Tapralisha (@tapralisha) header
Tapralisha (@tapralisha) profile picture

#ମୋ ସକ୍ଷମତା ଦ୍ୱାରା ମୋତେ ଜାଣିବାକୁ ଚେଷ୍ଟା କର ମୋର ଅକ୍ଷମତା ଦ୍ୱାରା ନୁହଁ 💯👍 #ଗାଉଁଲିଝିଅ

Joined July 2020
ଯାଜପୁର ରୁ ଯାଇ କଟକ ରେ ରକ୍ତଦାନ 🙏 ସ୍ବାଧୀନତା ଦିବସ ପରି ପବିତ୍ର ଦିନରେ Soumya ଭାଇ ନିଜେ ରକ୍ତଦାନ କରିବାକୁ ଆଗେଇ ଆସିବା ସହ ତାଙ୍କର ୪ ସାଙ୍ଗ କୁ ମଧ୍ୟ ସାଙ୍ଗରେ ନେଇ ୫ ଜଣ ଭିନ୍ନ ଏଵଂ ସମ୍ପୂର୍ଣ୍ଣ ଅଜଣା ରୋଗୀଙ୍କୁ ରକ୍ତଦାନ କରି ଆସିଲେ କଟକ @SCBMCHCTC ରେ। ରକ୍ତ ଅଭାବ ଦୂର ହେବା ପାଇଁ ଜରୁରୀ ଥିଲେ ଦୟାକରି ଜଣାନ୍ତୁ
3
2
21
977
Tapralisha retweeted
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ। @CMO_Odisha @NityanandaBJP @SMEOdisha @dpradhanbjp
283
1,712
12
587
9,290
Tapralisha retweeted
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ? @CMO_Odisha @MohanMOdisha @NityanandaBJP @SMEOdisha
359
1,964
20
710
11,902
Do the needful as desired by the card holder! @UIDAI @Aadhaar_Care
Urgent Attention Required! @UIDAI @Aadhaar_Care My Aadhaar status is incorrectly showing as "Deceased". I am very much alive and working as a Govt Teacher in Jajpur, Odisha. This error is causing severe distress. Name: Pratima Sahu Aadhaar (Last 4): 5419 Please rectify this
1
2
4
426
Replying to @ceo_uidai

58
Tapralisha retweeted
@UIDAI @ceo_uidai what are you doing ???
1
1
122
Please look into the matter and do the needful
Urgent Attention Required! @UIDAI @Aadhaar_Care My Aadhaar status is incorrectly showing as "Deceased". I am very much alive and working as a Govt Teacher in Jajpur, Odisha. This error is causing severe distress. Name: Pratima Sahu Aadhaar (Last 4): 5419 Please rectify this
1
1
39

10
3
13
1,271
Urgent Attention Required! @UIDAI @Aadhaar_Care My Aadhaar status is incorrectly showing as "Deceased". I am very much alive and working as a Govt Teacher in Jajpur, Odisha. Please rectify this immediately. @GoI_MeitY @CMO_Odisha @PMOIndia #AadhaarCorrection #UIDAI
3
147
ସମାନ କାମ କୁ ସମାନ ଦରମା ଖାଲି କଥାରେ ରହିଗଲା ଯେମିତି ଆମେ ରେଗୁଲାର କରିବୁ କହିଥିଲେ।
This Post is from a suspended account. Learn more
47
ଗତକାଲି ପୁରୀ ସମୁଦ୍ରକୂଳରେ ବୁଲୁଥିଲା ବେଳେ ଜଣେ ସାର୍ ଆସି ପଚାରିଲେ ଆପଣ tapralisha, Twitter ru ନା!! Seriously twtr ପାଇଁ ଜଣଙ୍କ ସହ ଚିହ୍ନା ହୋଈ ପାରିଲା। ସେ sir ଯଦି ଏ post ଦେଖିବେ kindly photos guda msg ରେ ଦେବେ। Thanks 🙏
48
ସମସ୍ତେ କେମିତି ଅଛନ୍ତି????
43
#ମୌଳିକ_ସୁବିଧାରୁ_ବଞ୍ଚିତ_65ଶତକଡା_ଦିବ୍ୟାଙ୍ଗ_ମହିଳା ଖୋର୍ଦ୍ଧା :ବାଣପୂର୍ ବ୍ଲକ କୁଲେଇ ପଞ୍ଚାୟତର ବିଂଝଳା ଗ୍ରାମର ସ୍ୱୋର୍ଗତ ମୋଚିରାମ ଭାରିମଲ ଙ୍କର ଦିବ୍ୟାଙ୍ଗ ଝିଅ ମାଳତୀ ଭାରିମଲ୍ ଙ୍କ ଭତା ବୁର୍ଦ୍ଧି ଏବଂ ତାଙ୍କୁ ଅନ୍ତଦୋୟ ଯୋଜନାରେ ସାମିଲ କରିବାକୁ ବିନମ୍ର ଅନୁରୋଧ l Respected @CMO_Odisha @MohanMOdisha @SSEPD2

6
10
2
22
794
3 ମାସ ହେଲା ଚାଉଳ ବନ୍ଦ, ଭୋକ ଦାଉରୁ ରକ୍ଷା ପାଇବା ପାଇଁ ଆମ୍ବ ଟାକୁଆଯାଉ ଖାଇ ମୃତ ଏବଂ ଅସୁସ୍ଥ। ଏହି ଘଟଣା କୁ ଦୃଷ୍ଟି ଦେବା ସହ ଚାଉଳ ଯୋଗାଇ ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ @CMO_Odisha @MohanMOdisha @DMKandhamal @dr_kcmahapatra ଅଧିକାରୀଙ୍କୁ ଅନୁରୋଧ। ଘଟଣା ଦାରିଙ୍ଗବାଡି ର ମାଣ୍ଡିପଙ୍କା ରେ
2
1
12
382
Tapralisha retweeted
#ଦୀର୍ଘ_ବର୍ଷରୁ_ଅଧିକ_ଦିନ_ହେବ_ବସୁଧା_ଟାଙ୍କି_କାର୍ଯ୍ୟ_ଶେଷ_ହେଉନାହିଁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ଅନ୍ତର୍ଗତ ଡାଳୁଆ ଗ୍ରାମର ୱାର୍ଡ଼ ନଂ ୧୪ ରେ ଲୋକେ ବସୁଧା ପାଣି ପାଇବାରୁ ବଞ୍ଚିତ। ତୁରନ୍ତ ଏହାର ଉଚିତ୍ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ @PRDeptOdisha @RWSS_Odisha @DBalasore ଙ୍କୁ ଅନୁରୋଧ
12
23
2
37
1,186
Tapralisha retweeted
So Kindly look into this issue and resolve this issue immediately🙏🙏🙏 @DM_Bhadrak
1
3
144