ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ। 🇮🇳
ଆପଣଙ୍କ ସୁସ୍ଥ, ଦୀର୍ଘ ଓ ସଫଳ ଜୀବନ କାମନା କରୁଛି। ଦେଶ ସେବାରେ ଆପଣଙ୍କ ନିଷ୍ଠା ଓ ପ୍ରୟାସ ଜାରି ରହୁ। 🙏
#HappyBirthdayPM #NarendraModi #PMModi #BirthdayWishes #India
Many congratulations and heartfelt thanks to Hon’ble Shri Kiren Rijiju Sir. 🙏🌹
I am truly grateful to you for taking some valuable moments from your busy schedule to meet me and have a meaningful discussion with me about sports and the future of athletes.
ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଏହି ଶୁଭ ଅବସରରେ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🌸
ରାକ୍ଷୀ କେବଳ ଏକ ସୂତା ନୁହେଁ, ଏହା ହେଉଛି ସ୍ନେହ, ଶ୍ରଦ୍ଧା, ବିଶ୍ୱାସ, ସୁରକ୍ଷା ଓ ଭାଇ-ଭଉଣୀଙ୍କ ଅତୁଟ ସମ୍ପର୍କର ପବିତ୍ର ପ୍ରତୀକ। ଏହି ସ୍ନେହର ବନ୍ଧନ ସବୁବେଳେ ଅତୁଟ ରହୁ ।
5
992
Dr Dutee Chand Olympian retweeted
ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାରେ ଯାଜପୁରର ଗୌରବ, ଆନ୍ତର୍ଜାତିକ ଧାବିକା ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତା @DuteeChand, ସମସ୍ତ ଯୋଗ୍ୟ ଭୋଟରଙ୍କୁ ନିଜ ନାମ ଓ ତଥ୍ୟ ଭୋଟର ତାଲିକାରେ ସଠିକ୍ ଭାବେ ଯାଞ୍ଚ ଓ ଅଦ୍ୟତନ କରିବା ସହିତ ବୁଥ୍ ଲେଭେଲ୍ ଅଫିସର (BLO)ମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଜଣାଇଛନ୍ତି।
ସଫଳତା କେବଳ ପରିଶ୍ରମର ଫଳ ନୁହେଁ, ଏହା ଅନେକଙ୍କ ଭଲପାଇବା ଓ ଆଶୀର୍ବାଦର ପ୍ରତିଫଳନ।
"ନୂତନ ବର୍ଷ ଅବସରରେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇଲି।
3
9
719
Our DUTEECHAND SPORTS foundation Athletes PRATIK won gold in 200 mts with National Meet Record performance 21.24 sec .at junior national Athletic meet held at Bhubaneswar. Thanks to all odisha sports lovers Congratulations 🎊 #Pratik
3
807
ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଦୀର୍ଘ, ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିବା ସହ ସେ ଆହୁରି ଉତ୍ସାହ, ଆଗ୍ରହ ଓ କଠିନ ପରିଶ୍ରମ ସହ ଜନସେବା କରନ୍ତୁ ଏହା ହିଁ କାମନା। ମୋଦୀଜୀଙ୍କ ଜନ୍ମଦିନରେ ମହାପ୍ରଭୁ ତାଙ୍କ ଉପରେ ଆଶୀର୍ବାଦର ବର୍ଷା କରନ୍ତୁ ବୋଲି ପ୍ରାର୍ଥନା କରୁଛି
4
631
କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର Dutee chand athletics stadium ଠାରେ ଅନୁଷ୍ଠିତ ହୋଇଥିବା CBSE Athletics meet Cluster -2, ରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ସମ୍ମାନିତ କରିବା ସହିତ ସଫଳତା ହାସଲ କରିଥିବା କ୍ରୀଡାବିତ ମାନଙ୍କୁ ପଦକ ସହିତ ଟ୍ରଫି ବଣ୍ଟନ କରିଥିଲି।
1
6
677
BRONZE FOR INDIA! 🥉🇮🇳
The Indian men’s 4×100m relay team (Lalu Prasad Bhoi, Animesh Kujur, Manikanta Hoblidhar & Dondapati Jayaram) clocked 38.89s to clinch bronze at the 2025 World University Games!
କ୍ରୀଡା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ଆଜି ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କମିଶନ ଇଣ୍ଡିଆ ଦ୍ୱାରା ଭୁବନେଶ୍ୱର ଦି ପ୍ରେସିଡେନସି ହୋଟେଲ ରେ ସନ୍ନମାନ ଜନକ ଅନେରେବୁଲ ଡ଼କ୍ଟରରେଟ ଆୱାର୍ଡ ମୋତେ ପ୍ରଦାନ କରାଗଲା।
3
512
Very happy to share that 40 student-athletes from KIIT Deemed to be University will represent India at the World University Games 2025 in Germany — the highest from any university in the country.
It is a proud moment that out of 42 participants from Odisha, 40 are from KIIT,
1
9
896
ଜୟ ଜଗନ୍ନାଥ 🙏
ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ‘ସୁନାବେଶ’ ଅବସରରେ ଶୁଭେଚ୍ଛା । ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ମହାନ ପରମ୍ପରା ଆମ ଓଡ଼ିଶାର ଗର୍ବ ଓ ଗୌରବ । ମହାପ୍ରଭୁଙ୍କ ପାଖରେ ଆପଣଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି 🙏
2
12
589
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। #RathaJatra #ରଥଯାତ୍ରା
9
712
Many Many happy returns of the day happy birthday to you brother 🙏
#HappyBirthdaySir ଓଡ଼ିଶାର ପୂର୍ବ ତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ, ବରିଷ୍ଠ IAS ଅଫିସର 5T ର ମୁଖ୍ୟ Sri VK Pandian Sir ଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
6
695
ପବିତ୍ର “ମହାବିଷୁବ ସଂକ୍ରାନ୍ତି” ତଥା “ଓଡ଼ିଆ ନବବର୍ଷ” ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବବର୍ଷଟି ସୁଖ ଓ ସମୃଦ୍ଧିର ବର୍ଷ ହେଉ ।
9
474
ଚୌଦ୍ୱାର ସରକାରୀ ଓ.ଟି.ଏମ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ ଦିବସ ରେ ମୁଖ୍ୟ ଅତିଥି ଭାବ ଯୋଗ ଦେଇଥିଲି.ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ସନ୍ନମାନୀତି କରିଥିଲେ. ଆଗକୁ ପଢିବା ସହ କି ପରି କ୍ରୀଡା ରେ ଭଲ ପ୍ରଦର୍ଶନ କରିବେ ଉଦବୋଧନ ଦେଇଥିଲି
ଆଜି ନୂଆ ଦିଲ୍ଲୀର mirandahouse ରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ TDEX TAK କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜର ବ୍ୟକ୍ତିଗତ କ୍ରୀଡା ଜୀବନ ର ସଂଘର୍ଷପୂର୍ଣ୍ଣ କାହାଣୀ ଉପସ୍ଥାପନ କରିବା ସହିତ। ଆନ୍ତର୍ଜାତିକ TDEX TAK ଅନୁଷ୍ଠାନ କତୃପକ୍ଷ ଙ୍କ ହାତରୁ ସମ୍ବର୍ଦ୍ଧିତ ହୋଇଥିଲି।
@tedxspeaker
@Mirandahouse
5
463






































