Manas Kumar Mohanty (@Manas_BJP) header
Manas Kumar Mohanty (@Manas_BJP) profile picture

State General Secretary (Organisation) For @Bjp4odisha

Bhubaneswar
Joined June 2019
Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)Photo by Manas Kumar Mohanty (@Manas_BJP)
Manas Kumar Mohanty retweeted
अधर्म पर धर्म और असत्य पर सत्य की विजय के महापर्व विजयादशमी की सभी देशवासियों को हार्दिक शुभकामनाएँ। यह पर्व हमें धर्म, मर्यादा और कर्तव्य के पथ पर दृढ़ता से आगे बढ़ने की प्रेरणा देता है। प्रभु श्रीराम की कृपा से सभी के जीवन में उल्लास और नई ऊर्जा का संचार हो। जय श्री राम!
383
1,163
30
5,080
808,965
Manas Kumar Mohanty retweeted
ଯୁବଶକ୍ତି କେବେ ଅରାଜକତା ଚାହେଁ ନାହିଁ । ରାଷ୍ଟ୍ରବାଦ ହିଁ ଯୁବଶକ୍ତିର ପରିଚୟ । - ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନ #YuvaShaktiWithModiji
6
4
23
1,195
Manas Kumar Mohanty retweeted
#୨୫ବର୍ଷ_କୋଟିଆରେ_କିଛି_ହୋଇନି: ରାଜସ୍ୱ ମନ୍ତ୍ରୀ -କୋଟିଆ ପ୍ରସଙ୍ଗରେ ନବୀନଙ୍କ ଚିଠି ପରେ ରାଜସ୍ୱ ମନ୍ତ୍ରୀଙ୍କ ଜବାବ -ଖୋଲା ବିତର୍କ ପାଇଁ ଆହ୍ୱାନ ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ -କେତେ ଥର ନବୀନ ବାବୁ କୋଟିଆ ଯାଇଛ ବୋଲି ପ୍ରଶ୍ନ କଲେ ମନ୍ତ୍ରୀ -'ଗତ ୨୫ ବର୍ଷରେ କୋଟିଆ ପାଇଁ କିଛି କରିନାହାନ୍ତି ପୂର୍ବ ସରକାର' -'ଆମ ମନ୍ତ୍ରୀ ଓ ନେତା କୋଟିଆ ଯାଇ ଲୋକଙ୍କ ସହ ମିଶୁଛନ୍ତି' -ମାଆ ନ ପଚାରିବାରୁ ମାଉସୀ ଘରକୁ ଯାଇଥିଲେ କୋଟିଆବାସୀ #KotiaIssue #NaveenPatnaik #SureshPujari #OdishaPolitics #PoliticalDebate #OTV
49
5
3
80
8,094
Manas Kumar Mohanty retweeted
ओडिशा के विभिन्न महाविद्यालयों एवं विश्वविद्यालयों में छात्रसंघ चुनावों में शानदार सफलता हासिल करने पर अखिल भारतीय विद्यार्थी परिषद (ABVP) के सभी कार्यकर्ताओं एवं विजयी प्रत्याशियों को हार्दिक बधाई एवं शुभकामनाएं। यह विजय युवाशक्ति के विश्वास, संगठन के प्रति समर्पण और राष्ट्रहित के प्रति प्रतिबद्धता का प्रतीक है। मुझे पूर्ण विश्वास है कि परिषद के कार्यकर्ता ‘ज्ञान, शील और एकता’ के मूल मंत्र के साथ छात्रहितों की रक्षा करते हुए शैक्षणिक परिसरों में सकारात्मक वातावरण के निर्माण एवं राष्ट्रसेवा के संकल्प को आगे बढ़ाएंगे। सभी विजयी प्रत्याशियों को सफल कार्यकाल की शुभकामनाएं। आप सभी विकसित ओडिशा और सशक्त भारत के निर्माण में अपनी महत्वपूर्ण भूमिका निभाएं, यही मंगलकामना है। @ABVPVoice @abvpodisha
15
37
583
Manas Kumar Mohanty retweeted
ओडिशा में संपन्न छात्र संघ चुनावों में अखिल भारतीय विद्यार्थी परिषद (ABVP) की शानदार जीत पर सभी विजयी प्रत्याशियों एवं समर्पित कार्यकर्ताओं को हार्दिक बधाई एवं शुभकामनाएँ। यह जीत युवाओं के नाम पर अराजकता फैलाने की राजनीति को नकारते हुए राष्ट्रवाद और राष्ट्रहित के प्रति युवा शक्ति के अटूट विश्वास को दर्शाती है। स्वामी विवेकानंद जी के आदर्शों से प्रेरित भारत का युवा आज राष्ट्रनिर्माण के संकल्प के साथ आगे बढ़ रहा है और विकसित भारत @ 2047 के लक्ष्य को साकार करने में अपनी महत्वपूर्ण भूमिका निभाने के लिए प्रतिबद्ध है। ଓଡ଼ିଶାରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସମସ୍ତ ବିଜୟୀ ପ୍ରାର୍ଥୀ ଏବଂ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କର ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଏହି ବିଜୟ ଯୁବଶକ୍ତି ନାମରେ ଅରାଜକତା ବିସ୍ତାର କରିବାର ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଯୁବଶକ୍ତିର ରାଷ୍ଟ୍ରବାଦ ଏବଂ ରାଷ୍ଟ୍ରହିତ ପ୍ରତି ଥିବା ଅଟଳ ବିଶ୍ୱାସକୁ ପ୍ରତିଫଳିତ କରୁଛି । ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଆଜି ଭାରତର ଯୁବପିଢ଼ି ରାଷ୍ଟ୍ର ନିର୍ମାଣର ସଂକଳ୍ପ ସହିତ ଆଗକୁ ବଢ଼ୁଛନ୍ତି ଏବଂ ଏକ ବିକଶିତ ଭାରତ @ 2047 ର ଲକ୍ଷ୍ୟ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରତିଜ୍ଞାବଦ୍ଧ । @ABVPVoice
21
309
6
676
12,694
Manas Kumar Mohanty retweeted
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ଐତିହାସିକ ସଂକଳ୍ପ ପାରିତ କରି, ସରକାରର ମୁଖ୍ୟ ଭାବେ ୨୫ ବର୍ଷର ନିରବଚ୍ଛିନ୍ନ ତପସ୍ୟା ଓ ନିଷ୍ଠାପର ରାଷ୍ଟ୍ରସେବା ପୂରଣ କରିଥିବା ଦେଶର ଯୁଗଦ୍ରଷ୍ଟା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ଅଶେଷ କୃତଜ୍ଞତା ଓ ହାର୍ଦ୍ଦିକ ସାଧୁବାଦ ଜଣାଇଲୁ। ‘ସେବା ହିଁ ସମର୍ପଣ’ ଏବଂ ‘ରାଷ୍ଟ୍ର ପ୍ରଥମ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ସେ ଗୁଜରାଟର ମୁଖ୍ୟମନ୍ତ୍ରୀତ୍ୱରୁ ଆରମ୍ଭ କରି ଭାରତର ‘ପ୍ରଧାନ ସେବକ’ ଭାବେ ଦେଶର ଶାସନ ବ୍ୟବସ୍ଥାରେ ଏକ ବୈପ୍ଳବିକ ରୂପାନ୍ତରଣ ଆଣିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ଦୂରଦୃଷ୍ଟି ଆଜି ଓଡ଼ିଶାର ବିକାଶ ଯାତ୍ରାକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଛି। ତାଙ୍କ ମାର୍ଗଦର୍ଶନକୁ ଆଧାର କରି ‘ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା’ ଗଠନ ତଥା ଭିଜନ୍ ୨୦୩୬ ଏବଂ ୨୦୪୭ର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ଆମ ସରକାର ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ନିରାମୟ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। Completing 25 years of unwavering service as the head of a government, Hon’ble Prime Minister Shri Narendra Modi Ji stands as an embodiment of “Nation First” and “Seva Hi Samarpan.” Today, the Odisha Cabinet passed a historic resolution expressing the gratitude of the people of Odisha for his extraordinary contribution to nation-building. His visionary Purvodaya vision continues to shape a new era of growth and prosperity for Odisha. @narendramodi
17
13
2
101
4,438
Manas Kumar Mohanty retweeted
ଆନ୍ଦୋଳନ ତ କେବଳ ବାହାନା, ଲୋକଙ୍କୁ ହଇରାଣ କରିବା ଇଣ୍ଡି ମେଣ୍ଟର ଅସଲି ଉଦ୍ଦେଶ୍ୟ ।
39
298
5
1,236
27,620
Manas Kumar Mohanty retweeted
हम बढ़ेंगे... देश के लिए हम सीखेंगे... देश के लिए हमारे संकल्प होंगे... देश के लिए हमारा परिश्रम होगा... देश के लिए हमारी भक्ति होगी... देश के लिए हमारी शक्ति होगी... देश के लिए मोदी जी ने 25 वर्षों तक निरंतर देश के लिए अपने जीवन का पल-पल समर्पित किया है, और यह यात्रा आज भी अविराम जारी है… #SevaSankalpAbhiyan #25YearsOfSeva
206
607
30
1,709
101,555
Manas Kumar Mohanty retweeted
#WATCH भुवनेश्वर(ओडिशा): मुख्यमंत्री मोहन चरण माझी ने कहा, "राज्य की सूचना और लोक संपर्क व्यवस्था को अधिक गतिशील तथा उत्तरदायी बनाने के लिए आज ओडिशा सूचना सभा अधिकारियों का एक महत्वपूर्ण मार्गदर्शन कार्यक्रम आयोजित किया गया था। लोगों को सटीक और समय पर प्रभावी सूचना कैसे दी जा सकती है, यही इस कार्यक्रम का उद्देश्य था।"
4
3
3,597
Manas Kumar Mohanty retweeted
45
325
5
1,347
31,354
Manas Kumar Mohanty retweeted
ଛାତ୍ର ସଂସଦ ନିର୍ବାଚନ ଏକ ଔପଚାରିକତା ନୁହେଁ; ଏହା ଆମ ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ଅଧିକାର, ନିର୍ଭୀକ ମତପ୍ରକାଶ ଏବଂ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ। ଦୁର୍ଭାଗ୍ୟର ବିଷୟ, ୨୦୧୭ ମସିହା ପରଠାରୁ ଦୀର୍ଘ ବର୍ଷ ଧରି ପୂର୍ବ ସରକାର ବିଭିନ୍ନ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଥିଲେ। ନୂତନ ନେତୃତ୍ୱ ସୃଷ୍ଟିକୁ ଭୟ କରି କ୍ୟାମ୍ପସ ଗଣତନ୍ତ୍ରକୁ ଅଣଦେଖା କରିବା ସହ ଯେଉଁ ଛାତ୍ରସମାଜ ରାଜ୍ୟର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖେ, ସେମାନଙ୍କୁ ନିଜ କ୍ୟାମ୍ପସର ପ୍ରତିନିଧି ବାଛିବାର ମୌଳିକ ଅଧିକାରରୁ ଦୂରେଇ ରଖିବା ଥିଲା ଓଡ଼ିଶାର ଯୁବଶକ୍ତି ସହ ସବୁଠାରୁ ବଡ଼ ପ୍ରତାରଣା। କିନ୍ତୁ ଛାତ୍ର ସଂସଦ ନିର୍ବାଚନ କରେଇବୁ ବୋଲି ଆମେ ଆପଣମାନଙ୍କୁ କଥା ଦେଇଥିଲୁ । ନିର୍ବାଚନ ସମୟରେ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଓଡ଼ିଶାର ଛାତ୍ରସମାଜ ଉପରେ ଆମର ପୂର୍ଣ୍ଣ ଆସ୍ଥା ଅଛି ଏବଂ କଲେଜ-ବିଶ୍ୱବିଦ୍ୟାଳୟରେ ଗଣତାନ୍ତ୍ରିକ ବାତାବରଣ ନିଶ୍ଚୟ ଫେରିବ। ଆଜି ଆମେ ଯାହା କଥା ଦେଇଥିଲୁ, ତାହା କାର୍ଯ୍ୟରେ ପ୍ରମାଣିତ କରି ଦେଖାଇଛୁ। ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଆମ ଯୁବପିଢ଼ି ହିଁ ହେଉଛନ୍ତି ସମୃଦ୍ଧ ତଥା ବିକଶିତ ଓଡ଼ିଶାର କର୍ଣ୍ଣଧାର। ଆପଣମାନଙ୍କ ଚିନ୍ତା, ଦୃଷ୍ଟିକୋଣ ଓ ନେତୃତ୍ୱ ଦକ୍ଷତାକୁ ଏକ ନୂଆ ଦିଗ ଦେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ଶାନ୍ତି, ଶୃଙ୍ଖଳା, ଶାଳୀନତା ଓ ଗଣତାନ୍ତ୍ରିକ ଉତ୍ସାହର ସହ ଏହି ପ୍ରକ୍ରିୟାରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ ଏବଂ ନିଜ ଶିକ୍ଷାନୁଷ୍ଠାନ ତଥା ରାଜ୍ୟର ବିକାଶରେ ସକ୍ରିୟ ଭାଗୀଦାର ହୁଅନ୍ତୁ।
28
33
7
142
6,398
Manas Kumar Mohanty retweeted
श्री राम कॉलेज ऑफ़ कॉमर्स में ABVP की शानदार विजय! श्री राम कॉलेज में अध्यक्ष, उपाध्यक्ष, सचिव, सह-सचिव सहित दोनों सेंट्रल काउंसलर पदों पर अखिल भारतीय विद्यार्थी परिषद ने भारी मतों से शानदार जीत दर्ज की। एबीवीपी की जीत का सिलसिला जारी है, छात्रशक्ति का विश्वास - ABVP. #ABVP4DUSU #DUSU7333 #ABVP7333 – at Delhi, India
24
288
13
1,656
33,544
Manas Kumar Mohanty retweeted
ଆସନ୍ତୁ, ସେପ୍ଟେମ୍ବର ୧୭ ସନ୍ଧ୍ୟାରେ ଆମେ ସମସ୍ତେ ଗୋଟିଏ ଦୀପ ଜାଳି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ପ୍ରତି ଆମର ଆଶୀର୍ବାଦ ଓ କୃତଜ୍ଞତା ଜଣାଇବା । ଦୀପ ଜାଳିବାର ଫଟୋ ଓ ଭିଡିଓ #AshirwadKaDiya ହ୍ୟାଶ୍‍ଟ୍ୟାଗ୍ ସହ ସୋସିଆଲ ମିଡିଆରେ ଶେୟାର କରିବା । #SevaSankalpAbhiyan
142
2
20
60
25,686
Manas Kumar Mohanty retweeted
ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କେବଳ ଜଣେ ସାଧୁ ବା ସନ୍ନ୍ୟାସୀ ନଥିଲେ; ସେ ଥିଲେ କନ୍ଧମାଳର ଜନଜାତି ଓ ବନବାସୀ ଭାଇଭଉଣୀଙ୍କ ପାଇଁ ଜଣେ ସାକ୍ଷାତ୍ ପିତା, ରକ୍ଷାକବଚ ଏବଂ ଜାଗ୍ରତ ଆଧ୍ୟାତ୍ମିକ ଚେତନାର ପୁରୁଷ ।
2
9
34
6,779
Manas Kumar Mohanty retweeted
ସନାତନ ସଂସ୍କୃତିର ମହାନ ପୁରୋଧା, ଜନଜାତି ସମାଜର ଗୌରବ ଓ ଆତ୍ମସମ୍ମାନର ସୁରକ୍ଷକ, ବେଦାନ୍ତ କେଶରୀ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ସମର୍ପିତ ଜୀବନ ଆମ ଶ୍ରଦ୍ଧା, ସ୍ୱାଭିମାନ ଓ ନିରନ୍ତର ପ୍ରେରଣାର ଏକ ଶାଶ୍ୱତ ଆଲୋକବର୍ତ୍ତିକା। ସେବା, ଶିକ୍ଷା ଓ ସଂସ୍କାର ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣ ସାଧନ କରିବା ସହ ଗାଁ ଗାଁରେ ଆତ୍ମବିଶ୍ୱାସ ଓ ସନାତନ ଚେତନା ଭରିବାରେ ତାଙ୍କର ଜୀବନବ୍ୟାପୀ ମହାଯଜ୍ଞ ଅତୁଳନୀୟ। ସ୍ୱାମୀଜୀଙ୍କ ଅସୀମ ସାଧନା, ନିଷ୍କାମ ସେବା ଓ ମହାନ ତ୍ୟାଗପ୍ରତି ଗଭୀର ସମ୍ମାନ ଜଣାଇ ଆମ ସରକାର ତାଙ୍କର ଅମର ସ୍ମୃତି ପ୍ରତି ଏକ ନମ୍ର ନିବେଦନ କରିଛନ୍ତି। ଏହି ପବିତ୍ର ସଂକଳ୍ପ କ୍ରମରେ, ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯିବ। ଏହା ସହିତ ସ୍ୱାମୀଜୀଙ୍କ ସେବାପୀଠ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ସାମଗ୍ରିକ ରୂପାନ୍ତର, ସୁରକ୍ଷା ତଥା ଐତିହ୍ୟ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି (CMSA)ରୁ ୧୩ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି, ଯାହା ମାଧ୍ୟମରେ ନିମ୍ନୋକ୍ତ ମହତ୍ ପ୍ରକଳ୍ପମାନ କାର୍ଯ୍ୟକାରୀ ହେବ: ◆ ଛାତ୍ରୀମାନଙ୍କ ସୁରକ୍ଷିତ, ନିରବଚ୍ଛିନ୍ନ ଓ ଗୌରବମୟ ଶିକ୍ଷାର ବିକାଶ ପାଇଁ ୩୦୦ ଆସନ ବିଶିଷ୍ଟ ନୂତନ ଛାତ୍ରୀ ନିବାସ। ◆ ସ୍ୱାମୀଜୀଙ୍କ ପବିତ୍ର ସାଧନାପୀଠର ସୁରକ୍ଷା, ଆଧ୍ୟାତ୍ମିକ ପରିବେଶ ଓ ସ୍ମୃତିର ଆତ୍ମିକ ସଂରକ୍ଷଣ। ◆ ଆଶ୍ରମ, ସ୍କୁଲ ଓ କନ୍ୟାଶ୍ରମ ପରିସରରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ରିଭର ଲିଫ୍ଟ ପ୍ରକଳ୍ପ। ◆ ଶ୍ରେଣୀଗୃହ, ଅତିରିକ୍ତ କୋଠା, ପ୍ରାଚୀର ନିର୍ମାଣ ସହ ଆଶ୍ରମ ଓ ହଷ୍ଟେଲ ପରିସରର ସମୁଚିତ ନବୀକରଣ। ସନାତନ ସଂସ୍କୃତି ଓ ମାନବ ସେବାର ଯେଉଁ ଅମର ଶିଖା ସେ ପ୍ରଜ୍ୱଳିତ କରିଯାଇଛନ୍ତି, ତାହା ସମଗ୍ର ଓଡ଼ିଶାର କୋଟି କୋଟି ଜନସାଧାରଣଙ୍କ ହୃଦୟରେ ସଦା ସଞ୍ଜୀବିତ ରହିବ। ତାଙ୍କ ପ୍ରଦର୍ଶିତ ସେବା, ତ୍ୟାଗ ଓ ସଂସ୍କାରର ମାର୍ଗକୁ ଆଧାର କରି ଏକ ସମୃଦ୍ଧ, ସଶକ୍ତ ଓ ଗୌରବମୟ ଓଡ଼ିଶା ଗଠନ ପାଇଁ ଆମେ ସଂକଳ୍ପବଦ୍ଧ।
10
22
7
61
8,036
Manas Kumar Mohanty retweeted
Saddened by the passing of Smt. Chennamma Ji, wife of former Prime Minister Shri H.D. Deve Gowda Ji. She earned the admiration of all through her simplicity, kindness, and dedication to serving others. My heartfelt condolences are with Shri Deve Gowda Ji and his family during this hour of grief. Om Shanti.
74
197
3
724
77,264
Manas Kumar Mohanty retweeted
Reservation for women in legislative bodies is the need of the hour! This will make our democracy even more vibrant and participative. Any delay in bringing this reservation will be deeply unfortunate. Expressed my thoughts on the issue in this Op-Ed. nm-4.com/Tbn4Gs
1,768
3,493
558
17,020
2,032,869
Manas Kumar Mohanty retweeted
তৃণমূল কেন পশ্চিমবঙ্গে কিছু প্রকল্প বাস্তবায়িত করতে দিচ্ছে না তার কারণ এখানে দেওয়া হলো…
245
1,215
19
6,560
600,940
Manas Kumar Mohanty retweeted
कार्यकर्ता से राष्ट्रीय कार्यकारी अध्यक्ष तक! दुनिया की सबसे बड़ी कार्यकर्ता आधारित पार्टी भाजपा में ही यह संभव है कि जमीनी स्तर पर समर्पण भाव से कार्य करने वाले प्रत्येक कार्यकर्ता को उसके अथक परिश्रम का यथोचित सम्मान मिलता है। माननीय @NitinNabin जी ने एक जुझारू, कर्मठ एवं ऊर्जावान विधायक के रूप में लंबे समय तक संगठन और जनता की सेवा की है। मैंने स्वयं भी बिहार प्रभारी के तौर पर उनकी कार्यशैली, निर्णय क्षमता और नेतृत्व कौशल का निकटता से अनुभव किया है। आज उनका राष्ट्रीय कार्यकारी अध्यक्ष जैसे महत्वपूर्ण दायित्व को संभालना हम सभी कार्यकर्ताओं के लिए हर्ष और गौरव का विषय है। यह नियुक्ति भाजपा के संगठनात्मक संस्कारों और युवा सशक्तीकरण की जीवंत मिसाल है। मुझे पूर्ण विश्वास है कि आपके नेतृत्व में नवीन रणनीतियों के साथ भाजपा संगठन नई ऊँचाइयों को स्पर्श करेगा। जय भाजपा!
24
231
1
1,493
21,536
Manas Kumar Mohanty retweeted
ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଠକୁସଙ୍ଗ ଗ୍ରାମପଞ୍ଚାୟତର ବାଲିପଦା ଗ୍ରାମଠାରେ ୧ କୋଟି ୪୨ ଲକ୍ଷ ୨୩ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲି । କଂକ୍ରିଟ୍‌ ଟ୍ରଫ୍‌ ୱାଲ, କଂକ୍ରିଟ୍ ସୁରକ୍ଷା କାନ୍ଥ ନିର୍ମାଣ ଏବଂ ବନ୍ଧ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନଦୀବନ୍ଧ ସୁଦୃଢ଼ ହେବ ଏବଂ ସ୍ଥାନୀୟ ଲୋକଙ୍କ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆସିବ । @PMOIndia @narendramodi @JPNadda @NitinNabin @MohanMOdisha @SamalManmohan7 @Manas_BJP
1
1
25
3,345