Pinned Tweet
Vikaash Vahaan Yatra at Sirtiguda Gram Panchayat of Panchayat Samiti Knuagaon
Hash Tag for Bikash Bahan Yatra
#BikashBahanYatra #OneYearOfMohanMajhi #BarshaEkUpalabdhiAnek #OneYearOfSushasan #LokankaSarkar #Odisha #BikashitaOdishaBikashitaBharat
3
304
Panchayat Samiti Knuagon retweeted
As part of the #SHS2025 campaign, a State-wide initiative was rolled out featuring:
✅ Orientation & training for Sarpanch, PEOs & Sanitation Workers
✅ Distribution of Dignity Cards & PPE kits to Swachh Sathis
✅ Comprehensive profiling of sanitation champions
A step forward in empowering grassroots leadership & ensuring dignity for our Swachhata warriors.
#SwachhataHiSeva2025 #Swacchotsav
Panchayat Samiti Knuagon retweeted
ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି।
ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।
Vikaash Vahaan Yatra at its 8 th day at Sarangada Gram Panchayat, Honorable Minister School and Mass Education and Minister of Tribal welfare,Chair Person, MP representative,Vice Chairman,BDO Mam attended the program
66
Panchayat Samiti Knuagon retweeted
ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଧାନ୍ୟ ଦେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ନିୟମିତ ଭାବେ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରୁଛନ୍ତି । #ଲୋକଙ୍କସରକାର
#BarshaEkUpalabdhiAnek
#1YearOfDoubleEngine
Panchayat Samiti Knuagon retweeted
କଥା ଦେଇ କଥା ରଖୁଛନ୍ତି ଲୋକଙ୍କ ସରକାର, ସୃଷ୍ଟି ହେଉଛି ରୋଜଗାର । ନୂତନ ନିଯୁକ୍ତି ସୃଷ୍ଟି କରି ଯୁବପିଢ଼ିଙ୍କୁ ସଶକ୍ତ ଓ ରୋଜଗାରକ୍ଷମ କରିବା ସହ ଜନସାଧାରଣଙ୍କ ପାଇଁ ଗୁଣାତ୍ମକ ସେବା ସୁନିଶ୍ଚିତ କରୁଛନ୍ତି ରାଜ୍ୟ ସରକାର।
#ଲୋକଙ୍କସରକାର
#BarshaEkUpalabdhiAnek
#1YearOfDoubleEngine
Panchayat Samiti Knuagon retweeted
ମାନ୍ୟବର @CMO_Odisha ଶ୍ରୀ @MohanMOdisha, ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ‘ବିକାଶ ବାହନ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ @PRDeptOdisha ଶ୍ରୀ @RabiNaikBJP, ମାନ୍ୟଵର ବିଧାୟକ, ଏକାମ୍ର-ଭୁବନେଶ୍ବର ଶ୍ରୀ @babusinghodisha, @SecyChief ଶ୍ରୀ ମନୋଜ ଆହୁଜା, @DC_Odisha ଶ୍ରୀମତୀ ଅନୁ ଗର୍ଗ, @PRDeptOdisha ସଚିବ ଶ୍ରୀ ଗିରୀଶ ଏସ୍ ଏନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରିବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ବିଭିନ୍ନ ଜନକଲ୍ୟାଣକାରୀ ସେବାଗୁଡ଼ିକୁ ଉପଲବ୍ଧ କରିବାରେ ଏହି 'ବିକାଶ ବାହନ' ବଳିଷ୍ଠ ଭୂମିକା ଗ୍ରହଣ କରିବ। ରାଜ୍ୟର ସମସ୍ତ ୩୧୪ ବ୍ଲକ, ୫ ମହାନଗର ନିଗମ ସମେତ ସମସ୍ତ ୧୧୫ ପୌରାଞ୍ଚଳରେ ୧୨-୨୧ ଜୁନ, ୨୦୨୫ ପର୍ଯ୍ୟନ୍ତ ବିକାଶର ବାର୍ତ୍ତା ନେଇ ଗଡ଼ିବ ଏହି 'ବିକାଶ ବାହନ'।
#BikashBahanYatra #OneYearOfMohanMajhi #BarshaEkUpalabdhiAnek #OneYearOfSushasan #Odisha #BikashitaOdishaBikashitaBharat
Observation of Vikaash Bahaan Yatra at Kanjamendi GP of Panchayat Samiti Knuagaon
#BikashBahanYatra #OneYearOfMohanMajhi #BarshaEkUpalabdhiAnek #OneYearOfSushasan #LokankaSarkar #Odisha #BikashitaOdishaBikashitaBharat
40
Orientation of All MBK CRP and All GPLF president Secretary on Block Level consucelling camp at Panchayat Samiti Knuagaon
1
136







































































