ଯାଜପୁରର କଳା ଓ ସଂସ୍କୃତିର ଅନନ୍ୟ ପରିଚୟକୁ ଉଜ୍ଜ୍ୱଳ କରିବା ସହ କଳାକାରମାନଙ୍କ ପ୍ରତିଭାକୁ ନୂଆ ପରିଚୟ ଦେବା ଲକ୍ଷ୍ୟରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଚାଲିଛି ‘ଆମ କଳାକାର’ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା।
ଏହି ଚୟନ ପ୍ରକ୍ରିୟାରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ନିଜର କଳା ଓ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି।
ଏହି ଅବସରରେ ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ ଦଳର କଳା ପ୍ରଦର୍ଶନ ଦେଖିବା ସହ କଳାକାରମାନଙ୍କ ଉତ୍ସାହ ଓ ପ୍ରତିଭାକୁ ପ୍ରଶଂସା କରିଥିଲେ।
#AmaKalakara
'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬' ପାଳନ ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାମୂହିକ ଭାବେ ଶପଥ ପାଠ କରାଇଥିଲେ।
ଆଜି ସୁକିନ୍ଦା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ 'ଯୁଗ୍ମ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଥିଲା।
ଏହା ସହିତ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬' ପାଳନ ଅବସରରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଭାବେ ଦୁର୍ନିତି ନିବାରଣ ଶପଥ ପାଠ କରିଥିଲେ।
Collector & DM, Jajpur retweeted
🌟 ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! ଆପଣ ହିଁ ଗଣତନ୍ତ୍ରର ଅସଲି ଶକ୍ତି! 🗳️
🎯 ୧୮ ବର୍ଷ ହୋଇଗଲା କି? ତେବେ ଆଉ ଡେରି କାହିଁକି? ଆଜି ହିଁ ନୂତନ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରନ୍ତୁ!
📲 ECINET ଆପ୍ ଡାଉନଲୋଡ୍ କରନ୍ତୁ
📝 Form-6 ପୂରଣ କରନ୍ତୁ
✅ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ।
💪 ଆଜି ପଞ୍ଜୀକରଣ କରନ୍ତୁ, ଆସନ୍ତାକାଲି ଗଣତନ୍ତ୍ରକୁ ଆହୁରି ମଜବୁତ କରନ୍ତୁ!
✨ ଆପଣଙ୍କ ଗୋଟିଏ ପଦକ୍ଷେପ, ଗଣତନ୍ତ୍ର ପାଇଁ ଏକ ବଡ଼ ଅବଦାନ!
#ECINET #Form6 #NewVoter #CEOOdisha #MyVoteMyRight #ମୋଭୋଟମୋଅଧିକାର
ସେବା ସଂକଳ୍ପ ଅଭିଯାନ–୨୦୨୬ | ପରିବର୍ତ୍ତନର କାହାଣୀ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ ଅଧୀନରେ ଯାଜପୁର ପୌରପାଳିକାର ଦମୟନ୍ତୀ ସାହୁ ନିଜର ପକ୍କା ଘର ନିର୍ମାଣ କରି ସ୍ୱପ୍ନକୁ ସାକାର କରିଛନ୍ତି।
#SevaSankalpAbhiyan2026 #PMAYUrban2 #HousingForAll #JajpurMunicipality #Jajpur
ସେବା ସଂକଳ୍ପ ଅଭିଯାନ–୨୦୨୬ | ପରିବର୍ତ୍ତନର କାହାଣୀ
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଅଧୀନରେ ମାଛ ଚାଷ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି ଯାଜପୁରର ନମିତା ମିଶ୍ର। ନିଜ ଉଦ୍ୟମ ଓ ସରକାରୀ ସହାୟତାରେ ସେ ଆଜି ଆତ୍ମନିର୍ଭରତାର ନୂଆ ପରିଚୟ ସୃଷ୍ଟି କରିଛନ୍ତି।
#SevaSankalpAbhiyan2026 #MMKY #Jajpur
ସେବା ସଂକଳ୍ପ ଅଭିଯାନ–୨୦୨୬। ପରିବର୍ତ୍ତନର କାହାଣୀ
କୃଷକ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସ୍ୱପ୍ନକୁ ସାକାର କରୁଛି କୃଷି ବିଦ୍ୟାନିଧି ଛାତ୍ରବୃତ୍ତି ଯୋଜନା।
#SevaSankalpAbhiyan2026 #KrushiVidyaNidhi #Scholarship #EducationForAll #Jajpur
ସେବା ସଂକଳ୍ପ ଅଭିଯାନ – ୨୦୨୬। ପରିବର୍ତ୍ତନର କାହାଣୀ
ପ୍ରଧାନମନ୍ତ୍ରୀ ଜାତୀୟ ଡାଇଲିସିସ୍ କାର୍ଯ୍ୟକ୍ରମ(PMNDP) ଅଧୀନରେ ମାଗଣାରେ ଡାଇଲିସିସ୍ ଚିକିତ୍ସା ସେବା ପାଇ ସ୍ୱାସ୍ଥ୍ୟସେବା ଦିଗରେ ଆଶ୍ୱସ୍ତ ହେଉଛନ୍ତି ରୋଗୀ।
#SevaSankalpAbhiyan2026 #NationalDialysisProgramme #HealthcareForAll #Jajpur
ଆଜି ମାନ୍ୟବର ବଡ଼ଚଣା ବିଧାୟକ ଶ୍ରୀ @amarnayakodisha ଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବୌଦ୍ଧବିହାର ଉଦୟଗିରି ଠାରେ ହେବାକୁ ଥିବା ଦ୍ଵିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭବଙ୍କ ତୃତୀୟ ପ୍ରାର୍ଥନା ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ପର୍ବର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ସବୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ପୋଷଣ ମାସ ପାଳନ ଅବସରରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ "୯ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬" କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ଟିହୀନତାର ନିରାକରଣ, ତୃଣମୂଳ ସ୍ତରରେ ପୁଷ୍ଟିକର ଖାଦ୍ୟର ଉପଲବ୍ଧତା, ଶିଶୁ ଓ ମାତୃ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ।
ସେବା ସଂକଳ୍ପ ଅଭିଯାନ - ୨୦୨୬। ପରିବର୍ତ୍ତନର କାହାଣୀ
ଅଟଳ ବସ୍ ଷ୍ଟାଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଞ୍ଚଳବାସୀଙ୍କ ଯାତାୟାତକୁ ସୁବିଧାଜନକ କରିବା ସହ ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରୁଛି।
#SevaSankalpAbhiyan2026 #AtalBusStand #MukhyamantriBusSeva #PublicTransport #Jajpur
ରାଜ୍ୟରେ ଶିଳ୍ପ ବିକାଶ, ନିବେଶ ଓ ନିଯୁକ୍ତିର ନୂଆ ସମ୍ଭାବନା ନେଇ କଳିଙ୍ଗନଗର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ସହ ଶିଳ୍ପପତିମାନଙ୍କର ଏକ ଉଚ୍ଚସ୍ତରୀୟ ଗୋଲଟେବୁଲ୍ ବୈଠକ।
#Kalinganagar #Jajpur #IndustrialGrowth #Investment #Employment #Odisha
ତା ୧୪-୧୦-୨୦୨୬ରିଖରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ କରକମଳରେ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିଲା।
ଶିଳ୍ପ ବିକାଶ, ନିଯୁକ୍ତି ସୃଷ୍ଟି ଓ ସମୃଦ୍ଧ ଯାଜପୁର ଗଠନ ଦିଗରେ ଆଉ ଏକ ନୂଆ ପଦକ୍ଷେପ।
#Jajpur
Collector & DM, Jajpur retweeted
Hon’ble Chief Minister Shri @MohanMOdisha inaugurates the new plants of Jindal Stainless Limited and Indian Metals & Ferro Alloys Ltd. (IMFA) at Kalinganagar, Jajpur, marking a major milestone in Odisha’s industrial transformation and reinforcing the state’s emergence as a leading hub of manufacturing, investment and employment under the vision of a prosperous Odisha.



























