Thank you sir
It was a pleasure to attend the inaugural ceremony of the 13th edition of the One Purpose India Forum (@OnePurpos_) 2026, organised by @csrboxorg, and engage in meaningful interactions with distinguished representatives from diverse sectors.
The occasion was graced by Hon’ble Governor of Maharashtra, Shri @Jishnu_Devvarma Ji, Hon’ble Chief Minister of Delhi, Smt. @gupta_rekha Ji, Hon’ble Chief Minister of Nagaland, Shri @Neiphiu_Rio Ji and CEO CSRBOX, Shri @bhomikjain ji along with several other distinguished dignitaries.
11
ଭାରତ ସରକାରଙ୍କର ଙ୍କ ତରଫରୁ Civil Defence ସଂସ୍ଥା ର ଉନ୍ନତି ପାଇଁ ପ୍ରତ୍ୟେକ ରାଜ୍ୟ କୁ ନିର୍ଦ୍ଦେଶ ଥିବା ବେଳେ, ଅନ୍ୟ ରାଜ୍ୟ ମାନେ ସାରି ସାରିବା ପରେ ମଧ୍ୟ , ଆମ ରାଜ୍ୟ କାହିଁକି ଏଥିରେ ପଛୁଆ ?
@PMOIndia
@CMO_Odisha
@DGFS_HGs_CD
@homeodisha
@SecyChief
@AmitShah
@MahalingMukesh
@otvnews
Sir,,
ଆଗରୁ ଆପଣ ଦାବି ଜଣାଇ ଥିଲେ , ହେଲେ ଏବେ କାଇଁ କିଛି କରୁନାହାନ୍ତି ।
ଓଡ଼ିଶା Civil Defence Personnel ମାନଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ର ରାଶି ବୃଦ୍ଧି କରିବାର ସେମାନଙ୍କ ଯଥାର୍ଥ ଦାବିକୁ ସମର୍ଥନ ଜଣାଇ ଏହି ଦାବି ଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନେବାପାଇଁ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ ଏବଂ D.G ପୋଲିସ ଙ୍କୁ ଚିଠି ଲେଖି ଦାବି ଜଣାଇଲି।
1
32
ସୁଦିପ୍ତ ସାହୁ retweeted
Glimpses from the state-wide mock drill conducted by Odisha Civil Defence on 7th May 2025 across 12 districts. The exercise simulated a hostile air raid scenario to evaluate civilian alert systems, shelter response, and coordinated emergency action. #MockDrill #NationFirst
ସରକାର ଙ୍କୁ ମାନିବାକୁ ପଡ଼ିବ । ଗୋଟେ ଗୋଟେ କାର୍ଯକ୍ରମ ରେ କୋଟି କୋଟି ଖର୍ଚ୍ଚ ହେଇ ଯିବ, ହେଲେ ଗୃହ ବିଭାଗ ର ଏହି ଅନୁଷ୍ଠାନ ଟିକୁ ବଞ୍ଚିବାକୁ ଦିଆଯିବନିଁ।
@CMO_Odisha @homeodisha
@PMOIndia @dpradhanbjp @OdishaFS @MahalingMukesh
ମନୋବଳ, ସାହସ କୌଶଳ ଆଜି ଦେଖିବା ବାପୁଜୀ ନଗର ରେ ।
ସରକାର କେତେ ଯତ୍ନବାନ ସେ ମଧ୍ୟ ଦେଖିବା
@CMO_Odisha @homeodisha @PMOIndia
1
21
ସରକାର ପାଙ୍ଗୁ କରିଦେଇଥିବା ଅନୁଷ୍ଠାନ କୁ ନେଇ ଏବେ ମକ୍ ଡ୍ରିଲ ହବ , ଆଶା କରିବି ଏବେ Civel Defence ଅନୁଷ୍ଠାନ ର ଆବଶ୍ୟକତା କଣ ମାନ୍ୟବର DG @OdishaF_ES ସାହେବ୍ ଜାଣି ପାରିବେ । @CMO_Odisha ଅନୁରୋଧ ଆଶା ବଡି ଖଣ୍ଡେ ଦେବେ।
@homeodisha
@PMOIndia
time has come for the State govt to proper utilisation of CD personnel. The @homeodisha should provide a sufficient survival support system for the Odisha civil Defence.
@CMO_Odisha
@OdishaF_ES
@PMOIndia
Govt of india should connect the RCDCC to all TCDCCs in Every States through HF net work & hot lines telephone connection.There should be sufficient Siren posts in CD Towns.The well experienced staff & trained Volunteers should be posted as CDIs @AmitShah @narendramodi @PMOIndia
Mr. Sunil Pradhan, the young Sarpanch of Singhapada GP, Khandapada, Nayagarh, for launching a library to promote girls' education! In collaboration with C3, he’s providing free AEC to girls,helping to combat child marriage and empower the next generation
@CMO_Odisha @AdmnNayagarh
3
74
Civil Defence Bhubaneswar teams have been braving heavy rains and gusty winds as removal of fallen trees and road clearing is underway in Odisha during "DANA" Cyclone.
@PMOIndia @CMO_Odisha @homeodisha @DGFS_HGs_CD @AmitShah
1
85
Capital hospital ରେ ରକ୍ତ ପରୀକ୍ଷା ପାଇଁ ସମୟ ସକାଳ ୯ ଘଟିକା ରହିଛି । ଅନେକ ଲୋକ ଲମ୍ବା ଧାଡ଼ିରେ ଖାଲି ପେଟରେ ରକ୍ତ ପରୀକ୍ଷା ପାଇଁ ଛିଡ଼ା ହୋଇଥାନ୍ତି । ସମସ୍ତ କାମ ସାରି ରକ୍ତ ଦେବା ସମୟ ଦିନ 11ରୁ 12 ହେଇ ଯାଏ । ସରକାର ରକ୍ତ ପରୀକ୍ଷା ସକାଳ ୬ ଟାରୁ କରିଲେ ରୋଗୀ ଉପକୃତ ହୋଇ ପରନ୍ତେ @MahalingMukesh @CMO_Odisha
1
41
Requesting CP Sir and DCP Sir to kindly identify these people and take immediate steps to arrest these people. @dcpbbsr @cpbbsrctc @DGPOdisha @CMO_Odisha
2
41
ମାନ୍ୟବର @CMO_Odisha ଙ୍କୁ ଅନୁରୋଧ #CivelDefence ର ଦୁଃଖ ବୁଝି ସେମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ।
@homeodisha
1
28
ଆଜି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମ ରେ ୪ଟି ବେ ଆଇନି ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି ଏବଂ ୩୦ରୁ ଉର୍ଦ୍ଧ ଗୋମାତାଙ୍କର ପ୍ରାଣହାନି ଘଟିଛି । ଅପେକ୍ଷା ରହିଲା କାର୍ଯ୍ୟାନୁଷ୍ଠାନ କୁ । କିଛି ପଦକ୍ଷେପ ନିଆ ଯିବା ନା ଟଙ୍କା ନେଇ ମାମଲାର ରଫାଦଫା ହୋଇଯିବ । @CMO_Odisha @DGPOdisha
2
38
ହେ ପ୍ରଭୁ ,
ଏହାପାଇଁ କିଛି ନିୟମ କାନୁନ ଅଛି କି ନାଇଁ।
@CMO_Odisha @homeodisha
@otvkhabar @suryanandannet @kanak_news
It's time to encourage Civil Defence at the government level. Volunteers are working extremely hard. The Govt. should provide more support to empower them by offering quality training, financial support, and necessary equipment.@CMO_Odisha @homeodisha @DGFS_HGs_CD @PMOIndia
Civil Defence, Odisha Team deployed at World famous puri Ratha yatra for Rescue work, First Aid, Crowd Management etc. @CMO_Odisha @MohanMOdisha @PMOIndia @homeodisha @OdishaF_ES @osdmaodisha @DeocPuri @SJTA_Puri @DMKhordha @odisha_police @IPR_Odisha @rdmodisha @narendramodi
4
32
































