Collector & DM, Jajpur retweeted
🌟 ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! ଆପଣ ହିଁ ଗଣତନ୍ତ୍ରର ଅସଲି ଶକ୍ତି! 🗳️
🎯 ୧୮ ବର୍ଷ ହୋଇଗଲା କି? ତେବେ ଆଉ ଡେରି କାହିଁକି? ଆଜି ହିଁ ନୂତନ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରନ୍ତୁ!
📲 ECINET ଆପ୍ ଡାଉନଲୋଡ୍ କରନ୍ତୁ
📝 Form-6 ପୂରଣ କରନ୍ତୁ
✅ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ।
💪 ଆଜି ପଞ୍ଜୀକରଣ କରନ୍ତୁ, ଆସନ୍ତାକାଲି ଗଣତନ୍ତ୍ରକୁ ଆହୁରି ମଜବୁତ କରନ୍ତୁ!
✨ ଆପଣଙ୍କ ଗୋଟିଏ ପଦକ୍ଷେପ, ଗଣତନ୍ତ୍ର ପାଇଁ ଏକ ବଡ଼ ଅବଦାନ!
#ECINET #Form6 #NewVoter #CEOOdisha #MyVoteMyRight #ମୋଭୋଟମୋଅଧିକାର
Collector & DM, Jajpur retweeted
Hon’ble Chief Minister Shri @MohanMOdisha inaugurates the new plants of Jindal Stainless Limited and Indian Metals & Ferro Alloys Ltd. (IMFA) at Kalinganagar, Jajpur, marking a major milestone in Odisha’s industrial transformation and reinforcing the state’s emergence as a leading hub of manufacturing, investment and employment under the vision of a prosperous Odisha.
Collector & DM, Jajpur retweeted
‘ଉତ୍କର୍ଷ ଓଡ଼ିଶା–ମେକ୍ ଇନ୍ ଓଡ଼ିଶା’ରୁ ଆରମ୍ଭ ହୋଇଥିବା ଶିଳ୍ପାୟନ ଯାତ୍ରା ଆଜି ସଫଳତାର ନୂଆ ସଫଳତା ହାସଲ କରିଛି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ₹୩,୧୧,୮୭୩ କୋଟିର ନିବେଶ ସହ ୧୫୧ଟି ପ୍ରକଳ୍ପର ଭୂମିପୂଜନ ଓ ଉଦ୍ଘାଟନ ହୋଇଥିବା ବେଳେ ୨.୪୦ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟିର ପଥ ପ୍ରଶସ୍ତ ହୋଇଛି। ନିବେଶରୁ ନିଯୁକ୍ତି, ଶିଳ୍ପାୟନରୁ ସମୃଦ୍ଧି ଏହି ସଂକଳ୍ପ ନେଇ ଆଗେଇ ଚାଲିଛି ଓଡ଼ିଶା।
The industrialisation journey launched with ‘Utkarsh Odisha – Make in Odisha’ has achieved significant progress. In less than two years, 151 projects have been inaugurated or had their foundation stones laid, attracting investments worth ₹3,11,873 crore and paving the way for over 2.40 lakh employment opportunities. From investment to employment, from industrialisation to prosperity, Odisha continues to move forward with this commitment.
Collector & DM, Jajpur retweeted
ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପାୟନ ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ଓ ଶିଳ୍ପାଞ୍ଚଳରେ ଅଧିକ ସ୍କିଲ୍ ସେଣ୍ଟର୍ ଖୋଲି ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ। ଶିଳ୍ପ ଉଦ୍ୟୋଗୀଙ୍କ ସହ ଆଲୋଚନା ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛି।
The government aims to promote industrialisation across every district of Odisha while creating employment opportunities for local youth. To achieve this, more skill centres will be established in every district and industrial area to provide industry-oriented training to young people.
Collector & DM, Jajpur retweeted
On the occasion of the inauguration of various industrial projects at Kalinganagar, Hon’ble Chief Minister Shri Mohan Charan Majhi interacts with industry leaders, discussing Odisha’s immense potential for industrial growth, investment and employment generation.
Collector & DM, Jajpur retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଯାଜପୁରର କଳିଙ୍ଗ ନଗରଠାରେ ପ୍ରାୟ ୩୯,୩୮୩ କୋଟି ଟଙ୍କାର ୪୬ଟି ବୃହତ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହେବାକୁ ଯାଉଛି।
ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ୪୨,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ।
Hon'ble Chief Minister Shri @MohanMOdisha will inaugurate and lay the foundation stone for 46 industrial projects valued at approximately ₹39,383 crore at Kalinga Nagar, Jajpur.
These strategic investments are projected to generate over 42,000 employment opportunities, reinforcing the State's journey towards sustainable industrial excellence and holistic progress.
Collector & DM, Jajpur retweeted
ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ ଏବଂ ଡିଜିଟାଲ୍ ମାଧ୍ୟମରେ ମିଥ୍ୟା ତଥ୍ୟ ତଥା ଗୁଜବର ମୁକାବିଲା ପାଇଁ ଏକ କଡ଼ାକଡ଼ି ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୂଚନା ସେବା ଅଧିକାରୀମାନଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ଆଜିର ଯୁବ ବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଏବଂ ଏଆଇ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଂଚାର ବା ଯୋଗାଯୋଗ ପାଇଁ ଆମକୁ ମଧ୍ୟ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍ଗୁଡ଼ିକୁ ଆପଣାଇବାକୁ ପଡ଼ିବ ବୋଲି ସୂଚନାସେବା ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Collector & DM, Jajpur retweeted
An impactful helmet distribution drive, spread awareness through leaflet distribution, and took a collective Road Safety Pledge to look out for one another on the roads organised by RTO Chandikhole On the eve of the "Seva Sankalp Abhiyan", @STAOdisha @dm_jajpur.
Collector & DM, Jajpur retweeted
ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! 🗳️
କୌଣସି ଯୋଗ୍ୟ ମତଦାତାଙ୍କ ନାମ ବାଦ୍ ପଡ଼ିବ ନାହିଁ।
୭, ୮ ଓ ୯ ଅକ୍ଟୋବର ୨୦୨୬ରେ ଆୟୋଜିତ ସ୍ୱତନ୍ତ୍ର ଅଭିଯାନରେ ଯୋଗଦିଅନ୍ତୁ।
ନାମ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଓ ନୂତନ ଯୁବ ମତଦାତାମାନେ Form-6 ମାଧ୍ୟମରେ ପଞ୍ଜୀକରଣ କରନ୍ତୁ।
📍 ନିକଟସ୍ଥ ମତଦାନ କେନ୍ଦ୍ରରେ ଆୟୋଜିତ ବିଶେଷ ଶିବିରକୁ ଆସନ୍ତୁ।
#SpecialDrive #VoterEnrolment #CEOOdisha #Odisha #ApanankaVoteApanankaAdhikara – at Vishakhapatnam, India
Under the SSEPD Department, Odisha, battery-operated tricycles were distributed to 59 students with disabilities pursuing higher education across 24 institutions in Jajpur district, in the presence of Jajpur District Collector Shri Ambar Kumar Kar, supporting accessible and independent mobility.
#SSEPD #Odisha #Jajpur #DisabilityInclusion #DivyangjanEmpowerment #AccessibleOdisha #InclusiveEducation #HigherEducation #SevaSankalpAbhiyan #EmpoweringYouth #2YearsofLokankaSarakar #BikasharaDharaOdishaSara
@CMO_Odisha @NityanandaBJP @Drbrindhadeva1 @brindhaselva @MSJEGOI @siepodisha @state_scpd @dm_jajpur @DSSOJAJPUR @BDO_Jajpur
Collector & DM, Jajpur retweeted
ଓଡ଼ିଶାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରିବା ଉଦ୍ଦେଶ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେଉଛି ୪୪ ଦିନ ବ୍ୟାପୀ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ।
ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ସାମିଲ ହୋଇ ଏକ ଶିଶୁ ଶ୍ରମ ମୁକ୍ତ ତଥା ସମୃଦ୍ଧ ଓଡ଼ିଶା ଗଠନରେ ସହଭାଗୀ ହେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।
Collector & DM, Jajpur retweeted
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସ୍ୱଚ୍ଛତା ହିଁ ସେବାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବା ପାଇଁ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା।
ସାମୂହିକ ସହଭାଗିତାରେ ସାର୍ବଜନୀନ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ କରାଯିବା ସହ ସ୍ୱଚ୍ଛ ପରିବେଶ, ସୁସ୍ଥ ଜୀବନ ଓ ସୁନ୍ଦର ସମାଜ ଗଠନ ପାଇଁ ସଚେତନତାର ବାର୍ତ୍ତା ଦିଆଯାଇଥିଲା।
ସ୍ୱଚ୍ଛତା ଆମର ଦାୟିତ୍ୱ, ସେବା ଆମର ସଂକଳ୍ପ।
#SevaSankalpAbhiyan2026 #SwachhataHiSeva #SHS2026 #Jajpur #CleanlinessDrive #SwachhBharat @CMO_Odisha @RabiNaikBJP @dm_jajpur @zp_jajpur
Collector & DM, Jajpur retweeted
#SevaSankalpAbhiyanDipa Prajwallan Programme at Chhatia Jagannath Temple in Presence of Smt. Debajani Pradhan District President.
Collector & DM, Jajpur retweeted
#SevaSankalpAbhiyan
Dipa prajwallan Programme at Mahabinayak Temple in Presence of Hon'ble MLA Badachana
Collector & DM, Jajpur retweeted
ପବିତ୍ର ବ୍ୟାସ ସରୋବର ପୀଠରେ ଆୟୋଜିତ ଭବ୍ୟ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ବିଡ଼ିଓ, କୋରାଇ, କାର୍ଯ୍ୟ ନିର୍ବାହୀ ଅଧକାରୀ , ବ୍ୟାସ ନଗର ପୌର ପାଳିକା ଏବଂ ଅଞ୍ଚଳର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ମାତୃଶକ୍ତିଙ୍କ ଉପସ୍ଥିତ ଥିଲେ। @CMO_Odisha @dm_jajpur
Collector & DM, Jajpur retweeted
କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ‘ସି.ଏମ୍-କିଷାନ୍’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୧ ଲକ୍ଷରୁ ଅଧିକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରିଛନ୍ତି। ଏହି ଅର୍ଥ ଆଗାମୀ ରବି ଫସଲ ପାଇଁ ଅତ୍ୟାବଶ୍ୟକ କୃଷି ସାମଗ୍ରୀ କ୍ରୟ କରିବାରେ ବିଶେଷ ସହାୟକ ହେବ।
'ସମୃଦ୍ଧ କୃଷକ ଯୋଜନା'ରେ ଧାନର କ୍ୱିଣ୍ଟାଲ ପିଛା ଉଚିତ୍ ମୂଲ୍ୟ ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ 'କୃଷି ବିଦ୍ୟାନିଧି' ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।
Collector & DM, Jajpur retweeted
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ଓଡ଼ିଶାର ବୌଦ୍ଧ ଐତିହ୍ୟ । ଯାଜପୁର ଜିଲ୍ଲା ସ୍ଥିତ ଉଦୟଗିରିରେ ସ୍ଥାପନ ହେବାକୁ ଯାଉଛି 'ଦ୍ୱିତୀୟ ବୁଦ୍ଧ' ଗୁରୁ ପଦ୍ମସମ୍ଭବଙ୍କ ୪୫ ଫୁଟ ଉଚ୍ଚର ବିଶାଳ ପ୍ରତିମା। ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ବ୍ୟୟରେ ଏବଂ ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ବୌଦ୍ଧ ସଂସ୍କୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଏବଂ ପ୍ରାଚୀନ ବୌଦ୍ଧ ବିହାର, ସ୍ତୂପ, ମୂର୍ତ୍ତି ଓ ପ୍ରତ୍ନତାତ୍ତ୍ୱିକ ଅବଶେଷ ପାଇଁ ପ୍ରସିଦ୍ଧ ରତ୍ନଗିରି, ଉଦୟଗିରି ଓ ଲଳିତଗିରିକୁ ନେଇ ଗଠିତ 'ଡାଇମଣ୍ଡ ଟ୍ରାଏଙ୍ଗଲ' (ହୀରକ ତ୍ରିଭୁଜ) ବୌଦ୍ଧ ସର୍କିଟକୁ ଅଧିକ ମଜଭୁତ କରିବା। ବନାରସରୁ ଆସିଥିବା ଚୂନ ପଥରରେ ମୁଖ୍ୟ ମୂର୍ତ୍ତି ଏବଂ ନୀଳଗିରିର କଳା ମୁଗୁନି ପଥରରେ ୪ ଫୁଟର ପାର୍ଶ୍ୱ ମୂର୍ତ୍ତି ନିର୍ମାଣ ହେଉଛି ।
ଯାଜପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଦେଢ଼ ଏକର ଜମିରେ, ଆମେରିକାର ‘ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ ଇଣ୍ଟରନେସନାଲ’ର ସହଯୋଗରେ ଆର୍ଯ୍ୟଦେଶ ସାଂସ୍କୃତିକ ସଂରକ୍ଷଣ କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହା ନିର୍ମିତ ହେଉଛି।
#culture #OdishaCulture #Odisha #GuruPadmasambhava #Udayagiri #DiamondTriangle #OdishaHeritage
Collector & DM, Jajpur retweeted
ସ୍ୱାୟତ୍ତ ଶାସନ ଦିବସ- ୨୦୨୬ ଅବସରରେ ବ୍ୟାସ ନଗର ଟାଉନହଲ ଠାରେ ମାନ୍ୟବର ମନ୍ତ୍ରୀ ସମବାୟ , ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରାଧ୍ୟକ୍ଷ, ପାରିଷଦବୃନ୍ଦ, ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l
Collector & DM, Jajpur retweeted
Celebration of Local Self Government Day on 31 st August 2026 in Jajpur Municipality. @HUDDeptOdisha @dm_jajpur






















































