Pinned Tweet
ଆମର ପ୍ରଥମ ବାର୍ଷିକ ଉତ୍ସବରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମ୍ଭ ମାନଙ୍କର ଉତ୍ସାହ ବଢାଇଥିଲେ। ଯାହା ଆମପାଇଁ ପ୍ରେରଣାର ଉତ୍ସ ଥିଲା। ବହୁତ ବହୁତ ଧନ୍ୟବାଦ @samarth_verma Sir
@SecyChief
@PradeepJenaIAS
@Puri_Official
@IASassociation
@MoSarkar5T
@CMO_Odisha
Team ATA Official retweeted
ଗୋପ ବ୍ଲକ୍ ଅଣ୍ଢରା ଇଚ୍ଛାପୁର ଜିପିର P.E.O ସୂଚନା ଦେଇ ସଠିକ୍ ସମୟରେ ଭତ୍ତା ବାଣ୍ଟିବା ପାଇଁ କାର୍ଯ୍ୟାଳୟ ରେ ପହଞ୍ଚୁ ନାହାନ୍ତି । ବୃଦ୍ଧା ମାନେ ଖରାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି।ଫୋନ୍ କଲେ ମିଥ୍ୟା ସୂଚନା ଦେଉଛନ୍ତି କାର୍ଯ୍ୟାଳୟରେ ଅଛି । ତୁରନ୍ତ ଅନ୍ୟତ୍ର ବଦଳି ପାଇଁ @MohanMOdisha @JanaSunani sir 🙏 ଙ୍କୁ ଅନୁରୋଧ।
Team ATA Official retweeted
ଭୁବନେଶ୍ୱର ନଅତାଲା ନିକଟରେ ବିଦ୍ୟୁତ ବିଭାଗର ଠିକା କର୍ମଚାରୀଙ୍କ ହାଇଡ୍ରାମା।ଦୀର୍ଘ ୫୬ ଦିନ ଧରି ଆନ୍ଦୋଳନରେ ବସିବା ପରେ, ମାନସିକ ଚାପଗ୍ରସ୍ତ ହୋଇ ଆଜି ସକାଳୁ କିଛି କର୍ମଚାରୀ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ଟାୱାର ଉପରେ ଚଢ଼ିଯାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି @CMO_Odisha @MohanMOdisha @KVSinghDeo1 @TPCentralOdisha
Team ATA Official retweeted
Replying to @OfficialTeamATA @rashtrapatibhvn @PMOIndia @CMO_Odisha @HFWOdisha @MahalingMukesh @SecyChief @_anugarg @DmSambalpur @MBismaya @PradeepJenaIAS
ମାନ୍ୟବର @HFWOdisha ମନ୍ତ୍ରୀ ଶ୍ରୀଯୁକ୍ତ @MahalingMukesh ମହୋଦୟ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା ବ୍ଲଡ଼ ବ୍ୟାଙ୍କ ବନ୍ଦ ଥିବା ସମ୍ପର୍କରେ ଆପଣ ଜ୍ଞାତରେ ଥାଇ ମଧ୍ୟ ଏପର୍ୟ୍ଯନ୍ତ କାର୍ଯ୍ୟକାରୀ ହୋଇ ହୋଇ ପାରି ନାହିଁ
ଆପଣଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି
ଆଶା କରୁଛି ଯଥାଶିଘ୍ର ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ
Team ATA Official retweeted
Replying to @OfficialTeamATA @rashtrapatibhvn @PMOIndia @CMO_Odisha @HFWOdisha @MahalingMukesh @SecyChief @_anugarg @NandaKishorPra4 @DmSambalpur @MBismaya @PradeepJenaIAS
Please look into this.
Team ATA Official retweeted
Replying to @OfficialTeamATA @rashtrapatibhvn @PMOIndia @CMO_Odisha @HFWOdisha @MahalingMukesh @SecyChief @_anugarg @NandaKishorPra4 @DmSambalpur @MBismaya @PradeepJenaIAS
Respected Maam/ Sir please look into the matter and take necessary action immediately 🙏
Team ATA Official retweeted
Replying to @OfficialTeamATA @rashtrapatibhvn @PMOIndia @CMO_Odisha @HFWOdisha @MahalingMukesh @SecyChief @_anugarg @NandaKishorPra4 @DmSambalpur @MBismaya @PradeepJenaIAS
ଦୟାକରି ଏହା ପ୍ରତି ତୁରନ୍ତ ଧ୍ୟାନ ଦେଇ ଯଥାଶୀଘ୍ର ଏହାର ସମାଧାନ କରନ୍ତୁ କାରଣ ଏହା ହେଉଛି ଜଣଙ୍କର ଜୀବନ ଆଉ ମରଣ ର କଥା 🙏🙏🙏
Team ATA Official retweeted
ବନ୍ଦ ରଖିଥିବା ରକ୍ତ ଭଣ୍ଡାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିନମ୍ର ଅନୁରୋଧ। ହଜାର ହଜାର ଲୋକମାନେ ଏହା ଉପରେ ନିର୍ଭରଶୀଳ ଅଛନ୍ତି। ତେଣୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ।
@rashtrapatibhvn
@PMOIndia @CMO_Odisha @HFWOdisha @MahalingMukesh @SecyChief @_anugarg @NandaKishorPra4 @DmSambalpur
🩸"ରକ୍ତଭଣ୍ଡାର କାର୍ଯ୍ୟକ୍ଷମ କର, ନଚେତ୍ ଆମକୁ ଇଚ୍ଛା ମୃତ୍ୟୁ ଅନୁମତି ଦିଅ!" 🩸
ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଭଣ୍ଡାର ଦୀର୍ଘ ଦିନ ହେଲା ବନ୍ଦ ପଡ଼ିଛି। ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ବେ ସରକାର କିମ୍ବା ପ୍ରଶାସନର ନିଦ ଭାଙ୍ଗୁନି।
@rashtrapatibhvn @PMOIndia
@GovernorOdisha @CMO_Odisha @DmSambalpur
Team ATA Official retweeted
Replying to @NandaKishorPra4 @rashtrapatibhvn @PMOIndia @GovernorOdisha @CMO_Odisha @DmSambalpur @dpradhanbjp @HFWOdisha @MoHFW_INDIA @OfficeofJPNadda @MahalingMukesh @MohanMOdisha @SecyChief @_anugarg @narendramodi
@HFWOdisha @DmSambalpur requested to pl look into the matter. Operationalisation of a blood bank is essential in the interest of the general public. Redhakhol being located on NH, it becomes all the more important to have a functional blood bank. This may be expedited.
Team ATA Official retweeted
Thank u very much Sir n @PradeepJenaIAS Sir for bringing administration to d door step people bt what abt d RI who harassed Chandan ??
Dear Chandan, Upon learning about your issue, I immediately took up the matter with the concerned Revenue Officer through @AdmnNayagada. I am pleased to learn that the certificate has been issued today. Wishing you every success in your academic pursuits!
Team ATA Official retweeted
Replying to @OfficialTeamATA @puriulb @dm_puri @HUDDeptOdisha @CMO_Odisha @SPPuri1 @ushapadhee1996 @SecyChief @SRC_Odisha @GovernorOdisha @SujataRoutK @dr_kcmahapatra @swainsurya2011 @SusantKu_Kandi @MBismaya @Santosh88512716 @OAVS_Official
Please look into this
Team ATA Official retweeted
Replying to @OfficialTeamATA @puriulb @dm_puri @HUDDeptOdisha @CMO_Odisha @SPPuri1 @ushapadhee1996 @SRC_Odisha @GovernorOdisha @swainsurya2011 @dr_kcmahapatra @SusantKu_Kandi @ChinmayaKarna @MBismaya @NandaKishorPra4 @AhmedKh59931740
Please look into this
Team ATA Official retweeted
ଦୀର୍ଘଦିନ ହେବ @RDC_Central ମହୋଦୟଙ୍କ ଟ୍ୱିଟର X ଆକାଉଣ୍ଟଟି ସକ୍ରିୟ ନାହିଁ। ଏହି ଆକାଉଣ୍ଟ ମାଧ୍ୟମରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ ହେଉନାହିଁ। ଶୀଘ୍ର ଏହି ଆକାଉଣ୍ଟକୁ ସକ୍ରିୟ କରିବାପାଇଁ @CMO_Odisha ମହୋଦୟଙ୍କୁ ବିନମ୍ର ନିବେଦନ। @SRC_Odisha @SecyChief @rdmodisha @arvindpadhee @_anugarg @IPR_Odisha
Team ATA Official retweeted
Replying to @sagar_kumar_
Pl share little details including ROR , village and details of the issue involved and tag @KatakaDM @Tdr_Salipur @rdmodisha . I hope concerned officers will resolve your problem.
Team ATA Official retweeted
Replying to @chandankumaro24
Team ATA Official retweeted
Replying to @PradeepJenaIAS
@PradeepJenaIAS
Pls help me sir 🙏 Sir mo bapa kn ra jadi paternal ancestral property nahi but mo jje maa kn jami bapa kn name ku transfer heithiba then Mora haba na nahi , but ri babu kahuchanti 4th ancestral(great grandfather of my father) kn property ra sabak paata ana
Replying to @CMO_Odisha
@CMO_Odisha @AdmnNayagada @rdmodisha @odisha_police
Requesting local media & citizen voices to highlight this administrative delay before my career opportunity is lost on 30th Nov.🙏
@ArgusNews_in @otvnews @NEWS7Odia @kalingatv @DharitriLive1 @sambad_odisha
#Daspalla
Team ATA Official retweeted
Replying to @OfficialTeamATA @puriulb @dm_puri @CMO_Odisha @HUDDeptOdisha @rdmodisha @SRC_Odisha @GovernorOdisha @swainsurya2011 @SusantKu_Kandi @MBismaya @SujataRoutK @neevenergy
Please look into this
ପୁରୀ ସହରରେ ଏହିଭଳି ପାଗରେ ପରିବର୍ତ୍ତନ କୌଣସି ଚିନ୍ତା ଜନକ ସ୍ଥିତି ନୁହେଁ ତ ?
@SRC_Odisha
@IMDWeather @IPR_Odisha @SecyChief @dm_puri @CMO_Odisha @_anugarg @arvindpadhee @PradeepJenaIAS
ଉଜ୍ବଳ ଶ୍ରୀକ୍ଷେତ୍ର
ପୁରୀ ସହରର ଶଙ୍କରେଶ୍ୱର ଠାରୁ ମାତାମଠ ପର୍ଯ୍ୟନ୍ତ ଅନେକ ଖୁଣ୍ଟିରେ ଲାଇଟ ଆଜକୁ ଏକମାସରୁ ଉର୍ଦ୍ଧହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି।ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନଦିଅନ୍ତୁ
@puriulb @dm_puri @HUDDeptOdisha @CMO_Odisha @SPPuri1 @ushapadhee1996 @SecyChief
ଉଜ୍ବଳ ଶ୍ରୀକ୍ଷେତ୍ର
ପୁରୀ ସହରର ଦତ୍ତତୋଟା ପ୍ରଭାତ ଲେନ ପାଖ ରାଧାକୃଷ୍ଣ ନଗର ଏହି ଖୁଣ୍ଟିର ଗୋଟିଏ ଲାଇଟ ଆଜକୁ 15 ଦିନ ହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି।ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ।
@puriulb @dm_puri @HUDDeptOdisha @CMO_Odisha @SPPuri1 @ushapadhee1996


























