
Ui-Ux designer by profession artist by passion. Always ready to draw for children books. Love to spend time @odisha
Rourkela, Hyderabad
Joined February 2010
- Tweets1.6K
- Following460
- Followers832
- Likes5K
Sambeet retweeted
ଧନ୍ୟବାଦ ଭାଇ 🙏।
ମୋ ଜୀବନର ଏ ପ୍ରଥମ ସୋପାନରେ ଆପଣଙ୍କ ଏ ଆଶୀର୍ବାଦ ସର୍ବଦା ମନେ ରହିବ ।
ଓଡ଼ିଶାର କଳା ସଂସ୍କୃତି ର ଏ ଚିତ୍ର ସହ ମାନବତାର ଅବଗୁଣ ଗାଢ଼ ଛାଇ ଥିବା #ଦୈତ୍ୟ ମାନଙ୍କୁ ସ୍ୱାଗତ ।
Sambeet retweeted
ମୁଁ କ'ଣ ଜାଣିଥିଲି ଦିନେ ଦୁଇ ମୋଟା ମଲାଟ ଭିତରେ ମୁଁ ବଞ୍ଚିବାର ଠିକଣା ଖୋଜିପାଇବି!
@sambeetarts ଭାଇ ଆଜିବି ମନେ ଅଛି ଆପଣଙ୍କ କହିବା ପରେ ଗଳ୍ପକାନ୍ତି ଲେଖିବା କଥା।
ଆପଣ ମୋ ବହିରେ ସୁନ୍ଦର ପ୍ରଛଦପଟ ମାନ କରି ତାକୁ ଗୋଟାପଣେ ଜୀବିତ କରି ଦେଇଛନ୍ତି।
Sambeet retweeted
ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ୫୪ଶ ସଂସ୍କରଣ ।
ଡାଉନ୍ଲୋଡ୍ ଲିଙ୍କ: bit.ly/Shubha54
Cover art: @sambeetarts
Editorial: @tapasr10
Design: @ssgapu22
#ଶୁଭପଲ୍ଲବ #Shubhapallaba #Shubhapallaba54
ପଢ଼ି କରି ମତାମତ ଦେବାକୁ ଭୁଲିବେ ନାହିଁ 😊
Sambeet retweeted
Congratulations Gapu!
ଶୁଭପଲ୍ଲବ ଆଜି ଯେଉଁ position ରେ ଅଛି ତାହାର ଶ୍ରେୟ କେବଳ ୩ଜଣଙ୍କର: @ssgapu22 , @tapasr10 ଓ @sambeetarts
ବାକି ସମସ୍ତଙ୍କ ଅବଦାନ କେବଳ ଗୁଣ୍ଡୁଚି ମୂଷା ପରି। ଗୋଟିଏ ପତ୍ରିକା ଚଲେଇବା ଆଉ ଏମିତି ରେଗୁଲାର ଚଲେଇବା କିଛି ସହଜ ବ୍ୟାପାର ନୁହେଁ। ଏଥିପାଇଁ ଯେତେ ପ୍ରଶଂସା କଲେ ବି କମ୍ ହେବ!
Sambeet retweeted
Krishna created by my daughter #Krishna #TrishaDrawing
#InsideTokyo2020, a feature magazine dedicated to the #Indian heroes in #TokyoOlympics.
It's written by @AapkaHrudananda and published under @ShubhapallabaP in association with @SrujaneeO now available on @ShubhapallabStr for pre-order.
https://teapawt.org/t.co/UcvjZKsKg0
Thank you so much @psagarika321 mam for your help.
A small intro about #Shankhanada published on @DharitriLive1/@Dharitri_News today inside the #Sahityayan section.
cc @PramodpandaVk @tapasr10 @sambeetarts @Sulagna_Speaks

ALT ଆଜିର ଧରିତ୍ରୀ ଖବରକାଗଜର ସାହିତ୍ୟୟନ ବିଭାଗରେ ପ୍ରକାଶ ପାଇଛି ଶଙ୍ଖନାଦର ପୁସ୍ତକ ପରିଚୟ । ଧନ୍ୟବାଦ ଜଣାଇବୁ ସାଗରିକା ପଟ୍ଟନାୟକ ଦେବୀଙ୍କୁ ତାଙ୍କର ସହାୟତା ପାଇଁ । Link to buy: https://store.shubhapallaba.in/product/odia-book-shankhanada/ http://dharitriepaper.in/edition/7852/bhubaneswar/page/9 #Shankhanada #ଶଙ୍ଖନାଦ #Shubhapallaba #ଶୁଭପଲ୍ଲବ #ShubhapallabaPublication #ଶୁଭପଲ୍ଲବପ୍ରକାଶନ #ShankhanadaUnmochana #ଶଙ୍ଖନାଦଉନ୍ମୋଚନ
Sambeet retweeted
Replying to @sambeetarts
@sambeetarts ସାର୍ ଙ୍କ ପ୍ରଚ୍ଛଦପଟ ଏବଂ @tapasr10 ଭାଇଙ୍କ ସମ୍ପାଦକୀୟ , ଆମ ପରମ୍ପରାର ନିବିଡ଼ ସମ୍ପର୍କ ନିଖୁଣ ଆଙ୍କିଛନ୍ତି । ପାର୍ବଣ ସହ ପତ୍ରିକାର ସଂସ୍କରଣ ସର୍ବଦା ମେଳ ରହିଆସୁଛି ଯାହା ଆମ ଓଡ଼ିଆ ସଂସ୍କୃତି କୁ ଆହୁରି ସୁଦୃଢ କରୁଛି । ବୋହୁତ ବୋହୁତ ଧନ୍ୟବାଦ @ssgapu22 । 🙏💐👌
ଆଲୋକର ପର୍ବ ଦୀପାବଳୀର ଶୁଭେଚ୍ଛା ସହ ଭେଟିଦେଉଛୁ ଶୁଭପଲ୍ଲବର ତ୍ରୟବିଂଶ (୩୨ଶ) ସଂସ୍କରଣ ।
ପଢ଼ିକି ମତାମତ ଦେବାକୁ ଭୁଲିବେ ନାହିଁ ।
Download Link: https://teapawt.org/t.co/mntiMaM1yc
#ଶୁଭପଲ୍ଲବ #Shubhapallaba #Shubhapallaba32 #HappyDiwali Happy Deepavali #HappyDeepavali #Diwali2021 #SambeetArts
Sambeet retweeted
All 31 editions of #Shubhapallaba and 12 editions of #Shubhodaya are now available on the Google Playstore and Google Books in free of cost.
#ଶୁଭପଲ୍ଲବ #ଶୁଭୋଦୟ
cc @tapasr10 @sambeetarts @akala_kushmanda @nidhi_budha
Sambeet retweeted
ବାରମ୍ବାର ଚେଷ୍ଟା ସତ୍ତ୍ୱେ ଏଥର ବି ବିଳମ୍ବରେ ପ୍ରକାଶ କରୁଛୁ ଶୁଭପଲ୍ଲବର ୩୧ଶ ସଂସ୍କରଣ ।
Download Link: https://teapawt.org/t.co/72iz8N2ce7
ଆଶା କରୁଛୁ ଆପଣମାନଙ୍କୁ ପସନ୍ଦ ଆସିବ ।
Editor: @tapasr10
Cover: @sambeetarts
#Shubhapallaba #ଶୁଭପଲ୍ଲବ #Shubhapallaba31 #SambeetArts
Some books has been published and some are going to publish soon under #ShubhapallabaPublicaiton.
#Shubhapallaba #ଶୁଭପଲ୍ଲବ #ଶୁଭପଲ୍ଲବପ୍ରକାଶନ
Sambeet retweeted
ବୈଷୟିକ ଅସୁବିଧା ହେତୁ ଶୁଭପଲ୍ଲବର ୩୦ଶ ସଂସ୍କରଣ ଯାହାକି ସେପ୍ଟେମ୍ବର ୧ରେ ପ୍ରକାଶ ପାଇବାର ଥିଲା ଆଜି ପ୍ରକାଶିତ କରୁଛୁ ।
Download Link: https://teapawt.org/t.co/07lqUitQzn
Cover: @sambeetarts
Edits: @tapasr10
#Shubhapallaba #ଶୁଭପଲ୍ଲବ #Shubhapallaba30 #Odia #ଓଡ଼ିଆ #SambeetArts
#ଶୁଭପଲ୍ଲବ ପ୍ରକାଶନର ନୂଆ ଗଳ୍ପ ସଂକଳନ #ବିଶ୍ୱାସ ଏବେ @ShubhapallabStr ସମେତ ଆମାଜନ୍ ଓ ଫ୍ଲିପ୍କାର୍ଟ୍ ଆଦିରେ ଉପଲବ୍ଧ ହେଉଛି ।
Link to buy: store.shubhapallaba.in/produ…
#Shubhapallaba #ShubhapallabaPublication #ShubhapallabaStore #Odia #OdiaBook #StoryBook #ଶୁଭପଲ୍ଲବ
cc @tapasr10 @sambeetarts
Sambeet retweeted
ରାଜ୍ୟରେ ଓମଫେଡ୍ ଜରିଆରେ ମୋଟ ୩,୭୦୦ଟି ଦୁଗ୍ଧ ଉତ୍ପାଦନ ସମିତି ଦୁଗ୍ଧ ଉତ୍ପାଦନରେ ସାମିଲ ହୋଇଥିବା ବେଳେ ଏଥିମଧ୍ୟରେ ୧,୨୯୨ଟି ସମବାୟ ସମିତିର ୧ଲକ୍ଷ ୫ହଜାର ମହିଳା ଚାଷୀଙ୍କ ଯୋଗଦାନ ରହିଛି। ସେମାନଙ୍କ ନିଷ୍ଠାପର ଉଦ୍ୟମ ବଳରେ ଦୁଗ୍ଧ ଉତ୍ପାଦନ ୩ଗୁଣା ବୃଦ୍ଧି ପାଇ ୨୪ଲକ୍ଷ ମେଟ୍ରିକ୍ ଟନରେ ପହଁଚିଛି। #Odisha
Sambeet retweeted
#ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ୨୯ଶ ସଂସ୍କରଣ ଶୀଘ୍ର ହିଁ ପ୍ରକାଶ ପାଇବାକୁ ଯାଉଛି ।
କଭର୍ ଫଟୋ: ସମ୍ବିତ ଦାସ (@sambeetarts)
ସମ୍ପାଦନା: ତାପସ ରଞ୍ଜନ (@tapasr10)
#Shubhapallaba #Shubhapallaba29
Stay tuned to shubhapallaba.in
Sambeet retweeted
ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ବନ୍ଧୀୟ କିଛି ବିଶେଷ ତଥ୍ୟକୁ ନେଇ ଆଜିର ଏଇ ସୁନ୍ଦର ଉପସ୍ଥାପନା କେବଳ ଆପଣ ମାନଙ୍କ ପାଇଁ।(Part 2). (2/2)
#Adharapana
#SrujaneeOdia
Sambeet retweeted
ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
Art: @sambeetarts
#Shubhapallaba #NiladriBije #RasagolaDibasa #BahudaJatra #BahudaJatra2021 #BahudaYatra #BahudaYatra2021 #bahuda #SambeetArts #RathaJatra21 #rathajatra #RathaJatra2021 #rathayatra #ଶୁଭପଲ୍ଲବ
Sambeet retweeted
#ରଥଯାତ୍ରା ପାଇଁ @itishreena ଙ୍କ ସ୍ୱରରେ @tapasr10 ଙ୍କ ରଚନାରୁ ଏହି ଭିଡିଓଟି ।
#Shubhapallaba #ଶୁଭପଲ୍ଲବ #RathaJatra #RathYatra #JayJagannath
Photos: @Naveen_Odisha @CMO_Odisha
Editing: @ssgapu22
cc @sambeetarts @akala_kushmanda @nidhi_budha @arvindpadhee @Krishan_Kumar09
(Part 2)
Sambeet retweeted
#ରଥଯାତ୍ରା ପାଇଁ @itishreena ଙ୍କ ସ୍ୱରରେ @tapasr10 ଙ୍କ ରଚନାରୁ ଏହି ଭିଡିଓଟି ।
#Shubhapallaba #ଶୁଭପଲ୍ଲବ #RathaJatra #RathYatra #JayJagannath
Photos: @Naveen_Odisha @CMO_Odisha
Editing: @ssgapu22
cc @sambeetarts @akala_kushmanda @nidhi_budha @arvindpadhee @Krishan_Kumar09
Cont.👇
Sambeet retweeted
ତାପସ, ସମ୍ପାଦକୀୟ ଅନ୍ତରାତ୍ମାକୁ ଛୁଇଁଲା। ସମ୍ବିତଙ୍କ ପ୍ରଚ୍ଛଦ ବି। ଶୁଭେଚ୍ଛା #ଶୁଭପଲ୍ଲବ।


























