Official Twitter Account of Rayagada District Administration, Odisha, Mail id : [email protected]

Rayagada, Odisha
Joined May 2019
A review meeting on disaster preparedness was held under the chairmanship of Shri K. Sudarshan Chakravarty, IAS, Managing Director, OSCSC Ltd., in the presence of the Collector-cum-Chairperson, DDMA, Rayagada, and Superintendent of Police, Rayagada. @SRC_Odisha @SecyChief
1
3
8
880
The meeting reviewed the district’s preparedness for the impending cyclone, emphasizing interdepartmental coordination and timely precautionary measures.
1
54
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ,କୋଲନରା ଠାରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି. @CMO_Odisha
1
381
1. ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ଅବସରରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଉପସ୍ଥିତିରେ କୋଲନରାଠାରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଭାବେ ସତ୍ୟନିଷ୍ଠାର ଶପଥ ପାଠ କରିଥିଲେ। @CMO_Odisha @IPR_Odisha
1
1
310
2. ଏହି ଅବସରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ସତ୍ୟନିଷ୍ଠାର ଶପଥ ପାଠ କରାଯାଇଥିଲା। ଦୁର୍ନୀତିମୁକ୍ତ ପ୍ରଶାସନ, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସାଧାରଣ ଜନତାଙ୍କ ପ୍ରତି ସେବା ମନୋଭାବକୁ ସୁଦୃଢ଼ କରିବା ଏହି ସଚେତନତା ଅଭିଯାନର ମୂଳ ଉଦ୍ଦେଶ୍ୟ।
1
60
As part of SIR-2026, a Special Drive to enrol eligible left-out and young/new voters was conducted across polling booths in all three Assembly Constituencies of Rayagada district. @OdishaCeo @ECISVEEP
1
2
1
7
3,023
BLOs and BLO Supervisors are distributing Form-6 to facilitate voter registration and ensure that every eligible citizen has the opportunity to participate in the democratic process.
1
3
1
6
4,700
As per instructions of ECI, the DEO of Rayagada district has started a proactive campaign to ensure that No eligible elector is left from the electoral rolls. Special camps are being held in 1032 no of booths in the district to ensure this.
1
4
727
If any person has any complaint, please feel free to inform any of the 1032 no of BLOs, 18 no of AEROs, 03 no of EROs. We are committed to ensure that No eligible voter is excluded from the voter list. #ECISVEEP #ECI #SpecialCamps @ECISVEEP @OdishaCeo
1
2
176
ରାୟଗଡ଼ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଶିଶୁଙ୍କ ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶକୁ ନେଇ ସଚେତନତାର ନୂଆ ପରିବେଶ ସୃଷ୍ଟି ହୋଇଛି। ଏହା ହିଁ ‘ପରିବର୍ତ୍ତନର କାହାଣୀ’। #paribartanarakahani #angankautsav #rayagada
1
8
531
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ,ରାୟଗଡ଼ ଠାରେ, ମିଳିତ ଅଭିଯୋଗ ଶୁଣାଣି, ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। @CMO_Odisha @IPR_Odisha
1
4
540
From a Small Plot to a Promising Livelihood! Radhamani Melaka, a marigold farmer from Radhakrishna PG, Jagannathpur village, has embraced floriculture on a small 16-cent plot and is turning it into a promising source of income. Within just three months of planting, she has already earned around ₹2,000 and expects to earn an additional ₹8,000–₹10,000 over the next 1–2 months. Her journey reflects how small-scale floriculture, with the support of OLM and ORMAS and access to the right market linkages, can create sustainable livelihood opportunities for rural women—turning a small patch of land into a source of income, confidence and hope. #WomenFarmers #MarigoldCultivation #Floriculture #SHGs #RuralLivelihoods #ORMAS #OLM #Rayagada #Odisha @ormas_odisha @ORMASRayagada @ZP_Rayagada @DM_Rayagada @CMO_Odisha @RabiNaikBJP
1
14
2,741
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ରାୟଗଡ଼ ରେଳ ଷ୍ଟେସନରୁ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ୬ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କରାଯାଇଛି। @CMO_Odisha @IPR_Odisha @TourismDptt @rdmodisha
1
8
868
ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଜିଲ୍ଲାପାଳ, ରାୟଗଡ଼ ତୀର୍ଥଯାତ୍ରା ଟ୍ରେନ୍‌କୁ ଫ୍ଲାଗ୍‌ ଅଫ୍‌ କରି ଯାତ୍ରୀମାନଙ୍କ ସୁରକ୍ଷିତ ଓ ସୁଖଦ ଯାତ୍ରା କାମନା କରିଥିଲେ।
1
158
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ମୁନିଗୁଡା ଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। @CMO_Odisha @IPR_Odisha
9
536
A Joint Review Meeting of the Health Department and ICDS was held under the chairmanship of the Collector & District Magistrate, Rayagada, to assess the progress of key health and nutrition interventions in the district. @CMO_Odisha @IPR_Odisha
4
592
ରାୟଗଡ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି।ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚୂଡ଼ାନ୍ତ ତାଲିକାରେ ମୋଟ ୬,୭୧,୩୭୮ ଜଣ ଭୋଟର ସ୍ଥାନ ପାଇଛନ୍ତି। ଏଥିରେ ୩,୧୭,୯୫୮ ଜଣ ପୁରୁଷ, ୩,୫୩,୨୫୨ ଜଣ ମହିଳା ଏବଂ ୧୬୮ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। @ECISVEEP
1
2
15
905
ଭୋଟର ତାଲିକା ଏକ ନିରନ୍ତର ସଂଶୋଧନ ପ୍ରକ୍ରିୟା ହୋଇଥିବାରୁ ଯୋଗ୍ୟ ନାଗରିକମାନେ ନିଜ ନାମ ଓ ବିବରଣୀ ଯାଞ୍ଚ କରି, ଆବଶ୍ୟକତା ଅନୁଯାୟୀ ନାମ ଯୋଗ କିମ୍ବା ବିବରଣୀ ସଂଶୋଧନ ପାଇଁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ।
172
ରାୟଗଡ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ ହୋଇଥିଲା। @CMO_Odisha @IPR_Odisha
1
12
826
ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ସଡ଼କ ଓ ଜୀବିକା ବିକାଶ ସମ୍ବନ୍ଧୀୟ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯାଇଥିଲା। ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ଏବଂ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
2
207