରହିଛି ବର୍ଷା
1
47
1,227
ଅର୍ଣ୍ଣବ ପ୍ରଭାବରେ ଭଦ୍ରକ ରେ ବର୍ଷା
1
3
62
1,354