Pinned Tweet
It has been 3 years since Cuttack and Team SCC celebrated March 1 as Dahibara Diwas, but since last year we have been requesting our Dahibara to get GI Tag status. Today on Dahibara Diwas we request you once again to give GI Tag status to Dahibara.
@CMO_Odisha @iammdmoquim
🎂💚 Happy Birthday to Our Beloved @Naveen_Odisha Sir ! 💚
A name that holds a special place in the hearts of millions, a leader whose journey has touched countless lives.
Sir Your contribution to Odisha will always remain a memorable part of our state’s journey.
🤖 Made with AI
2
3
208
Debasis Samantaray retweeted
ଦୁଇଟି ଫୋଟୋ କଟକ ପ୍ରତି ଅବହେଳା ର କଥା ବଖାଣୁଛି। 😐
ପୁଜା ବଜାର ରେ କଟକ ର ଦୁଇ ପ୍ରମୁଖ ଜାଗା ରେ ଆଲୁଅ ହିଁ ଜଳୁନି, କଟକ କୁ ସବୁବେଳ ଏକ ଅବହେଳିତ ସହର କରି ରଖୁଥିବା ପ୍ରଶାସନ ର କି ମନ୍ଦ ଉଦ୍ଦେଶ୍ୟ ରହୁଛି!!!
@CMCCuttack @CuttackDM @sofiafirdous1 @BiswalSouvic @BhartruhariM @odisha_tourism
Debasis Samantaray retweeted
ବର୍ଷ ସାରା ନାଳ ପାଣି ମହାନଦୀ ରେ ମିଶୁଛି ସେଠି Water Pollution ହଉନି କିନ୍ତୁ ବର୍ଷକୁ ଥରେ ମୂର୍ତ୍ତି ପଡିବ ସେଥିରେ ସବୁ ଅସୁବିଧା ହଉଚି ?
ଯଦି ବି ଅସୁବିଧା ହଉଚି ତାହାଲେ ଯୋଉ ଅସ୍ଥାୟୀ ପୋଖରୀ ହଉଚି ସେଇଟା ଟିକେ ବଡ କରିକି କଲେ କେମିତି ହୁଅନ୍ତା ? ଏତେ ଛୋଟ ପୋଖରୀ ରେ ଏତେ ମୂର୍ତ୍ତି କେମିତି ପଡିବ?
ଆମକୁ ଦେଖିଲେ ଖରାପ ଲାଗୁଚି ଆପଣ ମାନେ କେମିତି ଦେଖିକି ଚୁପ ରହି ଯାଉଛନ୍ତି ?
@CuttackDM
@CMCCuttack @SubashSinghBJD
@sofiafirdous1 @BiswalSouvic
Debasis Samantaray retweeted
ଏ କିଛି ଦିନ ତଳେ ଆମ ପ୍ରିୟ ସାଂସଦ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରୁଥିବାରୁ ଫଟୋ ଓ ବାର୍ତ୍ତା ଅନେକ ଜାଗାରେ ଦେଖିଥିଲୁ।
ହେଲେ ଏସବୁ ପୁରୁଣା ଓ ବାକି କାର୍ଯ୍ୟ ଗୁଡିକ କେତେ ବାଟ ଗଲା, ସେ ବିଷୟରେ ଗୁରୁତ୍ଵ ଦେଲେ ଭଲ ହୁଅନ୍ତା।
@CMO_Odisha @CMCCuttack
@sofiafirdous1 @BiswalSouvic
Debasis Samantaray retweeted
ହୋଇଛି କିଛି ପରିବର୍ତ୍ତନ, ମନ୍ଥର ହୋଇଛି କି ପ୍ରଗତି ର ରାସ୍ତା ନା ଯଥା ପୂର୍ବଂ, ତଥା ପରଂ ପରିସ୍ଥିତି।
Comment ରେ ଜଣାନ୍ତୁ ଆପଣଙ୍କ ମତାମତ।
@BjpOdisha01 @CMO_Odisha
@sofiafirdous1 @BiswalSouvic
@BhartruhariM
Debasis Samantaray retweeted
ଆଖି ଆଗରେ ଛଟ ଛଟ ହୋଇ ଚାଲିଗଲା ବଜରଙ୍ଗୀଙ୍କ ଜୀବନ। ବେଶୀ କିଛି କରିପାରିଲୁ ନାହିଁ। 😢💔
ଆମ ବନ ବିଭାଗ ଓ ପଶୁ ସମ୍ପଦ ବିଭାଗ ର ଅବସ୍ଥା ଏତେ ଶୋଚନୀୟ ଯେ ଦୀର୍ଘ ୨ ଘଣ୍ଟା ର ଅପେକ୍ଷା ପରେ ମଧ୍ଯ ଦୁର୍ଘଟଣା ରେ ପୀଡ଼ିତ ମାଙ୍କଡ ଟିକୁ ବଞ୍ଚାଇପାରିଲୁ ନାହିଁ। ବକ୍ସି ବଜାର ସ୍ଥିତ ପଶୁ ଚିକିତ୍ସାଳୟ ଟି ଦେଖିବାକୁ ବହୁତ୍ ବଡ, ହେଲେ ସେଠି ସୁବିଧା କିଛି ନାହିଁ କହିଲେ ଚଳେ। ଆଉ କଟକ ର ବନ ବିଭାଗ ର କଥା ମଧ୍ୟ ତାଠୁ ବଳି। ଗୋଟେ ଜୀବ ଟି ଗୁରୁତର ଆହତ ହୋଇ ଛଟ ଛଟ ହେଉଥିବା ବେଳେ ବନ ବିଭାଗ କାର୍ଯ୍ୟାଳୟ ରୁ ଲୋକ ଆସୁଛନ୍ତି ପ୍ରାୟେ ୨ ଘଣ୍ଟା ପରେ, ସେ ବି ଅନେକ ଯୁକ୍ତିତର୍କ ପରେ।
କଟକ ପଶୁ ଚିକିତ୍ସାଳୟରେ ଉପସ୍ଥିତ ଡାକ୍ତର କେବଳ ଏକ ଯନ୍ତ୍ରଣା ନାଶକ ଟୀକା ଦେଇଥିଲେ ଏବଂ କହିଥିଲେ ଆମେ ଏଠାରେ ଏହାଠାରୁ ଅଧିକ ଆଉ କିଛି ବି କରିପାରିବୁ ନାହିଁ ଆଉ ଏଠାରେ କେବଳ ଗାଈ, କୁକୁର ଓ ବିଲେଇଙ୍କ ପାଇଁ ସୁବିଧା ଅଛି । ତେବେ ପଶୁ ଚିକିତ୍ସା କଣ କେବଳ ଗାଈ, କୁକୁର ଓ ବିଲେଇ ରେ ସୀମିତ ?
ଫୋନ କଲ୍ ରେ ବନ ବିଭାଗ ଅଧିକାରୀଙ୍କ ଅଜବ ଯୁକ୍ତି, "କିଛି ଜରୁରୀ ସୁବିଧା ନାହିଁ, ଆମେ ପହଁଚିବୁ ଅପେକ୍ଷା କର!!" ଆଉ ଥିଲା ଅତି ପତିଆରା ସହ କଥାବାର୍ତ୍ତା, ସତେ ଯେପରି ଆମେ ତାଙ୍କର ବହୁତ କିଛି ଧାରିଛୁ। ସତରେ ସେ ପ୍ରାଣୀ ମରୁ ବା ବଞ୍ଚୁ ତାଙ୍କର ଯେପରି କିଛି ଯାଏ ଆସେ ନାହିଁ ବୋଧହୁଏ ସରକାର ତାଙ୍କୁ ଏଇ ସବୁ ବେଧଡ଼କ ଓ ମନମୁତାବକ କାମ ପାଇଁ ମୋଟା ଅଙ୍କ ର ଦରମା ଦେଉଛନ୍ତି।
@ForestDeptt @ovc_unofficial @CMO_Odisha @svpmeds @BhartruhariM
@CuttackDM @sofiafirdous1 @souvicbiswal
Seriously is this your service ??
If this continues, i will be change companies.
@airtelindia @Airtel_Presence
1
42
Debasis Samantaray retweeted
This is the condition of the road leading to the International Barabati Stadium, a major area of Cuttack city.
Request to the authorities to immediately find a permanent solution
@CMCCuttack @CuttackDM
@sofiafirdous1
Debasis Samantaray retweeted
ନା ଅଛି ପୁରୁଣା ର ଯତ୍ନ, ନା ଅଛି ନୂଆ ର ଆଦର।
ଅଧା ରୁ ଅଧିକା ଦିନ ଅନ୍ଧାର ଆମ ରାଣୀହାଟ ଘଣ୍ଟା ଘର। ଘଣ୍ଟା ଘର ଟି ଠିକ୍ ସହର ର ବିପର୍ଯ୍ୟସ୍ତ ଓ ଅନ୍ଧାରୀ ବ୍ୟବସ୍ତା କୁ ସୂଚାଇ ଦେଉଛି।
ସହର ର ପରିମଳ ଠୁ ନେଇ ଅନ୍ୟ ସମସ୍ତ ମୌଳିକ ବ୍ୟବସ୍ଥା ର ଜଲ୍ଦୀ ସୁଧାରିବାକୁ @CMCCuttack
କୁ ଅନୁରୋଧ।
Rgds,
@TeamSCCPCT
@TeamSilverCity
This demand has been ours for a long time, it is your responsibility to fulfill it.
Regards
Team SCC
@sofiafirdous1 @CMO_Odisha @AnubhavMohanty_ @CuttackDM @BiswalSouvic
It has been 3 years since Cuttack and Team SCC celebrated March 1 as Dahibara Diwas, but since last year we have been requesting our Dahibara to get GI Tag status. Today on Dahibara Diwas we request you once again to give GI Tag status to Dahibara.
@CMO_Odisha @iammdmoquim
ଦୁଇ ଦିନ ପାଇଁ ଲାଗିଲା ଆମ କଟକ ସବୁଠୁ ସୁନ୍ଦର କିନ୍ତୁ ଏବେ ପୁଣି ଲାଗୁଚି ଆମ କଟକ ସେଇ ପୁରୁଣା ଖାଲ ଖମା, ନାଳ ନର୍ଦ୍ଦମା ଚାରି ଆଡେ଼ ଅସନା । ୨ ଦିନିଆ ସାଜସଜ୍ଜା କଣ ପାଇଁ ?
ସତରେ କଣ ଆମେ ବାହାର ଲୋକ ଙ୍କ ଉପରେ ଏତେ ନିର୍ଭରଶୀଳ କି ସେ ଆସିଲେ ସବୁ ଭଲ ହବ ସେ ଗଲା ପରେ ସବୁ ସରିଗଲା ?
@CMCCuttack @CMO_Odisha @sofiafirdous1
1
40
ବିଶ୍ଵ ସ୍ତରୀୟ ବାଲିଯାତ୍ରା ରେ ଜାଗା ପାଇଁ ନିଲାମ ଯୋଉଠି ହଉଚି ଏବଂ ଗୋଟେ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ସାମ୍ନାରେ ଏତେ ବଡ ନାଳ ଯୋଜନା କିଏ କରିଛି ? ଗନ୍ଧ ରେ ନାକ ଫାଟି ଯାଉଚି ।
କଟକ ଲୋକ ତ ସବୁ ଜାଣିଛନ୍ତି କିନ୍ତୁ ବାହାର ଲୋକ କଣ ଭାବୁଥିବେ ?
ତୁରନ୍ତ ସମାଧାନ ନିତ୍ୟାନ୍ତ ଆବଶ୍ୟକ ।
@CMCCuttack @SSingh_odisha @sofiafirdous1
Dumdar Look , Zabardast action , Powerful Voice as usual that's @AnubhavMohanty_ Bhai ❤️ for us Our SuperStar nd finally an Action Movie on d way.
Teaser out Now
youtu.be/pNYn3nIb8Ms?si=S8Lv…
26
The place is behind Munu Bhai Cha near Barbati Stadium. Lots of vehicles are running through this Road everyday. It has been 8 days since the street light was not working, which caused a lot of accidents. Please request it to be repaired immediately
@sofiafirdous1 @CMCCuttack
The Last Govt had started the process .It super disappointing that current government while making plans for a new stadium at Bhubaneswar says they have no such plans to renovate BARABATI
It’s a shameful statement.Plz tk an Action ASAP.
@CMO_Odisha @sofiafirdous1
@BhartruhariM
I bet U .... No one can match dis Personality 🥰
As an Actor & MP, I've passionately championed important issues in Lok Sabha. From my constituents' concerns to broader national matters, I've strived to make a difference. Here's a clip of my impactful speech.
#ActorPolitician #VoiceForChange #LokSabha #MakingADifference
@BJP4India
There's a new version of this post
1
46
Debasis Samantaray retweeted
Jai Shri Ram! 🏹
Presenting the perennial hymn, the #HanumanChalisa in the voice of @AnubhavMohanty_ - Coming soon!
@ajaypadhi1991 #JagratiShukla #HanumanChalisa #JaiShriRam #JaiShreeRam
ଆଉ କିଛି ଉଠିବା ବାକି ରହିଲା ନା ଏତିକି ?
ପ୍ରଶାସନ କୁ ଏତିକି ପ୍ରଶ୍ନ କି ସ୍ଥାନ ଅଭାବ ଆଳରେ ଯାହା ସବୁ କରୁଛନ୍ତି ସେଗୁଡା ସବୁ ଠିକ୍ ତ ? ଚାହିଁଲେ କଣ ଅଫିସ ପାଇଁ ଏଠି ଜାଗା ବାହାରିବନି ?
@MoSarkar5T @Naveen_Odisha
@BiswalSouvic @SSingh_odisha @iammdmoquim
Regards
@TeamSilverCity





















