Optimist natus est | MPA, PhD, IAS | Additional Chief Secretary, @rdmodisha & Chief Administrator @SJTA_Puri | Shree Jagannatha culture | PERSONAL & POSITIVE

Bhubaneshwar, India
Joined January 2012
Time with the loved ones is the greatest gift and worth every second. – at Jammu & Kashmir
163
69
16
2,053
Arabinda K Padhee retweeted
घर बैठे कीजिए भगवान जगन्नाथ की मंगला आरती के दर्शन #Puri #JagannathTemple #LordJagannath #MangalAarti #Odisha #Devotees #AajTakSocial [Puri Jagannath Temple, Morning Mangal Aarti, Lord Jagannath Darshan, Odisha Temple]
5
21
1
352
8,451
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
108
168
36
981
6,980
ପବିତ୍ର କାର୍ତ୍ତିକ ମାସର ପ୍ରଥମ ଦିବସରେ ଭକ୍ତାରଣ୍ୟ ଶ୍ରୀମନ୍ଦିର ସିଂହଦ୍ୱାର। ଭକ୍ତି ଓ ଶ୍ରଦ୍ଧାର ଅପୂର୍ବ ପରିବେଶ। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏🙏 ଫଟୋ- ଶ୍ରୀମାନ୍ ଶୁଭମ୍
1
7
1
136
2,196
ଜନସାଧାରଣଙ୍କ ସୁବିଧା, ସ୍ୱଚ୍ଛତା ଓ ତ୍ୱରିତ ସେବାକୁ ପ୍ରାଥମିକତା ଦେଇ ପଞ୍ଜୀକରଣ ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଓଡ଼ିଶା ସରକାରଙ୍କ ଦୃଢ଼ ପଦକ୍ଷେପ। ଜମି ଓ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ନାଗରିକ ଅନୁକୂଳ କରିବା ସହ ଅନାବଶ୍ୟକ ଧାଁ-ଦଉଡ଼ ଓ ବିଳମ୍ବ ହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟ ସରକାର NGDRS ବ୍ୟବସ୍ଥାର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ଙ୍କ ଅଧ୍ୟକ୍ଷତାରେ NIC, ପୁଣେର ସଫ୍ଟୱେର୍ ଡେଭଲପମେଣ୍ଟ ୟୁନିଟ୍ ସହ ଏହାର ରୂପାୟନ ଓ ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗରେ ପଞ୍ଜୀକରଣ ସେବାକୁ ଅଧିକ ସୁଗମ କରିବା, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ସେବା ପ୍ରଦାନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନାଗରିକକୈନ୍ଦ୍ରିକ ଶାସନକୁ ଆହୁରି ସୁଦୃଢ଼ କରିବ। #Odisha #DigitalGovernance #NGDRS #PeopleCentricGovernance
2
3
38
4,508
On the occasion of #VigilanceAwarenessWeek, the Addl Chief Secretary Dr @arvindpadhee administered Integrity Pledge to officers and staff of the Department. The pledge reaffirmed the Department’s collective resolve to ethical administration, zero tolerance for corruption and citizen-centric governance. @CMO_Odisha @IPR_Odisha @sureshkpujari @OdishaVigilance
3
14
1,333
Arabinda K Padhee retweeted
#WATCH | Bhubaneswar, Odisha: High alert ahead of cyclonic storm 'Arnab'. State Revenue and Disaster Management Minister Suresh Pujari chaired a review meeting with officials to assess preparedness.
1
6
14
3,565
ଜୟ ଜୟ ଶ୍ରୀଜଗନ୍ନାଥ। 🙏🙏
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
1
5
2
127
1,804
Arabinda K Padhee retweeted
ଶ୍ରୀମନ୍ଦିରରେ କୁଆଁର ପୁନେଇଁ ଜହ୍ନ ଚନ୍ଦ୍ରମା ର ଅପୂର୍ବ ଦୃଶ୍ୟ 🥰❤️🙏
5
30
2
423
3,672
Thank you! From those simple, magical days of childhood to the world of professional responsibilities, it’s been a memorable journey thus far! 😊
From a little boy to a life dedicated to seva… 🙏 Thirty years of vision, integrity and distinguished public service. Sir, your journey reflects a beautiful confluence of intellect, humility and devotion to a purpose greater than oneself.
4
1
124
6,270
Arabinda K Padhee retweeted
Maa Samaleswari Rajarajeshwari Besha also known as Maharani Besha on the holy day of Kumara Purnima (Sharad Purnima). Jai Maa Samaleswari 🙏
1
7
70
498
The Durga Puja celebrations of my birthplace bring back such beautiful memories! As a carefree schoolboy, cycling from Marwadi Pada to Canal Colony, via Hatpada and the Govt. Bus Stand, visiting one pandal after another was pure joy. 😊
Sharing some snaps from Bargarh Durgapuja. (1/n)
1
8
2
119
8,982
ସକାଳର ସୁନେଲି କଅଁଳ ଖରା ଓ ସବୁଜ ଘାସର କୋମଳ ପରଶ…! 😊 #MyGardenMyLife
4
1
122
1,981
ଜୟ ଶ୍ରୀଜଗନ୍ନାଥ। 🙏🙏 May the grace of Mahaprabhu Shree Jagannatha be upon all.
ଓଁ ନମୋଃ ଭଗବତେ ବାସୁଦେବାୟ ।। Today's Patitapabana Darshan at Shree Jagannatha Temple, #Puri #JaiJagannatha
4
2
111
2,266
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
172
276
60
1,782
18,998
Arabinda K Padhee retweeted
ସମ୍ଭାବ୍ଯ ବାତ୍ୟା ନିମନ୍ତେ ପ୍ରସ୍ତୁତି: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ ଅକ୍ଟୋବରରେ ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ୨୬ ଅକ୍ଟୋବର ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି। ଏହାପରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ମୁହାଁ ହେବ। ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି। ବଡ଼ ବଡ଼ ଟ୍ରଲର୍ ଏବଂ ଜାହାଜର ମାଲିକମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ଓସ୍‌ଡମା ପକ୍ଷରୁ କୁହାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରସବ ସମୟ ନିକଟବର୍ତ୍ତୀ ହୋଇଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଗୁଆ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ଏବଂ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ଔଷଧ ସହିତ ଅବିଚ୍ଛିନ୍ନ ବିଦ୍ୟୁତ୍ ସେବା ଏବଂ ଜରୁରୀ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆସନ୍ତା ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ଏବଂ ୨୬, ୨୭ ଓ ୨୮ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖ ପାଇଁ ରେଡ୍ ଜୋନ୍: ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟାନ୍ୟ ଜିଲ୍ଲା: ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଆଦି ଜିଲ୍ଲାରେ ମଧ୍ୟ ବ୍ୟାପକ ବର୍ଷା ପାଇଁ ସତର୍କ ଜାରି କରାଯାଇଛି। ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ଲୋକଙ୍କୁ କ୍ରମାଗତ ଭାବେ ସଚେତନ କରାଯାଉଛି। ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣ ସଚେତନ ରହି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। NDRF, ODRAF ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଗୁଜବରୁ ଦୂରେଇ ରୁହନ୍ତୁ,କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ ପ୍ରଶାସନ ତରଫରୁ କୁହାଯାଇଛି।
1
8
1
68
73,728
ମହାପ୍ରଭୁ ସମସ୍ତଙ୍କର ମଂଗଳ କରନ୍ତୁ। ଜୟ ଶ୍ରୀଜଗନ୍ନାଥ। 🙏🙏
ନମୋଃ ଭଗବତେ ବାସୁଦେବାୟ ।। Today's Patitapabana Darshan at Shree Jagannatha Temple, #Puri #JaiJagannatha
There's a new version of this post
3
2
32
1,166
ଏକାଦଶୀରେ ମହାଦୀପ ଆଳତି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ତିନୋଟି ରୌପ୍ୟ କଳସୀରେ ଘିଅ ଏବଂ କଦଳୀ ବାସୁଙ୍ଗାରେ ନୂଆ କନା ଗୁଡାଇ ବଳିତା କରାଯାଇ ମହାଦୀପ ପ୍ରସ୍ତୁତ ହୁଏ । ମହାପ୍ରଭୁଙ୍କ ନିକଟରେ ମହାଦୀପ ସଂସ୍କାର କରି ଆଳତି ପରେ ଶ୍ରୀମନ୍ଦିର ଉପରକୁ ମହାଦୀପ ଉଠିଥାଏ । #Puri #JaiJagannatha
43
91
10
913
6,529
Arabinda K Padhee retweeted
ଚଳିତବର୍ଷ ହବିଷିଆଳି ମା'ମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଭଳି ବ୍ୟବସ୍ଥା କରାଯାଇଛି ଏନେଇ ସୂଚନା ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀ #Habisiali #Habisiali2026 #JagannathTemple #PuriSrimandir #SrimandirAdministration #AravindPadhee #OTV
1
14
1,765
For us at the Shree Jagannatha Temple Administration, preparations for the next Ratha Jatra begin the very day after Niladri Bije. How blessed we are, by Mahaprabhu’s grace, to remain engaged in His divine seva throughout the year! 😊🙏
👉Just 3 months after the conclusion of July 16 Rath Yatra, the govt begins preparations, unusually early, for the next edition of the annual festival, scheduled for July 5, 2027. 👉@SecyChief chaired the meeting, attended by @DGPOdisha, @arvindpadhee & other senior officers.
11
1
122
5,581
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ। 🙏🙏
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
2
5
2
149
2,076