Deepali Das (@deepalidas95) header
Deepali Das (@deepalidas95) profile picture

General Secretary Biju Janta Dal odisha. @bjd_odisha, Founder Naba Das Foundation, MBA in communication and PR from Eu business school Barcelona @eubusiness

Jharsuguda, India
Joined December 2019
Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)Photo by Deepali Das (@deepalidas95)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି। ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେୃତ୍ୱତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ। ରାଷ୍ଟ୍ର ଗଠନ ପାଇଁ ସହକାରୀ ସଂଘବାଦ (Cooperative Federalism) ଓ ରାଷ୍ଟ୍ରନୀତିଜ୍ଞତା (Statesmanship) ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ। ନୂତନ ଓ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ ହେବ ଏବଂ ଆମର ଲୋକପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଏହାକୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ।
1,315
255
29
1,143
64,476
With the blessings of Lord Jagannatha and the faith of people of Odisha, BJD has been serving the state and transforming it like never before in every sector. BJD will contest in all 147 assembly constituencies and all 21 Lok Sabha constituencies with the support of people of Odisha and win more than three fourth seats under the leadership of Shri Naveen Patnaik. BJD will continue to take decisions keeping people of Odisha in the forefront always and their welfare in true sprit of cooperative federalism and statesmanship required for nation building . #NewOdisha and #EmpoweredOdisha will be our goal and we are on track to achieve this under the leadership of our leader Shri Naveen Patnaik.
2,155
327
47
1,278
85,598
Following the 'Jevan Bindu' initiative, inspired by the Hon'ble Chief Minister, Sj. Naveen Patnaik sir, a blood donation camp was organized at Satupali Gosala under Rengali Constituency.
5
24
83
2,436
Deepali Das retweeted
Congratulations @rdmodisha & district administrations as #Odisha has been conferred with ‘Bhoomi Samman’ by Hon’ble @rashtrapatibhvn, Smt. Draupadi Murmu for outstanding contribution to Digital India Land Records Modernization Programme. #Odisha is a pioneer in digitisation of land records & public services under transformative #5T framework. #OdishaLeads
21
106
3
600
31,787
Replying to @dpradhanbjp
@dpradhanbjp ଭାଇ, ଭାରତବର୍ଷର ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡା (ସମ୍ବଲପୁର)ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୬ କୋଟି ୪୧ ଲକ୍ଷ ଟଙ୍କା ମଞ୍ଜୁର କରିଥିବା କଥା ଆପଣ ନିଶ୍ଚୟ ଜାଣନ୍ତି । ସମଗ୍ର ପଶ୍ଚିମ ଓଡିଶାରେ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଛି। ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ, ଆମ ଅସ୍ମିତାର ପ୍ରତୀକ। ତାଙ୍କ ଜନ୍ମସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏତେ ବଡ଼ ଘୋଷଣା କରିବା ସତ୍ତ୍ଵେ ଆପଣ ଥରେ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଲେ ନାହିଁ? ଏଥିରେ ଆପଣ ଖୁସି ନାହାନ୍ତି କି?
40
39
2
115
3,109
It is unfortunate that regularly political statements are being made on my late father's murder case. We have been briefed about the Crime Branch investigation on regular basis.
3
19
68
2,352
Instead of making scandalous statements in media, if anybody has evidence, they should better give it to Court or the Crime Branch. I once again request not to do dirty politics on my late father's death.
2
20
2
56
2,428
Deepali Das retweeted
କୁଶଳୀ ହେଉଛନ୍ତି ଝିଅ, ଆଇଟିଆଇରେ ବଢୁଛି ନାମଲେଖା। ରାଜ୍ୟ ସରକାରଙ୍କ 'ସୁଦକ୍ଷା' ଯୋଜନାରେ ଦିଆଯାଉଛି ଅତ୍ୟାଧୁନିକ ଶିଳ୍ପ ତାଲିମ। ୨୦୨୩ ବର୍ଷରେ ଝିଅଙ୍କ ଯୋଗଦାନରେ ୨୨.୫% ବୃଦ୍ଧି ହୋଇଥିବା ବେଳେ ବିଶ୍ଵରେ ଉଦାହରଣ ସାଜିଛି 'ସ୍କିଲ୍ଡ ଇନ୍ ଓଡ଼ିଶା'। #SkilledInOdisha
30
105
6
444
18,130
ବର୍ଷା ଋତୁର ମଜା ନିଅନ୍ତୁ ‘ମୋ ବସ୍’ ସହ। ସୁରକ୍ଷିତ ଯାତ୍ରା କରନ୍ତୁ। ନିଜେ ଭିଜିବା ପରିବର୍ତ୍ତେ ବସ୍ ଭିତରୁ ବର୍ଷାଭିଜା ସହରର ଲୋଭନୀୟ ଦୃଶ୍ୟ ଉପଭୋଗ କରନ୍ତୁ। #MoBusForBetterYou #MonsoonVibes
40
22
4
570
34,754
Deepali Das retweeted
ରାଜ୍ୟରେ ପ୍ରାଣୀ ସମ୍ପଦର ସୁରକ୍ଷା ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୨୦୯ଜଣ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏଥିସହ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ₹୨୧.୩୪ କୋଟିର ସହାୟତା ପ୍ରଦାନ କରି ପ୍ରାଣୀଧନ ବିକାଶରେ #5T ର ଉପଯୋଗ କରିବାକୁ ସେ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ପରାମର୍ଶ ଦେଇଛନ୍ତି। #OdishaCares
32
63
5
389
24,638
Deepali Das retweeted
Vishal & Nikki ( MLA ) son & daughter of my friend Nabo Das ( minister Odisha Govt ) who was shot in Jharsuguda Odisha by a police man. Death in most unbelievable circumstances. Went to their home to pay our deepest condolences !!
5
32
1
186
6,127
Deepali Das retweeted
ଏକାମ୍ର ପ୍ରକଳ୍ପ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଭକ୍ତ ତଥା ପର୍ଯ୍ୟଟକଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରିବା ସହ ଏକାମ୍ର ପ୍ରକଳ୍ପର ସ୍ଥାପତ୍ୟ, ପ୍ରତ୍ନତାତ୍ତ୍ଵିକ ଏବଂ ଐତିହ୍ୟର ପୁନରୁଦ୍ଧାର ପାଇଁ ଏଥିରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
30
94
2
776
23,957
#Odisha’s #Niramaya scheme is reducing out-of-pocket expenses of patients by providing them medicines for free at public hospitals. Govt is continuously emphasising on high quality, affordable healthcare & has allocated ₹513Cr in #Budget4NewOdisha towards the scheme. #OdishaCares
12
48
3
205
6,379
Deepali Das retweeted
ବାଲେଶ୍ଵର ଗସ୍ତରେ #5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଶଙ୍ଖାରୀ ସ୍ଥିତ ମନୋଜ ଦାସଙ୍କ ସ୍ମୃତିପୀଠ ପରିଦର୍ଶନ କରିଛନ୍ତି। ନିର୍ମାଣାଧୀନ ସ୍ମୃତି ସ୍ମାରକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଶେଷ କରିବା ଉପରେ ସେ ଗୁରୁତ୍ଵ ଦେଇଛନ୍ତି।
19
43
1
301
9,411
Deepali Das retweeted
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ନିର୍ଦ୍ଦେଶକ୍ରମେ #5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବାଲେଶ୍ୱର ଗସ୍ତ ଅବସରରେ ଜିଲ୍ଲାର ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସଚିବ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି।
23
63
4
483
17,459
Deepali Das retweeted
#OdishaCabinet led by CM @Naveen_Odisha approved policy fixing nominal annual ground rent of ₹100/acre & 75% cess of ground rent in respect to Govt land leased out to charitable organisations. These include institutions for disabled, orphanage, blind school, goshalas etc.
29
67
5
395
15,887
Deepali Das retweeted
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ ମଧ୍ୟରେ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha #OdishaCabinet ବୈଠକରେ ୨୦୨୩-୨୫ ଦୁଇଟି ଆର୍ଥିକ ବର୍ଷ ଲାଗି ₹୧,୧୬୦ କୋଟି ମଞ୍ଜୁର କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଗମନାଗମନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। #Odisha #MukhyamantriSadakYojana
57
78
2
462
31,035
Deepali Das retweeted
As the Indian football team clinched the #HeroIntercontinentalCup at a packed #KalingaStadium in #Bhubaneswar, CM @Naveen_Odisha handed over the winner's trophy to the champion team and announced ₹1 crore prize money for them. #OdishaForSports
22
79
7
671
23,665
Deepali Das retweeted
କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜର ହେବ ରୂପାନ୍ତରଣ। #5T ଅଧୀନରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଗ୍ରହଣ କରିଛନ୍ତି ପଦକ୍ଷେପ। #OdishaOnTheMove
242
141
10
660
31,610
Deepali Das retweeted
ଲୋକଙ୍କ ପାଇଁ ଆହୁରି ବ୍ୟାପକ ହେଉଛି ଗମନାଗମନ ଓ ପରିବହନ ବ୍ୟବସ୍ଥା। 'ଆମ ବସ୍ ଷ୍ଟାଣ୍ଡ' ଅଧୀନରେ ୫୫ଟି ନୂଆ ବସ୍ ଷ୍ଟାଣ୍ଡର ନିର୍ମାଣ ସରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ୭୦ଟି ନୂଆ ବସ୍ ଷ୍ଟାଣ୍ଡର ହେବ ନିର୍ମାଣ। ଏହା ଲୋକଙ୍କୁ ଗୁଣାତ୍ମକ ସୁବିଧା ସୁନିଶ୍ଚିତ କରିବା ସହ ଜୀବନଶୈଳୀରେ ଆଣୁଛି ପରିବର୍ତ୍ତନ। #AmaBusStand
100
80
4
559
27,852