Odisha Junior Teachers' Association (@ojtabbsr) header
Odisha Junior Teachers' Association (@ojtabbsr) profile picture

Odisha Junior Teachers Association , BBSR Official Twitter handle.

Bhubaneshwar, India
Joined October 2021
Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)Photo by Odisha Junior Teachers' Association (@ojtabbsr)
ମାନ୍ୟବର ମୁଖ୍ୟମନ୍ତ୍ରୀ@CMO_Odisha @MohanMOdisha ଙ୍କୁ ଅନୁରୋଧ ଦେଇଥିବା କଥା ରଖନ୍ତୁ ନଚେତ୍ ସର୍ବ ସାଧାରଣରେ ଆପଣଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ପ୍ରମାଣିତ ହେବ। କେନ୍ଦ୍ରୀୟ ଦରମା, 6ବର୍ଷ ଗଣନା ଓ ବର୍ଦ୍ଧିତ ରାଶି, ପେନସନ, ଠିକା ଓ ଆଉଟ୍ ସୋର୍ସିଂ ଉଚ୍ଛେଦ ହେଉ। ଏହି ଭିଡିଓରେ ଯାହା କହିଛନ୍ତି ଆପଣଙ୍କୁ ମନେ ପକାଇ ଦେଉଛୁ।
2
25
19
249
Primary teachers are the backbone of Odisha's education system, yet they face severe pay disparity. We demand the immediate counting of the 6year contractual period (6+6) and implementation of Central Grade Pay (₹4200). @CMO_Odisha @SMEOdisha @dpradhanbjp #OdishaPrimaryTeachers
3
48
37
1,857
ଗ୍ରୀଷ୍ମ ଅବକାଶ ପରେ ଜନଗଣନା କରିବାକୁ ସରକାରଙ୍କୁ ବିନମ୍ର ଅନୁରୋଧ। ନ ହେଲେ ଏମିତି କେତେ ଶିକ୍ଷକଙ୍କ ଅମୂଲ୍ୟ ଜୀବନ ଅଂଶୁଘାତରେ ଯିବ। ଗୁରୁ ହତ୍ୟା ମହାପାପ। @CMO_Odisha @sureshkpujari @IPR_Odisha @GovernorOdisha @SecyChief @PMOIndia
1
3
8
648
ସମୟ ବଡ଼ ବଳବାନ। ଦୀର୍ଘ ଦିନର ଅପେକ୍ଷା ପରେ ଆଜି ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ କଳଙ୍କିତ ପ୍ରଥାର ଉଛେଦ ହେଲା। କନିଷ୍ଠ ଶିକ୍ଷକ ମାନେ ନ୍ୟାୟ ପାଇଲେ। ପୂର୍ବ ସରକାରଙ୍କ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିଥିବା ମାନ୍ୟବର @CMO_Odisha ମାନ୍ୟବର ଶିକ୍ଷା ମନ୍ତ୍ରୀ @NityanandaBJP ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।
8
9
32
571
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାରମ୍ବାର ଘୋଷଣା ପରେ ବି ଏ ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ମାନେ ନିୟମିତ ନ ହେବା ଅତ୍ୟନ୍ତ ଦୁଃଖ ଦାୟକ। @CMO_Odisha @NityanandaBJP @SecyChief @SMEOdisha
2
1
274
ଓଡ଼ିଶା ଏମିତି ଏକ ରାଜ୍ୟ ଯେଉଁଠି ଶିକ୍ଷକ ମାନଙ୍କୁ ଯୋଗ୍ୟତା ଅନୁସାରେ ଦରମା ମିଳେ ନାହିଁ। ରଜ୍ୟ ସରକାରଙ୍କୁ ଅନୁରୋଧ କେନ୍ଦ୍ରୀୟ ହାରରେ ଦରମା ସହ ପୁରୁଣା ପେନସନ୍ ତୁରନ୍ତ ଲାଗୁ କରନ୍ତୁ। @CMO_Odisha @NityanandaBJP @SMEOdisha @SecyChief @BJP4Odisha @PravatiPOdisha @KVSinghDeo1 @SamalManmohan7 @MohanMOdisha
6
53
49
1,185
ଜଣେ ମହିଳା ପୋଲିସ ନିଜ ପିଲାକୁ କୋଳରେ ଧରି ଡ୍ୟୁଟି କଲେ ତାଙ୍କୁ ପ୍ରଶଂସା କିନ୍ତୁ ଯଦି ଜଣେ ଶିକ୍ଷକ ଏପରି କରେ ତାଙ୍କୁ ନିଲମ୍ବନ କରାଯାଉଛି। ସମାଜର ଗତି କେଉଁଆଡେ?ରାଜ୍ୟ ସରକାରଙ୍କୁ ଅନୁରୋଧ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରନ୍ତୁ। ଶିକ୍ଷକ ସମାଜକୁ ସମ୍ମାନ ଦିଅନ୍ତୁ। @CMO_Odisha @NityanandaBJP @SMEOdisha @SecyChief
46
169
11
446
18,845
ଗଞ୍ଜାମ ଜିଲ୍ଲାର କନିଷ୍ଠ ଶିକ୍ଷକ ମାନଙ୍କୁ ଦୀର୍ଘ 6 ବର୍ଷ କାଳ ଠିକାରେ ଖଟେଇବା ପରେ ବି ନିୟମିତ ନ କରିବାର କାରଣ କଣ? କେବେ ନିୟମିତ ହେବେ କନିଷ୍ଠ ଶିକ୍ଷକ? @CMO_Odisha @MohanMOdisha @NityanandaBJP @Ganjam_Admin @SMEOdisha
12
53
42
1,172
ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ସମସ୍ତ ନେତୃବୃନ୍ଦ ଶିକ୍ଷକ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାରବର୍ଗଙ୍କୁ ନୂତନ ବର୍ଷ ୨୦୨୫ ର ହାର୍ଦ୍ଧିକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଏହି ନବ ବର୍ଷ ସମସ୍ତଙ୍କ ପାଇଁ ସୁଖ ଶାନ୍ତି ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।
5
2
34
847
ଆଉ କେବେ ନିୟମିତ ହେବେ କନିଷ୍ଠ ଶିକ୍ଷକ? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥିରେ ହସ୍ତକ୍ଷେପ କରି କନିଷ୍ଠ ଶିକ୍ଷକ ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ। @CMO_Odisha @MohanMOdisha @SecyChief @SecyAgriGoI @SMEOdisha @NityanandaBJP @PravatiPOdisha @KVSinghDeo1 @IPR_Odisha @dasraghubar @dpradhanbjp
17
108
2
106
3,015
ମାନ୍ୟବର @MohanMOdisha ଙ୍କୁ ଅନୁରୋଧ ଦୀର୍ଘ ୬ ବର୍ଷ ଚୁକ୍ତିପ୍ରଥାରେ କାର୍ଯ୍ୟ କଲାପରେ ମଧ୍ୟ ନିୟମିତ ହେବାରୁ ବଞ୍ଚିତ ଥିବା ୧୦୦୦୦ କନିଷ୍ଠ ଶିକ୍ଷକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବେ । @CMO_Odisha @NityanandaBJP @PravatiPOdisha @KVSinghDeo1 @MahalingMukesh @SMEOdisha @GovernorOdisha @SecyChief @BJP4Odisha
101
366
7
285
7,047
ବାଃ ବାଃ ରେ ସରକାର @CMO_Odisha ଓଡିଶା ରେ ଗୁଣାତ୍ମକ ଶିକ୍ଷା ର ସ୍ୱପ୍ନ ଦେଖିବା ଆଉ ଶିକ୍ଷକ ମାନଙ୍କୁ ଠିକାରେ ନିଯୁକ୍ତି ଦେଇ Rs.11,100/-ଟଙ୍କାର ମାସିକ ବେତନ ରେ ଜିଲ୍ଳା ବାହାରେ ଯାଇ ସୁସ୍ଥ ସମାଜ ଗଠନ କରିବାର ଗୁରୁମନ୍ତ୍ର ଦେବାକୁ କଳିଙ୍ଗ ଷ୍ଟାଡିଅମ ରେ ଭବ୍ୟ ଆୟୋଜନ ରେ ବଣ୍ଟାଯିବ ନିଯୁକ୍ତି ପତ୍ର । @NityanandaBJP
59
286
7
389
37,702
🙏🏻ଜୟ ଶ୍ରୀ ଗଣେଶ🙏🏻 “ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ । ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେ ସୁସର୍ବଦା ।।” ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ll
1
2
20
832
Happy Independence Day 2024! May our nation continue to shine brightly with freedom and unity. Celebrate our freedom with pride and honor. Let’s remember the sacrifices made for our freedom and celebrate with joy. Happy 15th August!
4
571
ଗୁରୁ ଯେ ଅଟନ୍ତି ଅମୃତ ର ବିନ୍ଦୁ ମଣିଷ ଜନମ ପାଇଁ ଗୁରୁଙ୍କ କରୁଣା ଚଲାପଥ ଧାରେ ଜ୍ଞାନର ବର୍ତ୍ତିକା ହୋଇ। ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
3
22
685
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ... ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଭରିଯାଉ ଏତିକି କାମନା। ଜୟ ଜଗନ୍ନାଥ🙏।
2
10
639
ବିକଶିତ ଓଡ଼ିଶାର ଦୃଢ ସଂକଳ୍ପ ପାଇଁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମାନନୀୟା ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ💐। @mohanmajhi_BJP @KVSinghDeo1 @Pravatipridabjp @ojtabbsr
6
12
35
1,885
କନିଷ୍ଠ ଶିକ୍ଷକ ଏବେବି ଅବହେଳିତ। ପ୍ରାଥମିକ ବିଦ୍ୟାଳୟରେ 104350 ଶିକ୍ଷକ ଉପକୃତ ହେବେ କିନ୍ତୁ 9000 କନିଷ୍ଠ ଶିକ୍ଷକଙ୍କ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କେବେ?ପ୍ରାଥମିକ ଶିକ୍ଷକଙ୍କ ପ୍ରଥମ ଦାବୀ କେବେ ପୂରଣ ହେବ? @CMO_Odisha @Naveen_Odisha @MoSarkar5T @SecyChief @PradeepJenaIAS @DC_Odisha @pranabpdas
56
356
6
239
4,234
ଡାକ୍ତର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ତଥା ଗୁରୁଦିବସ ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ 🙏 @ojtabbsr
3
18
48
2,007
ଓଡ଼ିଶାର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କନିଷ୍ଠ ଶିକ୍ଷକଙ୍କ ଦାବିକୁ ବିଚାର କରନ୍ତୁ ଠିକା ପ୍ରଥା ଉଚ୍ଛେଦ କରି ୬ ବର୍ଷ ଠିକା ସମୟକୁ ଚାକିରୀରେ ଯୋଡନ୍ତୁ ହଜାର ହଜାର କନିଷ୍ଠ ଶିକ୍ଷକ ଓ ତାଙ୍କ ପରିବାର ଐତିହାସିକ ନିଷ୍ପତି ଅପେକ୍ଷାରେ। #AbolishContractualSystem_JUNIOR_TEACHER @CMO_Odisha @MoSarkar5T
11
192
3
174
2,735