Team ATA Official (@TeamATAofficial) profile picture

ASSOCIATION OF TWITTER ACTIVISTS - ATA A bridge between ruled & ruler.

Puri, odisha, India
Joined March 2021
Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)Photo by Team ATA Official (@TeamATAofficial)
ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଆ ଅସ୍ମିତା ଓ ଜନକଲ୍ୟାଣ ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ଅଧିକାରୀଙ୍କ ଅବହେଳାରୁ ତୃଣମୂଳ ସ୍ତରରେ ବାଟମାରଣା ହେଉଛି । ଅସ୍ତରଙ୍ଗ ଅଞ୍ଚଳରେ ଆଶ୍ରୟସ୍ଥଳୀରେ ଭୋଜିଭାତ ଅଭିଯୋଗର ତଦନ୍ତ କରି ଦାୟୀ ଅଧିକାରୀଙ୍କୁ ଜବାବଦେହୀ କରାଯାଉ । ​#CycloneAkvan @CMO_Odisha @rdmodisha @SRC_Odisha @dm_puri
1
2
53
ସତ୍ୟପ୍ରକାଶଙ୍କ ଭତ୍ତା ସଂଘର୍ଷ....!! ଯୋଗ୍ୟ ହୋଇ ବି ମିଳୁନି ବର୍ଦ୍ଧିତ ଭତ୍ତା, ରୋଗାକ୍ରାନ୍ତ ପୁଅର ଚିକିତ୍ସା କରିପାରୁନାହାନ୍ତି ଗରିବ ପରିବାର । #Kendrapada Hon’ble @CMO_Odisha Sir, this matter requires urgent attention. I respectfully request your good office to review the issue and issue necessary directions to the concerned authorities for immediate action. Kindly ensure that the matter is resolved fairly and without further delay. @dept_ga @SecyChief @dept_ga @PRDeptOdisha @SSEPD2 @dmkendrapara @Kendrapara14721 @BDOMahakalapada @JanaSunani
1
4
1
15
336
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ବର୍ଷାରେ ଭାଙ୍ଗିପଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ,ଆବାସ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ? @CMO_Odisha Sir, urgent intervention and prompt action are requested. @SecyChief @dept_ga @PRDeptOdisha @ZPpuri @dm_puri @AstarangaBdo
2
3
67
Team ATA Official retweeted
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ସରକାର ବଦଳିଲା, କୁଡ଼ିଆ ବଦଳିଲାନି । ଆବାସ ଯୋଜନା କାହା ପାଇଁ? ଜନଶୁଣାଣି ପାଲଟିଛି ଦରଖାସ୍ତ ସଂଗ୍ରହ କେନ୍ଦ୍ର । This matter deserves immediate attention from the concerned authorities. @CMO_Odisha @PRDeptOdisha @dept_ga @dm_puri @ZPpuri @AstarangaBdo
1
1
3
43
କେନ୍ଦୁଝରର ଜିଲ୍ଲାରୁ ଆସିଲା ସାଂଘାତିକ ଅଭିଯୋଗ । ଚମ୍ପୁଆର ପତଳାଗାଁର ଶୁକ୍ରୁ ମହାରଣାଙ୍କ ଘର ଭାଙ୍ଗି ଦେଇଥିଲେ ହାତୀ ପଲ,ବର୍ଷକ ପରେ ମିଳୁନି ସହାୟତା, ୧୦ହଜାର ଟଙ୍କା ଦେଇ ଚୁପ୍ ବସିଛି ବନବିଭାଗ । @PMOIndia Sir, urgent intervention and prompt action are requested. @CMO_Odisha @ForestDeptt @Dist_Kendujhar
1
1
32
Team ATA Official retweeted
Hon’ble Sir, I kindly request you to look into this matter and take necessary actoin @CMO_Odisha @MohanMOdisha @NESTSHQ @jualoram @scstdevdept @PMOIndia @rashtrapatibhvn @EduMinOfIndia @DMKandhamal @TeamATAofficial @psknuagon
1
2
49
ଗାତରେ ଭର୍ତ୍ତି ପୂର୍ତ୍ତ ବିଭାଗ ରାସ୍ତା, ବିପଦରେ ଯାତ୍ରୀ । ଅସ୍ତରଙ୍ଗ କୁହୁଡ଼ି ଛକରୁ ମୁଖ୍ୟ ବଜାର ପର୍ଯ୍ୟନ୍ତ ବିରାଟକାୟ ଗର୍ତ୍ତ, ପ୍ରତିଦିନ ଦୁର୍ଘଟଣା, ତଥାପି ନିରବ ସ୍ଥାନୀୟ ପ୍ରଶାସନ....!! Hon’ble @CMO_Odisha Sir, this matter requires urgent attention. I respectfully request your good office to review the issue and issue necessary directions to the concerned authorities for immediate action. Kindly ensure that the matter is resolved fairly and without further delay. @dept_ga @SecyChief @dept_ga @PWD_Odisha @PrithivirajBJP @PWD_Nimapada @dm_puri @JanaSunani
6
7
12
339
ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୨୪ରୁ ଦୁଇଦିନିଆ ପୀର ଜାହାନିଆ ବାଲି ଯାତ୍ରା, ଏ ପର୍ଯ୍ୟନ୍ତ ବସିଲାନି ପ୍ରସ୍ତୁତି ବୈଠକ, ସାର୍ବଜନୀନ ହେଉନି ଟେଣ୍ଡର । Kindly examine the issue and take prompt action.@CMO_Odisha @dept_ga @homeodisha @rdmodisha @Food_Odisha @FS_Odisha @dm_puri @SPPuri1 @prsprateek @JanaSunani
3
4
5
127
ବାତ୍ୟା 'ଅକ୍ୱାନ' ଓ ବର୍ଷାରେ ଅସ୍ତରଙ୍ଗ ବେଗୁନିଆବସ୍ତରେ ଏକର ଏକର ଧାନ ଓ ପରିବା ଚାଷ ସଢ଼ି ନଷ୍ଟ । ଋଣ କରି ଚାଷ କରିଥିବା ଚାଷୀ ଚିନ୍ତାରେ, କିନ୍ତୁ ଏଯାଏଁ ପହଞ୍ଚିନି କ୍ଷୟକ୍ଷତି ଆକଳନ ଟିମ୍ । ତୁରନ୍ତ ସର୍ଭେ ଓ କ୍ଷତିପୂରଣ ମିଳୁ । Hon’ble @CMO_Odisha Sir, this matter requires urgent attention. I respectfully request your good office to review the issue and issue necessary directions to the concerned authorities for immediate action. Kindly ensure that the matter is resolved fairly and without further delay. @dept_ga @SecyChief @dept_ga @krushibibhag @KVSinghDeo1 @dm_puri @CDAO_Puri @JanaSunani #Astaranga #Puri #OdishaFarmers Source: @kanak_news
3
4
10
369
ପୁରୀ ଜିଲ୍ଲା ଅସ୍ତରଙ୍ଗ-କାକଟପୁର ମୁଖ୍ୟରାସ୍ତା ମରଣଯନ୍ତା, ଅସ୍ତରଙ୍ଗ ଷ୍ଟେଟ୍ ବ୍ୟାଙ୍କ୍ ସାମ୍ନା ରାସ୍ତାରେ ବଡ଼ ବଡ଼ ଖାଲ; ପୂର୍ତ୍ତ ବିଭାଗ ନିରବଦ୍ରଷ୍ଟା....!! Respected @CMO_Odisha Sir please look into this matter & take appreciate action.. @dept_ga @SecyChief @PWD_Odisha @PrithivirajBJP @SanjayKr1997 @dm_puri @PWD_Nimapada
2
4
6
61
Team ATA Official retweeted
Dear @Food_Odisha Please transfer Ration Card No. 15071011389 to Bandupala GP, Titilagarh Block, Balangir District, Odisha. Kindly update my address urgently. @TeamATAofficial @CollectorBgr @BTitilagarh @MohanMOdisha
1
4
101
ପୁରୀ ଜିଲ୍ଲା ଅସ୍ତରଙ୍ଗ ଷ୍ଟେଟ୍ ବ୍ୟାଙ୍କ୍ ସାମ୍ନା ରାସ୍ତା ପାଲଟିଛି ମରଣଯନ୍ତା ପୂର୍ତ୍ତ ବିଭାଗ ନୀରବ....!! Respected @CMO_Odisha Sir, I sincerely request your kind intervention in this matter. Please look into the issue and take appropriate action at the earliest to ensure a prompt resolution. @dept_ga @SecyChief @PWD_Odisha @PrithivirajBJP @SanjayKr1997 @dm_puri @PWD_Nimapada #Odisha #PublicGrievance #AdministrativeAction – at Astaranga, India
1
4
4
42
Team ATA Official retweeted
और ये घटिया खबर आ रही है पंजाब के पटियाला से , जहाँ भाखड़ा नहर के ऊपर बना पुल टूट के गिर गया और दो ट्रक नीचे दब गए। पुल की उम्र 100 वर्ष बतायी गई थी हो सकता है वहाँ दिन बहुत छोटे होते हों इसलिए जल्दी जल्दी बीत गए🤡
37
438
12
2,263
50,705
Team ATA Official retweeted
Replying to @CMO_Odisha
@CMO_Odisha @SSEPD2 @DssoSundargarh @narendramodi @DMSundargarh It is unfortunate that elderly Govinda Chhataria of Latapani village, Hemagir Block, Sundargarh district, is deprived of government welfare benefits simply because he does not have an Aadhaar card. Concerned authorities are requested to urgently intervene, arrange his Aadhaar card and ensure access to all eligible government welfare – at Barikel, India
2
9
1
30
774
ବାତ୍ୟା ମୁକାବିଲାରେ ତତ୍ପର ପ୍ରଶାସନ ​ପୁରୀ ଜିଲ୍ଲାପାଳ ଆଜି ବ୍ରହ୍ମଗିରିର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ସମସ୍ତ ସୁବିଧା ସୁଯୋଗର ତଦାରଖ କରିବା ସହ ସେମାନଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି l 📞 ଜିଲ୍ଲା ଜରୁରକାଳୀନ ଅପରେସନ କେନ୍ଦ୍ର(DEOC ),ପୁରୀ -୦୬୭୫୨-୨୨୩୨୩୬ #puri #puriadministration #cycloneAkvan #staysafe #stayalert #Odisha
2
14
152
8,130
Team ATA Official retweeted
📞 Call 1929 to reach the Urban Odisha Control Room during #CycloneAkvan. Report waterlogging, blocked drains, fallen trees or disruptions to drinking water and other civic services. Share your ward number, nearest landmark and a brief description of the issue. #OdishaCares
1
8
24
1,852
Team ATA Official retweeted
#WATCH | Puri, Odisha: SP Prateek Singh says, "Some individuals, known locally as 'gomasthas' (hawkers), approach devotees arriving for darshan by promising them an easy darshan experience. Their sole intent is to defraud the devotees, and they frequently succeed in swindling them. In the process, they also cause significant inconvenience to the visiting devotees. To ensure that no devotee is harassed or defrauded, we launched a special operation. Over the past three months, we have arrested more than 40 such fraudsters. Just yesterday, we apprehended 9 of these fraudulent hawkers and produced them before the court. These measures have already led to a significant reduction in such incidents, and we are actively working toward a permanent solution. Our objective is to ensure that if anyone attempts to lure or deceive devotees, we take immediate action against them. If anyone approaches you—promising an easy darshan do not trust them under any circumstances. Please report such individuals to the police."
26
78
7
583
60,867
Team ATA Official retweeted
A high-level review meeting chaired by the Hon’ble Chief Minister at SEOC, Bhubaneswar, assessed cyclone ‘AKVAN’ preparedness. Special focus was placed on the safety and evacuation of vulnerable people, patients requiring critical care, and residents of landslide-prone areas, alongside resource readiness, inter-departmental coordination and effective emergency response to ensure public safety. @CMO_Odisha @SecyChief @IPR_Odisha
9
19
2,017
Team ATA Official retweeted
With approach of #Cyclone Akvan the State Govt has identified 941 landslide vulnerable villages across six districts to ensure timely evacuation, monitoring and response. The administration is keeping a close 24×7 watch and is fully prepared to safeguard every life. #CycloneAkvan
1
10
41
9,349
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସମ୍ଭାବ୍ୟ ବାତ୍ୟା 'ଅକବାନ୍'ର ମୁକାବିଲା ଏବଂ ଏହାର ସମସ୍ତ ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ସମଗ୍ର ସ୍ଥିତିର ସମୀକ୍ଷା କରିଥିବାବେଳେ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବିଭାଗର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ବାତ୍ୟା ମୁକାବିଲାରେ ଜନଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ SRC କଣ୍ଟ୍ରୋଲ ରୁମ୍‌ରେ ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ସହ ୭୪ଟି ODRAF ଓ NDRF ଟିମ୍‌କୁ ମୁତୟନ କରାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତ୍ୱରିତ ପରିଚାଳନା ପାଇଁ ₹୨୦.୫ କୋଟିର ଆଗୁଆ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବିଶେଷକରି ପାହାଡ଼ ତଳି ଅଞ୍ଚଳର ସମସ୍ତ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ସହ ଗର୍ଭବତୀ ମହିଳା ଓ ଅନ୍ୟ ଅସୁରକ୍ଷିତ ବର୍ଗଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ୱୟର ସହ ସଜାଗ ରହି କାର୍ଯ୍ୟ କରୁଛନ୍ତି।
1
4
17
1,490