OMC has signed an MoU with AMD, Hyderabad to collaborate on the exploration and development of critical minerals in Odisha
@odisha_mining
@CMO_Odisha
psuwatch.com/newsupdates/omc…
Odisha Mining Corporation retweeted
The new DMF distribution system brings a massive shift in grassroots development. Through transparent and fair funding for directly and indirectly affected people, and enhanced inter-district synergy, the true benefits of mineral wealth are reaching the citizens. Transforming mining hubs into centers of modern amenities and prosperity.
Odisha Mining Corporation retweeted
ଓଡ଼ିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବାକୁ ଯାଉଛନ୍ତି।
Odisha Mining Corporation retweeted
ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ଆମର ମାତୃଶକ୍ତିର ଅବଦାନ ଅତୁଳନୀୟ। ରାଜ୍ୟର ଖଣିଜ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବିନିଯୋଗ ସହ ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଓଡ଼ିଶା ଖଣି ନିଗମ (OMC) ନିରନ୍ତର କାର୍ଯ୍ୟ କରୁଛି।
ମିଶନ ଶକ୍ତି ଓ ସୁଭଦ୍ରା ଯୋଜନା ମାଧ୍ୟମରେ ଆଜି ରାଜ୍ୟର ଲକ୍ଷ ଲକ୍ଷ ଦିଦି ସମାଜରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟକୁ ଅତିକ୍ରମ କରି ଓଡ଼ିଶାର ଅନେକ ମହିଳା ଆଜି ସଫଳତାର ସହ ଆଗକୁ ବଢୁଛନ୍ତି, ଯେଉଁଥିରେ OMCର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଛି। ବିକଶିତ ଓଡ଼ିଶା ଗଠନରେ ଏହି ଭାଗିଦାରୀ ଆମ ପ୍ରଗତିର ଯାତ୍ରାକୁ ଆହୁରି ସଦୃଢ଼ କରୁଛି।
Odisha Mining Corporation retweeted
ଓଡ଼ିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦ୍ୱାରା ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କାଳିଆପାଣି ସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ସହ BLS ଆମ୍ବୁଲାନ୍ସ ସେବା, ‘O-SWASTHYA’ ଏବଂ ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର (iOMC) ର ଶୁଭାରମ୍ଭ କରାଯାଇଛି। ଖଣିଜ ସମ୍ପଦର ସଦୁପଯୋଗ ସହ ଜନସାଧାରଣଙ୍କ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ।
Odisha Mining Corporation retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଓଡ଼ିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇଛନ୍ତି। ଓଏମ୍ସି କେବଳ ଏକ ବ୍ୟବସାୟିକ ସଂସ୍ଥା ଭାବେ ନୁହେଁ, ବରଂ ଓଡିଶାର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ନିଗମ ତାର ଲାଭାଂଶର ଏକ ବଡ଼ଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏପରିକି ରାଜ୍ୟରେ ମୂଲ୍ୟବାନ୍ ଖଣିଜ ସମ୍ପଦକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରି ଓଏମ୍ସି ଆଜି ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରଖୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
Odisha Mining Corporation retweeted
ଓଡ଼ିଶା ଖଣି ନିଗମ (OMC)ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲି । ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ଶିଳ୍ପାୟନର ଏକ ପ୍ରମୁଖ ସ୍ତମ୍ଭ ଭାବେ ଓଏମସି ଖଣିଜ ଉତ୍ତୋଳନ ଏବଂ ବ୍ୟବସାୟିକ କାରବାର କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ଆମ ପ୍ରଗତିର ଯାତ୍ରାକୁ ଅଧିକ ସୁଦୃଢ଼ କରିଛି। ଏହି ଅବସରରେ ଯାଜପୁରର କାଳିଆପାଣିଠାରେ ନିର୍ମିତ 'ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ'ର ସ୍ଥାୟୀ କ୍ୟାମ୍ପସ୍ ଉଦ୍ଘାଟନ ସହ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ଏବଂ ଡିଜିଟାଲ୍ ହେଲ୍ଥ କେୟାର ପ୍ଲାଟଫର୍ମ 'O-SWASTHYA'ର ଲୋକାର୍ପଣ କରାଯାଇଛି, ଯାହା ଖଣି ଅଞ୍ଚଳର ଜନସାଧାରଣଙ୍କ କଲ୍ୟାଣ ଦିଗରେ ଆମର ଲୋକକୈନ୍ଦ୍ରିକ ପ୍ରୟାସକୁ ଦର୍ଶାଉଛି। ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ସବୁଜ ସୁରକ୍ଷାକୁ ଆଦରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଗମର ସାମାଜିକ ଦାୟିତ୍ଵବୋଧ (CSR) ପଦକ୍ଷେପ ବେଶ୍ ପ୍ରଶଂସନୀୟ। ରାଜ୍ୟକୁ ସମୃଦ୍ଧ କରୁଥିବା ଆମର ଶ୍ରମିକ ଭାଇଭଉଣୀ ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାକୁ ମୁଁ ସମ୍ମାନ ଜଣାଉଛି। ନୂଆ ଚିନ୍ତାଧାରା ଓ ସ୍ୱଚ୍ଛ ପରିଚାଳନା ସହ ଓଏମସି ‘ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ’ର ଦୂରଦୃଷ୍ଟିକୁ ସାକାର କରିବାରେ ନିରନ୍ତର ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ।
Odisha Mining Corporation retweeted
ଓଡିଶା ବଜେଟ୍ ୨୦୨୬-୨୭: ଖଣି ଓ ଧାତୁ କ୍ଷେତ୍ରରେ ଓଡିଶାର ନୂଆ ଅଧ୍ୟାୟ (ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀ ସମ୍ପଦ ଯୋଜନା) @CMO_Odisha
Odisha Mining Corporation retweeted
Chief Secretary Smt. Anu Garg interacts with Civil Service aspirants of Kandhamal, supported by OMC. District administration's 'Civil Services Coaching' initiative paves the way for a brighter future! #Kandhamal #CivilServices
Odisha Mining Corporation retweeted
Under the visionary leadership of Hon'ble CM Shri @MohanMOdisha, Odisha Mining Corporation continues to register strong operational performance, with iron ore production reaching 24.88 million tonnes and total mineral output of 29.03 million tonnes in FY 2025-26 as on 31 December 2025.
The achievement reflects focused governance, improved operational efficiency, and adherence to scientific and sustainable mining practices. OMC’s consistent performance is strengthening Odisha’s industrial ecosystem and reaffirming the State’s position as a leading mining and resource-driven growth hub. @odisha_mining
Odisha Mining Corporation retweeted
𝐅𝐢𝐫𝐬𝐭𝐬 𝐚𝐫𝐞 𝐚𝐥𝐰𝐚𝐲𝐬 𝐬𝐩𝐞𝐜𝐢𝐚𝐥 ❤️
India’s maiden bronze medal at the FIH Hockey Men's Junior World Cup and what a way to do it. 🥉🇮🇳
#HockeyIndia #IndiaKaGame #FIHMensJuniorWorldCup #RisingStars #JWC2025
Odisha Mining Corporation retweeted
ମାଟି ହେଉଛି ଆମ ଜୀବନର ମୂଳଦୁଆ ଏବଂ ପୃଥିବୀରେ ଜୀବନ ସଞ୍ଚାର ଓ ପ୍ରବାହକୁ ବଜାୟ ରଖିବାର ଅକ୍ଷୟ ଶକ୍ତି। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦ ଉପରେ ହିଁ ଆମର ଖାଦ୍ୟ, ଜଳ ଓ ପରିବେଶର ସନ୍ତୁଳନ ନିର୍ଭର କରେ। ତେଣୁ, ଆଜି "ବିଶ୍ଵ ମୃତ୍ତିକା ଦିବସ" ଅବସରରେ ଆସନ୍ତୁ ସମସ୍ତେ ମିଳିମିଶି ଏହି ମାଟିର ଗୁଣବତ୍ତା ଓ ସୁରକ୍ଷା ପାଇଁ କାର୍ଯ୍ୟ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ନିମନ୍ତେ ସଙ୍କଳ୍ପ ନେବା।
Odisha Mining Corporation retweeted
𝐆𝐎𝐋𝐃𝐄𝐍 𝐃𝐀𝐘 𝐅𝐎𝐑 𝐈𝐍𝐃𝐈𝐀 🇮🇳
Both the Men’s and Women’s Indian teams have emerged as Asian Champions, winning GOLD at the Asian Masters Hockey Cup in Hong Kong! 🥇🔥
A historic double victory for the nation! 👏
#HockeyIndia #IndiaKaGame
Odisha Mining Corporation retweeted
𝗖𝗛𝗔𝗠𝗣𝗜𝗢𝗡𝗦 𝗖𝗥𝗢𝗪𝗡𝗘𝗗 🏆
#MenInBlue outplayed Korea with a spectacular performance to be crowned champions of the Hero Asia Cup Rajgir 2025 and booked their ticket for the 2026 FIH Men's Hockey World Cup. 🏑
Heartiest congratulations, #TeamIndia! 🇮🇳
#OdishaForHockey #IndiaKaGame #HumSeHaiHockey #HeroAsiaCupRajgir
𝗖𝗵𝗮𝗺𝗽𝗶𝗼𝗻𝘀 𝗼𝗳 𝗔𝘀𝗶𝗮! 🏆🇮🇳🔥
India reign supreme at the Hero Asia Cup Rajgir, Bihar 2025 with a stellar campaign to lift the crown — their fourth Asia Cup title. 👑
#HockeyIndia #IndiaKaGame #HumseHaiHockey #HeroAsiaCupRajgir
Odisha Mining Corporation retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଓଡ଼ିଶା ଖଣି ନିଗମର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ୨୦୨୫-୨୬ ରେ ଓଏମସି ୫୦ ମିଲିଅନ ଟନ ଖଣିଜ ପଦାର୍ଥ ଉତ୍ପାଦନ କରିବା ସହ ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଖଣି ଅଞ୍ଚଳରେ ଜଙ୍ଗଲ ସମ୍ପଦର ଅଭିବୃଦ୍ଧି, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜରିଆରେ ସ୍ଥାନୀୟ ଲୋକଙ୍କ ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।
Odisha Mining Corporation retweeted
A dominant start to the Europe Tour for our India ‘A’ squad. 💪🏻
Our Indian Men's Hockey Team outclassed Ireland with a commanding 6–1 victory.
Goals from Uttam Singh, Amandeep Lakra, Aditya, Karthi Selvam, and Boby highlighted a true team performance.
A strong statement to kick off the campaign.🏑
#HockeyIndia #IndiaKaGame
.
.
.
@CMO_Odisha @IndiaSports @sports_odisha @Media_SAI
Odisha Mining Corporation retweeted
A Silent Illness, a Mobile Doctor, and a New Beginning in Odisha’s Hills
sambadenglish.com/news-from-…
Odisha Mining Corporation retweeted
A power-packed 3–1 win for our Junior Men in Blue against Australia! 💪🏻
Nand Tiwari Sharda scored the first goal of the match with a powerful penalty corner. Saurabh Anand Kushwaha and Amir Ali then followed up with back to back goals to give a 3-goal lead.🏑
A power-packed performance from our Junior Men’s Hockey Team.
#HockeyIndia #IndiaKaGame
.
.
.
@CMO_Odisha @IndiaSports @IndiaSports @Media_SAI
Odisha Mining Corporation retweeted
Another day, another win for the Women in Blue! 💙
Our Junior Women's Hockey Team defeated Belgium 2-1 in a well-fought match, with Lalthantluangi converting a penalty stroke in the 35th minute and Geeta Yadav sealing the victory with a field goal in the 50th. 🏑
Another powerful performance by our Junior Women’s Hockey Team!💪🏻
#HockeyIndia #IndiaKaGame
.
.
.
@CMO_Odisha @IndiaSports @Media_SAI @sports_odisha @FIH_Hockey
Odisha Mining Corporation retweeted
A dominating performance from our Men in Blue ahead of the FIH Pro League 2024–25. 🏑
Team India delivered a strong 4-0 win over Ireland with a penalty corner goal from captain Harmanpreet singh and Mandeep Singh scoring the opening goal of the match.
Dilpreet Singh was the standout of the match, scoring twice to complete a solid victory. 💪🏻
Our Men in Blue are getting ready to dominate the FIH Pro League 2024–25. 🇮🇳
#HockeyIndia #IndiaKaGame
.
.
.
@CMO_Odisha @IndiaSports @Media_SAI @sports_odisha



































