Jeevan Jyoti Sangathan (@jjsangathan) header
Jeevan Jyoti Sangathan (@jjsangathan) profile picture

Our Motto is to help poor and needy peoples

Arasa,Tihidi,Bhadrak,Odisha
Joined July 2017
Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)Photo by Jeevan Jyoti Sangathan (@jjsangathan)
ନିରୀହ ପଶୁ ମାନଙ୍କର କଣ ବଞ୍ଚିବାର ଅଧିକାର ନାହିଁ ଲୋକମାନେ ମଦ୍ୟପାନ କରି ଯେଉଁ ପରି ଭାବରେ ବେପରୁଆ ଗାଡ଼ି ଚଳାଇ ନିରୀହ ପଶୁମାନଙ୍କର ଦୁର୍ଘଟଣା କରି ଚାଲିଯାଉଛନ୍ତି । ଭଦ୍ରକ ରୁ ଚାନ୍ଦବାଲି NH ରେ ଏପରି ବହୁତ୍ ଦୁର୍ଘଟଣା ଘଟିଲାଣି ଏହାର କଣ କିଛି ସମାଧାନ ନାହିଁ @STAOdisha ଆପଣଙ୍କୁ ଅନୁରୋଧ କରୁଅଛୁକି ଏହାର କିଛି ସମାଧାନ କରାଯାଉ ।
1
1
56
ଭଦ୍ରକ ରୁ ଚାନ୍ଦବାଲି NH ମଧ୍ୟରେ ଯେଉଁ ରେଡ଼ିଅମ୍ ଷ୍ଟ୍ରିପ ଲାଗିଥିଲା ତାହା ବର୍ତ୍ତମାନ ବହୁତ୍ ଖରାପ ଅବସ୍ଥାରେ ଅଛି କିଛି ଦେଖାଯାଉନାହିଁ। ତାହା ସହ Animal safety ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ରେଡ଼ିୟମ୍ ବୋର୍ଡ଼ ମରାଯାଉ ଏବଂ safety Awareness କରାଯାଉ🙏🙏 @STAOdisha @CTOdisha @DM_Bhadrak @RTOBHADRAK
1
55
BLOOD DONATION CAMP SUCCESSFULLY DONE 🩸🩸🩸❤️❤️❤️❤️❤️❤️ Thank you Doctor's and staff's for valuable support 🙏🙏🙏🙏 @AIIMSBhubaneswr Date-26.07.2024 "A single drop of your blood could be a drop of life for someone else"
2
2
1
5
202
ଭଦ୍ରକ କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏବଂ ଜୀବନ ଜ୍ୟୋତି ସଂଗଠନର ମିଳିତ ଉଦ୍ୟମ ରେ ୧୧୦ ୟୁନିଟ୍ ରକ୍ତ କଲେକ୍ସନ ହେଲା। ଭଦ୍ରକ ମେଡ଼ିକାଲ ରେ ରକ୍ତର ଅଭାବ ଦୂର କରିବାର ପ୍ରୟାସ ଜୟ ଜଗନ୍ନାଥ 🙏🙏🙏ସମସ୍ତେ ଆଗେଇ ଆସି ଜରୁରୀ ସମୟରେ ନିଶ୍ଚିତ ରକ୍ତଦାନ କରନ୍ତୁ । @DM_Bhadrak @CdmoBhadrak #bhadrak #BloodDonation
1
2
1
5
151
ଆଜି ପୁରୀ ପ୍ରଶାସନ ଜୀବନ ଜ୍ୟୋତି ସଂଗଠନ କୁ ଏହି ମହାନ ସେବକ ର ସମ୍ମାନ ରେ ସମ୍ମାନିତ କରି ଆମ ହଳଦିଆ ସୈନିକଙ୍କୁ ଉତ୍ସାହିତ କରିଛନ୍ତି।ଏ ସେବା ସମ୍ମାନ ସଂଗଠନ ର ସମସ୍ତ କର୍ମୀଙ୍କ ନିଃସ୍ଵାର୍ଥପର ସେବା ର ପ୍ରମାଣ ନିଶ୍ଚିତ ଏହିପରି ସେବା ସବୁବେଳେ ଜାରି ରଖିବ ସଂଗଠନ।। ଧନ୍ୟବାଦ ପୁରୀ ପ୍ରଶାସନ🙏 @Puri_Official @samarth_verma
1
3
5
69
Happy International Yoga Day💛 Yoga Day Celebration On GrandRoad In Front Of Lord Jagannath Temple by @jjsangathan. Jay Jagannath 🙏 Jeevan Jyoti Sangathan ଜୀବନ ଜ୍ୟୋତି ସଂଗଠନ 💛 @PMOIndia @CMO_Odisha @narendramodi @odisha_tourism @Puri_Official #YogaForHealth #YogaDay2023
3
1
9
259
Jeevan Jyoti Sangathan retweeted
Very important message to SHARE with everyone staying near Bahanaga (Balasore) train accident site and near by area. Lets pray for everyone and lets do our part right 🙏🏼 Jay Jagannath #balasore #bahanaga #coromandalexpress #karamandal #odisha #trainaccident #important
27
89
7
1,062
54,107
ପବିତ୍ର ମକର ସଂକ୍ରାନ୍ତିରେ "ମା ଦପାନାୟକାଣୀ"ଙ୍କ ପୀଠରେ ଜୀବନ ଜ୍ୟୋତି ସଂଗଠନ, ତିହିଡ଼ି,ଭଦ୍ରକ ର ସେବାକାର୍ଯ୍ୟ♥️♥️♥️ସଂଗଠନର ସମସ୍ତ କର୍ମୀମାନଙ୍କୁ ସଂଗଠନ ତରଫରୁ କୃତଜ୍ଞତା 🙏🙏🙏💐💐💐
2
2
2
72
Jeevan Jyoti Sangathan retweeted
This Baby child suffering from Aplastic anemia(Nose Bleeding,Mouth bleeding) 1 unit A+ve SDP Required pls help Location-AIIMS, Bhubaneswar Contact no-9777903384 @sabyaactor @aftab70782201 @DONATEBLOOD8 @BloodDonorsOD @TapasKumarSwain @tapralisha @TapasMa97543810
3
5
3
13
ଗୁଣ୍ଡିଚା ମନ୍ଦିର ବସ ଷ୍ଟାଣ୍ଡ ସଫେଇ💛💛💛 – at Cuttack, India
1
1
10
ସ୍ୱଚ୍ଛତା ଅଭିଯାନ❤️❤️❤️🙏🙏🙏 – at Cuttack, India
2
ବିଭିନ୍ନ କାର୍ଯ୍ୟରେ ସମ୍ମିଳିତ ଜୀବନ ଜ୍ୟୋତି ସଂଗଠନର କର୍ମୀମାନେ । @CMO_Odisha @Puriulbeo @Puri_Official @SPPuri1 ଓଡ଼ିଶା ପ୍ରଶାସନ ବହୁତ ଧନ୍ୟବାଦ🙏ସାଲୁଟ ଧନ୍ୟବାଦ ପୁରୀ ପ୍ରଶାସନ🙏 ସଂଗଠନ ତରଫରୁ ଆପଣମାନଙ୍କୁ ସାଲୁଟ ଜୟ ଜଗନ୍ନାଥ । #RathaYatra2022 #Traffic control #swachata #placard Awareness – at Cuttack, India
2
3
8
କାର୍ଯ୍ୟରତ ସଂଗଠନର କର୍ମୀମାନେ
3
୨୦୨୨ଐତିହାସିକ କାଳିମେଘା ମେଲଣରେ କିଛି ସ୍ମରଣୀୟ ମୁହୁର୍ତ୍ତ ଏହି ଅସହ୍ୟ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ କର୍ମୀମାନଙ୍କର ସହଯୋଗ ରେ ଜଳ ଛତ୍ର ଶିବିରର ଆୟୋଜନ *JJS❤️❤️❤️* @BihariBismaya @RphDebasish @Jyotirm33455395 @Maheswa12158043 @Debraj_Behera1 @NayakDipong
1
1
1
6
Jeevan Jyoti Sangathan retweeted
Urgently Need A+ve(SDP) Tomorrow(2.12.2021) 9:00Am-10Am Patient Name-Minati mallick Age-36 Contact no-7978241972 Location-Aiims, Bhubaneswar Address-Bhadrak,Dhamnagar,chudakuti @AIIMSBhubaneswr @Indianbloodhelp @bloodhub_odisha @aftab70782201 @samal_shiba
2
1
2
1
17 jul re Tweet କରାଯାଇଥିଲା ହେଲେ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ଯଦି କେତେବେଳେ ବି ଏହା ଭୁଶୁଡ଼ି ପଡେ ଯଦି କେହି ଲୋକ ପ୍ରାଣ ହରାନ୍ତି ତାହେଲେ କିଏ ଦାୟୀ ରହିବେ । ଆମେ ଭାବୁଛୁ ପ୍ରଶାସନ ଏହାର ତୁରନ୍ତ ସମାଧାନ କରିବେ। @DM_Bhadrak @bdotihidi @tdr_tihidi @CdmoBhadrak @PdDrda @HFWOdisha
ନିମ୍ନରେ ଥିବା ଫୋଟୋ ହେଉଛି ତିହିଡ଼ି ବ୍ଳକ ମୁକୁନ୍ଦପୁର ଗ୍ରା:ପ ଅନ୍ତର୍ଗତ ଆରସା ଗ୍ରାମରେ ଥିବା ହୋମିଓପ୍ୟାଥିକ ଚିକିତ୍ସାଳୟ ଅତି ବିପଦ ସଂକୁଳ ଅବସ୍ଥାରେ ରୋଗୀସେବା ଯୋଗାଇ ଆସୁଛି ଏହାର ତୁରନ୍ତ ମରାମତି ନହେଲେ ଦୁର୍ଘଟଣା ଘଟିପାରେ । @DM_Bhadrak @CdmoBhadrak @PdDrda @tdr_tihidi @bdotihidi @BidyutlataNaya2
ପ୍ରାୟ 3-4 ମାସ ହେଲା ରାଜଲକ୍ଷ୍ମୀ ସାହୁ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ । କଟକ ବଡ଼ ମେଡିକାଲ ସହ କିଛି ପ୍ରାଇଭେଟ ମେଡ଼ିକାଲ ରେ ମଧ୍ୟ ଦେଖାଇଛନ୍ତି ବହୁତ ଅର୍ଥ ଖର୍ଚ୍ଚ କରିସାରିଲେଣି ହେଲେ ସେ ନିଜ ପିଲାଟିକୁ ଭଲ କରିପାରୁନାହାନ୍ତି କୌଣସି ମେଡ଼ିକାଲ ରୋଗ ଟି କଣ କିଛି କହିପାରୁନାହାନ୍ତି। @DM_Bhadrak @CdmoBhadrak
14
19
6
42
ଆମେ ସରକାରଙ୍କ ନିକଟରେ ଗୁହାରି କରୁଛୁ ପିଲାଟିକୁ କିଛି ଆର୍ଥିକ ସହାୟତା ସହିତ ଉନ୍ନତ ମାନର ଚିକିତ୍ସା ଯୋଗାଇବାପାଇଁ । @CMO_Odisha @MoSarkar5T @SubCol_Bhadrak @sabyaactor @HFWOdisha @nabadasjsg @arunbothra
1
1
6
ରାଜଲଷ୍ମୀ ସାହୁଙ୍କ ଘର ତିହିଡ଼ି ବ୍ଲକ ଅନ୍ତର୍ଗତ କୁବେରା ଗ୍ରାମରେ ତାଙ୍କ ବାପା କିଛି ଦିନ ପୂର୍ବେ ସୁରତ ରେ କାମ କରିବାପରେ ଏବେ ଚାଷ କାମ କରି ଘର ଚଳାଉଛନ୍ତି ଆର୍ଥିକ ପରିସ୍ଥିତି ମଧ୍ୟ ଠିକ ନାହିଁ ।
5