Pitambar Samal retweeted
ସାମାଜିକ ନ୍ୟାୟ ଓ ଲୋକକଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ, ରାଜ୍ୟ ସରକାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ଏଣିକି ଯୋଗ୍ୟ ଆବେଦନକାରୀଙ୍କୁ ଆବେଦନର ପରବର୍ତ୍ତୀ ମାସରୁ ହିଁ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ।
ଆସନ୍ତାକାଲି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ।
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #PromiseDelivered
Pitambar Samal retweeted
କେନ୍ଦୁଝର ସର୍କିଟ୍ ହାଉସ୍ଠାରେ ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଲି। ସମସ୍ୟାଗୁଡ଼ିକର ଶୀଘ୍ର ଏବଂ ସଠିକ୍ ସମାଧାନ ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ଲୋକଙ୍କ ସୁଖ-ଦୁଃଖରେ ସାମିଲ ହୋଇ ସେମାନଙ୍କ ସେବା କରିବା ହିଁ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ ତଥା ସର୍ବୋଚ୍ଚ ପ୍ରାଥମିକତା।
Pitambar Samal retweeted
ସୁକିନ୍ଦା ଠାରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଳିଜଙ୍ଗ ଗ୍ରାମପଞ୍ଚାୟତର ବିଜୁ ଜନତା ଦଳର ଯୁବ ସଭାପତି ଶ୍ରୀ ଆବାକସ ମିଶ୍ରଙ୍କ ସହ ଶ୍ରୀ ଆଶୁତୋଷ ସାହୁ, ଶ୍ରୀ ଅରୁଣ ମହାନ୍ତ, ଶ୍ରୀ ଭାଗିରଥି ପାତ୍ର ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ବ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଲୋକାଭିମୁଖୀ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆମ ଦଳରେ ଯୋଗଦାନ କଲେ।
ସମସ୍ତଙ୍କୁ ଦଳୀୟ ଟୋପି ଏବଂ ଉତ୍ତରୀୟ ସହ ସ୍ବାଗତ କଲି।
#ସୁନାରସୁକିନ୍ଦା #ସୁକିନ୍ଦା #ମାଟିରନେତା #ମାଟିର_ପୁଅ_ଟୁଟୁ_ଭାଈ
#Tutubhai #Tutubala #Sukinda #bjpsukinda #SunaraSukinda #Odisha #BJPOdisha #BJPGovernment
#CMOOdisha #NarendraModi #AmitShah #JPNadda #MohanMajhi #DharmendraPradhan #NitinNabin
Pitambar Samal retweeted
It’s a special joy to have eminent agricultural scientist and a cherished mentor of many years, Padma Bhushan Dr RS Paroda, along with Madam Shashi Paroda at our home recently. I have always treasured his guidance, warmth, and affection.
Pitambar Samal retweeted
ପବିତ୍ର ଦୀପାବଳି ଅବସରରେ ସୁକିନ୍ଦା ସ୍ଥିତ ଆମ ଦଳର କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ମାନଙ୍କ ସହ ମିଶି ଦୀପ ଜାଳିବା ଏବଂ ହୀନ ପହଞ୍ଚାଉନଥିବା ବିଭିନ୍ନ ଆତସବାଜି ସହକାରେ ପାଳନ କଲୁ।
#Diwali2026
Pitambar Samal retweeted
Hon’ble Chief Minister Shri Mohan Charan Majhi, along with Hon’ble Deputy Chief Minister Shri Kanak Vardhan Singh Deo, inaugurated the Odisha Pavilion and the Netherlands Pavilion at the Bharat Renewable Energy Summit & Expo 2026 in New Delhi.
The Odisha Pavilion showcases the State’s renewable energy potential, strategic advantages and investment opportunities across emerging clean-energy sectors, reflecting its commitment to building a sustainable energy ecosystem and advancing India's clean-energy transition.
#Odisha #RenewableEnergy #BRESummit2026
Pitambar Samal retweeted
ବାତ୍ୟା ‘ଅର୍ଣ୍ଣବ’ରେ କ୍ଷତିଗ୍ରସ୍ତ କୃଷକଙ୍କୁ ଆଶ୍ୱସ୍ତି ଓ ଚାଷର ପୁନରୁଦ୍ଧାର ପାଇଁ ଲୋକଙ୍କ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ। ଫସଲ କ୍ଷତି ବାବଦରେ ଇନ୍ପୁଟ୍ ସବସିଡି ସହ ବିହନ ମିନିକିଟ୍ ଉପରେ ସବସିଡି ଓ କୃଷି ଋଣ ପୁନର୍ଗଠନ ମାଧ୍ୟମରେ କୃଷକଙ୍କୁ ମିଳିବ ଆବଶ୍ୟକ ସହାୟତା।
Cyclone ‘Arnab’ relief measures focus on supporting affected farmers and restoring agricultural activities. From crop-loss input subsidies to seed minikits, subsidised and restructuring of agricultural loans, farmers will receive essential assistance to revive their livelihoods.
Pitambar Samal retweeted
ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଜନସାଧାରଣଙ୍କ ସହାୟତା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ତୁରନ୍ତ ଖାଦ୍ୟଶସ୍ୟ ଓ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ।
ଏହା ସହିତ ଅନ୍ନଦାତାମାନଙ୍କ ହିତ ଉଦ୍ଦେଶ୍ୟରେ ଇନପୁଟ୍ ସବସିଡି, ଉନ୍ନତ ବିହନ ମିନିକିଟ୍, କୀଟନାଶକ ରିହାତି ତଥା କୃଷି ଋଣ ସହାୟତାର ବ୍ୟବସ୍ଥା ଗ୍ରହଣ କରାଯାଇ କ୍ଷେତ୍ରସ୍ତରରେ ଚାଷକାର୍ଯ୍ୟକୁ ପୁନଃ ସକ୍ରିୟ କରିବାକୁ ନିଷ୍ପତ୍ତି ନିଆଯାଇଛି।
Pitambar Samal retweeted
ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଓ ବାସଗୃହର ପୁନର୍ନିର୍ମାଣ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘରର ପୁନର୍ନିର୍ମାଣଠାରୁ ଆରମ୍ଭ କରି ଆଂଶିକ କ୍ଷତିଗ୍ରସ୍ତ ଘରର ମରାମତି, ପୋଷାକ ଓ ବାସନକୁସନ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ। ପ୍ରତ୍ୟେକ ପ୍ରଭାବିତ ପରିବାରର ସୁରକ୍ଷା, ସମ୍ମାନ ଓ ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବା ଆମର ପ୍ରାଥମିକତା।
Pitambar Samal retweeted
ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା କ୍ଷତିଗ୍ରସ୍ତ MSME, ବ୍ୟବସାୟୀ, ଦୋକାନୀ ଓ ଉଠା ଦୋକାନୀଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଉଦ୍ୟୋଗୀଙ୍କୁ ଋଣ ସହ ସରକାରୀ ସବସିଡି ଏବଂ କ୍ଷତିଗ୍ରସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ସହାୟତା ଯୋଗାଇ ଦିଆଯିବ। ବ୍ୟବସାୟିକ କାର୍ଯ୍ୟକଳାପକୁ ପୁନର୍ବାର ସ୍ୱାଭାବିକ କରିବା ସହ ପ୍ରଭାବିତଙ୍କ ଜୀବିକା ସୁଦୃଢ଼ କରିବା ଆମର ପ୍ରାଥମିକତା ।
Pitambar Samal retweeted
ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ପଶୁପାଳକ, ଦୁଗ୍ଧ ଚାଷୀ ଓ କୁକୁଡ଼ା ଚାଷୀଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ଲୋକଙ୍କ ସରକାର ବିଭିନ୍ନ ସହାୟତା ଘୋଷଣା କରିଛନ୍ତି । ପ୍ରାଣିସମ୍ପଦ ମୃତ୍ୟୁଜନିତ କ୍ଷତିପୂରଣ, ଭାରବାହୀ ପଶୁଙ୍କ ପାଇଁ ଆର୍ଥିକ ସହାୟତା, ନୂତନ ପଶୁ କ୍ରୟ ପାଇଁ ସବସିଡି ଓ ଗୋ-ଖାଦ୍ୟ ଯୋଗାଣ ସହ କ୍ଷତିଗ୍ରସ୍ତ କୁକୁଡ଼ା ଫାର୍ମଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ ସହାୟତା ଦିଆଯିବ।
Pitambar Samal retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ଶିଳ୍ପ ବିକାଶକୁ ମିଳୁଛି ନୂଆ ଗତି। ଇଣ୍ଡିଆ କେମ୍ ୨୦୨୬, ମୁମ୍ବାଇରେ ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବିଶ୍ୱ ନିବେଶକଙ୍କୁ ଆମନ୍ତ୍ରଣ ସହ ନିବେଶ ବୃଦ୍ଧି ଓ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି।
Under the leadership of Hon’ble Chief Minister Shri Mohan Charan Majhi, Odisha is accelerating its industrial growth. At India Chem 2026 in Mumbai, global investors were invited to explore opportunities in chemicals and petrochemicals, with a focus on attracting investments and creating jobs for the youth.
🤖 Made with AI
Pitambar Samal retweeted
#୫୪_ହଜାର_କୋଟିର_ନିବେଶ_ଆସିବ: #ମୁଖ୍ୟମନ୍ତ୍ରୀ
-ଓଡ଼ିଶାକୁ ଆସିବ ୫୪ ହଜାର କୋଟି ଟଙ୍କାର ପୁଞ୍ଜି
-ମୁମ୍ବାଇରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା
-ଇଣ୍ଡିଆ କେମ୍-୨୦୨୬ ସମ୍ମିଳନୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
-୨୫ଟି ମିଟିଂ କରିଥିଲି, ମୋଟ ୯ଟି MoU ସ୍ୱାକ୍ଷରିତ ହୋଇଛି
-୫୪ ହଜାର କୋଟି ନିବେଶ ଆସିବ, ୨୦ ହଜାର ନିଯୁକ୍ତି ସୁଯୋଗ ସମ୍ଭାବନା
#Odisha #MohanCharanMajhi #InvestmentInOdisha #OdishaInvestment #IndiaChem2026 #MakeInOdisha #IndustrialDevelopment #EconomicGrowth #InvestInOdisha #OdishaDevelopment #OTV
Pitambar Samal retweeted
ଶିଳ୍ପାୟନ ଓ ନିବେଶ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ନୂଆ ଗତି। ଇଣ୍ଡିଆ କେମ୍ ୨୦୨୬, ମୁମ୍ବାଇରେ ୨୫ଟି ୱାନ୍-ଟୁ-ୱାନ୍ ବୈଠକ, ୯ଟି MoU ଓ ୪ଟି ନିବେଶ ପ୍ରସ୍ତାବ ମାଧ୍ୟମରେ ₹୫୪,୦୦୦ କୋଟିର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଏହା ଦ୍ୱାରା ୨୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟିର ଆଶା ସହ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ଆହୁରି ଆଗକୁ ବଢ଼ିବ।
Odisha’s industrial growth gains momentum with ₹54,000 crore in investment potential, 9 MoUs and 4 investment intents at #IndiaChem2026 in Mumbai, opening avenues for 20,000 employment opportunities and advancing the vision of a Samruddha Odisha.
Pitambar Samal retweeted
ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABVP.. ୯ରୁ ୭ଟି ସିଟରେ ABVP ପ୍ରାର୍ଥୀ ବିଜୟୀ.. ABVPର ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ..
#UtkalUniversity #ABVP #NSUI #UtkalUniversityElection #StudentElection #ABVPVictory #OTV
Pitambar Samal retweeted
ଆମ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ଉନ୍ନତି ତଥା ସେମାନଙ୍କ ଗୌରବ ଓ ସ୍ୱାଭିମାନ ରକ୍ଷା ପାଇଁ ସର୍ବଦା ଦୃଢ଼ ପ୍ରତିବଦ୍ଧ। ଏସିଆନ୍ ଗେମ୍ସରେ ଅତୁଳନୀୟ ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ହାସଲ କରି ସାରା ବିଶ୍ୱରେ ଦେଶର ଗୌରବ ବୃଦ୍ଧି କରିଥିବା ଆମ ଜାତୀୟ ପୁରୁଷ ଏବଂ ମହିଳା ହକି ଦଳର ପ୍ରତିଭାବାନ ଖେଳାଳିମାନେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି।
ଏହି ଅବସରରେ ଆମର ଏହି ସ୍ୱର୍ଣ୍ଣ ବିଜୟୀ ଖେଳାଳିମାନଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇବି। ସେମାନଙ୍କର ଏହି ଐତିହାସିକ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅନନ୍ୟ ପ୍ରେରଣା, ଏବଂ ଏହି ଅବସରରେ ସେମାନଙ୍କୁ ଆଦରର ସହ ସମ୍ମାନିତ କରିବା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।
Our Government is committed to strengthening sports and ensuring that every sportsperson receives the dignity, recognition and honour they rightfully deserve.
Tomorrow, India’s gold-winning men’s and women’s hockey teams will arrive in Odisha following their outstanding triumph at the Asian Games. I look forward to welcoming and felicitating our champions. It will be a proud privilege for Odisha to honour these sporting icons and celebrate their remarkable achievement on the international stage.
Pitambar Samal retweeted
The credibility of a democracy rests on free and fair elections and the protection of every eligible citizen’s right to vote. Clean and accurate electoral rolls are fundamental to this trust. Duplicate entries, outdated records and the names of deceased persons remaining on voter lists can compromise their accuracy. Ensuring reliable electoral rolls is, therefore, not merely an administrative necessity, but essential to safeguarding electoral integrity and strengthening public confidence in democracy.
The Special Intensive Revision (SIR) is vital to ensuring that electoral rolls accurately reflect eligible voters. It helps identify discrepancies, eliminate duplicate entries, update records following deaths or changes in residence, and ensure that eligible voters are not left out. Equally, the process must protect every legitimate voter from wrongful exclusion. These are not minor administrative details; they go to the heart of electoral fairness, equal representation and the sanctity of every vote.
SIR is a necessary and constructive exercise to uphold the integrity of our electoral system. Its effective implementation, with fairness and due diligence, will help ensure that electoral records remain reliable and that the democratic process commands the confidence it deserves.
Pitambar Samal retweeted
A compelling reflection by Shri Nripendra Misra, former Principal Secretary to Hon’ble Prime Minister Shri Narendra Modi Ji, on 25 years of closely observing Modi Ji’s journey, highlighting his decisiveness, intellectual rigour, relentless pursuit of solutions and unwavering focus on outcomes that continue to shape his approach to governance and nation-building.
Pitambar Samal retweeted
ଜମି କିଣିବା ପୂର୍ବରୁ IGR Odisha ପୋର୍ଟାଲ୍ ଜରିଆରେ EC (Encumbrance Certificate) ଯାଞ୍ଚ କରନ୍ତୁ ଏବଂ ଜମିର କାରବାର ବା ବନ୍ଧକ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ସହଜରେ ଜାଣନ୍ତୁ। ଆପଣଙ୍କ ଗୋଟିଏ ସଚେତନ ପଦକ୍ଷେପ, ନିବେଶକୁ କରିବ ସୁରକ୍ଷିତ!
👉 ଅଧିକ ଜାଣିବା ପାଇଁ ପରିଦର୍ଶନ କରନ୍ତୁ: igrodisha.gov.in
#RevenueOdisha #IGROdisha #LandAwareness #OdishaGovt #OdishaLandRecords
Pitambar Samal retweeted
The demise of veteran actor Nana Patekar Ji is a great loss to Indian cinema. Through his exceptional talent, powerful performances and enduring contribution to the arts, he left an indelible mark on generations of audiences.
May Mahaprabhu Shri Jagannath grant eternal peace to the departed soul and provide strength and solace to his family, friends and countless admirers in this hour of grief. Om Shanti. 🙏





























