ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର (@Steel_Mines) profile picture

The department develops mineral resources via regulation and value addition to boost jobs, revenue, and growth.

Odisha
Joined February 2026
Photo by ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର (@Steel_Mines)Photo by ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର (@Steel_Mines)Photo by ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର (@Steel_Mines)Photo by ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର (@Steel_Mines)
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
ବାତ୍ୟା 'ଅର୍ଣ୍ଣବ' ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଜରୁରୀକାଳୀନ ରିଲିଫ୍ ସହାୟତା ବୃଦ୍ଧି କରାଯାଇଛି । ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଏବଂ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ✅ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ଏବଂ ୨,୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ✅ ସ୍ୱଚ୍ଛତା ଓ ତ୍ୱରିତ ବଣ୍ଟନ ସୁନିଶ୍ଚିତ କରିବାକୁ ତିନି ଜିଲ୍ଲାର ଜିଲ୍ଲାପାଳମାନେ ତୁରନ୍ତ ଯୋଗ୍ୟ ପରିବାରଗୁଡ଼ିକର ତାଲିକା ପ୍ରସ୍ତୁତ ଓ ଯାଞ୍ଚ କରିବେ । ✅ ୨,୫୦୦ ଟଙ୍କାର ଆର୍ଥିକ ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପଠାଯିବ ଏବଂ ବ୍ୟାଙ୍କ ସେବା ବାଧାପ୍ରାପ୍ତ ଥିବା ସ୍ଥାନରେ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥାରେ ବଣ୍ଟନ ହେବ । ✅ OSCSC ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମନ୍ୱୟରେ ବିନା କୌଣସି ବାଧାରେ ଚାଉଳ ଉଠାଣ ଓ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ✅ କାର୍ଯ୍ୟର ସ୍ୱଚ୍ଛତା ଏବଂ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ବ୍ଲକୱାରୀ ଦୈନିକ ରିପୋର୍ଟ ପ୍ରଦାନ କରାଯିବ ।
3
20
4
49
20,069
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
ସାମାଜିକ ନ୍ୟାୟ ଓ ଲୋକକଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ, ରାଜ୍ୟ ସରକାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ଏଣିକି ଯୋଗ୍ୟ ଆବେଦନକାରୀଙ୍କୁ ଆବେଦନର ପରବର୍ତ୍ତୀ ମାସରୁ ହିଁ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ। ଆସନ୍ତାକାଲି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ। #PensionForAll #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #PromiseDelivered
10
35
6
95
7,159
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
ଲୋକଙ୍କ ସରକାରରେ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ୍‌ ଅଧିକ ସମୃଦ୍ଧ ହେଉଛି। ସେମିକଣ୍ଡକ୍ଟରଠାରୁ ଡିଫେନ୍ସ ମାନୁଫ୍ୟାକ୍ଚରିଂ ପର୍ଯ୍ୟନ୍ତ ବିଭିନ୍ନ ଉଦୀୟମାନ କ୍ଷେତ୍ରରେ ନିବେଶ ଓ ଶିଳ୍ପ ସୁଯୋଗ ବଢ଼ାଇ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ହବ୍‌ ଭାବେ ଗଢ଼ିତୋଳିବାର ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। Under the Lokanka Sarkar, Odisha’s industrial ecosystem is rapidly expanding. From semiconductors to defence manufacturing, the government is taking significant steps to expand investment and industrial opportunities across emerging sectors, positioning Odisha as a leading industrial hub of the country.
16
7
1
68
8,755
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Vedanta Chairman Shri Anil Agarwal met Hon’ble Chief Minister Shri Mohan Charan Majhi at Loka Seva Bhawan today. The meeting focused on Vedanta’s ongoing projects and the State’s industrial growth and development.
5
17
1
201
15,519
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
ଲୋକଙ୍କ ସରକାରରେ କୃଷକ ଓ ସମବାୟକୁ ମିଳୁଛି ସର୍ବୋଚ୍ଚ ପ୍ରାଥମିକତା । କୃଷି ଓ ସମବାୟ କ୍ଷେତ୍ରକୁ ଆହୁରି ସଶକ୍ତ କରିବା ସହ କୃଷକଙ୍କ ଆୟ, ସୁବିଧା ଓ ସୁଯୋଗ ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆରମ୍ଭ କରିଛନ୍ତି ଅନେକ ଅଭିନବ ପଦକ୍ଷେପ । କୃଷକଙ୍କ ସମୃଦ୍ଧି, ସମବାୟର ସଶକ୍ତିକରଣ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ଏହି ଲକ୍ଷ୍ୟରେ ଆଗକୁ ବଢୁଛି ଓଡ଼ିଶା।
6
12
2
57
9,379
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିଙ୍କ ନିୟୋଜନକୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ପାଇଁ ଲୋକଙ୍କ ସରକାର ସଂପୂର୍ଣ୍ଣ ପ୍ରତିବଦ୍ଧ । ଗତ ୨ ବର୍ଷ ୩ ମାସ ଭିତରେ ନିଯୁକ୍ତି ମେଳା ମାଧ୍ୟମରେ ୪୬,୫୦୦ ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହା କେବଳ ନିଯୁକ୍ତି ନୁହେଁ ଏହା ହେଉଛି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କ ସରକାରଙ୍କ ଦୃଢ଼ ପଦକ୍ଷେପ ।
5
10
55
9,921
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
ରାଜ୍ୟ ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକାଭିମୁଖୀ କରିବା ସହ ଯୁବବର୍ଗଙ୍କ ପାଇଁ ନିୟମିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ପରିପ୍ରେକ୍ଷୀରେ, ଆଜି ଆୟୋଜିତ ହେବାକୁ ଥିବା ‘ନିଯୁକ୍ତି ମେଳା’ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha, ୧,୧୦୧ ଜଣ ନୂତନ ଚୟନିତ ପ୍ରାର୍ଥୀଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହା ସହିତ ଶିଶୁ, କିଶୋର ତଥା ଯୁବପିଢ଼ିଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ମାନସିକ ଆରୋଗ୍ୟ ସୁନିଶ୍ଚିତ କରିବା ଦିଗରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ‘ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ’ ପୁସ୍ତକ ମଧ୍ୟ ଲୋକାର୍ପିତ ହେବ।
4
12
31
8,553
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Hon’ble Chief Minister Shri @MohanMOdisha will hand over appointment letters to 1,100+ young aspirants at today’s Nijukti Mela, further strengthening the Government’s efforts towards expanding employment opportunities and empowering the youth of Odisha.
Every young aspirant carries a dream, and every dream deserves an opportunity. At today’s Nijukti Mela, I will distribute appointment letters to 1,100+ young aspirants, marking the beginning of a new professional journey. I extend my best wishes to all as they step forward to serve and contribute to the growth of Odisha. #NijuktiMela
5
6
26
10,803
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Today, Hon’ble Chief Minister Shri Mohan Charan Majhi begins his official visit to the UAE to engage with global investors, industry leaders and strategic institutions. The visit will further strengthen investment, trade and industrial partnerships between Odisha and the UAE, while showcasing the State’s immense potential across manufacturing, infrastructure, logistics and emerging sectors.
14
9
2
52
16,420
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
ଲୋକଙ୍କ ସରକାରରେ ବିକାଶ ଓ ଜନକଲ୍ୟାଣକୁ ମିଳୁଛି ନୂଆ ଗତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୪୭ତମ ବୈଠକରେ ୧୨ଟି ବିଭାଗର ମୋଟ ୧୮ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ଜନହିତକର ନିଷ୍ପତ୍ତିଗୁଡ଼ିକ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ସହ ଜନସାଧାରଣଙ୍କ ଜୀବନକୁ ସୁଗମ ଓ ସମୃଦ୍ଧ କରିବାରେ ସହାୟକ ହେବ।
1
16
2
38
10,233
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Odisha’s development agenda continues to advance with decisive measures focused on public welfare and good governance. At the 47th State Cabinet Meeting, chaired by Hon’ble Chief Minister Shri Mohan Charan Majhi, the State Cabinet approved 18 proposals across 12 departments. These important decisions, taken in the larger public interest, reaffirm the Government’s commitment to responsive governance, sustained development and inclusive growth, while creating greater opportunities and improving the quality of life for the people of Odisha.
7
27
1
63
9,662
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @mohanmodisha ବିପନ୍ନଙ୍କ ସୁରକ୍ଷା, ଜନଜୀବନକୁ ସ୍ୱାଭାବିକ କରିବା ଏବଂ କୃଷି, ଜୀବିକା, ଭିତ୍ତିଭୂମି ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୧୦୦୦ କୋଟି ଟଙ୍କାର ଏକ ଦଶ-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଅଧୀନରେ ବନ୍ୟା ପ୍ରଭାବିତ ଚାଷୀ, ମତ୍ସ୍ୟଜୀବୀ, କାରିଗର ଓ ବିପନ୍ନ ପରିବାରଗୁଡ଼ିକୁ ଆବଶ୍ୟକୀୟ ଆର୍ଥିକ, ବିହନ, ଖାଦ୍ୟ ଓ ସାମଗ୍ରୀ ସହାୟତା ଯୋଗାଇ ଦିଆଯିବ।
16
18
1
61
11,177
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Odisha's natural strengths continue to power India's industrial progress. As the No. 1 performer in the Resources pillar, the state produces nearly 50% of India's metallic minerals and contributes around 23% of the country's coal production. We remain committed to transforming these inherent strengths into greater value addition, industrial expansion and employment opportunities for our people. #InvestInOdisha #IndustrialGrowth
1
6
21
396
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
In just two years, Odisha’s skilling ecosystem has shifted into top gear. Under the leadership of Hon’ble Chief Minister Shri @mohanmodisha, industry-ready training, digital skilling and career guidance are equipping young people to dream bigger, skill smarter and stay ahead in a fast-changing world. #2YearsofLokankaSarakar #BikasharaDharaOdishaSara #2YearsOfSkillingOdisha
10
28
3
60
18,663
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Hon'ble Chief Minister Shri @MohanMOdisha engaged in discussions with a Japanese business delegation at the Convention Centre, Lok Seva Bhawan, on investment opportunities in Odisha, with a special focus on the growth of the green economy. On this occasion, a Memorandum of Cooperation (MoC) was signed with the ACME Group and IHI Corporation. The two companies have initiated plans to establish three projects in Odisha, involving an investment of approximately ₹67,000 crore and creating around 7,600 employment opportunities. @PMOIndia
8
28
1
114
21,227
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Hon'ble Chief Minister Shri @MohanMOdisha addressed an esteemed delegation of Japanese industry leaders at the Convention Center, Lokseva Bhawan today. The discussions on investment, technology, innovation, and shared growth reaffirm Odisha's commitment to strengthening economic ties with Japan and fostering new avenues of collaboration. Together, we are building a stronger Odisha and deepening the enduring India–Japan economic partnership. @PMOIndia
5
27
75
13,560
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Under the leadership of Hon'ble Chief Minister Shri @MohanMOdisha, the Cabinet has approved Gyanodaya – Shiksharu Samruddhi, a landmark initiative to ensure that no deserving student is deprived of education due to financial constraints. From KG to PG, eligible students in Government and Government-aided institutions will receive free education, benefiting over 3.2 million students every year and creating a more educated, skilled and empowered Odisha.
7
22
2
57
17,227
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Under the visionary leadership of Hon'ble Chief Minister Shri @MohanMOdisha, Odisha has taken another decisive step towards becoming a global powerhouse in clean energy and sustainable industrialisation with the signing of the landmark Memorandum of Cooperation with IHI Corporation and ACME Group. The proposed investment of ₹67,000 crore is expected to generate over 6,700 employment opportunities, drive green manufacturing, facilitate cutting-edge technology transfer, and further strengthen Odisha's position as a preferred global destination for future-ready industries and clean energy investments.
3
25
83
20,179
ଇସ୍ପାତ ଓ ଖଣି ବିଭାଗ, ଓଡିଶା ସରକାର retweeted
Under the visionary leadership of Hon'ble Chief Minister Shri @MohanMOdisha, Odisha continues to emerge as India's preferred investment destination. The landmark MoU between IPICOL and IHC marks a transformative step towards the country's largest FDI in the mining and metallurgy sector, with a proposed investment of USD 11.5 billion (₹1.10 lakh crore), creation of 53,500+ employment opportunities, and the development of an integrated aluminium value chain. This historic partnership reinforces Odisha's position as a global investment hub, driving industrial growth, economic prosperity, and sustainable development. @PMOIndia
12
32
1
151
17,213