Collector & DM, Malkangiri (@dm_malkangiri) profile picture

Office of the District Magistrate, Malkangiri

Malkangiri, India
Joined June 2019
Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)
ସମ୍ଭାବ୍ୟ ବାତ୍ୟା 'ଆକଭାନ'ର ମୁକାବିଲା ନିମନ୍ତେ ଜିଲ୍ଲାପାଳ, ମାଲକାନଗିରିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଲାଇନ୍ ବିଭାଗର ମୁଖ୍ୟ ଅଧିକାରୀ, ବିଡିଓ ଓ ତହସିଲଦାରମାନେ ଯୋଗଦେଇ ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। @rdmodisha
1
237
The District-Level Essay and Quiz Competition was successfully held on 17.11.2026 at FLC Hall, Collectorate, Malkangiri, with enthusiastic participation from selected students of 146-Malkangiri (ST) and 147-Chitrakonda (ST) Assembly Constituencies.
1
3
437
The programme was graced by the ADM (General), ADM (Revenue), Sub-Collector-cum-SVEEP Nodal Officer, Principal, college staff and officials of the District Election Office and Sub-Collector's Office. Celebrating youth participation and strengthening electoral awareness!
2
34
Collector & DM, Malkangiri retweeted
ମାଲକାନଗିରିରେ ଶିଳ୍ପଭିତ୍ତିକ ବିକାଶ ଓ ନିବେଶକୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ। ₹୪,୨୦୦ କୋଟିର ଶିଳ୍ପ ନିବେଶ ଜିଲ୍ଲାରେ ନୂତନ ଶିଳ୍ପ ସମ୍ଭାବନା ସୃଷ୍ଟି କରିବା ସହ ଶିଳ୍ପଭିତ୍ତିକ ବିକାଶକୁ ନୂଆ ଦିଗ ଦେବ। ‘ଟିମ୍ ମାଲକାନଗିରି’ ମାଧ୍ୟମରେ ସମନ୍ୱିତ ପ୍ରୟାସକୁ ଗୁରୁତ୍ୱ ଦେଇ ଶିଳ୍ପ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କ୍ଷେତ୍ରରେ ଜିଲ୍ଲାର ସାମଗ୍ରିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି। #MalkangiriDevelopment #ViksitOdisha #Malkangiri
5
24
7,578
Collector & DM, Malkangiri retweeted
ଜନଜାତି ସମାଜର ଆର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ଜୀବିକା ସୃଷ୍ଟି ଦିଗରେ ରାଜ୍ୟ ସରକାରଙ୍କ ଏକ ଦୂରଦର୍ଶୀ ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦’। ଏହି ମିଶନ ମାଧ୍ୟମରେ ୧୯ଟି ଜିଲ୍ଲାର ୧୩୪ଟି ବ୍ଲକର ପ୍ରାୟ ୮ ଲକ୍ଷ ଜନଜାତି ଓ PVTG ପରିବାର ଉପକୃତ ହେବେ। ଆଗାମୀ ୫ ବର୍ଷରେ ଜୀବିକାର ନୂତନ ସୁଯୋଗ, ଆୟ ବୃଦ୍ଧି ଓ ଆର୍ଥିକ ସ୍ୱାବଲମ୍ବନ ମାଧ୍ୟମରେ ଜନଜାତି ପରିବାରଙ୍କ ଜୀବନଜୀବିକାରେ ସ୍ଥାୟୀ ପରିବର୍ତ୍ତନ ଆଣିବା ଏହି ମିଶନର ଲକ୍ଷ୍ୟ। #TribalEmpowerment #ViksihtOdisha
5
23
8,028
ଆଜି ମାଲକାନଗିରି ଜିଲ୍ଲାପାଳ ଖଇରପୁଟ ବ୍ଲକ୍ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରିବା ସହ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
1
1
6
745
ଏହାପରେ ଜିଲ୍ଲାପାଳ ଗୁମ୍ମା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ରାଜସ୍ୱ ନଥିପତ୍ରର ସମୀକ୍ଷା କରିଥିଲେ। ସମୟସୀମା ମଧ୍ୟରେ ଜାତିଗତ, ଆବାସିକ ଓ ଆୟ ପ୍ରମାଣପତ୍ର ପ୍ରଦାନ ସହ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଜମି ପଟ୍ଟା ଏବଂ ମ୍ୟୁଟେସନ୍ ମାମଲାଗୁଡ଼ିକର ତୁରନ୍ତ ଫଇସଲା କରିବାକୁ ସେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
62
ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ମାଲକାନଗିରି ସ୍ଥିତ DNK ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ ‘ଜନଜାତୀୟ ଗୌରବ ଦିବସ’ ପାଳିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମାଲକାନଗିରିର ବିକାଶ ପାଇଁ ୧୬୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବା ସହ
1
9
593
୪,୨୦୦ କୋଟି ଟଙ୍କାର ୨ଟି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି। #JanajatiyaGauravDivas #Malkangiri #TeamMalkangiri #Odisha
2
73
ଆସନ୍ତାକାଲି ୧୫.୧୧.୨୦୨୬ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ଅବସରରେ DNK Ground ନିକଟସ୍ଥ ରୁଟ୍ ଏବଂ ପାର୍କିଂ ବ୍ୟବସ୍ଥା ଜାରି କରାଯାଇଛି। ଶୃଙ୍ଖଳିତ ଯାତାୟାତ ପାଇଁ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରି ପ୍ରଶାସନକୁ ସହଯୋଗ କରନ୍ତୁ।
6
995
Today’s Assembly Constituency Level Essay and Quiz Competition for 147-Chitrakonda (ST) AC, Malkangiri District, saw incredible participation from young minds.
1
10
644
The event was graced by the ERO, 147-Chitrakonda(ST)-cum-ADM (General), Malkangiri, inspiring students to engage deeply with our democratic roots. #ELC #SVEEP #elccompetitions2026 #essaycompetition #quizcompetition #youngvoters #VoterAwareness #Malkangiri #Odisha #odishaceo
1
100
Assembly constituency level Essay and Quiz competition of 146-Malkangiri (ST) AC conducted at Government Science College, Malkangiri under Electoral Literacy Club( ELC). @OdishaCeo @IPR_Odisha #ELC #SVEEP #elccompetitions2026 #quizcompetition #youngvoters #Malkangiri #Odisha
7
447
The review of ICDS project by Sub Collector & Chairman, with CDPOs,supervisors, Poshan teams and UNICEF staff was held today with focusing on precise child growth measurement,SAM and MAM identification,THR distribution,AWC infrastructure and advancing the Suposhit Odisha Mission.
5
631
ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର 'ଜଳ ସୁରକ୍ଷା କାର୍ଯ୍ୟ ଯୋଜନା' ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଜଳ ସଂରକ୍ଷଣ, ସଠିକ୍ ଜଳ ପରିଚାଳନା
1
3
601
ଏବଂ ସମସ୍ତଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ପଦକ୍ଷେପ ନିଆଯିବ, ସେ ନେଇ ଏହି ସଭାରେ ଗୁରୁତ୍ୱାରୋପ କରାଯାଇଛି। #Malkangiri #DistrictAdministration #WaterSecurity #JalSuraksha #CollectorMalkangiri #Odisha #WaterConservation
75
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜୁମଡାଙ୍ଗ ଗ୍ରାମର ବିକାଶ ତଥା ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏଫ.ଏଲ.ସି (FLC) ହଲ୍‌ ଠାରେ ଗ୍ରାମବାସୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ତୃଣମୂଳ ସ୍ତରରେ ସମସ୍ତ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ସାଧାରଣ
1
1
436
ଜନତାଙ୍କ ମୌଳିକ ସୁବିଧାକୁ ସୁନିଶ୍ଚିତ କରିବା ଦିଗରେ ଏହି ସିଧାସଳଖ ଆଲୋଚନା କରାଯାଇଥିଲା, ଯାହାକି ଲୋକାଭିମୁଖୀ ଶାସନ ଓ ଜନକଲ୍ୟାଣ ପ୍ରତି ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି। @IPR_Odisha #DistrictAdministration #Collector #PublicMeeting #PublicGrievance #Development #Governance
42
ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଏବଂ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଭିନ୍ନ ରାଜସ୍ୱ ଓ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପ ଏବଂ ସରକାରୀ ଯୋଜନାର ସ୍ଥିତି ଓ ଅଗ୍ରଗତି ନେଇ ଏଥିରେ ବିସ୍ତୃତ ଆଲୋଚନା କରାଯାଇଥିଲା। @rdmodisha @IPR_Odisha
4
553
ବାଲିମେଳା ଚିକିତ୍ସାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ। ଏହି ସମୀକ୍ଷା ସମୟରେ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚମାନର ନିର୍ମାଣ କାର୍ଯ୍ୟ ଶେଷ କରିବା, ୨୪ ଘଣ୍ଟିଆ ଜଳ ଓ ବିଦ୍ୟୁତ ଯୋଗାଣ ସହ ଉତ୍ତମ ଡ୍ରେନେଜ୍ ବ୍ୟବସ୍ଥା କରିବା,
2
1
8
633
ରୋଗୀଙ୍କ ସୁବିଧା ପାଇଁ OPD ଓ ଜରୁରୀକାଳୀନ ୱାର୍ଡର ସଠିକ୍ ପରିଚାଳନା, ଅଗ୍ନିନିର୍ବାପକ ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା, ଏବଂ ମେଡିକାଲ ବର୍ଜ୍ୟବସ୍ତୁ ନିଷ୍କାସନ ସହ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। @HFWOdisha @IPR_Odisha
52